Index
Full Screen ?
 

Nehemiah 3:1 in Oriya

நெகேமியா 3:1 Oriya Bible Nehemiah Nehemiah 3

Nehemiah 3:1
ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।

Then
Eliashib
וַיָּ֡קָםwayyāqomva-YA-kome
the
high
אֶלְיָשִׁיב֩ʾelyāšîbel-ya-SHEEV
priest
הַכֹּהֵ֨ןhakkōhēnha-koh-HANE
up
rose
הַגָּד֜וֹלhaggādôlha-ɡa-DOLE
with
his
brethren
וְאֶחָ֣יוwĕʾeḥāywveh-eh-HAV
priests,
the
הַכֹּֽהֲנִ֗יםhakkōhănîmha-koh-huh-NEEM
and
they
builded
וַיִּבְנוּ֙wayyibnûva-yeev-NOO

אֶתʾetet
sheep
the
שַׁ֣עַרšaʿarSHA-ar
gate;
הַצֹּ֔אןhaṣṣōnha-TSONE
they
הֵ֣מָּהhēmmâHAY-ma
sanctified
קִדְּשׁ֔וּהוּqiddĕšûhûkee-deh-SHOO-hoo
up
set
and
it,
וַֽיַּעֲמִ֖ידוּwayyaʿămîdûva-ya-uh-MEE-doo
the
doors
דַּלְתֹתָ֑יוdaltōtāywdahl-toh-TAV
unto
even
it;
of
וְעַדwĕʿadveh-AD
the
tower
מִגְדַּ֤לmigdalmeeɡ-DAHL
Meah
of
הַמֵּאָה֙hammēʾāhha-may-AH
they
sanctified
קִדְּשׁ֔וּהוּqiddĕšûhûkee-deh-SHOO-hoo
it,
unto
עַ֖דʿadad
the
tower
מִגְדַּ֥לmigdalmeeɡ-DAHL
of
Hananeel.
חֲנַנְאֵֽל׃ḥănanʾēlhuh-nahn-ALE

Cross Reference

Nehemiah 12:39
ଆଉ ଇଫ୍ରଯିମ ଦ୍ବାର ଓ ପୁରାତନ ଦ୍ବାର ଓ ମତ୍ସ୍ଯଦ୍ବାର ଓ ହନନଲେ ଦୁର୍ଗ ଓ ହମଯ ଦୁର୍ଗ ଦଇେ ମଷେଦ୍ବାର ପର୍ୟ୍ଯନ୍ତ ଗଲୁ। ଆଉ ସମାନେେ ପ୍ରହରୀ ଦ୍ବାର ରେ ଠିଆ ହାଇେ ରହିଲେ।

Jeremiah 31:38
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ୟିରୁଶାଲମ ନଗର ପୁନର୍ବାର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନିର୍ମିତ ହବେ। ତା'ପ ରେ ହନନଲେ ଦୁର୍ଗରୁ କଣ ଫାଟକ ପର୍ୟ୍ଯନ୍ତ ତାହା ନିର୍ମିତ ହବେ।

Zechariah 14:10
ଆଉ ମଧ୍ଯ ସହେି ସମୟରେ, ସମସ୍ତ ଦେଶ ୟିରୁଶାଲମର ଦକ୍ଷିଣ ଗବୋଠାରୁ ରିେମ୍ମାନ ପର୍ୟ୍ଯନ୍ତ ଭୂମି ସମତଳ ଭୂମିରେ ପରିଣତ ହବେ। କିନ୍ତୁ ୟିରୁଶାଲମ ତା' ସ୍ଥାନରୁ ଉଚ୍ଚ ରେ ଠିଆ ହବେ। ଏହା ବିନ୍ଯାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ୟ୍ଯନ୍ତ ହନ୍ନଲରେ କଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ୟ୍ଯନ୍ତ ବିସ୍ତୁତ ହବେ।

John 5:2
ୟିରୂଶାଲମ ରେ ପାନ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷା ରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମଷେଦ୍ବାର ପାଖ ରେ ଥିଲା।

Proverbs 3:9
ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।

Nehemiah 13:28
ମହାୟାଜକ ଇଲିଯାଶୀବ୍ର ପୁତ୍ର ଯିହାୟୋଦାରଦାର ପୁତ୍ରମାନଙ୍କ ମଧ୍ଯରୁ ଜଣେ ପୁତ୍ର ହାରୋଣୀଯ ସନ୍ବଲ୍ଲଟର ଜ୍ବାଇଁ ଥିଲା। ମୁଁ ସହେି ଲୋକଙ୍କୁ ମାଠାରୁେ ଗ୍ଭଲିୟିବା ପାଇଁ ବାଧ୍ଯ କରିଥିଲି।

Nehemiah 3:32
କୋଣର ଉଠାଣୀ ଓ ମଷେଦ୍ବାର ମଧିଅରେ ସ୍ବର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।

Psalm 30:1
ହେ ସଦାପ୍ରଭୁ, ତୁମ୍ଭେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କରିଛ। ତୁମ୍ଭେ ମାରେ ଶତ୍ରୁଙ୍କୁ ମାେତେ ପରାଜିତ କରିବାକୁ ସୁଯୋଗ ଦଲେ ନାହିଁ କି ସମାନେେ ମାେତେ ପରିହାସ କରିବାକୁ ଦଲେ ନାହିଁ। ତଣେୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।

Proverbs 3:6
ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।

Nehemiah 12:30
ଯାଜକମାନେ ଲବେୀୟମାନେ ନିଜ ନିଜକୁ ଶୁଚି କଲେ। ଆଉ ସମାନେେ ଲୋକମାନଙ୍କୁ ଓ ଦ୍ବାରସବୁ ଓ ପ୍ରାଚୀର ଶୁଚି କଲେ।

Nehemiah 7:1
ତେଣୁ ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ। ଏହାପରେ ଆମ୍ଭେ ସମସ୍ତ ଦ୍ବାର ରେ କବାଟ ଲଗାଇଲୁ। ଏହାପରେ, ମୁଁ ଦ୍ବାରପାଳ ଗାଯକ ଓ ଲବେୀୟମାନଙ୍କୁ ନିୟୁକ୍ତି କଲି।

Nehemiah 6:1
ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।

Nehemiah 3:20
ତା'ର ନିକଟକୁ ସଦ୍ଦଯର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଯାଶୀବ୍ ମହାୟାଜକର ଗୃହଦ୍ବାର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।

Deuteronomy 20:5
ଅଧକ୍ଷଗଣ ଲୋକମାନଙ୍କୁ କହିବେ, 'କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା'ର ଆପଣା ଗୃହକକ୍ସ୍ଟ ଯାଉ। ନଚେତ୍ ସେ ଯବେେ ମରିୟାଏ, ତବେେ ଅନ୍ୟ ଲୋକ ସେ ଗୃହ ରେ ପ୍ରବେଶ କରିବ।

Nehemiah 12:10
ଯଶୂେଯ ୟୋଯାକୀମ୍ର ପିତା ଥିଲେ, ୟୋଯାକୀମ୍ ଇଲିଯାଶୀବର ପିତା ଥିଲେ ଓ ଇଲିଯାଶୀବ ୟୋଯାଦର ପିତା ଥିଲେ।

Chords Index for Keyboard Guitar