1 Corinthians 12:2
ତୁମ୍ଭମାନେେ ମନେପକାଅ ଯେ ବିଶ୍ବାସୀ ହବୋ ପୂର୍ବରୁ ତୁମ୍ଭମାନେେ କିପରି ବିପଥଗାମୀ ହାଇେ ମୂର୍ତ୍ତିପୂଜା କରିବାକୁ ଯାଉଥିଲା।
1 Corinthians 12:2 in Other Translations
King James Version (KJV)
Ye know that ye were Gentiles, carried away unto these dumb idols, even as ye were led.
American Standard Version (ASV)
Ye know that when ye were Gentiles `ye were' led away unto those dumb idols, howsoever ye might led.
Bible in Basic English (BBE)
You are conscious that when you were Gentiles, in whatever way you were guided, you went after images without voice or power.
Darby English Bible (DBY)
Ye know that when ye were [of the] nations [ye were] led away to dumb idols, in whatever way ye might be led.
World English Bible (WEB)
You know that when you were heathen{or Gentiles}, you were led away to those mute idols, however you might be led.
Young's Literal Translation (YLT)
ye have known that ye were nations, unto the dumb idols -- as ye were led -- being carried away;
| Ye know | Οἴδατε | oidate | OO-tha-tay |
| that | ὅτι | hoti | OH-tee |
| ye were | ἔθνη | ethnē | A-thnay |
| Gentiles, | ἦτε | ēte | A-tay |
| carried away | πρὸς | pros | prose |
| unto | τὰ | ta | ta |
| these | εἴδωλα | eidōla | EE-thoh-la |
| dumb | τὰ | ta | ta |
| ἄφωνα | aphōna | AH-foh-na | |
| idols, | ὡς | hōs | ose |
| even as | ἂν | an | an |
| ἤγεσθε | ēgesthe | A-gay-sthay | |
| ye were led. | ἀπαγόμενοι | apagomenoi | ah-pa-GOH-may-noo |
Cross Reference
ପିତରଙ୍କ ପ୍ରଥମ ପତ୍ 4:3
ଅତୀତ ରେ ଅବିଶ୍ବାସୀ ଲୋକଙ୍କ କଥା ରେ କାମ କରି ତୁମ୍ଭେ ଅନକେ ସମୟ ନଷ୍ଟ କରିସାରିଛ। ତୁମ୍ଭେ ୟୌନପାପ କରୁଥିଲ। ନିଜ ଇଚ୍ଛାନୁସା ରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ବଂସର କାର୍ୟ୍ଯ କରୁଥିଲ, ମଦ୍ଯପାନ ଦଳ ରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:9
ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
ଗୀତସଂହିତା 115:5
ସହେି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ। ସମାନଙ୍କେର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:11
ତୁମ୍ଭମାନେେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ ଅସୁନ୍ନତ ବୋଲି କହନ୍ତି। ସମାନେେ ନିଜକୁ ସୁନ୍ନତ281 ବୋଲି କହନ୍ତି। ଏହା ଏକ କାର୍ୟ୍ଯ, ଯାହାକୁ କି ସମାନେେ ନିଜ ଶରୀର ଉପରେ କରିଥାନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:11
ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।
ହବକକୂକ 2:18
ଖାଦେିତ ପ୍ରତିମା ରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖାଦେନ କଲା। ଧାତୁର ମୂର୍ତ୍ତି ରେ କଣ ଲାଭ ଅଛି? ଏହା ମିଥ୍ଯା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥି ରେ ବିଶ୍ବାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ।
ଯିରିମିୟ 10:5
ସେସବୁ ତାଳଗଛ ତୁଲ୍ଯ, କୁନ୍ଦା ଓ କଥା କହନ୍ତି ନାହିଁ। ସମାନଙ୍କେୁ ବହନ କରିବାକୁ ହୁଏ କାରଣ ସମାନେେ ଚାଲିପାରନ୍ତି ନାହିଁ। ତେଣୁ ସମାନଙ୍କେୁ ଭୟ କର ନାହିଁ, କାରଣ ସମାନେେ ଅମଙ୍ଗଳ କରିପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସମାନଙ୍କେର ଶକ୍ତି ନାହିଁ।
ପିତରଙ୍କ ପ୍ରଥମ ପତ୍ 1:18
ତୁମ୍ଭେ ଜାଣିଛ ଯେ ଅତୀତ ରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସହେିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସପରେି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ ରେ ନୁହେଁ,
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:17
ପ୍ରଭୁଙ୍କ ନାମ ରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ବାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସମାନଙ୍କେ ବିଚାରର କିଛି ମୂଲ୍ଯ ନାହିଁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:8
ପୂର୍ବରୁ ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ। ତୁମ୍ଭମାନେେ ମିଥ୍ଯା ଦବେତାମାନଙ୍କର ଦାସ ଥିଲ।
ମାଥିଉଲିଖିତ ସୁସମାଚାର 15:14
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।
ଯିଶାଇୟ 46:7
ସମାନେେ ତାହାକୁ ସ୍କନ୍ଧ ରେ ବହନ କରି ନିଅନ୍ତି। ତାକୁ ନଇେ ତା'ର ସ୍ଥାନ ରେ ରଖନ୍ତି। ସେ ସ୍ଥାନ ରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦବେ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।
ଗୀତସଂହିତା 135:16
ସହେି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସମାନେେ କଥା କହିପାରିବେ ନାହିଁ। ସମାନଙ୍କେର ଆଖି ଅଛି, କିନ୍ତୁ ସମାନେେ ଦେଖିପାରିବେ ନାହିଁ।
ଗୀତସଂହିତା 115:7
ସମାନଙ୍କେର ହାତ ଅଛି କିନ୍ତୁ ତାହା ସ୍ବର୍ଗ କରିପାରନ୍ତି ନାହିଁ। ସମାନଙ୍କେର ଗୋଡ଼ ଅଛି କିନ୍ତୁ ଚାଲିପାରନ୍ତି ନାହିଁ। ସମାନଙ୍କେ ଗଳାରୁ କୌଣସି ସ୍ବର ବାହାରେ ନାହିଁ।