ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1
1 ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।
2 ପ୍ରାର୍ଥନା କଲା ବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉ।
3 ଆମ୍ଭମାନଙ୍କର ପରମପିତା ପରମେଶ୍ବରଙ୍କୁ ଆମ୍ଭ ପ୍ରାର୍ଥନା ରେ ନିବଦନେ କଲା ବେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ବିଶ୍ବାସ ହତେୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ଯବାଦ ଦେଉ। ତୁମ୍ଭମାନେେ ତୁମ୍ଭମାନଙ୍କର ପ୍ ରମେ ହତେୁ ଯେଉଁ କାର୍ୟ୍ଯ କରିଛ, ସେଥିପାଇଁ ତାହାଙ୍କୁ ଧନ୍ଯବାଦ ଦେଉ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭରସା ହତେୁ ତୁମ୍ଭମାନେେ ଦୃଢ଼ ହାଇେ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ଯବାଦ ଅର୍ପଣ କରୁଛୁ।
4 ଭାଇ ଓ ଭଉଣୀମାନେ! ପରମେଶ୍ବର ତୁମ୍ଭକୁ ପ୍ ରମେ କରନ୍ତି। ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି।
5 ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚାର କହିଛୁ। କିନ୍ତୁ ଆମ୍ଭେ କବଳେ ଶବ୍ଦ ବ୍ଯବହାର କରି ନାହୁଁ। ସହେି ସୁସମାଚାର ଆମ୍ଭେ ଶକ୍ତି ଓ ପବିତ୍ର ଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ କିଭଳି ଜୀବନ ବିତାଉଥିଲୁ, ସଭେଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ଚାହୁଁଥିଲୁ।
6 ଏବେ ତୁମ୍ଭମାନେେ ମଧ୍ଯ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହାଇଯୋଇଛ। ଅତ୍ଯଧିକ କଷ୍ଟ ପାଇଲା ପରେ ମଧ୍ଯ ତୁମ୍ଭମାନେେ ସହେି ଶିକ୍ଷାକୁ ଆନନ୍ଦ ରେ ଗ୍ରହଣ କରିଛ। ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।
7 ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକମାନଙ୍କ ପାଇଁ ତୁମ୍ଭମାନେେ ଆଦର୍ଶ ହାଇେଥିଲ।
8 ମାକିଦନିଆ ଓ ଆଖାଯା ରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହାଇେଥିଲା। ପ୍ରେତ୍ୟକକ ସ୍ଥାନ ରେ ପରମେଶ୍ବରଙ୍କଠା ରେ ତୁମ୍ଭ ବିଶ୍ବାସ ପରିଚିତ ହାଇେଛି। ଅତଏବ ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଆମ୍ଭର କିଛି କହିବାର ଆବଶ୍ଯକ ନାହିଁ।
9 ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
10 ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।
1 Paul, and Silvanus, and Timotheus, unto the church of the Thessalonians which is in God the Father and in the Lord Jesus Christ: Grace be unto you, and peace, from God our Father, and the Lord Jesus Christ.
2 We give thanks to God always for you all, making mention of you in our prayers;
3 Remembering without ceasing your work of faith, and labour of love, and patience of hope in our Lord Jesus Christ, in the sight of God and our Father;
4 Knowing, brethren beloved, your election of God.
5 For our gospel came not unto you in word only, but also in power, and in the Holy Ghost, and in much assurance; as ye know what manner of men we were among you for your sake.
6 And ye became followers of us, and of the Lord, having received the word in much affliction, with joy of the Holy Ghost:
7 So that ye were ensamples to all that believe in Macedonia and Achaia.
8 For from you sounded out the word of the Lord not only in Macedonia and Achaia, but also in every place your faith to God-ward is spread abroad; so that we need not to speak any thing.
9 For they themselves shew of us what manner of entering in we had unto you, and how ye turned to God from idols to serve the living and true God;
10 And to wait for his Son from heaven, whom he raised from the dead, even Jesus, which delivered us from the wrath to come.
1 Thessalonians 1 in Tamil and English
1 ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।
Paul, and Silvanus, and Timotheus, unto the church of the Thessalonians which is in God the Father and in the Lord Jesus Christ: Grace be unto you, and peace, from God our Father, and the Lord Jesus Christ.
2 ପ୍ରାର୍ଥନା କଲା ବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉ।
We give thanks to God always for you all, making mention of you in our prayers;
3 ଆମ୍ଭମାନଙ୍କର ପରମପିତା ପରମେଶ୍ବରଙ୍କୁ ଆମ୍ଭ ପ୍ରାର୍ଥନା ରେ ନିବଦନେ କଲା ବେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ବିଶ୍ବାସ ହତେୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ଯବାଦ ଦେଉ। ତୁମ୍ଭମାନେେ ତୁମ୍ଭମାନଙ୍କର ପ୍ ରମେ ହତେୁ ଯେଉଁ କାର୍ୟ୍ଯ କରିଛ, ସେଥିପାଇଁ ତାହାଙ୍କୁ ଧନ୍ଯବାଦ ଦେଉ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭରସା ହତେୁ ତୁମ୍ଭମାନେେ ଦୃଢ଼ ହାଇେ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ଯବାଦ ଅର୍ପଣ କରୁଛୁ।
Remembering without ceasing your work of faith, and labour of love, and patience of hope in our Lord Jesus Christ, in the sight of God and our Father;
4 ଭାଇ ଓ ଭଉଣୀମାନେ! ପରମେଶ୍ବର ତୁମ୍ଭକୁ ପ୍ ରମେ କରନ୍ତି। ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି।
Knowing, brethren beloved, your election of God.
5 ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚାର କହିଛୁ। କିନ୍ତୁ ଆମ୍ଭେ କବଳେ ଶବ୍ଦ ବ୍ଯବହାର କରି ନାହୁଁ। ସହେି ସୁସମାଚାର ଆମ୍ଭେ ଶକ୍ତି ଓ ପବିତ୍ର ଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ କିଭଳି ଜୀବନ ବିତାଉଥିଲୁ, ସଭେଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ଚାହୁଁଥିଲୁ।
For our gospel came not unto you in word only, but also in power, and in the Holy Ghost, and in much assurance; as ye know what manner of men we were among you for your sake.
6 ଏବେ ତୁମ୍ଭମାନେେ ମଧ୍ଯ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହାଇଯୋଇଛ। ଅତ୍ଯଧିକ କଷ୍ଟ ପାଇଲା ପରେ ମଧ୍ଯ ତୁମ୍ଭମାନେେ ସହେି ଶିକ୍ଷାକୁ ଆନନ୍ଦ ରେ ଗ୍ରହଣ କରିଛ। ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।
And ye became followers of us, and of the Lord, having received the word in much affliction, with joy of the Holy Ghost:
7 ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକମାନଙ୍କ ପାଇଁ ତୁମ୍ଭମାନେେ ଆଦର୍ଶ ହାଇେଥିଲ।
So that ye were ensamples to all that believe in Macedonia and Achaia.
8 ମାକିଦନିଆ ଓ ଆଖାଯା ରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହାଇେଥିଲା। ପ୍ରେତ୍ୟକକ ସ୍ଥାନ ରେ ପରମେଶ୍ବରଙ୍କଠା ରେ ତୁମ୍ଭ ବିଶ୍ବାସ ପରିଚିତ ହାଇେଛି। ଅତଏବ ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଆମ୍ଭର କିଛି କହିବାର ଆବଶ୍ଯକ ନାହିଁ।
For from you sounded out the word of the Lord not only in Macedonia and Achaia, but also in every place your faith to God-ward is spread abroad; so that we need not to speak any thing.
9 ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
For they themselves shew of us what manner of entering in we had unto you, and how ye turned to God from idols to serve the living and true God;
10 ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।
And to wait for his Son from heaven, whom he raised from the dead, even Jesus, which delivered us from the wrath to come.