Nehemiah 3
1 ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।
2 ଯିରୀହାରେ ଲୋକମାନେ ସମାନଙ୍କେ ପରେ କାମ କଲେ। ଇମ୍ରିର ପୁତ୍ର ସକ୍କୂର ଯିରୀହାରେ ଲୋକମାନଙ୍କ ପରେ କାମ କଲା।
3 ହସନାଯାରର ପୁତ୍ରମାନେ ମତ୍ସ୍ଯଦ୍ବାର ଗଠନ କଲେ। ସମାନେେ ତାର କଢି ଚଢାଇଲେ, ତା'ର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ।
4 ସମାନଙ୍କେ ପରେ ହକ୍କୋସର ପୁତ୍ର ଊରିଯ, ଊରିଯର ପୁତ୍ର ମରମୋେତ୍ ତାପର ଅଂଶ ମରାମତି କଲା,
5 ତକୋଯୀଯ ଲୋକମାନେ ମରାମତି କଲେ। ସମାନଙ୍କେ କୁଳିନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମ ରେ ହସ୍ତକ୍ଷପେ କଲେ ନାହିଁ।
6 ପା ସହରେ ପୁତ୍ର ଯିହାୟୋଦାରଦା ଓ ବିଷୋଦିଯାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସମାନେେ ତହିଁର କଢି କବାଟ, କବ୍ଜା ଓ ଅର୍ଗଳ ଲଗାଇଲେ।
7 ଗିବିଯୋନୀଯରୁ ମଲାଟିଯ ଓ ମରୋଣୋଥୀଯରୁ ୟାଦୋନ ସମାନଙ୍କେର ପାଶର୍ବ ପ୍ରାଚୀରକୁ ମରାମତି କଲେ। ସହେି ଲୋକମାନେ ଗିବିଯୋନ ଓ ମିସ୍ପାରୁ ଥିଲେ। ସମାନେେ ନଦୀର ପଶ୍ଚିମାଞ୍ଚଳ ରାଜ୍ଯପାଳ ଦ୍ବାରା ଶାସିତ ହେଲେ।
8 ହର୍ହଯର ପୁତ୍ର ସ୍ବର୍ଣ୍ଣକାର ଉଷୀଯଲେ ସମାନଙ୍କେ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀଯ ୟିଏ କି ସୁଗନ୍ଧ ବ୍ଯାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସମାନେେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ୟିରୁଶାଲମ ଦୃଢ କଲେ।
9 ସମାନଙ୍କେ ନିକଟରେ ୟିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହୂରର ପୁତ୍ର ରଫାଯ ଭଗ୍ନ ପ୍ରାଚୀର ଗଠନ କଲେ।
10 ହରୁମଫର ପୁତ୍ର ୟିଦାଯ ଆପଣା ଗୃହ ସମ୍ମୁଖ ରେ ପ୍ରାଚୀର ଗଠନ କଲା। ତା ନିକଟକୁ ହଶ୍ବନିଯର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା।
11 ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।
12 ତାହା ନିକଟରେ ୟିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହଲୋ ହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ଯାମାନେ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।
13 ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ବାରର ଭଗ୍ନାଂଶ ଗଠନ କଲେ। ସମାନେେ ତାହା ଗଢି ତାର କବାଟ, କବ୍ଜା, ଅର୍ଗଳ ସବୁ ଲଗାଇଲେ। ଆଉ ଖତଦ୍ବାର ପର୍ୟ୍ଯନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ କଲେ।
14 ବୈଥ୍ ହକ୍କରେମ୍ ପ୍ରଦେଶର ଅଧ୍ଯକ୍ଷ ରେଖବର ପୁତ୍ର ମଲକିଯ ଖତଦ୍ବାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ଲଗାଇଲା।
15 ମିସ୍ପା ପ୍ରଦେଶର ଶାସକ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ବାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କବ୍ଜା, ଢାଲ, ଅର୍ଗଳ ସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ୟିବା ପାବଛ ପର୍ୟ୍ଯନ୍ତ ସେ ରାଜାଙ୍କର ରାଜୋଦ୍ଯାନ ଓ ଶଲୋ ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।
16 ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ଅସ୍ବୂକର ପୁତ୍ର ନିହିମିଯା ଦାଉଦଙ୍କର କବର ସମ୍ମୁଖ ପର୍ୟ୍ଯନ୍ତ ଓ ମନୁଷ୍ଯକୃତ ପୁଷ୍କରିଣୀ ପର୍ୟ୍ଯନ୍ତ ଓ ବୀରମାନଙ୍କ ଗୃହ ପର୍ୟ୍ଯନ୍ତ ମରାମତି କଲେ।
17 ତାର ନିକଟକୁ ଲବେୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତାପରେ ଅର୍ଦ୍ଧ କିଯୀଲା ପ୍ରଦେଶର ଅଧ୍ଯକ୍ଷ ହଶବିଯ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।
18 ସମାନଙ୍କେ ଭାତୃଗଣ କିଯୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ହୋନାନଦର ପୁତ୍ର ବବଯ ତାହା ନିକଟରେ ଭଗ୍ନ ଅଂଶ ମରାମତି କଲେ।
19 ତାହା ନିକଟରେ ମିସ୍ପାର ଅଧ୍ଯକ୍ଷ ଯଶୂେଯର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖ ରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ।
20 ତା'ର ନିକଟକୁ ସଦ୍ଦଯର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଯାଶୀବ୍ ମହାୟାଜକର ଗୃହଦ୍ବାର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
21 ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।
22 ତା'ପରକୁ ପ୍ରାନ୍ତର ବାସୀ ଯାଜକମାନେ ଭଗ୍ନ ଅଂଶ ଗଠନ କଲେ।
23 ସମାନଙ୍କେ ପରେ ବିନ୍ଯାମୀନ ଓ ହଶୂବ୍ ସମାନଙ୍କେ ଆପଣାମାନଙ୍କ ଗୃହଗୁଡିକ ସମ୍ମୁଖ ରେ ଭଗ୍ନ ଅଂଶ ମରାମତି କଲେ। ସମାନଙ୍କେ ପରେ ଅନନିଯର ପୁତ୍ର ମା ସଯେ, ମା ସଯରେ ପୁତ୍ର ଅସରିଯ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।
24 ତା'ପରକୁ ହନୋଦଦର ପୁତ୍ର ବନ୍ନେୁଯୀ ଅସରିଯର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
25 ଉଷଯର ପୁତ୍ର ପାଉଲ ପ୍ରାଚୀରର ବାଙ୍କ ସମ୍ମୁଖ ରେ ପ୍ରହରି ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖ ରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିଯୋଶର ପୁତ୍ର ପଦାଯ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
26 ଏହି ସମୟରେ ନଥୀନୀଯମାନେ ଜଳଦ୍ବାରର ପୂର୍ବଦିଗ ରେ ସମ୍ମୁଖ ପର୍ୟ୍ଯନ୍ତ ଓ ବାହାର ଦୁର୍ଗ ପର୍ୟ୍ଯନ୍ତ ଓ ଫଲ ରେ ବାସ କରୁଥିଲେ।
27 ତା'ପରେ ତକୋଯୀଯମାନେ ବାହାରସ୍ଥ ବଡ ଦୁର୍ଗ ସମ୍ମୁଖରୁ ଓ ଫଲର ପ୍ରାଚୀର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
28 ଯାଜକମାନେ ପ୍ରେତ୍ୟକକ ନିଜ ନିଜ ଗୃହ ସମ୍ମୁଖ ରେ ଅଶ୍ବଦ୍ବାରର ଉପରଭାଗର ଭଗ୍ନଅଂଶ ଗଠନ କଲେ।
29 ସମାନଙ୍କେ ପରେ ଇମ୍ ମାରେର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖ ରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ବାରପାଳ ଶିଖନିଯର ପୁତ୍ର ଶମଯିଯ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।
30 ଶଲେିମିଯର ପୁତ୍ର ହନାନିଯ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ।
31 ତା'ପରେ ମଲକିଯ ନାମକ ଜଣେ ସ୍ବର୍ଣ୍ଣକାର ସୈନ୍ଯମାନେ ଏକତ୍ରୀତ ହେଉଥିବା ଫାଟକ ଆଗ ରେ ମନ୍ଦିର ଦାସମାନଙ୍କର, ନଥିନୀଯମାନଙ୍କର ଓ ବଣିକମାନଙ୍କର ଗୃହ ପର୍ୟ୍ଯନ୍ତ, ଆଉ କଣର ଉଠାଣି ପର୍ୟ୍ଯନ୍ତ ଭଗ୍ନ ଅଂଶ ମରାମତି କଲେ।
32 କୋଣର ଉଠାଣୀ ଓ ମଷେଦ୍ବାର ମଧିଅରେ ସ୍ବର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।
1 Then Eliashib the high priest rose up with his brethren the priests, and they builded the sheep gate; they sanctified it, and set up the doors of it; even unto the tower of Meah they sanctified it, unto the tower of Hananeel.
2 And next unto him builded the men of Jericho. And next to them builded Zaccur the son of Imri.
3 But the fish gate did the sons of Hassenaah build, who also laid the beams thereof, and set up the doors thereof, the locks thereof, and the bars thereof.
4 And next unto them repaired Meremoth the son of Urijah, the son of Koz. And next unto them repaired Meshullam the son of Berechiah, the son of Meshezabeel. And next unto them repaired Zadok the son of Baana.
5 And next unto them the Tekoites repaired; but their nobles put not their necks to the work of their Lord.
6 Moreover the old gate repaired Jehoiada the son of Paseah, and Meshullam the son of Besodeiah; they laid the beams thereof, and set up the doors thereof, and the locks thereof, and the bars thereof.
7 And next unto them repaired Melatiah the Gibeonite, and Jadon the Meronothite, the men of Gibeon, and of Mizpah, unto the throne of the governor on this side the river.
8 Next unto him repaired Uzziel the son of Harhaiah, of the goldsmiths. Next unto him also repaired Hananiah the son of one of the apothecaries, and they fortified Jerusalem unto the broad wall.
9 And next unto them repaired Rephaiah the son of Hur, the ruler of the half part of Jerusalem.
10 And next unto them repaired Jedaiah the son of Harumaph, even over against his house. And next unto him repaired Hattush the son of Hashabniah.
11 Malchijah the son of Harim, and Hashub the son of Pahath-moab, repaired the other piece, and the tower of the furnaces.
12 And next unto him repaired Shallum the son of Halohesh, the ruler of the half part of Jerusalem, he and his daughters.
13 The valley gate repaired Hanun, and the inhabitants of Zanoah; they built it, and set up the doors thereof, the locks thereof, and the bars thereof, and a thousand cubits on the wall unto the dung gate.
14 But the dung gate repaired Malchiah the son of Rechab, the ruler of part of Beth-haccerem; he built it, and set up the doors thereof, the locks thereof, and the bars thereof.
15 But the gate of the fountain repaired Shallun the son of Col-hozeh, the ruler of part of Mizpah; he built it, and covered it, and set up the doors thereof, the locks thereof, and the bars thereof, and the wall of the pool of Siloah by the king’s garden, and unto the stairs that go down from the city of David.
16 After him repaired Nehemiah the son of Azbuk, the ruler of the half part of Beth-zur, unto the place over against the sepulchres of David, and to the pool that was made, and unto the house of the mighty.
17 After him repaired the Levites, Rehum the son of Bani. Next unto him repaired Hashabiah, the ruler of the half part of Keilah, in his part.
18 After him repaired their brethren, Bavai the son of Henadad, the ruler of the half part of Keilah.
19 And next to him repaired Ezer the son of Jeshua, the ruler of Mizpah, another piece over against the going up to the armoury at the turning of the wall.
20 After him Baruch the son of Zabbai earnestly repaired the other piece, from the turning of the wall unto the door of the house of Eliashib the high priest.
21 After him repaired Meremoth the son of Urijah the son of Koz another piece, from the door of the house of Eliashib even to the end of the house of Eliashib.
22 And after him repaired the priests, the men of the plain.
23 After him repaired Benjamin and Hashub over against their house. After him repaired Azariah the son of Maaseiah the son of Ananiah by his house.
24 After him repaired Binnui the son of Henadad another piece, from the house of Azariah unto the turning of the wall, even unto the corner.
25 Palal the son of Uzai, over against the turning of the wall, and the tower which lieth out from the king’s high house, that was by the court of the prison. After him Pedaiah the son of Parosh.
26 Moreover the Nethinims dwelt in Ophel, unto the place over against the water gate toward the east, and the tower that lieth out.
27 After them the Tekoites repaired another piece, over against the great tower that lieth out, even unto the wall of Ophel.
28 From above the horse gate repaired the priests, every one over against his house.
29 After them repaired Zadok the son of Immer over against his house. After him repaired also Shemaiah the son of Shechaniah, the keeper of the east gate.
30 After him repaired Hananiah the son of Shelemiah, and Hanun the sixth son of Zalaph, another piece. After him repaired Meshullam the son of Berechiah over against his chamber.
31 After him repaired Malchiah the goldsmith’s son unto the place of the Nethinims, and of the merchants, over against the gate Miphkad, and to the going up of the corner.
32 And between the going up of the corner unto the sheep gate repaired the goldsmiths and the merchants.
1 If thou wilt return, O Israel, saith the Lord, return unto me: and if thou wilt put away thine abominations out of my sight, then shalt thou not remove.
2 And thou shalt swear, The Lord liveth, in truth, in judgment, and in righteousness; and the nations shall bless themselves in him, and in him shall they glory.
3 For thus saith the Lord to the men of Judah and Jerusalem, Break up your fallow ground, and sow not among thorns.
4 Circumcise yourselves to the Lord, and take away the foreskins of your heart, ye men of Judah and inhabitants of Jerusalem: lest my fury come forth like fire, and burn that none can quench it, because of the evil of your doings.
5 Declare ye in Judah, and publish in Jerusalem; and say, Blow ye the trumpet in the land: cry, gather together, and say, Assemble yourselves, and let us go into the defenced cities.
6 Set up the standard toward Zion: retire, stay not: for I will bring evil from the north, and a great destruction.
7 The lion is come up from his thicket, and the destroyer of the Gentiles is on his way; he is gone forth from his place to make thy land desolate; and thy cities shall be laid waste, without an inhabitant.
8 For this gird you with sackcloth, lament and howl: for the fierce anger of the Lord is not turned back from us.
9 And it shall come to pass at that day, saith the Lord, that the heart of the king shall perish, and the heart of the princes; and the priests shall be astonished, and the prophets shall wonder.
10 Then said I, Ah, Lord God! surely thou hast greatly deceived this people and Jerusalem, saying, Ye shall have peace; whereas the sword reacheth unto the soul.
11 At that time shall it be said to this people and to Jerusalem, A dry wind of the high places in the wilderness toward the daughter of my people, not to fan, nor to cleanse,
12 Even a full wind from those places shall come unto me: now also will I give sentence against them.
13 Behold, he shall come up as clouds, and his chariots shall be as a whirlwind: his horses are swifter than eagles. Woe unto us! for we are spoiled.
14 O Jerusalem, wash thine heart from wickedness, that thou mayest be saved. How long shall thy vain thoughts lodge within thee?
15 For a voice declareth from Dan, and publisheth affliction from mount Ephraim.
16 Make ye mention to the nations; behold, publish against Jerusalem, that watchers come from a far country, and give out their voice against the cities of Judah.
17 As keepers of a field, are they against her round about; because she hath been rebellious against me, saith the Lord.
18 Thy way and thy doings have procured these things unto thee; this is thy wickedness, because it is bitter, because it reacheth unto thine heart.
19 My bowels, my bowels! I am pained at my very heart; my heart maketh a noise in me; I cannot hold my peace, because thou hast heard, O my soul, the sound of the trumpet, the alarm of war.
20 Destruction upon destruction is cried; for the whole land is spoiled: suddenly are my tents spoiled, and my curtains in a moment.
21 How long shall I see the standard, and hear the sound of the trumpet?
22 For my people is foolish, they have not known me; they are sottish children, and they have none understanding: they are wise to do evil, but to do good they have no knowledge.
23 I beheld the earth, and, lo, it was without form, and void; and the heavens, and they had no light.
24 I beheld the mountains, and, lo, they trembled, and all the hills moved lightly.
25 I beheld, and, lo, there was no man, and all the birds of the heavens were fled.
26 I beheld, and, lo, the fruitful place was a wilderness, and all the cities thereof were broken down at the presence of the Lord, and by his fierce anger.
27 For thus hath the Lord said, The whole land shall be desolate; yet will I not make a full end.
28 For this shall the earth mourn, and the heavens above be black: because I have spoken it, I have purposed it, and will not repent, neither will I turn back from it.
29 The whole city shall flee for the noise of the horsemen and bowmen; they shall go into thickets, and climb up upon the rocks: every city shall be forsaken, and not a man dwell therein.
30 And when thou art spoiled, what wilt thou do? Though thou clothest thyself with crimson, though thou deckest thee with ornaments of gold, though thou rentest thy face with painting, in vain shalt thou make thyself fair; thy lovers will despise thee, they will seek thy life.
31 For I have heard a voice as of a woman in travail, and the anguish as of her that bringeth forth her first child, the voice of the daughter of Zion, that bewaileth herself, that spreadeth her hands, saying, Woe is me now! for my soul is wearied because of murderers.