1 Timothy 5:11
କିନ୍ତୁ ୟୁବତୀ ବିଧବାମାନଙ୍କୁ ସହେି ତାଲିକାଭୁକ୍ତ କର ନାହିଁ। ସମାନେେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହବୋ ପରେ ମଧ୍ଯ ନିଜର ପ୍ରବଳ କାମାଭିଳାଷ ୟୋଗୁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହାଇେ ପାରନ୍ତି। ତା'ପରେ ସମାନେେ ପୁଣିଥରେ ବିବାହ କରିବାକୁ ଇଚ୍ଛା କରନ୍ତି।
1 Timothy 5:11 in Other Translations
King James Version (KJV)
But the younger widows refuse: for when they have begun to wax wanton against Christ, they will marry;
American Standard Version (ASV)
But younger widows refuse: for when they have waxed wanton against Christ, they desire to marry;
Bible in Basic English (BBE)
But to the younger widows say No: for when their love is turned away from Christ, they have a desire to be married;
Darby English Bible (DBY)
But younger widows decline; for when they grow wanton against Christ, they desire to marry,
World English Bible (WEB)
But refuse younger widows, for when they have grown wanton against Christ, they desire to marry;
Young's Literal Translation (YLT)
and younger widows be refusing, for when they may revel against the Christ, they wish to marry,
| But | νεωτέρας | neōteras | nay-oh-TAY-rahs |
| the younger | δὲ | de | thay |
| widows | χήρας | chēras | HAY-rahs |
| refuse: | παραιτοῦ· | paraitou | pa-ray-TOO |
| for | ὅταν | hotan | OH-tahn |
| when | γὰρ | gar | gahr |
| against wanton wax to begun have they | καταστρηνιάσωσιν | katastrēniasōsin | ka-ta-stray-nee-AH-soh-seen |
| τοῦ | tou | too | |
| Christ, | Χριστοῦ | christou | hree-STOO |
| they will | γαμεῖν | gamein | ga-MEEN |
| marry; | θέλουσιν | thelousin | THAY-loo-seen |
Cross Reference
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:14
ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:7
ସେ ଯେପରି ନିଜେ ଭୋଗବିଳାସ ଓ ଆମାଦେ ପ୍ରମାଦେ ରେ ଜୀବନ ବିତାଇଛି, ସହେିପରି ତାହାକୁ ଅଧିକ ପରିମାଣ ରେ ୟନ୍ତ୍ରଣା ଓ ବ୍ଯଥା ଭୋଗିବାକୁ ଦିଆୟିବ। ସେ ନିଜେ ଗର୍ବ ରେ କ ହେ, ମୁଁ ରାଣୀ ପରି ସିଂହାସନ ରେ ବସିଛି। ମୁଁ ବିଧବା ନୁହେଁ, ମୁଁ କବେେ ଶାେକ କରିବି ନାହିଁ।
ପିତରଙ୍କ ଦିତୀୟ ପତ୍ର 2:18
ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।
ଯାକୁବଙ୍କ ପତ୍ 5:5
ପୃଥିବୀ ରେ ତୁମ୍ଭ ଜୀବନ ବିଳାସପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମାଟେ କଲ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:9
ବିଧବା ତାଲିକା ( ସବୋକାର୍ୟ୍ଯ) ରେ ଆହୁରି ମଧ୍ଯ ଯୋଗ କରାଯାଇପା ରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତାଠାରୁ ଅଧିକ ବୟସର ହାଇେଥିବେ। ସେ କବଳେ ସ୍ବାମୀର ବିଶ୍ବସ୍ତ ହାଇେଥିବେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:3
ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:39
ଜଣେ ସ୍ବାମୀ ଜୀବିତ ଥିବା ପର୍ୟ୍ଯନ୍ତ ସେ ତା' ସହିତ ରହିବା ପାଇଁ ବାଧ୍ଯ। ସ୍ବାମୀ ମରିଗଲା ପରେ ସେ ଯେ କୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ବାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପର୍ଣ୍ଣ ବିଶ୍ବସ୍ତ ହବୋ ଉଚିତ୍।
ହୋଶେୟ 13:6
ସହେି ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦଲେୁ। ସମାନେେ ସହେି ଖାଦ୍ୟ ଖାଇଲେ। ସମାନେେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସମାନେେ ଗର୍ବୀ ହାଇଗେଲେ ଏବଂ ମାେତେ ଭୁଲିଗଲେ।
ଯିଶାଇୟ 3:16
ସଦାପ୍ରଭୁ ପୁଣି କୁହନ୍ତି, ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସମାନେେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠା ବୋଲି ଦଖାଇେ ହାଇେ ମଥା ଉନ୍ନତ୍ତ କରି ବୁଲନ୍ତି। ସମାନେେ କଟାକ୍ଷପାତ କରି ଚଞ୍ଚଳ ଗତି ରେ ଚାଲିଲା ବେଳେ ସମାନଙ୍କେର ପାଦର ନୂପୁର ରୁଣୁଝୁଣୁ ହୁଏ।'
ଦିତୀୟ ବିବରଣ 32:15
କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।