ପ୍ରଥମ ବଂଶାବଳୀ 1
1 ଆଦମ, ଶେଥ, ଈନୋଶ,
2 କଯିନାନ, ମହଲଲଲେ, ଯରେସ,
3 ହନୋକ, ମଥୁଶଲହେ, ଲମେକ, ନୋହ।
4 ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶମେ, ହାମ, ଯଫେତ୍।
5 ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।
6 ଗୋମରଙ୍କର ପୁତ୍ରମାନେ ଥିଲେ : ଅସ୍ମିନସ୍, ଦୀଫତ୍ ଓ ତୋଗର୍ମ।
7 ୟବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ଗୋଦାନିମ୍।
8 ହାମର ସନ୍ତାନମାନେ ଥିଲେ : କୂଶ୍ (ଇଥିଓପିଆ) ଓ ମିଶର, ପୁଟ୍ ଓ କିଣାନ।
9 ପୁଣି କୂଶଙ୍କର ପୁତ୍ରମାନେ ଥିଲେ : ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍।
10 କୂଶ୍ଙ୍କର ବଂଶଧରମାନଙ୍କ ମଧ୍ଯରୁ ନିମ୍ରୋଦ ନାମକ ଜଣେ ବ୍ଯକ୍ତି ବୃଦ୍ଧିପ୍ରାପ୍ତ ହାଇେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହବୋକୁ ଲାଗିଲା।
11 ମିଶ୍ରଯୀମ (ମିଶର), ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୂହୀଯମାନଙ୍କର ପିତା ଥିଲେ।
12 ପଥ୍ରୋଷୀଯ, କସଲୁହୀଯ ଓ (ପଲେଷ୍ଟୀୟମାନେ ସମାନଙ୍କେ ପାଖରୁ ଆସିଲେ) କପ୍ତୋରୀଯ।
13 କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀଯମାନଙ୍କର
14 ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ;
15 ହବ୍ବୀଯ, ଅର୍କୀଯ, ସୀନୀଯ ;
16 ଅର୍ବଦୀଯ, ସମାରୀଯ ଓ ହମାତୀଯମାନଙ୍କର ମଧ୍ଯ ପିତା ଥିଲେ।
17 ଶମଙ୍କେର ସନ୍ତାନଗଣ ଥିଲେ : ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ : ଊସ୍, ହୂଲ, ଗେଥର ଓ ମେଶକ୍।
18 ଅର୍ଫକ୍ଷଦ, ଶଲହଙ୍କେର ପିତା ଥିଲେ। ଶଲହେ ଏବରଙ୍କ ପିତା ଥିଲା।
19 ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।
20 ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ
21 ହଦୋରାମ୍, ଉସଲ, ଦିକ୍ଲା,
22 ଓବଲ, ଅବୀମାଯଲେ, ଶିବା,
23 ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।
24 ତେଣୁ ଶମଙ୍କେର ବଂଶଧରଗଣ ଥିଲେ : ଶମେ, ଅର୍ଫକ୍ଷଦ, ଶଲହେ ;
25 ଏବର, ପଲେଗ୍, ରିଯ ;
26 ସରୁଗ୍, ନାହାରେ, ତରହେ,
27 ଅବ୍ରାମଙ୍କୁ ଅବ୍ରହାମ୍ ବୋଲି କୁହାଯାଉଥିଲା।
28 ଅବ୍ରହାମଙ୍କର ପୁତ୍ରମାନେ ଥିଲେ ; ଇସ୍ହାକ୍ ଓ ଇଶ୍ମାଯଲେ।
29 ସମାନଙ୍କେର ବଂଶଧରଗଣ ଏହିପରି ଥିଲେ :-
30 ମିଶମ, ଦୂମା, ମସା ; ହଦଦ୍, ତମାେ, ୟିଟୂର, ନାଫୀଶ୍ ଓ କଦମାେ।
31 ଏସମସ୍ତେ ଇଶ୍ମାଯଲଙ୍କେର ପୁତ୍ରମାନେ ଥିଲେ।
32 କଟୁରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ୟକଷନ୍, ମଦାନ୍, ମିଦିଯନ୍, ୟିଶବକ୍, ଓ ଶୂହକୁ ଜନ୍ମ ଦେଲେ।
33 ମିଦିଯନର ପୁତ୍ରଗଣ ଥିଲେ : ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ।
34 ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ : ଏଷୌ ଓ ଇଶ୍ରାୟେଲ।
35 ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।
36 ଇଲୀଫସଙ୍କର ପୁତ୍ରମାନେ ଥିଲେ : ତୈମନ, ଓମାର, ସଫୀ, ଗଯିତମ ଓ କନସ, ଇଲିଫସ, ତିମ୍ନଙ୍କର ଓ ଅମାଲକେ।
37 ରୁଯଲଙ୍କେର ପୁତ୍ରମାନେ ଥିଲେ : ନହତ୍, ସରହେ, ଶମ୍ମ ଓ ମିସା।
38 ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।
39 ଲୋଟନର ପୁତ୍ରମାନେ ଥିଲେ : ହୋରି ଓ ହୋମମ୍। ଲୋଟଙ୍କର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।
40 ଶାେବଲର ପୁତ୍ରମାନେ ଥିଲେ : ଅଲିଯନ୍, ମାନହତ୍, ଏବଲ ; ଶଫୀ ଓ ଓନମ୍।
41 ଅନାର ପୁତ୍ର ଦିଶୋନ୍।
42 ଏତସରଙ୍କର ପୁତ୍ରମାନେ ଥିଲେ : ବିଲ୍ହନ୍, ସାବନ୍ ଓ ୟାକନ୍। ଦୀଶନର ପୁତ୍ରମାନେ ଥିଲେ : ଊସ୍ ଓ ଅରାଣ।
43 ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା :
44 ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।
45 ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ।
46 ହୂଶମ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମାୟୋବ ଦେଶ ରେ ମିଦିଯନୀଯଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।
47 ହଦଦ୍ଙ୍କର ମୃତ୍ଯୁ ପରେ ସମ୍ଲ ନୂତନ ରାଜା ହେଲେ। ଏହି ସମ୍ଲ ମସ୍ ରକୋରୁ ଆସିଥିଲେ।
48 ସମ୍ଲଙ୍କ ମୃତ୍ଯୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।
49 ଶୌଲ୍ଙ୍କର ମୃତ୍ଯୁ ପରେ କ୍ବୋର ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ।
50 ବାଲ୍ହାନନ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦ୍ଙ୍କର ନଗରର ନାମ ଥିଲା ପାଯୀ। ହଦଦ୍ଙ୍କ ସ୍ତ୍ରୀଙ୍କର ନାମ ଥିଲା ମ ହଟେବଲେ। ମ ହଟେବଲେ ମଟ୍ ରଦେରଙ୍କ କନ୍ଯା ଥିଲେ। ମଟ୍ ରଦେର ମଷୋହବଙ୍କର କନ୍ଯା ଥିଲେ।
51 ତା'ପରେ ହଦଦ୍ଙ୍କର ମୃତ୍ଯୁ ଘଟିଲା।
52 ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିଯା, ୟିଥେତ୍ ଓ ଅହଲୀବାମା, ଏଲା, ପୀ ନୋନ୍,
53 କନସ, ତୈମନ, ମିବ୍ସର,
54 ମଗଦୀଯଲେ ଓ ଈରମ୍। ଏହା ହିଁ ଇଦୋମଙ୍କର ଦତାମାନଙ୍କେର ତାଲିକା ଅଟେ।
1 Adam, Sheth, Enosh,
2 Kenan, Mahalaleel, Jered,
3 Henoch, Methuselah, Lamech,
4 Noah, Shem, Ham, and Japheth.
5 The sons of Japheth; Gomer, and Magog, and Madai, and Javan, and Tubal, and Meshech, and Tiras.
6 And the sons of Gomer; Ashchenaz, and Riphath, and Togarmah.
7 And the sons of Javan; Elishah, and Tarshish, Kittim, and Dodanim.
8 The sons of Ham; Cush, and Mizraim, Put, and Canaan.
9 And the sons of Cush; Seba, and Havilah, and Sabta, and Raamah, and Sabtecha. And the sons of Raamah; Sheba, and Dedan.
10 And Cush begat Nimrod: he began to be mighty upon the earth.
11 And Mizraim begat Ludim, and Anamim, and Lehabim, and Naphtuhim,
12 And Pathrusim, and Casluhim, (of whom came the Philistines,) and Caphthorim.
13 And Canaan begat Zidon his firstborn, and Heth,
14 The Jebusite also, and the Amorite, and the Girgashite,
15 And the Hivite, and the Arkite, and the Sinite,
16 And the Arvadite, and the Zemarite, and the Hamathite.
17 The sons of Shem; Elam, and Asshur, and Arphaxad, and Lud, and Aram, and Uz, and Hul, and Gether, and Meshech.
18 And Arphaxad begat Shelah, and Shelah begat Eber.
19 And unto Eber were born two sons: the name of the one was Peleg; because in his days the earth was divided: and his brother’s name was Joktan.
20 And Joktan begat Almodad, and Sheleph, and Hazarmaveth, and Jerah,
21 Hadoram also, and Uzal, and Diklah,
22 And Ebal, and Abimael, and Sheba,
23 And Ophir, and Havilah, and Jobab. All these were the sons of Joktan.
24 Shem, Arphaxad, Shelah,
25 Eber, Peleg, Reu,
26 Serug, Nahor, Terah,
27 Abram; the same is Abraham.
28 The sons of Abraham; Isaac, and Ishmael.
29 These are their generations: The firstborn of Ishmael, Nebaioth; then Kedar, and Adbeel, and Mibsam,
30 Mishma, and Dumah, Massa, Hadad, and Tema,
31 Jetur, Naphish, and Kedemah. These are the sons of Ishmael.
32 Now the sons of Keturah, Abraham’s concubine: she bare Zimran, and Jokshan, and Medan, and Midian, and Ishbak, and Shuah. And the sons of Jokshan; Sheba, and Dedan.
33 And the sons of Midian; Ephah, and Epher, and Henoch, and Abida, and Eldaah. All these are the sons of Keturah.
34 And Abraham begat Isaac. The sons of Isaac; Esau and Israel.
35 The sons of Esau; Eliphaz, Reuel, and Jeush, and Jaalam, and Korah.
36 The sons of Eliphaz; Teman, and Omar, Zephi, and Gatam, Kenaz, and Timna, and Amalek.
37 The sons of Reuel; Nahath, Zerah, Shammah, and Mizzah.
38 And the sons of Seir; Lotan, and Shobal, and Zibeon, and Anah, and Dishon, and Ezer, and Dishan.
39 And the sons of Lotan; Hori, and Homam: and Timna was Lotan’s sister.
40 The sons of Shobal; Alian, and Manahath, and Ebal, Shephi, and Onam. And the sons of Zibeon; Aiah, and Anah.
41 The sons of Anah; Dishon. And the sons of Dishon; Amram, and Eshban, and Ithran, and Cheran.
42 The sons of Ezer; Bilhan, and Zavan, and Jakan. The sons of Dishan; Uz, and Aran.
43 Now these are the kings that reigned in the land of Edom before any king reigned over the children of Israel; Bela the son of Beor: and the name of his city was Dinhabah.
44 And when Bela was dead, Jobab the son of Zerah of Bozrah reigned in his stead.
45 And when Jobab was dead, Husham of the land of the Temanites reigned in his stead.
46 And when Husham was dead, Hadad the son of Bedad, which smote Midian in the field of Moab, reigned in his stead: and the name of his city was Avith.
47 And when Hadad was dead, Samlah of Masrekah reigned in his stead.
48 And when Samlah was dead, Shaul of Rehoboth by the river reigned in his stead.
49 And when Shaul was dead, Baal-hanan the son of Achbor reigned in his stead.
50 And when Baal-hanan was dead, Hadad reigned in his stead: and the name of his city was Pai; and his wife’s name was Mehetabel, the daughter of Matred, the daughter of Mezahab.
51 Hadad died also. And the dukes of Edom were; duke Timnah, duke Aliah, duke Jetheth,
52 Duke Aholibamah, duke Elah, duke Pinon,
53 Duke Kenaz, duke Teman, duke Mibzar,
54 Duke Magdiel, duke Iram. These are the dukes of Edom.
1 Chronicles 1 in Tamil and English
1 ଆଦମ, ଶେଥ, ଈନୋଶ,
Adam, Sheth, Enosh,
2 କଯିନାନ, ମହଲଲଲେ, ଯରେସ,
Kenan, Mahalaleel, Jered,
3 ହନୋକ, ମଥୁଶଲହେ, ଲମେକ, ନୋହ।
Henoch, Methuselah, Lamech,
4 ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶମେ, ହାମ, ଯଫେତ୍।
Noah, Shem, Ham, and Japheth.
5 ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।
The sons of Japheth; Gomer, and Magog, and Madai, and Javan, and Tubal, and Meshech, and Tiras.
6 ଗୋମରଙ୍କର ପୁତ୍ରମାନେ ଥିଲେ : ଅସ୍ମିନସ୍, ଦୀଫତ୍ ଓ ତୋଗର୍ମ।
And the sons of Gomer; Ashchenaz, and Riphath, and Togarmah.
7 ୟବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ଗୋଦାନିମ୍।
And the sons of Javan; Elishah, and Tarshish, Kittim, and Dodanim.
8 ହାମର ସନ୍ତାନମାନେ ଥିଲେ : କୂଶ୍ (ଇଥିଓପିଆ) ଓ ମିଶର, ପୁଟ୍ ଓ କିଣାନ।
The sons of Ham; Cush, and Mizraim, Put, and Canaan.
9 ପୁଣି କୂଶଙ୍କର ପୁତ୍ରମାନେ ଥିଲେ : ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍।
And the sons of Cush; Seba, and Havilah, and Sabta, and Raamah, and Sabtecha. And the sons of Raamah; Sheba, and Dedan.
10 କୂଶ୍ଙ୍କର ବଂଶଧରମାନଙ୍କ ମଧ୍ଯରୁ ନିମ୍ରୋଦ ନାମକ ଜଣେ ବ୍ଯକ୍ତି ବୃଦ୍ଧିପ୍ରାପ୍ତ ହାଇେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହବୋକୁ ଲାଗିଲା।
And Cush begat Nimrod: he began to be mighty upon the earth.
11 ମିଶ୍ରଯୀମ (ମିଶର), ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୂହୀଯମାନଙ୍କର ପିତା ଥିଲେ।
And Mizraim begat Ludim, and Anamim, and Lehabim, and Naphtuhim,
12 ପଥ୍ରୋଷୀଯ, କସଲୁହୀଯ ଓ (ପଲେଷ୍ଟୀୟମାନେ ସମାନଙ୍କେ ପାଖରୁ ଆସିଲେ) କପ୍ତୋରୀଯ।
And Pathrusim, and Casluhim, (of whom came the Philistines,) and Caphthorim.
13 କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀଯମାନଙ୍କର
And Canaan begat Zidon his firstborn, and Heth,
14 ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ;
The Jebusite also, and the Amorite, and the Girgashite,
15 ହବ୍ବୀଯ, ଅର୍କୀଯ, ସୀନୀଯ ;
And the Hivite, and the Arkite, and the Sinite,
16 ଅର୍ବଦୀଯ, ସମାରୀଯ ଓ ହମାତୀଯମାନଙ୍କର ମଧ୍ଯ ପିତା ଥିଲେ।
And the Arvadite, and the Zemarite, and the Hamathite.
17 ଶମଙ୍କେର ସନ୍ତାନଗଣ ଥିଲେ : ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ : ଊସ୍, ହୂଲ, ଗେଥର ଓ ମେଶକ୍।
The sons of Shem; Elam, and Asshur, and Arphaxad, and Lud, and Aram, and Uz, and Hul, and Gether, and Meshech.
18 ଅର୍ଫକ୍ଷଦ, ଶଲହଙ୍କେର ପିତା ଥିଲେ। ଶଲହେ ଏବରଙ୍କ ପିତା ଥିଲା।
And Arphaxad begat Shelah, and Shelah begat Eber.
19 ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।
And unto Eber were born two sons: the name of the one was Peleg; because in his days the earth was divided: and his brother’s name was Joktan.
20 ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ
And Joktan begat Almodad, and Sheleph, and Hazarmaveth, and Jerah,
21 ହଦୋରାମ୍, ଉସଲ, ଦିକ୍ଲା,
Hadoram also, and Uzal, and Diklah,
22 ଓବଲ, ଅବୀମାଯଲେ, ଶିବା,
And Ebal, and Abimael, and Sheba,
23 ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।
And Ophir, and Havilah, and Jobab. All these were the sons of Joktan.
24 ତେଣୁ ଶମଙ୍କେର ବଂଶଧରଗଣ ଥିଲେ : ଶମେ, ଅର୍ଫକ୍ଷଦ, ଶଲହେ ;
Shem, Arphaxad, Shelah,
25 ଏବର, ପଲେଗ୍, ରିଯ ;
Eber, Peleg, Reu,
26 ସରୁଗ୍, ନାହାରେ, ତରହେ,
Serug, Nahor, Terah,
27 ଅବ୍ରାମଙ୍କୁ ଅବ୍ରହାମ୍ ବୋଲି କୁହାଯାଉଥିଲା।
Abram; the same is Abraham.
28 ଅବ୍ରହାମଙ୍କର ପୁତ୍ରମାନେ ଥିଲେ ; ଇସ୍ହାକ୍ ଓ ଇଶ୍ମାଯଲେ।
The sons of Abraham; Isaac, and Ishmael.
29 ସମାନଙ୍କେର ବଂଶଧରଗଣ ଏହିପରି ଥିଲେ :-
These are their generations: The firstborn of Ishmael, Nebaioth; then Kedar, and Adbeel, and Mibsam,
30 ମିଶମ, ଦୂମା, ମସା ; ହଦଦ୍, ତମାେ, ୟିଟୂର, ନାଫୀଶ୍ ଓ କଦମାେ।
Mishma, and Dumah, Massa, Hadad, and Tema,
31 ଏସମସ୍ତେ ଇଶ୍ମାଯଲଙ୍କେର ପୁତ୍ରମାନେ ଥିଲେ।
Jetur, Naphish, and Kedemah. These are the sons of Ishmael.
32 କଟୁରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ୟକଷନ୍, ମଦାନ୍, ମିଦିଯନ୍, ୟିଶବକ୍, ଓ ଶୂହକୁ ଜନ୍ମ ଦେଲେ।
Now the sons of Keturah, Abraham’s concubine: she bare Zimran, and Jokshan, and Medan, and Midian, and Ishbak, and Shuah. And the sons of Jokshan; Sheba, and Dedan.
33 ମିଦିଯନର ପୁତ୍ରଗଣ ଥିଲେ : ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ।
And the sons of Midian; Ephah, and Epher, and Henoch, and Abida, and Eldaah. All these are the sons of Keturah.
34 ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ : ଏଷୌ ଓ ଇଶ୍ରାୟେଲ।
And Abraham begat Isaac. The sons of Isaac; Esau and Israel.
35 ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।
The sons of Esau; Eliphaz, Reuel, and Jeush, and Jaalam, and Korah.
36 ଇଲୀଫସଙ୍କର ପୁତ୍ରମାନେ ଥିଲେ : ତୈମନ, ଓମାର, ସଫୀ, ଗଯିତମ ଓ କନସ, ଇଲିଫସ, ତିମ୍ନଙ୍କର ଓ ଅମାଲକେ।
The sons of Eliphaz; Teman, and Omar, Zephi, and Gatam, Kenaz, and Timna, and Amalek.
37 ରୁଯଲଙ୍କେର ପୁତ୍ରମାନେ ଥିଲେ : ନହତ୍, ସରହେ, ଶମ୍ମ ଓ ମିସା।
The sons of Reuel; Nahath, Zerah, Shammah, and Mizzah.
38 ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।
And the sons of Seir; Lotan, and Shobal, and Zibeon, and Anah, and Dishon, and Ezer, and Dishan.
39 ଲୋଟନର ପୁତ୍ରମାନେ ଥିଲେ : ହୋରି ଓ ହୋମମ୍। ଲୋଟଙ୍କର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।
And the sons of Lotan; Hori, and Homam: and Timna was Lotan’s sister.
40 ଶାେବଲର ପୁତ୍ରମାନେ ଥିଲେ : ଅଲିଯନ୍, ମାନହତ୍, ଏବଲ ; ଶଫୀ ଓ ଓନମ୍।
The sons of Shobal; Alian, and Manahath, and Ebal, Shephi, and Onam. And the sons of Zibeon; Aiah, and Anah.
41 ଅନାର ପୁତ୍ର ଦିଶୋନ୍।
The sons of Anah; Dishon. And the sons of Dishon; Amram, and Eshban, and Ithran, and Cheran.
42 ଏତସରଙ୍କର ପୁତ୍ରମାନେ ଥିଲେ : ବିଲ୍ହନ୍, ସାବନ୍ ଓ ୟାକନ୍। ଦୀଶନର ପୁତ୍ରମାନେ ଥିଲେ : ଊସ୍ ଓ ଅରାଣ।
The sons of Ezer; Bilhan, and Zavan, and Jakan. The sons of Dishan; Uz, and Aran.
43 ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା :
Now these are the kings that reigned in the land of Edom before any king reigned over the children of Israel; Bela the son of Beor: and the name of his city was Dinhabah.
44 ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।
And when Bela was dead, Jobab the son of Zerah of Bozrah reigned in his stead.
45 ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ।
And when Jobab was dead, Husham of the land of the Temanites reigned in his stead.
46 ହୂଶମ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମାୟୋବ ଦେଶ ରେ ମିଦିଯନୀଯଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।
And when Husham was dead, Hadad the son of Bedad, which smote Midian in the field of Moab, reigned in his stead: and the name of his city was Avith.
47 ହଦଦ୍ଙ୍କର ମୃତ୍ଯୁ ପରେ ସମ୍ଲ ନୂତନ ରାଜା ହେଲେ। ଏହି ସମ୍ଲ ମସ୍ ରକୋରୁ ଆସିଥିଲେ।
And when Hadad was dead, Samlah of Masrekah reigned in his stead.
48 ସମ୍ଲଙ୍କ ମୃତ୍ଯୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।
And when Samlah was dead, Shaul of Rehoboth by the river reigned in his stead.
49 ଶୌଲ୍ଙ୍କର ମୃତ୍ଯୁ ପରେ କ୍ବୋର ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ।
And when Shaul was dead, Baal-hanan the son of Achbor reigned in his stead.
50 ବାଲ୍ହାନନ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦ୍ଙ୍କର ନଗରର ନାମ ଥିଲା ପାଯୀ। ହଦଦ୍ଙ୍କ ସ୍ତ୍ରୀଙ୍କର ନାମ ଥିଲା ମ ହଟେବଲେ। ମ ହଟେବଲେ ମଟ୍ ରଦେରଙ୍କ କନ୍ଯା ଥିଲେ। ମଟ୍ ରଦେର ମଷୋହବଙ୍କର କନ୍ଯା ଥିଲେ।
And when Baal-hanan was dead, Hadad reigned in his stead: and the name of his city was Pai; and his wife’s name was Mehetabel, the daughter of Matred, the daughter of Mezahab.
51 ତା'ପରେ ହଦଦ୍ଙ୍କର ମୃତ୍ଯୁ ଘଟିଲା।
Hadad died also. And the dukes of Edom were; duke Timnah, duke Aliah, duke Jetheth,
52 ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିଯା, ୟିଥେତ୍ ଓ ଅହଲୀବାମା, ଏଲା, ପୀ ନୋନ୍,
Duke Aholibamah, duke Elah, duke Pinon,
53 କନସ, ତୈମନ, ମିବ୍ସର,
Duke Kenaz, duke Teman, duke Mibzar,
54 ମଗଦୀଯଲେ ଓ ଈରମ୍। ଏହା ହିଁ ଇଦୋମଙ୍କର ଦତାମାନଙ୍କେର ତାଲିକା ଅଟେ।
Duke Magdiel, duke Iram. These are the dukes of Edom.