1 Thessalonians 2:20
ପ୍ରକୃତ ରେ ତୁମ୍ଭମାନେେ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ।
1 Thessalonians 2:20 in Other Translations
King James Version (KJV)
For ye are our glory and joy.
American Standard Version (ASV)
For ye are our glory and our joy.
Bible in Basic English (BBE)
For you are our glory and our joy.
Darby English Bible (DBY)
for ye are our glory and joy.
World English Bible (WEB)
For you are our glory and our joy.
Young's Literal Translation (YLT)
for ye are our glory and joy.
| For | ὑμεῖς | hymeis | yoo-MEES |
| ye | γάρ | gar | gahr |
| are | ἐστε | este | ay-stay |
| our | ἡ | hē | ay |
| δόξα | doxa | THOH-ksa | |
| glory | ἡμῶν | hēmōn | ay-MONE |
| and | καὶ | kai | kay |
| ἡ | hē | ay | |
| joy. | χαρά | chara | ha-RA |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:14
ଯେପରିକି ତୁମ୍ଭମାନେେ ଆମ୍ଭ ବିଷୟ ରେ କିଛି କଥା ଆଗରୁ ବୁଝି ସାରିଛ, ସେଥିପାଇଁ ଆମ୍ଭେ ଆଶା କରୁ ଯେ, ତୁମ୍ଭମାନେେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିବ। ତୁମ୍ଭମାନେେ ଏ କଥା ବୁଝି ପାରିବ ଯେ, ଯେପରି ବର୍ତ୍ତମାନ ତୁମ୍ଭେ ଆମ୍ଭ ପାଇଁ ଗର୍ବ କରୁଛ, ସପରେି ଆମ୍ଭ ପ୍ରଭୁ ଯୀଶୁ ଆସିବା ଦିନ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଗର୍ବ କରି ପାରିବୁ।
ହିତୋପଦେଶ 17:6
ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସମାନଙ୍କେ ପିତୃଗଣ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:7
କିନ୍ତୁ ଜଣେ ପୁରୁଷ ନିଜର ମସ୍ତକ ଆଚ୍ଛାଦନ କରିବା ଅନୁଚିତ୍, କାରଣ ସେ ପରମେଶ୍ବରଙ୍କ ପ୍ରତିମୂର୍ତ୍ତି ରେ ସୃଷ୍ଟି ତାହାଙ୍କର ଗୌରବ ଅଟେ। କିନ୍ତୁ ଜଣେ ସ୍ତ୍ରୀ ପୁରୁଷର ଗୌରବ ସ୍ବରୂପ ଅଟେ।