Bible

Numbers 10 - BBE (Oriya)

1 And the Lord said to Moses,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

2 Make two silver horns of hammered work, to be used for getting the people together and to give the sign for the moving of the tents.ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପା ରେ ନିର୍ମିତ ହବେ। ତୁମ୍ଭେ ଲୋକମାନଙ୍କୁ ଏକତ୍ରୀତ କରିବା ପାଇଁ ଓ ସଗେୁଡିକୁ ୟାତ୍ରାରମ୍ଭ ରେ ବ୍ଯବହାର କରିବ।

3 When they are sounded, all the people are to come together to you at the door of the Tent of meeting.ସମାନେେ ଯେତବେେଳେ ଦୁଇଟି ତୁରୀ ବଜାଇବେ ସମସ୍ତ ଲୋକମାନେ ସମାଗମ ତମ୍ବୁ ରେ ତୁମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

4 If only one of them is sounded, then the chiefs, the heads of the thousands of Israel, are to come to you.ଯଦି ସମାନେେ ଏକ ତୂରୀ ବଜାଇବେ ତବେେ ପରିବାରବର୍ଗର ଅଧିପତିମାନେ ତିମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

5 When a loud note is sounded, the tents placed on the east side are to go forward.ଯଦି ତୁମ୍ଭମାନେେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ୟାତ୍ରା କରିବା ଉଚିତ୍।

6 At the sound of a second loud note, the tents on the south side are to go forward: the loud note will be the sign to go forward.ପୁଣି ତୁମ୍ଭମାନେେ ଦ୍ବିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣୀର ଲୋକମାନେ ୟାତ୍ରା କରିବେ। ଏହି କ୍ରମ ରେ ସମାନେେ ଲୋକମାନଙ୍କର ୟାତ୍ରା ନିମନ୍ତେ ରଣତୂରୀ ବଜାଇବେ।

7 But when all the people are to come together, the horn is to be sounded but not loudly.ଲୋକମାନଙ୍କୁ ଏକତ୍ରୀତ କରିବା ସମୟରେ ତୁମ୍ଭମାନେେ ଲଗାତର ଅଧା ସ୍ବର ନୁହଁ, ଦୀର୍ଘସ୍ବର କରି ତୂରୀ ବଜାଇବ।

8 The horns are to be sounded by the sons of Aaron, the priests; this is to be a law for you for ever, from generation to generation.କବଳେ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହବେ।

9 And if you go to war in your land against any who do you wrong, then let the loud note of the horn be sounded; and the Lord your God will keep you in mind and give you salvation from those who are against you.ଆଉ ଯେଉଁ ସମୟରେ ତୁମ୍ଭମାନେେ ଆପଣା ଦେଶ ରେ ଶତୃମାନଙ୍କ ୟୁଦ୍ଧ କରିବାକୁ ଯାଉଛି, ତୁମ୍ଭମାନେେ ତୂରୀ ରେ ରଣବାଦ୍ଯ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତୃଗଣ ଠାରୁ ରକ୍ଷା କରିବେ।

10 And on days of joy and on your regular feasts and on the first day of every month, let the horns be sounded over your burned offerings and your peace-offerings; and they will put the Lord in mind of you: I am the Lord your God.ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

11 Now in the second year, on the twentieth day of the second month, the cloud was taken up from over the Tent of witness.ଆଉ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସର ବିଂଶତମ ଦିନ ରେ ସହେି ମେଘ ସାକ୍ଷ୍ଯରୂପ ପବିତ୍ର ତମ୍ବୁ ଉପରୁ ନିଆଗଲା।

12 And the children of Israel went on their journey out of the waste land of Sinai; and the cloud came to rest in the waste land of Paran.ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।

13 They went forward for the first time on their journey as the Lord had given orders by the hand of Moses.ଆଉ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମାନେେ ପ୍ରଥମ ଥର ୟାତ୍ରା କଲେ।

14 First the flag of the children of Judah went forward with their armies: and at the head of his army was Nahshon, the son of Amminadab.ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

15 And at the head of the army of the children of Issachar was Nethanel, the son of Zuar.ଆଉ ସୂଯାରର ପୁତ୍ର ନଥନଲେୋ ଇଷାଖର ଗୋଷ୍ଠୀର ସନୋଧ୍ଯକ୍ଷ ଥିଲେ।

16 And at the head of the army of the children of Zebulun was Eliab, the son of Helon.ତା'ପରେ ସବୂଲୂନ ସନ୍ତାନଗଣର ବଂଶ ୟାତ୍ରାକଲେ ଓ ହେଲୋନ୍ ର ପୁତ୍ର ଇଲୀଯାବ୍ ତାଙ୍କର ଅଧ୍ଯକ୍ଷ ଥିଲେ।

17 Then the House was taken down; and the sons of Gershon and the sons of Merari, who were responsible for moving the House, went forward.ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।

18 Then the flag of the children of Reuben went forward with their armies: and at the head of his army was Elizur, the son of Shedeur.ତା'ପରେ ରୁବନେ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ପୁଣି ଶଦଯରେର ପୁତ୍ର ଇଲୀଷୂର ସମାନଙ୍କେର ଅଧିନାଯକ ଥିଲେ।

19 And at the head of the army of the children of Simeon was Shelumiel, the son of Zurishaddai.ତା'ପରେ ଆସିଲେଶିମିଯୋନ ସନ୍ତାନଗଣର ବଂଶ ଓ ସୂରୀ ଶବ୍ଦଯର ପୁତ୍ର ଶଲୁମୀଯଲେ ସମାନଙ୍କେର ଅଧିନାଯକ ଥିଲେ।

20 At the head of the army of the children of Gad was Eliasaph, the son of Reuel.ତା'ପରେ ଗାଦର ଗୋଷ୍ଠୀ ଆସିଲେ ଓ ଦ୍ଯୁଯଲରେ ପୁତ୍ର ଇଲୀଯାସଫ୍ ସମାନଙ୍କେର ଅଧିନାଯକ ଥିଲେ।

21 Then the Kohathites went forward with the holy place; the others put up the House ready for their coming.ତା'ପରେ କହାତୀଯଙ୍କ ପରିବାର ପବିତ୍ରସ୍ଥାନର ଭାର ବହନକରି ସହେି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀଯ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।

22 Then the flag of the children of Ephraim went forward with their armies: and at the head of his army was Elishama, the son of Ammihud.ଏଥିଉତ୍ତା ରେ ଇଫ୍ରଯିମ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସମାନଙ୍କେ ସୈନ୍ଯର ଅଧିନାଯକ ଥିଲେ।

23 At the head of the army of the children of Manasseh was Gamaliel, the son of Pedahzur.ତା'ପରେ ଆସିଲେ ମନଃଶି ଲୋକମାନଙ୍କର ବଂଶ ଓ ସମାନଙ୍କେର ଅଧିନାଯକ ଥିଲେ ପଦାହସୂରର ପୁତ୍ର ଗମଲୀଯଲେ।

24 At the head of the army of the children of Benjamin was Abidan, the son of Gideoni.ତତ୍ପରେ ବିନ୍ଯାମୀନ ଗୋଷ୍ଠୀ ଆସିଲେ ଓ ଗିଦିଯୋନିର ପୁତ୍ର ଅବୀଦାନ ସମାନଙ୍କେର ଅଧିନାଯକ ଥିଲେ।

25 And the flag of the children of Dan, whose tents were moved last of all, went forward with their armies: and at the head of his army was Ahiezer, the son of Ammishaddai.ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।

26 At the head of the army of the children of Asher was Pagiel, the son of Ochran.ତା'ପରେ ଆସିଲେ ଆଶରେ ଲୋକମାନଙ୍କର ବଂଶ ଓ ଅକ୍ରଣର ପୁତ୍ର ପଗୀଯଲେ ତାଙ୍କର ସନୋଧ୍ଯକ୍ଷ ଥିଲେ।

27 And at the head of the army of the children of Naphtali was Ahira, the son of Enan.ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସମାନଙ୍କେର ଅଗ୍ରଭାଗ ରେ ଥିଲେ।

28 This was the order in which the children of Israel were journeying by armies; so they went forward.ଏହି କ୍ରମ ରେ ଇଶ୍ରାୟେଲ ଲୋକମାନଙ୍କର ୟାତ୍ରା ସମାନଙ୍କେର ବର୍ଗ ଅନୁସାରେ ହେଲା ଓ ସମାନେେ ଅଗ୍ରସର ହେଲେ।

29 Then Moses said to Hobab, the son of his father-in-law Reuel the Midianite, We are journeying to that place of which the Lord has said, I will give it to you: so come with us, and it will be for your profit: for the Lord has good things in store for Israel.ତା'ପରେ ମାଶାେ ଆପଣା ଶ୍ବଶୁର ମିଦିଯନୀଯ ରୁଯଲରେ ପୁତ୍ର ହୋବବକୁ କହିଲେ, ଆମ୍ଭମାନେେ ସହେି ସ୍ଥାନକୁ ୟାଯଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦବେେ, ଆମ୍ଭମାନଙ୍କ ସାଙ୍ଗ ରେ ଆସ। ଆମ୍ଭମାନେେ ତୁମ୍ଭର ମଗଂଳ କରିବା। କାରଣ ସଦାପ୍ରଭୁ ଇଶ୍ରାୟେଲ ବିଷଯ ରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।

30 But he said, I will not go with you, I will go back to the land of my birth and to my relations.କିନ୍ତୁ ହୋବବ କହିଲା, ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମାରେ ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫରେିୟିବ।

31 And he said, Do not go from us; for you will be eyes for us, guiding us to the right places in the waste land to put up our tents.ତା'ପରେ ମାଶାେ କହିଲେ, ବିନଯ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ ନାହିଁ, ମରୁଭୂମି ମଧିଅରେ ଆମ୍ଭର ଛାଉଣୀ ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହବେ।

32 And if you come with us, we will give you a part in whatever good the Lord does for us.ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ୟିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେ କୌଣସି ଉତ୍ତମ ଜିନିଷ ଦବେେ, ତାହା ଆମ୍ଭମାନେେ ତୁମ୍ଭ ସହିତ ବାଣ୍ଟ କରିବୁ।

33 So they went forward three days' journey from the mountain of the Lord; and the ark of the Lord's agreement went three days' journey before them, looking for a resting-place for them;ସମାନେେ ସଦାପ୍ରଭୁଙ୍କ ପର୍ବତରୁ ତିନିଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମାନଙ୍କେ ନିମନ୍ତେ ବିଶ୍ରାମସ୍ଥାନ ଅନ୍ବଷେଣ କରିବା ପାଇଁ ସମାନଙ୍କେ ଆଗ ରେ ତିନିଦିନର ପଥ ଗଲା।

34 And by day the cloud of the Lord went over them, when they went forward from the place where they had put up their tents.ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସମାନଙ୍କେୁ ବାଟ କଢାଇଲେ, ଯେତବେେଳେ ସମାନେେ ସମାନଙ୍କେର ଛାଉଣୀରୁ ୟାତ୍ରାରମ୍ଭ କଲେ।

35 And when the ark went forward Moses said, Come up, O Lord, and let the armies of those who are against you be broken, and let your haters go in flight before you.ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହବୋ ବେଳେ ମାଶାେ କହନ୍ତି,

36 And when it came to rest, he said, Take rest, O Lord, and give a blessing to the families of Israel.ଆଉ ପବିତ୍ର ସିନ୍ଦୁକ ଅଟକି ଗଲା ବେଳେ ମାଶାେ କହନ୍ତି,

Oriya Bible