Matthew 8:8 ସନୋପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମାେ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ଯ ନୁହେଁ। ଆପଣ କବଳେ ଆଦେଶ ଦଇେ ଦିଅନ୍ତୁ। ମାରେ ଦାସ ଭଲ ହାଇଯେିବ।
Matthew 8:8 in Other Translations
King James Version (KJV) The centurion answered and said, Lord, I am not worthy that thou shouldest come under my roof: but speak the word only, and my servant shall be healed.
American Standard Version (ASV) And the centurion answered and said, Lord, I am not worthy that thou shouldest come under my roof; but only say the word, and my servant shall be healed.
Bible in Basic English (BBE) And the captain in answer said, Lord, I am not good enough for you to come under my roof; but only say the word, and my servant will be made well.
Darby English Bible (DBY) And the centurion answered and said, Lord, I am not fit that thou shouldest enter under my roof; but only speak a word, and my servant shall be healed.
World English Bible (WEB) The centurion answered, "Lord, I'm not worthy for you to come under my roof. Just say the word, and my servant will be healed.
Young's Literal Translation (YLT) And the centurion answering said, `Sir, I am not worthy that thou mayest enter under my roof, but only say a word, and my servant shall be healed;
and
καὶ
kai
kay
answered
ἀποκριθεὶς
apokrinomai
ah-poh-KREE-noh-may
The
ὁ
ho
oh
centurion
ἑκατόνταρχος
hekatontarchēs
ake-ah-tone-TAHR-hase
said,
ἔφη,
phēmi
fay-MEE
Lord,
Κύριε
kyrios
KYOO-ree-ose
not
οὐκ
ou
oo
I am
εἰμὶ
eimi
ee-MEE
worthy
ἱκανὸς
hikanos
ee-ka-NOSE
that
ἵνα
hina
EE-na
my
μου
mou
moo
under
ὑπὸ
hypo
yoo-POH
τὴν
ho
oh
roof:
στέγην
stegē
STAY-gay
thou shouldest come
εἰσέλθῃς
eiserchomai
ees-ARE-hoh-may
but
ἀλλὰ
alla
al-LA
only,
μόνον
monon
MOH-none
speak
εἰπὲ
epō
APE-oh
the word
λόγον,
logos
LOH-gose
and
καὶ
kai
kay
shall be healed.
ἰαθήσεται
iaomai
ee-AH-oh-may
ὁ
ho
oh
servant
παῖς
pais
pase
my
μου
mou
moo
Read Full Chapter :
Matthew 8
Cross Reference
ଗୀତସଂହିତା 107:20
ପରମେଶ୍ବର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସମାନଙ୍କେୁ ମୁକ୍ତ କଲେ।
ଲୂକଲିଖିତ ସୁସମାଚାର 7:6
ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।
ଗୀତସଂହିତା 10:17
ହେ ସଦାପ୍ରଭୁ, ତୁମ୍ଭେ ସହେି ନିରୀହ ଲୋକମାନଙ୍କର ଡ଼ାକ ଶୁଣିଛ ବା ସମାନେେ ୟାହା ଚାହୁଁଛନ୍ତି ଜାଣିପାରୁଛ। ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନେେ ୟାହା ଚାହୁଁଛନ୍ତି ତାହା ପ୍ରଦାନ କର।
ଗୀତସଂହିତା 33:9
କାରଣ ପରମେଶ୍ବରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ସ ୟଦି ସେ କାହାରିକୁ ଚାଲୁରଖିବା ପାଇଁ ଚାହାନ୍ତି ତବେେ ଚାଲୁରଖି ପାରିବେ।
ମାଥିଉଲିଖିତ ସୁସମାଚାର 3:11
ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।
ମାଥିଉଲିଖିତ ସୁସମାଚାର 3:14
କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠା ରେ ନବୋ ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, ମାରେ ତୁମ୍ଭଠାରୁ ବାପ୍ତସ୍ମ ନବୋ ଦରକାର। ତୁମ୍ଭେ ମାେ ପାଖକୁ କାହିଁକି ଆସିଛ?
ମାଥିଉଲିଖିତ ସୁସମାଚାର 8:3
ତାପରେ ଯୀଶୁ ହାତ ବଢଇେ କୁଷ୍ଠ ରୋଗୀଟିକୁ ଛୁଇଁ ଦେଲେ। ସେ କହିଲେ, ମୁଁ ଚାହୁଁଛି ତୁମ୍ଭେ ସୁସ୍ଥ ହୁଅ।' ଏବଂ ସଙ୍ଗେ ସଙ୍ଗେ ତାର କୁଷ୍ଠରୋଗ ଭଲ ହାଇଗେଲା।
ମାଥିଉଲିଖିତ ସୁସମାଚାର 15:26
ଯୀଶୁ କହିଲେ, ପିଲାମାନଙ୍କ ଖାଦ୍ଯନଇେ କୁକୁରଗୁଡିକୁ ଦଇଦେବୋ ଠିକ୍ କାମ ହବେନାହିଁ।
ଆଦି ପୁସ୍ତକ 32:10
ତୁମ୍ଭେ ମାେତେ ଦୟା ଦଖାଇେ ଆସିଅଛ। ତୁମ୍ଭେ ମାରେ ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷଯ ପାଇଁ ୟୋଗ୍ଯ ନୁହେଁ। ମୁଁ ଯେତବେେଳେ ପ୍ରଥମଥର ୟର୍ଦ୍ଦନ ନଦୀ ପାରି ହଲିେ, କବଳେ ଏ ବାଡ଼ି ଛଡ଼ା ମାରେ କିଛି ନଥିଲା। କିନ୍ତୁ ବର୍ତ୍ତମାନ ମାରେପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହାଇପୋ ରେ।
ଲୂକଲିଖିତ ସୁସମାଚାର 5:8
ଶିମାନେ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡିଏ ମାଛ ଧରିପାରିଥିବାରୁ ଆଶ୍ଚର୍ୟ୍ଯ ହାଇଗେଲେ।
ଲୂକଲିଖିତ ସୁସମାଚାର 15:19
ମୁଁ ତୁମ୍ଭର ପୁଅ ହବୋର ୟୋଗ୍ଯ ନୁହେଁ। କିନ୍ତୁ ତୁମ୍ଭେ ମାେତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।'
ଲୂକଲିଖିତ ସୁସମାଚାର 15:21
ପୁଅ କହିଲା, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି। ମୁଁ ତୁମ୍ଭର ପୁଅ ହବୋକୁ ଯୋଗ୍ଯ ନୁହେଁ।'
ଯୋହନଲିଖିତ ସୁସମାଚାର 1:27
ସେ ବ୍ଯକ୍ତି ମାେ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟଇବୋ ପାଇଁ ଯୋଗ୍ଯ ନୁହେଁ।
ଯୋହନଲିଖିତ ସୁସମାଚାର 13:6
ଯୀଶୁ ଶିମାନେ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, ପ୍ରଭୁ, ତୁମେ ମାରେ ପାଦ ଧୋଇବା ଉଚିତ ନୁହେଁ।
ମାର୍କଲିଖିତ ସୁସମାଚାର 1:25
ଯୀଶୁ ଭର୍ତ୍ସନା କରି କହିଲେ, ଚୁପ୍ କର, ଏହି ଠାରୁ ବାହାରିଯା।
ଗଣନା ପୁସ୍ତକ 20:8
ତୁମ୍ଭେ ଆଶାବାଡି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭମାନେେ ସମାନଙ୍କେ ସମ୍ମୁଖ ରେ ସହେି ଶୈଳକୁ ଜଳ ଦବୋ ପାଇଁ ଆଜ୍ଞା ଦିଅ। ତହିଁରେ ସହେି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସମାନଙ୍କେର ପଶୁଗଣଙ୍କୁ ଜଳ ପାନ କରାଇବ।