ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:10 in Oriya

ଓଡିଆ ଓଡିଆ ବାଇବେଲ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3 ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:10

1 Thessalonians 3:10
ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଚାଲିଛୁ। ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ବାସ ରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦବୋ ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।

1 Thessalonians 3:91 Thessalonians 31 Thessalonians 3:11

1 Thessalonians 3:10 in Other Translations

King James Version (KJV)
Night and day praying exceedingly that we might see your face, and might perfect that which is lacking in your faith?

American Standard Version (ASV)
night and day praying exceedingly that we may see your face, and may perfect that which is lacking in your faith?

Bible in Basic English (BBE)
Night and day requesting God again and again that we may see your face and make your faith complete.

Darby English Bible (DBY)
night and day beseeching exceedingly to the end that we may see your face, and perfect what is lacking in your faith?

World English Bible (WEB)
night and day praying exceedingly that we may see your face, and may perfect that which is lacking in your faith?

Young's Literal Translation (YLT)
night and day exceedingly beseeching, that we might see your face, and perfect the things lacking in your faith.

Night
νυκτὸςnyktosnyook-TOSE
and
καὶkaikay
day
ἡμέραςhēmerasay-MAY-rahs
praying
ὑπὲρhyperyoo-PARE
exceedingly
ἐκπερισσοῦekperissouake-pay-rees-SOO
that
δεόμενοιdeomenoithay-OH-may-noo

εἰςeisees
we
might
see
τὸtotoh
your
ἰδεῖνideinee-THEEN

ὑμῶνhymōnyoo-MONE
face,
τὸtotoh
and
πρόσωπονprosōponPROSE-oh-pone
might
perfect
καὶkaikay

is
which
that
καταρτίσαιkatartisaika-tahr-TEE-say
lacking
τὰtata
in
your
ὑστερήματαhysterēmatayoo-stay-RAY-ma-ta

τῆςtēstase
faith?
πίστεωςpisteōsPEE-stay-ose
ὑμῶνhymōnyoo-MONE

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:3
ମୁଁ ସବୁବେଳେ ଦିନରାତି ମାେ ପ୍ରାର୍ଥନା ରେ ତୁମ୍ଭକୁ ମନେପକାଉଛି। ସହେି ପ୍ରାର୍ଥନା ରେ ମୁଁ ତୁମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି। ମାରେ ପୂର୍ବଜମାନେ ସହେି ପରମେଶ୍ବରଙ୍କୁ ସବୋ କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସବୋ କରିଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:9
ଯଦି ତୁମ୍ଭମାନେେ ବଳବାନ ଆମ୍ଭେ ଦୁର୍ବଳ ହବୋ ରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ ଅଧିକରୁ ଅଧିକ ଶକ୍ତିଶାଳୀ ହାଇେ ଯାଅ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:10
ପରମେଶ୍ବର ଜାଣନ୍ତି ଯେ ଏହା ସତ୍ଯ। ପରମେଶ୍ବରଙ୍କ ପୁତ୍ରଙ୍କ ବିଷୟ ରେ ସୁସମାଚ଼ାର ଲୋକମାନଙ୍କୁ ଶୁଣାଇବା ଦ୍ବାରା ମୁଁ ପରମେଶ୍ବରଙ୍କୁ ମାେ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ୟିବା ପାଇଁ ମାେତେ ଅନୁମତି ମିଳୁ। ପରମେଶ୍ବର ଇଚ୍ଛା କଲେ ଏହା ସମ୍ଭବ ହବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:24
ପରମେଶ୍ବର ଏଥିର ସାକ୍ଷୀ। ମାେ କହିବା ଉଦ୍ଦେଶ୍ଯ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ବାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭମାନେେ ବିଶ୍ବାସ ରେ ଦୃଢ଼ କିନ୍ତୁ ଆମ୍ଭମାନେେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:15
ତେଣୁ ଏହି ଲୋକମାନେ ପରମେଶ୍ବରଙ୍କର ସିଂହାସନ ସମ୍ମୁଖ ରେ ଅଛନ୍ତି। ସମାନେେ ଦିନରାତି ପରମେଶ୍ବରଙ୍କର ମନ୍ଦିର ରେ ତାହାଙ୍କର ଉପାସନା କରନ୍ତି। ସିଂହାସନ ରେ ବସିଥିବା ଜଣେ ବ୍ଯକ୍ତି ସମାନଙ୍କେୁ ସୁରକ୍ଷା ପ୍ରଦାନ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:8
ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :

ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:22
ମାେ ରହିବା ପାଇଁ ଗୋଟିଏ ବଖରା ମଧ୍ଯ ପ୍ରସ୍ତୁତ କର। ମୁଁ ଆଶା କରେ ଯେ ପରମେଶ୍ବର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ୟିବାକୁ ସମର୍ଥ ହାଇେ ପାରିବି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:11
ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ବାନର ଯୋଗ୍ଯ ବୋଲି ଭାବିବେ, ସଭେଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାୟ୍ଯ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠା ରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ ପରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠା ରେ ଥିବା ବିଶ୍ବାସ ଦ୍ବାରା ତୁମ୍ଭମାନେେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ବର ନିଜ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତୁ ବୋଲି ଆମ୍ଭେ ପ୍ରାଥର୍ନା କରୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:11
ଆମ୍ଭର ପରମେଶ୍ବର, ପରମପିତା ଓ ଆମ୍ଭର ପ୍ରଭୁଯୀଶୁ ତୁମ୍ଭମାନଙ୍କ ପାଖ ରେ ପହଁଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:17
ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂର ରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସଠାେରେ ନ ଥିଲେ ମଧ୍ଯ, ଆମ୍ଭର ଚିନ୍ତାଗୁଡ଼ିକ ସଠାେରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ଯଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ଯ କରିଥିଲୁ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:12
ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସବେକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭମାନେେ ଆଧ୍ଯାତ୍ମିକ ଭାବରେ ପରିପକ୍ବ ହୁଅ, ଓ ପରମେଶ୍ବର ଯାହା କିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:28
ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକଙ୍କୁ କହି ଚାଲିଛୁ। ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଇଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆଧ୍ଯାତ୍ମିକ ଭାବରେ ପରିପୂର୍ଣ୍ଣ ହାଇେ ପରମେଶ୍ବରଙ୍କ ଆଗ ରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:25
ମୁଁ ଜାଣେ ତୁମ୍ଭମାନେେ ମାେତେ ଚାହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ବାସ ରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାୟ୍ଯ କରିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:11
ଭାଇ ଓ ଭଉଣୀମାନେ ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହବୋକୁ ଚେଷ୍ଟା କର। ମୁଁ ଯେପରି କହିଛି ସହେିପରି କାମ କରୁଥାଅ। ସମସ୍ତେ ଏକ ମନ ରେ ଓ ଶାନ୍ତି ରେ ରୁହ। କବେେ ଶାନ୍ତି ଓ ପ୍ ରମରେ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:15
ମାହେର ଏହି ବିଶ୍ବାସ ଥିବାରୁ ମୁଁ ପ୍ରଥମ ରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ବାରା ତୁମ୍ଭମାନେେ ଦୁଇଥର ଆଶୀର୍ବାଦ ଲାଭ କରିବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:30
ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ୟିଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଅନୁ ରଧେ କରେ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ମାେ ପାଇଁ ପ୍ରାର୍ଥନା କରିବା ଦ୍ବାରା ମାେତେ ସାହାୟ୍ଯ କର। ତୁମ୍ଭମାନେେ ପ୍ରଭୁ ୟିଶୁ ଓ ଆତ୍ମାର ପ୍ ରମେ ଲାଭ କରୁଥିବା ଦୃଷ୍ଟିରୁ ଏପରି କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:7
ଯେଉଁ ପ୍ରତିଜ୍ଞାକୁ ଇଶ୍ରାୟେଲର ବାରୋଟି ଗୋଷ୍ଠୀ ମଧ୍ଯ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ବରଙ୍କୁ ପୂଜା କରନ୍ତି, ମୁଁ ମଧ୍ଯ ସହେି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସହେି ପ୍ରତିଜ୍ଞା ଉପରେ ମାରେ ଆଶା ଓ ବିଶ୍ବାସ ଥିବାରୁ ଯିହୂଦୀମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରୁଛନ୍ତି।

ଲୂକଲିଖିତ ସୁସମାଚାର 2:37
ତା'ପରେ ତାହାଙ୍କର ସ୍ବାମୀ ମରିଗଲେ ଓ ସେ ବିଧବା ହାଇେ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହାଇେଥିଲା। ହାନ୍ନା ସବୁବେଳେ ମନ୍ଦିର ରେ ରହୁଥିଲେ। କବେେ ହେଲେ ସେ ମନ୍ଦିର ଛାଡି ଯାଇ ନଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ବରଙ୍କ ଉପାସନା କରୁଥିଲେ।