Bible

Numbers 10 - WEB (Oriya)

1 Yahweh spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

2 Make you two trumpets of silver; of beaten work shall you make them: and you shall use them for the calling of the congregation, and for the journeying of the camps.ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପା ରେ ନିର୍ମିତ ହବେ। ତୁମ୍ଭେ ଲୋକମାନଙ୍କୁ ଏକତ୍ରୀତ କରିବା ପାଇଁ ଓ ସଗେୁଡିକୁ ୟାତ୍ରାରମ୍ଭ ରେ ବ୍ଯବହାର କରିବ।

3 When they shall blow them, all the congregation shall gather themselves to you at the door of the tent of meeting.ସମାନେେ ଯେତବେେଳେ ଦୁଇଟି ତୁରୀ ବଜାଇବେ ସମସ୍ତ ଲୋକମାନେ ସମାଗମ ତମ୍ବୁ ରେ ତୁମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

4 If they blow but one, then the princes, the heads of the thousands of Israel, shall gather themselves to you.ଯଦି ସମାନେେ ଏକ ତୂରୀ ବଜାଇବେ ତବେେ ପରିବାରବର୍ଗର ଅଧିପତିମାନେ ତିମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

5 When you blow an alarm, the camps that lie on the east side shall take their journey.ଯଦି ତୁମ୍ଭମାନେେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ୟାତ୍ରା କରିବା ଉଚିତ୍।

6 When you blow an alarm the second time, the camps that lie on the south side shall take their journey: they shall blow an alarm for their journeys.ପୁଣି ତୁମ୍ଭମାନେେ ଦ୍ବିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣୀର ଲୋକମାନେ ୟାତ୍ରା କରିବେ। ଏହି କ୍ରମ ରେ ସମାନେେ ଲୋକମାନଙ୍କର ୟାତ୍ରା ନିମନ୍ତେ ରଣତୂରୀ ବଜାଇବେ।

7 But when the assembly is to be gathered together, you shall blow, but you shall not sound an alarm.ଲୋକମାନଙ୍କୁ ଏକତ୍ରୀତ କରିବା ସମୟରେ ତୁମ୍ଭମାନେେ ଲଗାତର ଅଧା ସ୍ବର ନୁହଁ, ଦୀର୍ଘସ୍ବର କରି ତୂରୀ ବଜାଇବ।

8 The sons of Aaron, the priests, shall blow the trumpets; and they shall be to you for a statute forever throughout your generations.କବଳେ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହବେ।

9 When you go to war in your land against the adversary who oppresses you, then you shall sound an alarm with the trumpets; and you shall be remembered before Yahweh your God, and you shall be saved from your enemies.ଆଉ ଯେଉଁ ସମୟରେ ତୁମ୍ଭମାନେେ ଆପଣା ଦେଶ ରେ ଶତୃମାନଙ୍କ ୟୁଦ୍ଧ କରିବାକୁ ଯାଉଛି, ତୁମ୍ଭମାନେେ ତୂରୀ ରେ ରଣବାଦ୍ଯ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତୃଗଣ ଠାରୁ ରକ୍ଷା କରିବେ।

10 Also in the day of your gladness, and in your set feasts, and in the beginnings of your months, you shall blow the trumpets over your burnt offerings, and over the sacrifices of your peace-offerings; and they shall be to you for a memorial before your God: I am Yahweh your God.ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

11 It happened in the second year, in the second month, on the twentieth day of the month, that the cloud was taken up from over the tent of the testimony.ଆଉ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସର ବିଂଶତମ ଦିନ ରେ ସହେି ମେଘ ସାକ୍ଷ୍ଯରୂପ ପବିତ୍ର ତମ୍ବୁ ଉପରୁ ନିଆଗଲା।

12 The children of Israel set forward according to their journeys out of the wilderness of Sinai; and the cloud abode in the wilderness of Paran.ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।

13 They first took their journey according to the commandment of Yahweh by Moses.ଆଉ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମାନେେ ପ୍ରଥମ ଥର ୟାତ୍ରା କଲେ।

14 In the first [place] the standard of the camp of the children of Judah set forward according to their hosts: and over his host was Nahshon the son of Amminadab.ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

15 Over the host of the tribe of the children of Issachar was Nethanel the son of Zuar.ଆଉ ସୂଯାରର ପୁତ୍ର ନଥନଲେୋ ଇଷାଖର ଗୋଷ୍ଠୀର ସନୋଧ୍ଯକ୍ଷ ଥିଲେ।

16 Over the host of the tribe of the children of Zebulun was Eliab the son of Helon.ତା'ପରେ ସବୂଲୂନ ସନ୍ତାନଗଣର ବଂଶ ୟାତ୍ରାକଲେ ଓ ହେଲୋନ୍ ର ପୁତ୍ର ଇଲୀଯାବ୍ ତାଙ୍କର ଅଧ୍ଯକ୍ଷ ଥିଲେ।

17 The tent was taken down; and the sons of Gershon and the sons of Merari, who bore the tent, set forward.ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।

18 The standard of the camp of Reuben set forward according to their hosts: and over his host was Elizur the son of Shedeur.ତା'ପରେ ରୁବନେ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ପୁଣି ଶଦଯରେର ପୁତ୍ର ଇଲୀଷୂର ସମାନଙ୍କେର ଅଧିନାଯକ ଥିଲେ।

19 Over the host of the tribe of the children of Simeon was Shelumiel the son of Zurishaddai.ତା'ପରେ ଆସିଲେଶିମିଯୋନ ସନ୍ତାନଗଣର ବଂଶ ଓ ସୂରୀ ଶବ୍ଦଯର ପୁତ୍ର ଶଲୁମୀଯଲେ ସମାନଙ୍କେର ଅଧିନାଯକ ଥିଲେ।

20 Over the host of the tribe of the children of Gad was Eliasaph the son of Deuel.ତା'ପରେ ଗାଦର ଗୋଷ୍ଠୀ ଆସିଲେ ଓ ଦ୍ଯୁଯଲରେ ପୁତ୍ର ଇଲୀଯାସଫ୍ ସମାନଙ୍କେର ଅଧିନାଯକ ଥିଲେ।

21 The Kohathites set forward, bearing the sanctuary: and [the others] did set up the tent against their coming.ତା'ପରେ କହାତୀଯଙ୍କ ପରିବାର ପବିତ୍ରସ୍ଥାନର ଭାର ବହନକରି ସହେି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀଯ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।

22 The standard of the camp of the children of Ephraim set forward according to their hosts: and over his host was Elishama the son of Ammihud.ଏଥିଉତ୍ତା ରେ ଇଫ୍ରଯିମ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସମାନଙ୍କେ ସୈନ୍ଯର ଅଧିନାଯକ ଥିଲେ।

23 Over the host of the tribe of the children of Manasseh was Gamaliel the son of Pedahzur.ତା'ପରେ ଆସିଲେ ମନଃଶି ଲୋକମାନଙ୍କର ବଂଶ ଓ ସମାନଙ୍କେର ଅଧିନାଯକ ଥିଲେ ପଦାହସୂରର ପୁତ୍ର ଗମଲୀଯଲେ।

24 Over the host of the tribe of the children of Benjamin was Abidan the son of Gideoni.ତତ୍ପରେ ବିନ୍ଯାମୀନ ଗୋଷ୍ଠୀ ଆସିଲେ ଓ ଗିଦିଯୋନିର ପୁତ୍ର ଅବୀଦାନ ସମାନଙ୍କେର ଅଧିନାଯକ ଥିଲେ।

25 The standard of the camp of the children of Dan, which was the rearward of all the camps, set forward according to their hosts: and over his host was Ahiezer the son of Ammishaddai.ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।

26 Over the host of the tribe of the children of Asher was Pagiel the son of Ochran.ତା'ପରେ ଆସିଲେ ଆଶରେ ଲୋକମାନଙ୍କର ବଂଶ ଓ ଅକ୍ରଣର ପୁତ୍ର ପଗୀଯଲେ ତାଙ୍କର ସନୋଧ୍ଯକ୍ଷ ଥିଲେ।

27 Over the host of the tribe of the children of Naphtali was Ahira the son of Enan.ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସମାନଙ୍କେର ଅଗ୍ରଭାଗ ରେ ଥିଲେ।

28 Thus were the travels of the children of Israel according to their hosts; and they set forward.ଏହି କ୍ରମ ରେ ଇଶ୍ରାୟେଲ ଲୋକମାନଙ୍କର ୟାତ୍ରା ସମାନଙ୍କେର ବର୍ଗ ଅନୁସାରେ ହେଲା ଓ ସମାନେେ ଅଗ୍ରସର ହେଲେ।

29 Moses said to Hobab, the son of Reuel the Midianite, Moses' father-in-law, We are journeying to the place of which Yahweh said, I will give it you: come you with us, and we will do you good; for Yahweh has spoken good concerning Israel.ତା'ପରେ ମାଶାେ ଆପଣା ଶ୍ବଶୁର ମିଦିଯନୀଯ ରୁଯଲରେ ପୁତ୍ର ହୋବବକୁ କହିଲେ, ଆମ୍ଭମାନେେ ସହେି ସ୍ଥାନକୁ ୟାଯଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦବେେ, ଆମ୍ଭମାନଙ୍କ ସାଙ୍ଗ ରେ ଆସ। ଆମ୍ଭମାନେେ ତୁମ୍ଭର ମଗଂଳ କରିବା। କାରଣ ସଦାପ୍ରଭୁ ଇଶ୍ରାୟେଲ ବିଷଯ ରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।

30 He said to him, I will not go; but I will depart to my own land, and to my relatives.କିନ୍ତୁ ହୋବବ କହିଲା, ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମାରେ ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫରେିୟିବ।

31 He said, Don't leave us, please; because you know how we are to encamp in the wilderness, and you shall be to us instead of eyes.ତା'ପରେ ମାଶାେ କହିଲେ, ବିନଯ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ ନାହିଁ, ମରୁଭୂମି ମଧିଅରେ ଆମ୍ଭର ଛାଉଣୀ ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହବେ।

32 It shall be, if you go with us, yes, it shall be, that whatever good Yahweh shall do to us, the same will we do to you.ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ୟିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେ କୌଣସି ଉତ୍ତମ ଜିନିଷ ଦବେେ, ତାହା ଆମ୍ଭମାନେେ ତୁମ୍ଭ ସହିତ ବାଣ୍ଟ କରିବୁ।

33 They set forward from the Mount of Yahweh three days' journey; and the ark of the covenant of Yahweh went before them three days' journey, to seek out a resting-place for them.ସମାନେେ ସଦାପ୍ରଭୁଙ୍କ ପର୍ବତରୁ ତିନିଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମାନଙ୍କେ ନିମନ୍ତେ ବିଶ୍ରାମସ୍ଥାନ ଅନ୍ବଷେଣ କରିବା ପାଇଁ ସମାନଙ୍କେ ଆଗ ରେ ତିନିଦିନର ପଥ ଗଲା।

34 The cloud of Yahweh was over them by day, when they set forward from the camp.ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସମାନଙ୍କେୁ ବାଟ କଢାଇଲେ, ଯେତବେେଳେ ସମାନେେ ସମାନଙ୍କେର ଛାଉଣୀରୁ ୟାତ୍ରାରମ୍ଭ କଲେ।

35 It happened, when the ark set forward, that Moses said, Rise up, Yahweh, and let your enemies be scattered; and let those who hate you flee before you.ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହବୋ ବେଳେ ମାଶାେ କହନ୍ତି,

36 When it rested, he said, Return, Yahweh, to the ten thousands of the thousands of Israel.ଆଉ ପବିତ୍ର ସିନ୍ଦୁକ ଅଟକି ଗଲା ବେଳେ ମାଶାେ କହନ୍ତି,

Oriya Bible