ପ୍ରଥମ ବଂଶାବଳୀ 29:26 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 29 ପ୍ରଥମ ବଂଶାବଳୀ 29:26

1 Chronicles 29:26
ୟିଶୀଙ୍କ ପୁତ୍ର ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ଚାଳିଶ ବର୍ଷ ବ୍ଯାପି ରାଜା ଥିଲେ। ଦାଉଦ ହିବ୍ରୋଣ ନଗର ରେ ସାତବର୍ଷ ପର୍ୟ୍ଯନ୍ତ ରାଜା ଥିଲେ।

1 Chronicles 29:251 Chronicles 291 Chronicles 29:27

1 Chronicles 29:26 in Other Translations

King James Version (KJV)
Thus David the son of Jesse reigned over all Israel.

American Standard Version (ASV)
Now David the son of Jesse reigned over all Israel.

Bible in Basic English (BBE)
Now David, the son of Jesse, was king over all Israel.

Darby English Bible (DBY)
Now David the son of Jesse reigned over all Israel.

Webster's Bible (WBT)
Thus David the son of Jesse reigned over all Israel.

World English Bible (WEB)
Now David the son of Jesse reigned over all Israel.

Young's Literal Translation (YLT)
And David son of Jesse hath reigned over all Israel,

Thus
David
וְדָוִיד֙wĕdāwîdveh-da-VEED
the
son
בֶּןbenben
Jesse
of
יִשָׁ֔יyišāyyee-SHAI
reigned
מָלַ֖ךְmālakma-LAHK
over
עַלʿalal
all
כָּלkālkahl
Israel.
יִשְׂרָאֵֽל׃yiśrāʾēlyees-ra-ALE

Cross Reference

ପ୍ରଥମ ବଂଶାବଳୀ 18:14
ଦାଉଦ ସମଗ୍ର ଇଶ୍ରାୟେଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ଯାଯବାନ ଥିଲେ।

ଗୀତସଂହିତା 78:71
ସେ ଦାଉଦଙ୍କୁ ମଷେ ଓ ମଷେଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାଯିତ୍ବ ଦେଲେ। କାରଣ ଇଶ୍ରାୟେଲୀୟ ଓ ୟାକୁବର ଲୋକମାନେ, ପରମେଶ୍ବରଙ୍କର ସମ୍ପତ୍ତି ଥିଲେ।