Numbers 4
29 ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।
30 ତିରିଶ ବର୍ଷଠାରୁ ପଚାଶ ବର୍ଷ ପର୍ୟ୍ଯନ୍ତ ବଯସ୍କ ଯେଉଁ ମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିପାରିବେ, ସମାନଙ୍କେୁ ଗଣନା କରିବ।
31 ଏହି ଦାଯିତ୍ବ ସମାନେେ ବହନ କରିପାରିବେ, ସମାନେେ ସମାଗମ ତମ୍ବୁର କାଠପଟା ସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।
32 ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।
33 ସମାଗମ ତମ୍ବୁ ରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସବୋ ସମ୍ବନ୍ଧୀଯ ଏହି କାର୍ୟ୍ଯ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦଖାେ ରଖାେ କରିବାର ଦାଯିତ୍ବ ହବେ।
29 As for the sons of Merari, thou shalt number them after their families, by the house of their fathers;
30 From thirty years old and upward even unto fifty years old shalt thou number them, every one that entereth into the service, to do the work of the tabernacle of the congregation.
31 And this is the charge of their burden, according to all their service in the tabernacle of the congregation; the boards of the tabernacle, and the bars thereof, and the pillars thereof, and sockets thereof,
32 And the pillars of the court round about, and their sockets, and their pins, and their cords, with all their instruments, and with all their service: and by name ye shall reckon the instruments of the charge of their burden.
33 This is the service of the families of the sons of Merari, according to all their service, in the tabernacle of the congregation, under the hand of Ithamar the son of Aaron the priest.
Numbers 4 in Tamil and English
29 ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।
As for the sons of Merari, thou shalt number them after their families, by the house of their fathers;
30 ତିରିଶ ବର୍ଷଠାରୁ ପଚାଶ ବର୍ଷ ପର୍ୟ୍ଯନ୍ତ ବଯସ୍କ ଯେଉଁ ମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିପାରିବେ, ସମାନଙ୍କେୁ ଗଣନା କରିବ।
From thirty years old and upward even unto fifty years old shalt thou number them, every one that entereth into the service, to do the work of the tabernacle of the congregation.
31 ଏହି ଦାଯିତ୍ବ ସମାନେେ ବହନ କରିପାରିବେ, ସମାନେେ ସମାଗମ ତମ୍ବୁର କାଠପଟା ସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।
And this is the charge of their burden, according to all their service in the tabernacle of the congregation; the boards of the tabernacle, and the bars thereof, and the pillars thereof, and sockets thereof,
32 ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।
And the pillars of the court round about, and their sockets, and their pins, and their cords, with all their instruments, and with all their service: and by name ye shall reckon the instruments of the charge of their burden.
33 ସମାଗମ ତମ୍ବୁ ରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସବୋ ସମ୍ବନ୍ଧୀଯ ଏହି କାର୍ୟ୍ଯ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦଖାେ ରଖାେ କରିବାର ଦାଯିତ୍ବ ହବେ।
This is the service of the families of the sons of Merari, according to all their service, in the tabernacle of the congregation, under the hand of Ithamar the son of Aaron the priest.