କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:21 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:21

1 Corinthians 11:21
କାରଣ ତୁମ୍ଭମାନେେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କହେି କହେି ୟଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷ ରେ ଅନ୍ୟମାନେ ଅତ୍ଯଧିକ ଖାଇପିଇ ମାତାଲ ହାଇେ ଯାନ୍ତି।

1 Corinthians 11:201 Corinthians 111 Corinthians 11:22

1 Corinthians 11:21 in Other Translations

King James Version (KJV)
For in eating every one taketh before other his own supper: and one is hungry, and another is drunken.

American Standard Version (ASV)
for in your eating each one taketh before `other' his own supper; and one is hungry, and another is drunken.

Bible in Basic English (BBE)
For when you take your food, everyone takes his meal before the other; and one has not enough food, and another is the worse for drink.

Darby English Bible (DBY)
For each one in eating takes his *own* supper before [others], and one is hungry and another drinks to excess.

World English Bible (WEB)
For in your eating each one takes his own supper before others. One is hungry, and another is drunken.

Young's Literal Translation (YLT)
for each his own supper doth take before in the eating, and one is hungry, and another is drunk;

other
ἕκαστοςhekastosAKE-ah-stose
every
γὰρgargahr
one
τὸtotoh
For
ἴδιονidionEE-thee-one

own
δεῖπνονdeipnonTHEE-pnone
his
supper:
προλαμβάνειprolambaneiproh-lahm-VA-nee
before
taketh
ἐνenane
in

τῷtoh
eating
φαγεῖνphageinfa-GEEN
and
καὶkaikay
one
ὃςhosose

μὲνmenmane
is
hungry,
πεινᾷpeinapee-NA
another
ὃςhosose
and
δὲdethay
is
drunken.
μεθύειmethyeimay-THYOO-ee

Cross Reference

ଯିହୂଦାଙ୍କ ପତ୍ର 1:12
ଏମାନେ ତୁମ୍ଭମାନଙ୍କର ପ୍ ରମେି ଭୋଜିର କଳଙ୍କ ପରି। ସମାନେେ ନିର୍ଭୟ ରେ ତୁମ୍ଭ ସହିତ ଭୋଜନ କରନ୍ତି। ସମାନେେ କବଳେ ନିଜର ଯତ୍ନ ନିଅନ୍ତି। ସମାନେେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ବାରା ସମାନେେ ଚାରିଆଡ଼େ ଉଡ଼ନ୍ତି। ସମାନେେ ହମେନ୍ତ କାଳ ରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସମାନଙ୍କେର ଦୁଇ ଥର ମୃତ୍ଯୁ ହୁଏ।

ପିତରଙ୍କ ଦିତୀୟ ପତ୍ର 2:13
ଏହି ଭଣ୍ଡ ଶିକ୍ଷକମାନେ ଅନକେ ଲୋକଙ୍କୁ ଦୁଃଖ ଦଇେଛନ୍ତି। ଅତଏବ ସମାନେେ ନିଜେ ଦୁଃଖ ପାଇବେ। ସମାନେେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗ ରେ ଖାେଲାଖାଲିେ ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସମାନେେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜିଉତ୍ସବ ରେ ସମ୍ମିଳିତ ହବୋ ବେଳେ, ସମାନେେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ବରୂପ ଅଟନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:16
ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ଯବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀର ରେ ଅଂଶ ନୁହେଁ କି ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:23
ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କ ଠାରୁ ଗ୍ରହଣ କରିଥିଲି, ସହେି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଯେଉଁ ରାତ୍ରି ରେ ଯୀଶୁଙ୍କୁ ହତ୍ଯା କରିବା ପାଇଁ ଧରାଇ ଦିଆଯାଇଥିଲା। ସହେି ରାତ୍ରି ରେ ସେ ରୋଟୀ ନେଲେ ଓ ତା' ପାଇଁ ଧନ୍ଯବାଦ ଦଇେଥିଲେ।