ପ୍ରଥମ ବଂଶାବଳୀ 3:12 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 3 ପ୍ରଥମ ବଂଶାବଳୀ 3:12

1 Chronicles 3:12
ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।

1 Chronicles 3:111 Chronicles 31 Chronicles 3:13

1 Chronicles 3:12 in Other Translations

King James Version (KJV)
Amaziah his son, Azariah his son, Jotham his son,

American Standard Version (ASV)
Amaziah his son, Azariah his son, Jotham his son,

Bible in Basic English (BBE)
Amaziah his son, Azariah his son, Jotham his son,

Darby English Bible (DBY)
Amaziah his son, Azariah his son, Jotham his son,

Webster's Bible (WBT)
Amaziah his son, Azariah his son, Jotham his son,

World English Bible (WEB)
Amaziah his son, Azariah his son, Jotham his son,

Young's Literal Translation (YLT)
Amaziah his son, Azariah his son, Jotham his son,

Amaziah
אֲמַצְיָ֧הוּʾămaṣyāhûuh-mahts-YA-hoo
his
son,
בְנ֛וֹbĕnôveh-NOH
Azariah
עֲזַרְיָ֥הʿăzaryâuh-zahr-YA
his
son,
בְנ֖וֹbĕnôveh-NOH
Jotham
יוֹתָ֥םyôtāmyoh-TAHM
his
son,
בְּנֽוֹ׃bĕnôbeh-NOH

Cross Reference

ଦିତୀୟ ରାଜାବଳୀ 14:1
ଇଶ୍ରାୟେଲର ରାଜା ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କରିବାକୁ ଆରମ୍ଭ କଲେ।

ଦିତୀୟ ରାଜାବଳୀ 14:21
ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିଯଙ୍କର ଷୋଳବର୍ଷର ପୁତ୍ର ଅସରିଯଙ୍କୁ ତାଙ୍କ ପିତାଙ୍କ ପଦ ରେ ରାଜା କଲେ।

ଦିତୀୟ ରାଜାବଳୀ 15:30
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।

ଦିତୀୟ ବଂଶାବଳୀ 25:1
ଅମତ୍ସିଯ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିହୋଯଦ୍ଦନ୍। ୟିହୋଯଦ୍ଦନ୍ ୟିରୁଶାଲମରୁ ଆସିଥିଲେ।

ଦିତୀୟ ରାଜାବଳୀ 15:5
ପୁଣି ସଦାପ୍ରଭୁ ଅସରିଯଙ୍କୁ ମରଣ ପର୍ୟ୍ଯନ୍ତ କୁଷ୍ଠୀ କରି ଦେଲେ ଓ ସେ ଏକ ପୃଥକ ଗୃହ ରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ ଗୃହର କର୍ତ୍ତା ହାଇେ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।

ଦିତୀୟ ରାଜାବଳୀ 15:32
ଇଶ୍ରାୟେଲର ରାଜା ରମଲିଯଙ୍କର ପୁତ୍ର ପକହଙ୍କେ ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ ରାଜ୍ଯ କରିବାକୁ ଆରମ୍ଭ କଲେ।

ଦିତୀୟ ବଂଶାବଳୀ 26:1
ଏହାପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିଯଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ମନୋନୀତ କଲେ। ଅମତ୍ସିଯ ଊଷିଯଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବଯସ୍କ ହାଇେଥିବା ସମୟରେ ଏହିପରି ଘଟିଲା।

ଦିତୀୟ ବଂଶାବଳୀ 27:1
ୟୋଥାମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଥିଲା ୟିରୁଶା। ୟିରୁଶା ସାଦୋକ୍ଙ୍କର କନ୍ଯା ଥିଲେ।

ମାଥିଉଲିଖିତ ସୁସମାଚାର 1:8
ଆସା ୟିହୋଶାଫାଟଙ୍କ ବାପା।