Numbers 32:34
ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।
Numbers 32:34 in Other Translations
King James Version (KJV)
And the children of Gad built Dibon, and Ataroth, and Aroer,
American Standard Version (ASV)
And the children of Gad built Dibon, and Ataroth, and Aroer,
Bible in Basic English (BBE)
And the children of Gad were the builders of Dibon and Ataroth and Aroer;
Darby English Bible (DBY)
And the children of Gad built Dibon, and Ataroth, and Aroer,
Webster's Bible (WBT)
And the children of Gad built Dibon, and Ataroth, and Aroer,
World English Bible (WEB)
The children of Gad built Dibon, and Ataroth, and Aroer,
Young's Literal Translation (YLT)
And the sons of Gad build Dihon, and Ataroth, and Aroer,
| And the children | וַיִּבְנ֣וּ | wayyibnû | va-yeev-NOO |
| of Gad | בְנֵי | bĕnê | veh-NAY |
| built | גָ֔ד | gād | ɡahd |
| אֶת | ʾet | et | |
| Dibon, | דִּיבֹ֖ן | dîbōn | dee-VONE |
| and Ataroth, | וְאֶת | wĕʾet | veh-ET |
| and Aroer, | עֲטָרֹ֑ת | ʿăṭārōt | uh-ta-ROTE |
| וְאֵ֖ת | wĕʾēt | veh-ATE | |
| עֲרֹעֵֽר׃ | ʿărōʿēr | uh-roh-ARE |
Cross Reference
Deuteronomy 2:36
ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାେରକ୍ସ୍ଟ ଏବଂ ଉପତ୍ୟକାର ମଧ୍ଯବତ୍ତୀଠାରକ୍ସ୍ଟ ଗୀଲିଯଦ ପର୍ୟ୍ଯନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭ ସମ୍ମକ୍ସ୍ଟଖ ରେ ସବୁ ସମର୍ପଣ କଲେ।
Numbers 32:3
ସମାନେେ କହିଲେ, ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ।
Numbers 21:20
ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।
Numbers 33:45
ତା'ପରେ ସମାନେେ ଇଯୀ-ଅବାରୀମରୁ ୟାତ୍ରା କରି ଦୀବୋନ୍-ଗାଦ ରେ ଛାଉଣୀ ପକାଇଲେ।
Isaiah 17:2
ଅରୋଯର ନଗରକୁ ଲୋକମାନେ ପରିତ୍ଯାଗ କରିବେ। ସହେି ଶୂନ୍ଯ ସହରର ମଷେବଲ ସ୍ବାଧୀନ ଭାବରେ ବିଚରଣ କରିବେ। ଭୟ ଦଖାଇବୋକୁ ସଠାେ ରେ କହେି ନ ଥିବେ।