Numbers 26:53
ନାମ ସଂଖ୍ଯା ଅନୁସାରେ ସମାନଙ୍କେ ମଧିଅରେ ଅଧିକାର ପାଇଁ ଦେଶ ବିଭକ୍ତ ହବେ।
Numbers 26:53 in Other Translations
King James Version (KJV)
Unto these the land shall be divided for an inheritance according to the number of names.
American Standard Version (ASV)
Unto these the land shall be divided for an inheritance according to the number of names.
Bible in Basic English (BBE)
Let there be a division of the land among these, for their heritage, in relation to the number of names.
Darby English Bible (DBY)
Unto these shall the land be divided for an inheritance according to the number of the names;
Webster's Bible (WBT)
To these the land shall be divided for an inheritance, according to the number of names.
World English Bible (WEB)
To these the land shall be divided for an inheritance according to the number of names.
Young's Literal Translation (YLT)
`To these is the land apportioned by inheritance, by the number of names;
| Unto these | לָאֵ֗לֶּה | lāʾēlle | la-A-leh |
| the land | תֵּֽחָלֵ֥ק | tēḥālēq | tay-ha-LAKE |
| shall be divided | הָאָ֛רֶץ | hāʾāreṣ | ha-AH-rets |
| inheritance an for | בְּנַֽחֲלָ֖ה | bĕnaḥălâ | beh-na-huh-LA |
| according to the number | בְּמִסְפַּ֥ר | bĕmispar | beh-mees-PAHR |
| of names. | שֵׁמֽוֹת׃ | šēmôt | shay-MOTE |
Cross Reference
Joshua 14:1
ଯାଜକ ଇଲିଯାସର ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧିଅରେ ବଣ୍ଟା ହବେ।
Joshua 11:23
ଏହିପରି ଭାବରେ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ, ଯିହାଶୂେୟ ସେ ଇଶ୍ରାୟେଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହାଶୂେୟ ପ୍ରେତ୍ୟକକ ବଂଶର ବିଭାଗନକ୍ସ୍ଟସା ରେ ଅଧିକାର କରିବାକୁ ଇଶ୍ରାୟେଲକକ୍ସ୍ଟ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
Psalm 105:44
ଏହାପରେ ପରମେଶ୍ବର ତାଙ୍କର ଗୋଷ୍ଠୀଯବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ। ପରମେଶ୍ବରଙ୍କର ଲୋକମାନେ ସମସ୍ତ ଦ୍ରବ୍ଯ ପାଇଲେ। ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥଲେ।
Revelation 21:27
କୌଣସି ଅଶୁଚି ଜିନିଷ ତା' ଭିତ ରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ୟ୍ଯ କରିବା ଲୋକ ଓ ମିଥ୍ଯା କହିବା ଲୋକ ତା' ଭିତ ରେ ପଶିପାରିବେ ନାହିଁ। ମଷେଶାବକଙ୍କ ଜୀବନପୁସ୍ତକରେ ନାମ ଲଖାେ ହାଇେଥିବା ଲୋକମାନେ ସହେି ନଗରୀ ଭିତ ରେ ପ୍ରବେଶ କରିବେ।
Revelation 5:10
ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।
Matthew 5:5
ନମ୍ର ଓ ସୁଶୀଳ ଲୋକମାନେ ଧନ୍ଯ; କାରଣ ଏ ପୃଥିବୀ ସହେିମାନଙ୍କର ହବେ।
Daniel 7:27
ଆଉ ରାଜତ୍ବ, କତ୍ତୃର୍ତ୍ବ ଓ ରାଜ୍ଯ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହବେ। ତାଙ୍କର ରାଜ୍ଯ ଅନନ୍ତ କାଳ ପାଇଁ ସ୍ଥାଯୀ ହବେ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସବୋ କରିବେ ଓ ତାଙ୍କର ଆଜ୍ଞାବହ ହବେେ।'
Ezekiel 47:22
ପୁଣି ତୁମ୍ଭମାନେେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧିଅରେ ଓ ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସମାନଙ୍କେଠାରୁ ଉତ୍ପନ୍ନ ସନ୍ତାନ ସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଳାବାଣ୍ଟ ଦ୍ବାରା ଦେଶ ବିଭାଗ କରିବ ଏବଂ ସମାନେେ ଇଶ୍ରାୟେଲ ଲୋକମାନେ ସ୍ବଜନ୍ମସ୍ଥାନ ତୁଲ୍ଯ ବିବଚେିତ ହବୋ ଉଚିତ୍। ସମାନେେ ମଧ୍ଯ କିଛି ଇଶ୍ରାୟେଲ ଭୂମିର ଉତ୍ତରାଧିକାରୀ ହବୋ ଉଚିତ୍। ଇଶ୍ରାୟେଲ ପରିବାରବର୍ଗମାନଙ୍କ ମଧ୍ଯରୁ ସମାନଙ୍କେ ପାଇଁ ଭୂମି ପ୍ରାପ୍ତ କର।
Psalm 49:14
ସହେି ଲୋକମାନେ ମଷେମାନଙ୍କ ପରି ଅଟନ୍ତି। ସମାନେେ ଶଷେରେ ସହେି କବରରେ ପତିତ ହବେେ ଓ ମୃତ୍ଯୁ ସମାନଙ୍କେ ମଷେପାଳକ ହବେ। ତା'ପରେ ସହେି ସକାଳେ ଉତ୍ତମ ବ୍ଯକ୍ତିଗଣ ବିଜଯୀ ହବେେ। ସହେି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହବୋକୁ ଲାଗିବ, ସମାନଙ୍କେର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହବେ।
Genesis 12:7
ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।
Genesis 12:2
ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।