ପ୍ରଥମ ବଂଶାବଳୀ 11:9 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 11 ପ୍ରଥମ ବଂଶାବଳୀ 11:9

1 Chronicles 11:9
ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ଯାଧିପତି ସଦାପ୍ରଭୁ ତାଙ୍କ ସହିତ ରେ ଥିଲେ।

1 Chronicles 11:81 Chronicles 111 Chronicles 11:10

1 Chronicles 11:9 in Other Translations

King James Version (KJV)
So David waxed greater and greater: for the LORD of hosts was with him.

American Standard Version (ASV)
And David waxed greater and greater; for Jehovah of hosts was with him.

Bible in Basic English (BBE)
And David became greater and greater in power, because the Lord of armies was with him.

Darby English Bible (DBY)
And David became continually greater; and Jehovah of hosts was with him.

Webster's Bible (WBT)
So David became greater and greater: for the LORD of hosts was with him.

World English Bible (WEB)
David grew greater and greater; for Yahweh of Hosts was with him.

Young's Literal Translation (YLT)
And David goeth, going on and becoming great, and Jehovah of Hosts `is' with him.

So
David
וַיֵּ֥לֶךְwayyēlekva-YAY-lek
waxed
דָּוִ֖ידdāwîdda-VEED
greater
and
greater:
הָל֣וֹךְhālôkha-LOKE

וְגָד֑וֹלwĕgādôlveh-ɡa-DOLE
Lord
the
for
וַֽיהוָ֥הwayhwâvai-VA
of
hosts
צְבָא֖וֹתṣĕbāʾôttseh-va-OTE
was
with
him.
עִמּֽוֹ׃ʿimmôee-moh

Cross Reference

ଦିତୀୟ ଶାମୁୟେଲ 3:1
ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧିଅରେ କ୍ରମାଗତ ୟକ୍ସ୍ଟଦ୍ଧ ଗ୍ଭଲିଲା। ଦାଉଦ ଧି ରେ ଧି ରେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ଶାଉଲର ପରିବାର, ଦିନକକ୍ସ୍ଟ ଦିନ ଦୁର୍ବଳ ହବୋକକ୍ସ୍ଟ ଲାଗିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:31
ସେଥିପାଇଁ ଆମ୍ଭେ ଏହି ବିଷୟ ରେ କ'ଣ କହିବା? ଯଦି ପରମେଶ୍ବର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।

ଯିଶାଇୟ 41:14
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ଯିଶାଇୟ 41:10
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ଯିଶାଇୟ 9:7
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।

ଯିଶାଇୟ 8:9
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

ଗୀତସଂହିତା 46:11
ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।

ଗୀତସଂହିତା 46:7
ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।

ଆୟୁବ ପୁସ୍ତକ 17:9
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।

ଏଷ୍ଟର ବିବରଣ 9:4
କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।

ପ୍ରଥମ ବଂଶାବଳୀ 9:20
ଅତୀତ ରେ, ଇଲିଯାସରଙ୍କ ପୁତ୍ର ପୀନ୍ହସ ସମାନଙ୍କେର ଶାସକ ଥିଲେ ଏବଂ ସଦାପ୍ରଭୁ ତାଙ୍କ ସହିତ ଥିଲେ।

ଦିତୀୟ ଶାମୁୟେଲ 5:10
ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହବୋରକ୍ସ୍ଟ ଦାଉଦ ଆହକ୍ସ୍ଟରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।