Numbers 22:18
ଏଥି ରେ ବିଲିଯମ ବାଲାକ୍ର ଦାସମାନଙ୍କୁ କହିଲେ, ଯଦି ବାଲାକ୍ ସୁନା ରୂପା ରେ ପରିପୂର୍ଣ ନିଜର ଗୃହକୁ ମାେତେ ଦଇେ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମାରେପରମେଶ୍ବରଙ୍କ ଆଜ୍ଞା ବାହାରକୁ ୟାଇ ପାରିବି ନାହିଁ।
And Balaam | וַיַּ֣עַן | wayyaʿan | va-YA-an |
answered | בִּלְעָ֗ם | bilʿām | beel-AM |
and said | וַיֹּ֙אמֶר֙ | wayyōʾmer | va-YOH-MER |
unto | אֶל | ʾel | el |
the servants | עַבְדֵ֣י | ʿabdê | av-DAY |
of Balak, | בָלָ֔ק | bālāq | va-LAHK |
If | אִם | ʾim | eem |
Balak | יִתֶּן | yitten | yee-TEN |
would give | לִ֥י | lî | lee |
house his me | בָלָ֛ק | bālāq | va-LAHK |
full | מְלֹ֥א | mĕlōʾ | meh-LOH |
of silver | בֵית֖וֹ | bêtô | vay-TOH |
gold, and | כֶּ֣סֶף | kesep | KEH-sef |
I cannot | וְזָהָ֑ב | wĕzāhāb | veh-za-HAHV |
לֹ֣א | lōʾ | loh | |
beyond go | אוּכַ֗ל | ʾûkal | oo-HAHL |
לַֽעֲבֹר֙ | laʿăbōr | la-uh-VORE | |
the word | אֶת | ʾet | et |
Lord the of | פִּי֙ | piy | pee |
my God, | יְהוָ֣ה | yĕhwâ | yeh-VA |
to do | אֱלֹהָ֔י | ʾĕlōhāy | ay-loh-HAI |
less | לַֽעֲשׂ֥וֹת | laʿăśôt | la-uh-SOTE |
or | קְטַנָּ֖ה | qĕṭannâ | keh-ta-NA |
more. | א֥וֹ | ʾô | oh |
גְדוֹלָֽה׃ | gĕdôlâ | ɡeh-doh-LA |
Cross Reference
Numbers 24:13
'ଯଦି ବାଲାକ୍ ମାେତେ ସୂନା ରୂପା ପୂର୍ଣ ଆପଣା ଗୃହ ଦବେେ, ତବେେ ମୁଁ ନିଜ ଇଛା ରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁ ବାକ୍ଯର ବାହାରକୁ ୟାଇ ପାରିବ ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।
1 Kings 22:14
ତହୁଁ ମୀଖାଯ କହିଲେ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।
2 Chronicles 18:13
କିନ୍ତୁ ମୀଖାଯ ଉତ୍ତର ଦେଲେ, ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାୟାଏ, ମାେ ପରମେଶ୍ବର ଯାହା କହନ୍ତି, ମୁଁ କବଳେ ତାହା କହିପାରିବି।
Numbers 23:26
ବିଲିଯମ ବାଲାକ୍ କୁ କହିଲେ, ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମାେତେ ଯାହା କହିବେ ମୁଁ ତାହା କରିବି।
Numbers 22:38
ତହୁଁ ବିଲିଯମ ବାଲାକଙ୍କୁ କହିଲା, ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ବର, ମାେ ମୁଖ ରେ ଯେଉଁ ବାକ୍ଯ ଦବେେ ତାହା ହିଁ ମୁଁ କହିବି।
Daniel 5:17
ତା'ପ ରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, ହେ ରାଜା ବେଲ୍ଟଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖ ରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁ ରେ ଏହି ଲଖାେ ପଢିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି।
Acts 8:20
ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।
Titus 1:16
ସେ ଲୋକମାନେ କୁହନ୍ତି ଯେ ସମାନେେ ପରମେଶ୍ବରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସମାନେେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସମାନେେ ପରମେଶ୍ବରଙ୍କୁ ଗ୍ରହଣ କରନ୍ତି ନାହିଁ। ସମାନେେ ଭୟଙ୍କର ଲୋକ, ଆଜ୍ଞା ବି ରୋଧୀ ଓ କୌଣସି ଭଲ କାମ ପାଇଁ ଅ ଯୋଗ୍ଯ।