Numbers 18 - WEB (Oriya)
1 Yahweh said to Aaron, You and your sons and your fathers' house with you shall bear the iniquity of the sanctuary; and you and your sons with you shall bear the iniquity of your priesthood.ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ରସ୍ଥାନ ପାଇଁ ଦାଯୀ ରହିବ। ପୁଣି ଯାଜକତ୍ବର କର୍ତ୍ତବ୍ଯ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାଯୀ ରହିବେ।
2 Your brothers also, the tribe of Levi, the tribe of your father, bring you near with you, that they may be joined to you, and minister to you: but you and your sons with you shall be before the tent of the testimony.ତୁମ୍ଭେ ଲବେୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସମାନେେ ତୁମ୍ଭ ସହିତ ୟୋଗ ଦବେେ ଓ ତୁମ୍ଭର ସାହାୟ୍ଯ କରିବେ। ଯେତବେେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ଯ ତମ୍ବୁ ସମ୍ମୁଖ ରେ ରହିବ।
3 They shall keep your charge, and the charge of all the Tent: only they shall not come near to the vessels of the sanctuary and to the altar, that they not die, neither they, nor you.ସମାନେେ ତୁମ୍ଭକୁ ବିବରଣୀ ଦବେେ ଓ ପବିତ୍ର ତମ୍ବୁର ରକ୍ଷାର ଦାଯିତ୍ବ ନବେେ। କିନ୍ତୁ ସମାନେେ ପବିତ୍ର ପାତ୍ର ନିକଟକୁ କିମ୍ବା ୟଜ୍ଞବଦେୀ ନିକଟକୁ ଯିବେ ନାହିଁ। ତେଣୁ ସମାନେେ ମରନ୍ତି ନାହିଁ, ତୁମ୍ଭେ ମଧ୍ଯ ନୁହଁ।
4 They shall be joined to you, and keep the charge of the tent of meeting, for all the service of the Tent: and a stranger shall not come near to you.ସମାନେେ ତୁମ୍ଭ ସହିତ ୟୋଗ ଦଇେ ତୁମ୍ଭର ସମସ୍ତ ସବୋକର୍ମ ସହିତ ସମାଗମ ତମ୍ବୁର ରକ୍ଷଣୀଯ ଦାଯିତ୍ବ ନବେେ। ଆଉ କୌଣସି ଅନ୍ୟ ବଂଶୀଯ ଲୋକ ସମାନଙ୍କେ ନିକଟକୁ ୟିବ ନାହିଁ।
5 You shall keep the charge of the sanctuary, and the charge of the altar; that there be wrath no more on the children of Israel.ପୁଣି ଇଶ୍ରାୟେଲ ଲୋକମାନଙ୍କ ପ୍ରତି ଆମ୍ଭର କୋରଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭମାନେେ ପବିତ୍ରସ୍ଥାନର ଓ ୟଜ୍ଞବଦେୀର ସୁରକ୍ଷାର ଦାଯିତ୍ବ ନବେ।
6 I, behold, I have taken your brothers the Levites from among the children of Israel: to you they are a gift, given to Yahweh, to do the service of the tent of meeting.ଆଉ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ତୁମ୍ଭ ଭ୍ରାତୃଗଣ ଲବେୀମାନଙ୍କୁ ଗ୍ରହଣ କରିଅଛୁ। ସମାନେେ ଯେପରି ସଦାପ୍ରଭୁଙ୍କର ଓ ସମାଗମ ତମ୍ବୁର ସବୋ କରିପାରିବେ, ସମାନେେ ତୁମ୍ଭଙ୍କୁ ଉପହାର ସ୍ବରୂପ ଦେଲେ।
7 You and your sons with you shall keep your priesthood for everything of the altar, and for that within the veil; and you shall serve: I give you the priesthood as a service of gift: and the stranger who comes near shall be put to death.କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।
8 Yahweh spoke to Aaron, I, behold, I have given you the charge of my heave-offerings, even all the holy things of the children of Israel; to you have I given them by reason of the anointing, and to your sons, as a portion forever.ତା'ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, ମାେତେ ଦିଆୟାଇଥିବା ଉପହାରର ଦାଯୀତ୍ବ ମୁଁ ତୁମ୍ଭକୁ ଦଲେି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ଯ ସମାନଙ୍କେର ଚିରସ୍ଥାଯୀ ଅଂଶ ହବେ।
9 This shall be your of the most holy things, [reserved] from the fire: every offering of theirs, even every meal-offering of theirs, and every sin-offering of theirs, and every trespass-offering of theirs, which they shall render to me, shall be most holy for you and for your sons.ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡିକ ତୁମ୍ଭର ହବେ। ଏହି ଅଂଶଗୁଡିକ ଦଗ୍ଧ ହବୋ ଉଚିତ୍ ନୁହଁ ଯଥା: ସମାନଙ୍କେର ଶସ୍ଯ ନବୈେଦ୍ଯ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ଯତ ବଂଶଧରଙ୍କ ପାଇଁ।
10 As the most holy things shall you eat of it; every male shall eat of it: it shall be holy to you.ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରେତ୍ୟକକ ପୁରୁଷ ପବିତ୍ରସ୍ଥାନ ରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହବେ।
11 This is your: the heave-offering of their gift, even all the wave-offerings of the children of Israel; I have given them to you, and to your sons and to your daughters with you, as a portion forever; everyone who is clean in your house shall eat of it.ଇଶ୍ରାୟେଲର ଲୋକମାନେ ସମସ୍ତ ଦୋଳନୀଯ ନବୈେଦ୍ଯର ଦାନ ମଧ୍ଯରୁ ଉତ୍ତୋଳନୀଯ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ଯାମାନଙ୍କୁ ଅନନ୍ତକାଳୀନ ଅଧିକା ରେର୍ଥେ ଦଲେୁ। ତୁମ୍ଭ ପରିବାରର ପ୍ରେତ୍ୟକକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରିପାରିବେ।
12 All the best of the oil, and all the best of the vintage, and of the grain, the first fruits of them which they give to Yahweh, to you have I given them.ଇଶ୍ରାୟେଲ ଲୋକମାନେ ମାେ ଉବ୍ଦେଶ୍ଯ ରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ଯ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦଲେୁ।
13 The first-ripe fruits of all that is in their land, which they bring to Yahweh, shall be yours; everyone who is clean in your house shall eat of it.ସମାନେେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ବଫଳ ସଦାପ୍ରଭୁଙ୍କ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହବେ, ତୁମ୍ଭ ଗୃହସ୍ଥିତ ପ୍ରେତ୍ୟକକ ବିଧିସମ୍ମତ ଶୁଚି ବ୍ଯକ୍ତି ତାହା ଭୋଜନ କରିବ।
14 Everything devoted in Israel shall be yours.ଇଶ୍ରାୟେଲ ରେ ସଦାପ୍ରଭୁଙ୍କୁ ସମସ୍ତ ଉତ୍ସର୍ଗୀକୃତ ଦ୍ରବ୍ଯ ତୁମ୍ଭର ହବେ।
15 Everything that opens the womb, of all flesh which they offer to Yahweh, both of man and animal shall be yours: nevertheless the firstborn of man shall you surely redeem, and the firstborn of unclean animals shall you redeem.ସମାନେେ ମନୁଷ୍ଯ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସମାନେେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ଯର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍।
16 Those who are to be redeemed of them from a month old shall you redeem, according to your estimation, for the money of five shekels, after the shekel of the sanctuary (the same is twenty gerahs).ଯେ ତବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା'ର ନିରୂପିତ ମୂଲ୍ଯ ରେ ପବିତ୍ରସ୍ଥାନର କୋଡିଏ ଗରୋ ପରିମିତ ଶକେଲ ଅନୁସାରେ ପାଞ୍ଚ ଶକେଲ ରୂପା ରେ ମୁକ୍ତ କରିବ।
17 But the firstborn of a cow, or the firstborn of a sheep, or the firstborn of a goat, you shall not redeem; they are holy: you shall sprinkle their blood on the altar, and shall burn their fat for an offering made by fire, for a sweet savor to Yahweh.ମାତ୍ର ତୁମ୍ଭେ ଗୋରୁ କିମ୍ବା ମଷେ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସମାନେେ ପବିତ୍ର, ତୁମ୍ଭେ ୟଜ୍ଞବଦେୀ ଉପରେ ସମାନଙ୍କେର ରକ୍ତ ଛିଞ୍ଚିବେ ଏବଂ ସମାନଙ୍କେର ମଦକେୁ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନବୈେଦ୍ଯ ହବେ।
18 The flesh of them shall be your, as the wave-breast and as the right thigh, it shall be yours.ଆଉ ସମାନଙ୍କେର ମାଂସ, ଦୋଳନୀଯ ନବୈେଦ୍ଯାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ଏ ସମସ୍ତ ତୁମ୍ଭର ହବେ।
19 All the heave-offerings of the holy things, which the children of Israel offer to Yahweh, have I given you, and your sons and your daughters with you, as a portion forever: it is a covenant of salt forever before Yahweh to you and to your seed with you.ଇଶ୍ରାୟେଲ ଲୋକମାନେ ଯେଉଁସବୁ ଦ୍ରବ୍ଯ ପବିତ୍ର କରି ଉତ୍ତୋଳନୀଯ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ଯାଗଣକୁ ଦଲେୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତ ରେ ଅନନ୍ତକାଳୀନ ନିଯମ।
20 Yahweh said to Aaron, You shall have no inheritance in their land, neither shall you have any portion among them: I am your portion and your inheritance among the children of Israel.ସଦାପ୍ରଭୁ ହାରୋଣଙ୍କୁ କହିଲେ, ସମାନଙ୍କେ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସମାନଙ୍କେ ମଧିଅରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।
21 To the children of Levi, behold, I have given all the tithe in Israel for an inheritance, in return for their service which they serve, even the service of the tent of meeting.ପୁଣି ଇଶ୍ରାୟେଲର ଲୋକମାନେ ଯେଉଁ ଏକ ଦଶମାଂଶ ଦବେେ, ଲବେୀ ଗୋଷ୍ଠୀର ଏହା ଉପ ଭୋଗ କରିବେ, ସମାଗମ ତମ୍ବୁ ସମ୍ବନ୍ଧୀଯ ସବୋକାର୍ୟ୍ଯ ପାଇଁ ପରିଶାଧେ ରେ ମୁଁ ଏହା ଲବେୀୟମାନଙ୍କୁ ଦଲେି।
22 Henceforth the children of Israel shall not come near the tent of meeting, lest they bear sin, and die.ମାତ୍ର ଇଶ୍ରାୟେଲର ଅନ୍ୟମାନେ ସମାଗମ ତମ୍ବୁ ନିକଟକୁ ଆସିବେ ନାହିଁ। ସମାନେେ ଆସିଲେ ମରିବେ।
23 But the Levites shall do the service of the tent of meeting, and they shall bear their iniquity: it shall be a statute forever throughout your generations; and among the children of Israel they shall have no inheritance.ମାତ୍ର ଲବେୀମାନେ ସମାଗମ ତମ୍ବୁର ସବୋ କରିବେ ଓ ସମାନେେ ଏଥିପାଇଁ ଦାଯୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହବେ। କିନ୍ତୁ ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଦେଶ ଅଧିକାର ପାଇବେ ନାହିଁ।
24 For the tithe of the children of Israel, which they offer as a heave-offering to Yahweh, I have given to the Levites for an inheritance: therefore I have said to them, Among the children of Israel they shall have no inheritance.କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀଯ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲବେୀୟମାନଙ୍କୁ ଅଧିକାରାର୍ଥେ ଦଲେି। ଏଣୁ ମୁଁ କହିଲି, ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଅଧିକାର ପାଇବେ ନାହିଁ।
25 Yahweh spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
26 Moreover you shall speak to the Levites, and tell them, When you take of the children of Israel the tithe which I have given you from them for your inheritance, then you shall offer up a heave-offering of it for Yahweh, a tithe of the tithe. ଲବେୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇଶ୍ରାୟେଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦଲେୁ, ତାହା ଯେତବେେଳେ ତୁମ୍ଭେ ସମାନଙ୍କେଠାରୁ ଗ୍ରହଣ କରିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାଟେ ପାଇଥିବାର ଏକ ଦଶମାଂଶ ଉତ୍ସର୍ଗ କରିବ।
27 Your heave-offering shall be reckoned to you, as though it were the grain of the threshing floor, and as the fullness of the winepress.ଠିକ୍ ଶସ୍ଯ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହବେ।
28 Thus you also shall offer a heave-offering to Yahweh of all your tithes, which you receive of the children of Israel; and of it you shall give Yahweh's heave-offering to Aaron the priest.ଏହିରୂପେ ତୁମ୍ଭମାନେେ ଇଶ୍ରାୟେଲ ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭମାନେେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ତୋଳନୀଯ ଉପହାର ଉତ୍ସର୍ଗ କରିବ। ସଦାପ୍ରଭୁଙ୍କୁ ଦେଉଥିବା ଉପହାର ଯାଜକ ହାରୋଣକୁ ଦବେ।
29 Out of all your gifts you shall offer every heave-offering of Yahweh, of all the best of it, even the holy part of it out of it.ଇଶ୍ରାୟେଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦବେେ, ତୁମ୍ଭମାନେେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ।
30 Therefore you shall tell them, When you heave the best of it from it, then it shall be reckoned to the Levites as the increase of the threshing floor, and as the increase of the wine-press. ମାଶାେ ଲବେୀୟମାନଙ୍କୁ କହିଲେ, ଯେତବେେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇଶ୍ରାୟେଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ଯ ଓ ଦ୍ରାକ୍ଷାରସ ତୁଲ୍ଯ ଗ୍ରହଣ କରାୟିବା ଉଚିତ୍।
31 You shall eat it in every place, you and your households: for it is your reward in return for your service in the tent of meeting.ପୁଣି ତୁମ୍ଭମାନେେ ଓ ତୁମ୍ଭ ପରିବାର ଲୋକମାନେ ସବୁ ସ୍ଥାନ ରେ ତାହା ଭୋଜନ କରିବ। କାରଣ ତାହା ସମାଗମ ତମ୍ବୁ ରେ କରିଥିବା ସବୋକାର୍ୟ୍ଯର ପୁରସ୍କାର ଅଟେ।
32 You shall bear no sin by reason of it, when you have heaved from it the best of it: and you shall not profane the holy things of the children of Israel, that you not die.ଆଉ ସହେି ଉତ୍ତମ ଦ୍ରବ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କଲେ। ତୁମ୍ଭମାନେେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭମାନେେ ଯେପରି ନ ମରିବ ସେଥିପାଇଁ ଇଶ୍ରାୟେଲ ଲୋକମାନଙ୍କର ପବିତ୍ର ଦ୍ରବ୍ଯ ଅପବିତ୍ର କରିବ ନାହିଁ।
Oriya Bible