Nehemiah 4:23
ଏହିପରି ମୁଁ କି ମାରେ ଭାଇମାନେ କି ମାରେ ଦାସମାନେ କିଅବା ମାେ ପଶ୍ଚାଦବର୍ତ୍ତୀ ପ୍ରହରୀମାନେ କହେି ଆପଣା ଦହରେୁ ବସ୍ତ୍ର କାଢିଲେ ନାହିଁ। ପ୍ରେତ୍ୟକକ ଲୋକର ତା ପାଖ ରେ ସର୍ବଦା ଅସ୍ତ୍ର ରଖିଲେ।
So neither | וְאֵ֨ין | wĕʾên | veh-ANE |
I, | אֲנִ֜י | ʾănî | uh-NEE |
brethren, my nor | וְאַחַ֣י | wĕʾaḥay | veh-ah-HAI |
nor my servants, | וּנְעָרַ֗י | ûnĕʿāray | oo-neh-ah-RAI |
men the nor | וְאַנְשֵׁ֤י | wĕʾanšê | veh-an-SHAY |
of the guard | הַמִּשְׁמָר֙ | hammišmār | ha-meesh-MAHR |
which | אֲשֶׁ֣ר | ʾăšer | uh-SHER |
followed | אַֽחֲרַ֔י | ʾaḥăray | ah-huh-RAI |
none me, | אֵין | ʾên | ane |
of us | אֲנַ֥חְנוּ | ʾănaḥnû | uh-NAHK-noo |
put off | פֹֽשְׁטִ֖ים | pōšĕṭîm | foh-sheh-TEEM |
our clothes, | בְּגָדֵ֑ינוּ | bĕgādênû | beh-ɡa-DAY-noo |
one every that saving | אִ֖ישׁ | ʾîš | eesh |
put them off | שִׁלְח֥וֹ | šilḥô | sheel-HOH |
for washing. | הַמָּֽיִם׃ | hammāyim | ha-MA-yeem |
Cross Reference
Judges 5:11
ଧନକ୍ସ୍ଟର୍ଦ୍ଧରମାନଙ୍କ ଶଦ୍ଦରକ୍ସ୍ଟ ଦୂର ରେ, ଜଳକଢା ସ୍ଥଳମାନଙ୍କ ରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିଯା ଓ ଇଶ୍ରାୟେଲ ମଧିଅରେ ତାଙ୍କ ଶାସନ ସମ୍ବନ୍ଧୀଯ ଧର୍ମକ୍ରିଯା ସଂକିର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ବାରକକ୍ସ୍ଟ ଓହ୍ଲାଇ ଆସିଲେ।
Judges 9:48
ଏହାପରେ ଅବୀମଲେକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକକ୍ସ୍ଟ ଚଢି଼ଲେ। ଅବୀମଲେକ୍ କକ୍ସ୍ଟରାଢି ନଇେ ବୃକ୍ଷରକ୍ସ୍ଟ କେତକେ ଡାଳ ହାଣିଲେ। ସେ ସଗେକ୍ସ୍ଟଡିକ ଉଠାଇଲେ ଏବଂ ସଗେକ୍ସ୍ଟଡିକ ନିଜ କାନ୍ଧ ରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, ଯଥାଶିଘ୍ର, ମୁ ଯାହା କଲି ତୁମ୍ଭେ ତାହା କର।
Nehemiah 5:16
ମୁଁ ୟିରୁଶାଲମର ପ୍ରାଚୀର କାର୍ୟ୍ଯ ରେ ନିଜକୁ ନିଯୋଜିତ କଲି। ମୁଁ କୌଣସି ଭୂମି କିଣିଲି ନାହିଁ ଏବଂ ମାରେ ଦାସ ସମସ୍ତେ ସଠାେରେ କାର୍ୟ୍ଯ ରେ ବ୍ଯସ୍ତ ରହିଲେ।
Nehemiah 7:2
ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।
1 Corinthians 15:10
କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।