Numbers 21

1 କିଣାନ ବଂଶୀଯ ରାଜା ଆରାଦ ଦକ୍ଷିଣ ପ୍ରଦେଶ ରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇଶ୍ରାୟେଲର ଲୋକମାନେ ଅଥାରୀମର ପଥ ଦଇେ ଆସୁଛନ୍ତି। ତେଣୁ ସେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲେ ଓ ସମାନଙ୍କେ ମଧ୍ଯରୁ କେତକଙ୍କେୁ ବନ୍ଧୀ କଲେ।

2 ଇଶ୍ରାୟେଲର ଲୋକମାନେ ପ୍ରତିଜ୍ଞା କଲେ: ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତ ରେ ସମର୍ପଣ କର, ତବେେ ଆମ୍ଭେ ସମାନଙ୍କେ ନଗରସବୁ ବିନାଶ କରିବୁ।

3 ତହୁଁ ସଦାପ୍ରଭୁ ସମାନଙ୍କେ ପ୍ରାର୍ଥନା ଶୁଣିଲେ, ସେ କିଣାନୀଯମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ ଓ ସମାନଙ୍କେ ସମସ୍ତ ନଗର ବର୍ଜନୀଯ ରୂପେ ବିନାଶ ହେଲା। ତେଣୁ ସହେି ସ୍ଥାନର ନାମ ହର୍ମା ହେଲା।

4 ତା'ପରେ ସମାନେେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହାରେ ପର୍ବତରୁ ଲୋହିତ ସାଗର ପଥ ଦଇେ ୟାତ୍ରା କଲେ। ପୁଣି ଦୀର୍ଘପଥ ୟୋଗୁଁ ସମାନେେ ର୍ଧୈୟ୍ଯହରା ହାଇଗେଲେ।

5 ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।

6 ତେଣୁ ସଦାପ୍ରଭୁ ସମାନଙ୍କେ ମଧ୍ଯକୁ ବିଷଧର ସର୍ପ ପ୍ ରରଣେ କଲେ। ସହେି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇଶ୍ରାୟେଲର ଅନକେ ଲୋକ ମଲେ।

7 ଏଥି ରେ ଲୋକମାନେ ମାଶାଙ୍କେ ନିକଟକୁ ଆସି ନିବଦନେ କଲେ, ଆମ୍ଭମାନେେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରି ପାପ କରିଅଛୁଁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂ ରଇେ ନବେେ। ତେଣୁ ମାଶାେ ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।

8 ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ବାରା ଦଂଶିତ ହାଇେଥିବା ଲୋକମାନେ ମୃତ୍ଯୁବରଣ କରିବେ ନାହିଁ। ଯଦି ସମାନେେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।

9 ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ଯକ୍ତି ସହେି ଖମ୍ବସ୍ଥିତ ପିତ୍ତଳ ସର୍ପପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।

10 ଅନନ୍ତର ଇଶ୍ରାୟେଲର ଲୋକମାନେ ୟାତ୍ରାକରି ଓବୋତ ରେ ଛାଉଣୀ ସ୍ଥାପନ କଲେ।

11 ତାହାପରେ ଓବୋତରୁ ୟାତ୍ରା କରି ପୂର୍ବ ଦିଗ ରେ ମାୟୋବର ପୂର୍ବଦିଗସ୍ଥିତ ମରୁଭୂମିରେ ଇଯୀ ଅବାରୀମ ରେ ଛାଉଣୀ ସ୍ଥାପନ କଲେ।

12 ପୁଣି ସମାନେେ ସଠାରୁେ ୟାତ୍ରା କରି ସରେଦ୍ ଉପତ୍ୟକା ରେ ଛାଉଣୀ ସ୍ଥାପନ କଲେ।

13 ସଠାରୁେ ସମାନେେ ୟାତ୍ରକରି ଇମାରେୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣୋନ ନଦୀର ଅନ୍ୟ ପାଶର୍‌ବ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। କାରଣ ମାୟୋବର ଓ ଇ ମାରେୀଯମାନଙ୍କର ମଧ୍ଯବର୍ତ୍ତୀ ଅର୍ଣୋନ୍ ମାୟୋବର ସୀମା ଥିଲା।

14 ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:

15 ଘାଟିର ଗଡାଣିଗୁଡିକ ଯେଉଁଗୁଡିକ ଆରର ନିବାସ ଆଡେ ୟାଇଥିଲା ଏବଂ ସଗେୁଡିକ ମାୟୋବର ସୀମା ରେ ଅବସ୍ଥିତ ଥିଲା।

16 ସଠାରୁେ ସମାନେେ ବରେ ନାମକ ସ୍ଥାନକୁ ଆସିଲେ। ସହେି କୂପ ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ସ୍ଥାନ ରେ ଲୋକମାନଙ୍କୁ ଏକତ୍ର କର। ମୁଁ ସମାନଙ୍କେୁ ଜଳ ଦବେି।

17 ସହେି ସମୟରେ ଇଶ୍ରାୟେଲ ଏହି ଗୀତ ଗାଇଲେ:

18 ରାଜାମାନେ ଓ ଅଧିପତିମାନେ ସହେି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସମାନଙ୍କେର ଆଶାବାଡି ରେ ଓ ରାଜଦଣ୍ତ ରେ ତାହା ଖାେଳିଛନ୍ତି।

19 ଲୋକମାନେ ମତ୍ତାନରୁ ନହଲୀଯଲକେୁ ଓ ନହଲୀଯଲଠାରୁେ ବାମାେତକୁ ୟାତ୍ରା କଲେ।

20 ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।

21 ଅନନ୍ତର ଇଶ୍ରାୟେଲ ଇମାରେୀୟମାନଙ୍କ ରାଜା ସୀହାନେ ନିକଟକୁ କେତକେ ଦୂତଙ୍କ ପଠାଇଲେ, ସମାନେେ ରାଜାଙ୍କୁ କହିଲେ,

22 ଦୟାକରି ତୁମ୍ଭ ରାଜ୍ଯ ଦଇେ ଆମ୍ଭମାନଙ୍କୁ ୟିବାକୁ ଦିଅ। ଆମ୍ଭମାନେେ ତୁମ୍ଭ ଶସ୍ଯକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭମାନେେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭମାନେେ ତୁମ୍ଭ ଦେଶସୀମା ପାର ହବୋ ପର୍ୟ୍ଯନ୍ତ କବଳେ ରୀଜପଥ ଦଇେ ଗମନ କରିବୁ।

23 ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।

24 ମାତ୍ର ଇଶ୍ରାୟେଲର ଲୋକମାନେ ରାଜାଙ୍କୁ ହତ୍ଯା କଲେ। ତା'ପରେ ସମାନେେ ଅର୍ଣୋନଠାରୁ ୟଦ୍ଦୋକ ପର୍ୟ୍ଯନ୍ତ ଅର୍ଥାତ୍ ଅେମ୍ମାନୀୟମାନଙ୍କର ସୀମା ପର୍ୟ୍ଯନ୍ତ ଅଗ୍ରସର ହେଲେ। ସମାନେେ ସମାନଙ୍କେର ଦେଶ ଅଧିକାର କଲେ କିନ୍ତୁ ଆଗକୁ ୟାଇ ପାରିଲେ ନାହିଁ। କାରଣ ଅେମ୍ମାନୀୟମାନେ ଶକ୍ତିଶାଳି ଥିଲେ।

25 ଏହିରୂପେ ଇଶ୍ରାୟେଲ ସେ ସମସ୍ତ ନଗର ଦଖଲ କଲେ। ଇଶ୍ରାୟେଲ ଇମାରେୀୟମାନଙ୍କ ସମସ୍ତ ନଗର ରେ ଅର୍ଥାତ୍ ହିଷବୋନ ରେ ଓ ତହିଁର ସମସ୍ତ ନଗର ରେ ବାସକଲେ।

26 କାରଣ ହିଷ୍ ବୋନ ଇ ମାରେୀଯମାନଙ୍କ ରାଜା ସୀହାନଙ୍କେ ରାଜକୀଯ ନଗର ଥିଲା। ସେ ମାଯାେବର ପୂର୍ବ ରାଜା ବିପକ୍ଷ ରେ ୟୁଦ୍ଧ କଲେ ଏବଂ ଅର୍ଣୋନ୍ ପର୍ୟ୍ଯନ୍ତ ଦେଶ ଅଧିକାର କଲେ।

27 ଏଥି ନିମନ୍ତେ କବିମାନେ କହନ୍ତି,

28 ହିଷ୍ ବୋନଠାରୁ ଅଗ୍ନି ନିର୍ଗତ ହାଇେଅଛି। ଏକ ଶିଖା ସୀହାନେ ନଗରକୁ ବାହାରିଲା। ସହେି ଅଗ୍ନି ମାୟୋବର ଆର ନଗରକୁ ଧ୍ବଂସ କଲା ଏବଂ ଅର୍ଣୋନର ପର୍ବତଗୁଡିକୁ ଧ୍ବଂସ କଲା।

29 ହେ ମାୟୋବ ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମାେଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାଯନ କରିଛନ୍ତି, ତା'ର କନ୍ଯାମାନେ ଇ ମାରେୀଯ ଶାସକ କର୍ତ୍ତା ରାଜା ସୀହାନେ ହସ୍ତ ରେ ବନ୍ଦୀ ହାଇେଛନ୍ତି।

30 ସମାନଙ୍କେର ଭବିଷ୍ଯତ୍ ବଂଶଧରଗଣ ହିଷ୍ ବୋନଠାରୁ ଦୀବୋନ ପର୍ୟ୍ଯନ୍ତ ଧ୍ବଂସ ହାଇେଛନ୍ତି। ଆମ୍ଭମାନେେ ସମାନଙ୍କେୁ ଶର ନିକ୍ଷପେ କରିଅଛୁ। ହିଷବୋନ୍ ଦୀବୋନ୍ ପର୍ୟ୍ଯନ୍ତ ହେଲା। ଆମ୍ଭମାନେେ ନୋଫହ ପର୍ୟ୍ଯନ୍ତ ଧ୍ବଂସ କଲୁ, ଯାହା ମଦବୋ ନିକଟରେ ଅଛି।

31 ଏହିରୂପେ ଇଶ୍ରାୟେଲ ଇ ମାରେୀଯମାନଙ୍କ ଦେଶ ରେ ବାସ କଲେ।

32 ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।

33 ତହୁଁ ସମାନେେ ବାଶନ ଆଡକୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସମାନଙ୍କେ ସହିତ ଇଦ୍ରିଯୀଠା ରେ ୟୁଦ୍ଧ କଲେ।

34 ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ରାଜାକୁ ଭୟ କରନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତ ରେ ସର୍ମପଣ କରିବି। ତୁମ୍ଭେ ହିଷବୋନବାସୀ ଇ ମାରେୀଯ ରାଜା ସୀହାନେ ପ୍ରତି ଯେପରି କରିଥିଲ, ତାହା ପ୍ରତି ସହେିପରି କରିବ।

35 ଏଣୁ କହେି ଅବଶିଷ୍ଟ ନ ରହିବା ପର୍ୟ୍ଯନ୍ତ ସମାନେେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସମାନେେ ତାହାର ରାଜ୍ଯ ଅଧିକାର କଲେ।

1 And when king Arad the Canaanite, which dwelt in the south, heard tell that Israel came by the way of the spies; then he fought against Israel, and took some of them prisoners.

2 And Israel vowed a vow unto the Lord, and said, If thou wilt indeed deliver this people into my hand, then I will utterly destroy their cities.

3 And the Lord hearkened to the voice of Israel, and delivered up the Canaanites; and they utterly destroyed them and their cities: and he called the name of the place Hormah.

4 And they journeyed from mount Hor by the way of the Red sea, to compass the land of Edom: and the soul of the people was much discouraged because of the way.

5 And the people spake against God, and against Moses, Wherefore have ye brought us up out of Egypt to die in the wilderness? for there is no bread, neither is there any water; and our soul loatheth this light bread.

6 And the Lord sent fiery serpents among the people, and they bit the people; and much people of Israel died.

7 Therefore the people came to Moses, and said, We have sinned, for we have spoken against the Lord, and against thee; pray unto the Lord, that he take away the serpents from us. And Moses prayed for the people.

8 And the Lord said unto Moses, Make thee a fiery serpent, and set it upon a pole: and it shall come to pass, that every one that is bitten, when he looketh upon it, shall live.

9 And Moses made a serpent of brass, and put it upon a pole, and it came to pass, that if a serpent had bitten any man, when he beheld the serpent of brass, he lived.

10 And the children of Israel set forward, and pitched in Oboth.

11 And they journeyed from Oboth, and pitched at Ije-abarim, in the wilderness which is before Moab, toward the sunrising.

12 From thence they removed, and pitched in the valley of Zared.

13 From thence they removed, and pitched on the other side of Arnon, which is in the wilderness that cometh out of the coasts of the Amorites: for Arnon is the border of Moab, between Moab and the Amorites.

14 Wherefore it is said in the book of the wars of the Lord, What he did in the Red sea, and in the brooks of Arnon,

15 And at the stream of the brooks that goeth down to the dwelling of Ar, and lieth upon the border of Moab.

16 And from thence they went to Beer: that is the well whereof the Lord spake unto Moses, Gather the people together, and I will give them water.

17 Then Israel sang this song, Spring up, O well; sing ye unto it:

18 The princes digged the well, the nobles of the people digged it, by the direction of the lawgiver, with their staves. And from the wilderness they went to Mattanah:

19 And from Mattanah to Nahaliel: and from Nahaliel to Bamoth:

20 And from Bamoth in the valley, that is in the country of Moab, to the top of Pisgah, which looketh toward Jeshimon.

21 And Israel sent messengers unto Sihon king of the Amorites, saying,

22 Let me pass through thy land: we will not turn into the fields, or into the vineyards; we will not drink of the waters of the well: but we will go along by the king’s high way, until we be past thy borders.

23 And Sihon would not suffer Israel to pass through his border: but Sihon gathered all his people together, and went out against Israel into the wilderness: and he came to Jahaz, and fought against Israel.

24 And Israel smote him with the edge of the sword, and possessed his land from Arnon unto Jabbok, even unto the children of Ammon: for the border of the children of Ammon was strong.

25 And Israel took all these cities: and Israel dwelt in all the cities of the Amorites, in Heshbon, and in all the villages thereof.

26 For Heshbon was the city of Sihon the king of the Amorites, who had fought against the former king of Moab, and taken all his land out of his hand, even unto Arnon.

27 Wherefore they that speak in proverbs say, Come into Heshbon, let the city of Sihon be built and prepared:

28 For there is a fire gone out of Heshbon, a flame from the city of Sihon: it hath consumed Ar of Moab, and the lords of the high places of Arnon.

29 Woe to thee, Moab! thou art undone, O people of Chemosh: he hath given his sons that escaped, and his daughters, into captivity unto Sihon king of the Amorites.

30 We have shot at them; Heshbon is perished even unto Dibon, and we have laid them waste even unto Nophah, which reacheth unto Medeba.

31 Thus Israel dwelt in the land of the Amorites.

32 And Moses sent to spy out Jaazer, and they took the villages thereof, and drove out the Amorites that were there.

33 And they turned and went up by the way of Bashan: and Og the king of Bashan went out against them, he, and all his people, to the battle at Edrei.

34 And the Lord said unto Moses, Fear him not: for I have delivered him into thy hand, and all his people, and his land; and thou shalt do to him as thou didst unto Sihon king of the Amorites, which dwelt at Heshbon.

35 So they smote him, and his sons, and all his people, until there was none left him alive: and they possessed his land.

1 Moreover, when ye shall divide by lot the land for inheritance, ye shall offer an oblation unto the Lord, an holy portion of the land: the length shall be the length of five and twenty thousand reeds, and the breadth shall be ten thousand. This shall be holy in all the borders thereof round about.

2 Of this there shall be for the sanctuary five hundred in length, with five hundred in breadth, square round about; and fifty cubits round about for the suburbs thereof.

3 And of this measure shalt thou measure the length of five and twenty thousand, and the breadth of ten thousand: and in it shall be the sanctuary and the most holy place.

4 The holy portion of the land shall be for the priests the ministers of the sanctuary, which shall come near to minister unto the Lord: and it shall be a place for their houses, and an holy place for the sanctuary.

5 And the five and twenty thousand of length, and the ten thousand of breadth, shall also the Levites, the ministers of the house, have for themselves, for a possession for twenty chambers.

6 And ye shall appoint the possession of the city five thousand broad, and five and twenty thousand long, over against the oblation of the holy portion: it shall be for the whole house of Israel.

7 And a portion shall be for the prince on the one side and on the other side of the oblation of the holy portion, and of the possession of the city, before the oblation of the holy portion, and before the possession of the city, from the west side westward, and from the east side eastward: and the length shall be over against one of the portions, from the west border unto the east border.

8 In the land shall be his possession in Israel: and my princes shall no more oppress my people; and the rest of the land shall they give to the house of Israel according to their tribes.

9 Thus saith the Lord God; Let it suffice you, O princes of Israel: remove violence and spoil, and execute judgment and justice, take away your exactions from my people, saith the Lord God.

10 Ye shall have just balances, and a just ephah, and a just bath.

11 The ephah and the bath shall be of one measure, that the bath may contain the tenth part of an homer, and the ephah the tenth part of an homer: the measure thereof shall be after the homer.

12 And the shekel shall be twenty gerahs: twenty shekels, five and twenty shekels, fifteen shekels, shall be your maneh.

13 This is the oblation that ye shall offer; the sixth part of an ephah of an homer of wheat, and ye shall give the sixth part of an ephah of an homer of barley:

14 Concerning the ordinance of oil, the bath of oil, ye shall offer the tenth part of a bath out of the cor, which is an homer of ten baths; for ten baths are an homer:

15 And one lamb out of the flock, out of two hundred, out of the fat pastures of Israel; for a meat offering, and for a burnt offering, and for peace offerings, to make reconciliation for them, saith the Lord God.

16 All the people of the land shall give this oblation for the prince in Israel.

17 And it shall be the prince’s part to give burnt offerings, and meat offerings, and drink offerings, in the feasts, and in the new moons, and in the sabbaths, in all solemnities of the house of Israel: he shall prepare the sin offering, and the meat offering, and the burnt offering, and the peace offerings, to make reconciliation for the house of Israel.

18 Thus saith the Lord God; In the first month, in the first day of the month, thou shalt take a young bullock without blemish, and cleanse the sanctuary:

19 And the priest shall take of the blood of the sin offering, and put it upon the posts of the house, and upon the four corners of the settle of the altar, and upon the posts of the gate of the inner court.

20 And so thou shalt do the seventh day of the month for every one that erreth, and for him that is simple: so shall ye reconcile the house.

21 In the first month, in the fourteenth day of the month, ye shall have the passover, a feast of seven days; unleavened bread shall be eaten.

22 And upon that day shall the prince prepare for himself and for all the people of the land a bullock for a sin offering.

23 And seven days of the feast he shall prepare a burnt offering to the Lord, seven bullocks and seven rams without blemish daily the seven days; and a kid of the goats daily for a sin offering.

24 And he shall prepare a meat offering of an ephah for a bullock, and an ephah for a ram, and an hin of oil for an ephah.

25 In the seventh month, in the fifteenth day of the month, shall he do the like in the feast of the seven days, according to the sin offering, according to the burnt offering, and according to the meat offering, and according to the oil.