ପ୍ରଥମ ବଂଶାବଳୀ 29:30 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 29 ପ୍ରଥମ ବଂଶାବଳୀ 29:30

1 Chronicles 29:30
ଦାଉଦ ଇଶ୍ରାୟେଲର ରାଜା ରୂପେ ଯେଉଁ ସମସ୍ତ ବିଷଯ କରିଥିଲେ, ସହେି ଲଖାଗେୁଡ଼ିକ ତାହାର ବିବରଣୀ ପ୍ରଦାନ କରେ। ସହେି ଲଖାଗେୁଡ଼ିକ ଦାଉଦଙ୍କ ପରାକ୍ରମ ଓ ତାଙ୍କ ପ୍ରତି ଘଟିତ ସକଳ ବିଷଯ ବର୍ଣ୍ଣନା କରେ। ଆଉ ସଗେୁଡ଼ିକ ଇଶ୍ରାୟେଲ ଓ ତାହାର ଚତୁର୍ଦ୍ଦିଗ ରେ ଥିବା ରାଜ୍ଯଗୁଡ଼ିକ ପ୍ରତି ଘଟିଥିବା ସକଳ ବିଷଯ ବର୍ଣ୍ଣନା କରେ।

1 Chronicles 29:291 Chronicles 29

1 Chronicles 29:30 in Other Translations

King James Version (KJV)
With all his reign and his might, and the times that went over him, and over Israel, and over all the kingdoms of the countries.

American Standard Version (ASV)
with all his reign and his might, and the times that went over him, and over Israel, and over all the kingdoms of the countries.

Bible in Basic English (BBE)
Together with all his rule and his power, and the events which took place in his time, in Israel and in all the kingdoms of other lands.

Darby English Bible (DBY)
with all his reign and his might, and the times that passed over him, and over Israel, and over all the kingdoms of the countries.

Webster's Bible (WBT)
With all his reign and his might, and the times that went over him, and over Israel, and over all the kingdoms of the countries.

World English Bible (WEB)
with all his reign and his might, and the times that went over him, and over Israel, and over all the kingdoms of the countries.

Young's Literal Translation (YLT)
with all his reign, and his might, and the times that went over him, and over Israel, and over all kingdoms of the lands.

With
עִ֥םʿimeem
all
כָּלkālkahl
his
reign
מַלְכוּת֖וֹmalkûtômahl-hoo-TOH
might,
his
and
וּגְבוּרָת֑וֹûgĕbûrātôoo-ɡeh-voo-ra-TOH
and
the
times
וְהָעִתִּ֗יםwĕhāʿittîmveh-ha-ee-TEEM
that
אֲשֶׁ֨רʾăšeruh-SHER
went
over
עָבְר֤וּʿobrûove-ROO

עָלָיו֙ʿālāywah-lav
him,
and
over
וְעַלwĕʿalveh-AL
Israel,
יִשְׂרָאֵ֔לyiśrāʾēlyees-ra-ALE
and
over
וְעַ֖לwĕʿalveh-AL
all
כָּלkālkahl
the
kingdoms
מַמְלְכ֥וֹתmamlĕkôtmahm-leh-HOTE
of
the
countries.
הָאֲרָצֽוֹת׃hāʾărāṣôtha-uh-ra-TSOTE

Cross Reference

ଦାନିଏଲ 4:23
ଏବଂ ଆପଣ ମଧ୍ଯ ଦେଖିଲେ ଯେ, ସ୍ବର୍ଗରୁ ପବିତ୍ର ସ୍ବର୍ଗଦୂତ ଓହ୍ଲାଇ ଆସି କହିଲେ, 'ଏ ବୃକ୍ଷକୁ ବିନଷ୍ଟ କରି ଛଦନେ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧିଅରେ ରଖ। ଆଉ ତାହା ଆକାଶର କାକର ରେ ତିନ୍ତୁ ଓ ତାହା ଉପ ରେ ସାତବର୍ଷ ଅତିକ୍ରମ କରିବା ପର୍ୟ୍ଯନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।'

ଦାନିଏଲ 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।

ଦିତୀୟ ରାଜାବଳୀ 10:34
ଯହେୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ପରାକ୍ରମ ଇଶ୍ରାୟେଲ ବଂଶ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ରାଜାବଳୀ 14:28
ୟାରବିଯାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା, ସମସ୍ତ ପରାକ୍ରମ, ସେ କି ପ୍ରକାର ୟୁଦ୍ଧ କଲେ ଓ ଇଶ୍ରାୟେଲ ପାଇଁ ସେ କିପରି ଯିହୁଦାର ପୁର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦାନିଏଲ 2:21
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।