1 Chronicles 8:6
ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗବୋର ସମାନେେ ନିଜ ପରିବାରର ମୁଖ୍ଯ ଥିଲେ। ନିଜର ଗୃହ ତ୍ଯାଗ କରି ମାନହତକୁ ୟିବା ନିମନ୍ତେ ସମାନଙ୍କେୁ ବାଧ୍ଯ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମନା, ଅହିଯ ଓ ଗରୋ।
1 Chronicles 8:6 in Other Translations
King James Version (KJV)
And these are the sons of Ehud: these are the heads of the fathers of the inhabitants of Geba, and they removed them to Manahath:
American Standard Version (ASV)
And these are the sons of Ehud: these are the heads of fathers' `houses' of the inhabitants of Geba, and they carried them captive to Manahath:
Bible in Basic English (BBE)
And these are the sons of Ehud, heads of families of those living in Geba: Iglaam and Alemeth
Darby English Bible (DBY)
-- And these are the sons of Ehud (these were the chief fathers of the inhabitants of Geba; and they carried them away to Manahath;
Webster's Bible (WBT)
And these are the sons of Ehud: these are the heads of the fathers of the inhabitants of Geba, and they removed them to Manahath:
World English Bible (WEB)
These are the sons of Ehud: these are the heads of fathers' [houses] of the inhabitants of Geba, and they carried them captive to Manahath:
Young's Literal Translation (YLT)
And these `are' sons of Ehud: they are heads of fathers to the inhabitants of Geba, and they remove them unto Manahath;
| And these | וְאֵ֖לֶּה | wĕʾēlle | veh-A-leh |
| are the sons | בְּנֵ֣י | bĕnê | beh-NAY |
| Ehud: of | אֵח֑וּד | ʾēḥûd | ay-HOOD |
| these | אֵ֣לֶּה | ʾēlle | A-leh |
| are the heads | הֵ֞ם | hēm | hame |
| fathers the of | רָאשֵׁ֤י | rāʾšê | ra-SHAY |
| of the inhabitants | אָבוֹת֙ | ʾābôt | ah-VOTE |
| of Geba, | לְי֣וֹשְׁבֵי | lĕyôšĕbê | leh-YOH-sheh-vay |
| removed they and | גֶ֔בַע | gebaʿ | ɡEH-va |
| them to | וַיַּגְל֖וּם | wayyaglûm | va-yahɡ-LOOM |
| Manahath: | אֶל | ʾel | el |
| מָנָֽחַת׃ | mānāḥat | ma-NA-haht |
Cross Reference
ବିଚାରକର୍ତାମାନଙ୍କ ବିବରଣ 3:20
ଏହୂଦ୍ ରାଜାଙ୍କ ନିକଟକକ୍ସ୍ଟ ଗଲେ। ସହେି ସମୟରେ, ଇଲ୍ଲୋନ ଉଚ୍ଚ ସିଂହାସନ ମଂଚ ଉପରେ ବସିଥିଲେ, ଏହା କବଳେ ତାଙ୍କର ଥିଲା।
ପ୍ରଥମ ବଂଶାବଳୀ 2:54
ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥଲହେମ୍ ନଟୋଫାତୀୟ, ଅଟ୍ରୋତ୍ବେତ୍ ଯୋୟାବ ମନହୋତୀୟର ସରାରୀୟର ଅର୍ଧେକ ଲୋକ,
ଆଦି ପୁସ୍ତକ 46:21
ବିନ୍ଯାମୀନର ପୁତ୍ରମାନେ ଥିଲେ ବଲୋ, ବେଖର, ଅସବଲେ, ଗରୋ, ନାମନ, ଏହି, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।
ବିଚାରକର୍ତାମାନଙ୍କ ବିବରଣ 4:1
ଏହୂଦଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯମାନ ପକ୍ସ୍ଟନର୍ବାର କଲେ।
ପ୍ରଥମ ବଂଶାବଳୀ 2:25
ୟିରହମଲେ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ୟିରହମଲଙ୍କେର ପୁତ୍ରମାନେ ଥିଲେ ରାମ, ବୁନା, ଓରଣ, ଓତସମ ଓ ଅହିଯ। ରାମ ୟିରହମଲଙ୍କେର ପ୍ରଥମ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 2:52
ଶାେବଲ କିରିଯତ୍-ୟିଯାରୀମର ପ୍ରତିଷ୍ଠାତା ଥିଲେ। ଏହା ଶାେବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାଯା, ମନୁହୋଥର ଅର୍ଦ୍ଧକେ ଲୋକ ;
ପ୍ରଥମ ବଂଶାବଳୀ 6:60
ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।
ପ୍ରଥମ ବଂଶାବଳୀ 7:10
ୟିଦୀଯଲଙ୍କେର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନ୍ଙ୍କର ପୁତ୍ରମାନେ ଥିଲେ : ୟିଯଶ, ବିନ୍ଯାମୀନ, ଏହୂଦ୍, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର।