Matthew 9 - ASV (Oriya)
1 And he entered into a boat, and crossed over, and came into his own city.ଯୀଶୁ ନେ ୗକା ରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫରେିଗଲେ।
2 And behold, they brought to him a man sick of the palsy, lying on a bed: and Jesus seeing their faith said unto the sick of the palsy, Son, be of good cheer; thy sins are forgiven.କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।
3 And behold, certain of the scribes said within themselves, This man blasphemeth.କେତକେ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସମାନେେ ନିଜ ନିଜ ଭିତ ରେ କୁହାକୁହି ହେଲେ, ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ବର। ଏହାଦ୍ବାରା ସେ ପରମେଶ୍ବରଙ୍କ ନିନ୍ଦା କରୁଛି।
4 And Jesus knowing their thoughts said, Wherefore think ye evil in your hearts?ସମାନେେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ମନ୍ଦ ଭାବନା କାହିଁକି ଆଣୁଛ?
5 For which is easier, to say, Thy sins are forgiven; or to say, Arise, and walk?ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହବେ: 'ତୁମ୍ଭର ପାପ କ୍ଷମା କରି ଦିଆଗଲା' ନା 'ଉଠ, ଚାଲିବା ଆରମ୍ଭ କର'?
6 But that ye may know that the Son of man hath authority on earth to forgive sins (then saith he to the sick of the palsy), Arise, and take up thy bed, and go up unto thy house.ମୁଁ ତୁମ୍ଭକୁ ଦେଖଇେ ଦବେି ଯେ, ଏ ଜଗତ ରେ ମନୁଷ୍ଯ ପୁତ୍ରଙ୍କର ପାପ କ୍ଷମା କରିଦବୋର ଶକ୍ତି ଅଛି। ତା'ପରେ ଯୀଶୁ ସହେି ପକ୍ଷାଘାତ ରୋଗୀଟିକୁ କହିଲେ, ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।'
7 And he arose, and departed to his house.ପକ୍ଷାଘାତ ରୋଗୀଟି ଉଠି ଘରକୁ ଚାଲିଗଲା।
8 But when the multitudes saw it, they were afraid, and glorified God, who had given such authority unto men.ଜମା ହାଇେଥିବା ଲୋକେ ଏ କଥା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ପରମେଶ୍ବର ଜଣେ ମଣିଷକୁ ଏପରି ଶକ୍ତି ଦଇେଥିବାରୁ ସମାନେେ ପରମେଶ୍ବରଙ୍କର ମହିମା ଗାନ କଲେ।
9 And as Jesus passed by from thence, he saw a man, called Matthew, sitting at the place of toll: and he saith unto him, Follow me. And he arose, and followed him.ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, ମାରେ ଅନୁସରଣ କର। ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।
10 And it came to pass, as he sat at meat in the house, behold, many publicans and sinners came and sat down with Jesus and his disciples.ଯୀଶୁ ମାଥିଉଙ୍କ ଘ ରେ ଖାଉଥିଲେ। ସେ ଖାଇବା ବେଳେ ଅନକେ କର ଆଦାୟକାରୀ ଓ ଅନ୍ୟ ପାପୀମାନେ ସଠାେରେ ପହଁଞ୍ଚିଲେ। ସମାନେେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।
11 And when the Pharisees saw it, they said unto his disciples, Why eateth your Teacher with the publicans and sinners?ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଚାରିଲେ, ତୁମ୍ଭର ଗୁରୁ କର ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?
12 But when he heard it, he said, They that are whole have no need of a physician, but they that are sick.ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, ଜଣେ ସୁସ୍ଥ ଲୋକ ପାଇଁ ଡାକ୍ତର ଆବଶ୍ଯକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।
13 But go ye and learn what `this' meaneth, I desire mercy, and not sacrifice, for I came not to call the righteous, but sinners.ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ଯର ଅର୍ଥ କ'ଣ: 'ମୁଁ ପଶୁବଧ ଚା ହେଁ ନାହିଁ। ମୁଁ ଲୋକମାନଙ୍କ ଭିତ ରେ ଦୟାଭାବ ଗ୍ଭ ହେଁ।' ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।
14 Then come to him the disciples of John, saying, Why do we and the Pharisees fast oft, but thy disciples fast not?ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ। କିନ୍ତୁ ଆପଣଙ୍କ ଶିଷ୍ଯମାନେ ଉପବାସ କରନ୍ତି ନାହିଁ କାହିଁକି?
15 And Jesus said unto them, Can the sons of the bridechamber mourn, as long as the bridegroom is with them? but the days will come, when the bridegroom shall be taken away from them, and then will they fast.ଯୀଶୁ ସମାନଙ୍କେୁ କହିଲେ, ବର ଯେପର୍ୟ୍ଯନ୍େତ ବରଯାତ୍ରୀମାନଙ୍କ ସହିତ ଥିବ, ସେ ପର୍ୟ୍ଯନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡଇେ ନିଆୟିବ। ସେତବେେଳେ ବରଯାତ୍ରୀମାନେ ଦୁଃଖୀ ହବେେ। ତାପରେ ସମାନେେ ଉପବାସ କରିବେ।
16 And no man putteth a piece of undressed cloth upon an old garment; for that which should fill it up taketh from the garment, and a worse rent is made.କହେି କବେେ ପୁରିଣା ଲୁଗା କଣା ରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହାଇେ ନଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହବୋ ବଳକେୁ ପୁରୁଣା ଲୁଗାକୁ ଚାରିପଟୁ ଟାଣିଦବେ ଓ କଣାଟି ଆହୁରି ଅଧିକ ବଡ ହାଇଯେିବ।
17 Neither do `men' put new wine into old wine-skins: else the skins burst, and the wine is spilled, and the skins perish: but they put new wine into fresh wine-skins, and both are preserved.ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ର ରେ ଢାଳନ୍ତି ନାହିଁ।
18 While he spake these things unto them, behold, there came a ruler, and worshipped him, saying, My daughter is even now dead: but come and lay thy hand upon her, and she shall live.ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ଯକ୍ଷ ଆସିଲେ। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡଲେ ଓ କହିଲେ, ମାରେ ଝିଅ ଏବେ ମରୀଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖି ଦିଅ। ତା' ହେଲେ ସେ ପୁଣି ବଞ୍ଚି ଉଠିବ।
19 And Jesus arose, and followed him, and `so did' his disciples.ଯୀଶୁ ଉଠିଲେ। ସେ ଅଧ୍ଯକ୍ଷଙ୍କ ସହିତ ସଠାେକୁ ବାହାରିଲେ। ତାହାଙ୍କ ଶିଷ୍ଯମାନେ ମଧ୍ଯ ତାହାଙ୍କ ସହିତ ସଠାେକୁ ଗଲେ।
20 And behold, a woman, who had an issue of blood twelve years, came behind him, and touched the border of his garment:ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।
21 for she said within herself, If I do but touch his garment, I shall be made whole.ଏହା କଲା ବେଳେ ସେ ମନେ ମନେ ଭାବୁଥିଲା, ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁ ଦେଲେ ସୁସ୍ଥ ହାଇଯେିବି।
22 But Jesus turning and seeing her said, Daughter, be of good cheer; thy faith hath made thee whole. And the woman was made whole from that hour.ଯୀଶୁ ବୁଲିପଡି ତାହାକୁ ଚାହିଁଲେ। ଯୀଶୁ କହିଲେ, ଝିଅ, ସାହାସ ଧର। ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ସଙ୍ଗେସଙ୍ଗେ ସେ ସ୍ତ୍ରୀ ଲୋକଟି ସୁସ୍ଥ ହାଇଗେଲା।
23 And when Jesus came into the ruler's house, and saw the flute-players, and the crowd making a tumult,ତା'ପରେ ଯୀଶୁ ଯୀହୂଦୀ ପ୍ରାର୍ଥନାଗୃହର ଅଧ୍ଯକ୍ଷଙ୍କ ଘ ରେ ପହନ୍ଚିଲେ। ସଠାେରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।
24 he said, Give place: for the damsel is not dead, but sleepeth. And they laughed him to scorn.ଯୀଶୁ ସମସ୍ତଙ୍କୁ କହିଲେ, 'ବାହାରିଯାଅ। ଝିଅଟି ମରିନାହିଁ। ସେ କବଳେ ଶାଇେ ପଡିଛି। ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।
25 But when the crowd was put forth, he entered in, and took her by the hand; and the damsel arose.ଲୋକଙ୍କୁ ଘର ଭିତରୁ ବାହାର କରି ଦିଆୟିବା ପରେ ଯୀଶୁ ଭତରକୁ ଗଲେ। ଝିଅଟିର ହାତ ଧରିଲେ। ଝିଅଟି ଉଠି ଠିଆ ହେଲା।
26 And the fame hereof went forth into all that land.ଏ ଖବର ସହେି ଅଞ୍ଚଳ ସାରା ବ୍ଯାପିଗଲା।
27 And as Jesus passed by from thence, two blind men followed him, crying out, and saying, Have mercy on us, thou son of David.ଯୀଶୁ ସହେି ସ୍ଥାନ ଛାଡି ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସମାନେେ ପାଟି କରି କହୁଥିଲେ, ହେ ଦାଉଦଙ୍କ ପୁତ୍ର , ଆମ୍ଭମାନଙ୍କୁ ଦୟା କର।
28 And when he was come into the house, the blind men came to him: and Jesus saith unto them, Believe ye that I am able to do this? They say unto him, Yea, Lord.ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ଯ ତାହାଙ୍କ ସଙ୍କ ରେ ଗଲେ। ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି? ସମାନେେ ଉତ୍ତର ଦେଲେ, ହଁ, ପ୍ରଭୁ।
29 Then touched he their eyes, saying, According to your faith be it done unto you.ତା'ପରେ ଯୀଶୁ ସମାନଙ୍କେ ଆଖିକୁ ଛୁଇଁଲେ। ସେ କହିଲେ, ତୁମ୍ଭେ ଯେପରି ବିଶ୍ବାସ କରିଅଛ, ତୁମ୍ଭ ପ୍ରତି ସପରେି ହେଉ।
30 And their eyes were opened. And Jesus strictly charged them, saying, See that no man know it.ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, ଏ ବିଷୟ ଅନ୍ୟକୁ କହିବ ନାହିଁ।
31 But they went forth, and spread abroad his fame in all that land.କିନ୍ତୁ ଅନ୍ଧ ଦୁ ହେଁ ଓ ଖବର ସେ ଅଞ୍ଚଳ ସାରା ପ୍ରଚାର କରି ଦେଲେ।
32 And as they went forth, behold, there was brought to him a dumb man possessed with a demon.ସେ ଅନ୍ଧ ଦୁଇଜଣ ଗଲାପରେ କେତକେ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପିରୁ ନଥିଲା। କାରଣ ତା ଦହେ ରେ ଭୂତ ପ୍ରବେଶ କରି ରହିଥିଲା।
33 And when the demon was cast out, the dumb man spake: and the multitudes marvelled, saying, It was never so seen in Israel.ଯୀଶୁ ତା' ଦହରେୁ ଭୂତକୁ ତଡି ଦେଲେ। କିଛି କହି ପାରୁ ନଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫରେି ପାଇଲା। ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଇଶ୍ରାଯାଲ ରେ ଏଭଳି ଘଟଣା ଘଟିବା ଆମ୍ଭେ କବେେ ହେଲେ ଦେଖି ନଥିଲୁ।
34 But the Pharisees said, By the prince of the demons casteth he out demons.କିନ୍ତୁ ଫାରୂଶୀମାନେ କହିଲେ, ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାୟ୍ଯ ରେ ଅନ୍ୟ ଭୂତଙ୍କୁ ତଡି ଦେଉଛନ୍ତି।
35 And Jesus went about all the cities and the villages, teaching in their synagogues, and preaching the gospel of the kingdom, and healing all manner of disease and all manner of sickness.ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କ ରେ ଉପଦେଶ ଦେଲେ, ଓ ପରମେଶ୍ବରଙ୍କ ରାଜ୍ଯର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରି ଦେଲେ।
36 But when he saw the multitudes, he was moved with compassion for them, because they were distressed and scattered, as sheep not having a shepherd.ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ମଷେ ପାଳକ ନଥିଲେ ମଷେ ପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସହେିଭଳି ନିରାଶା ଓ ଅସହାୟତା ରେ ପୂର୍ଣ୍ଣଥିଲା।
37 Then saith he unto his disciples, The harvest indeed is plenteous, but the laborers are few.ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଫସଲ(ଲୋକ) ବହୁତ। କିନ୍ତୁ ମୂଲିଆ ( ସବେକ) କମ୍ ଅଛନ୍ତି।
38 Pray ye therefore the Lord of the harvest, that he send forth laborers into his harvest.ଫସଲ ଅମଳ(ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର।
Oriya Bible