Matthew 5:2
ଏଥର ଯୀଶୁ ସମାନଙ୍କେୁ ଉପଦେଶ ଦବୋ ଆରମ୍ଭ କଲେ,
Matthew 5:2 in Other Translations
King James Version (KJV)
And he opened his mouth, and taught them, saying,
American Standard Version (ASV)
and he opened his mouth and taught them, saying,
Bible in Basic English (BBE)
And with these words he gave them teaching, saying,
Darby English Bible (DBY)
and, having opened his mouth, he taught them, saying,
World English Bible (WEB)
He opened his mouth and taught them, saying,
Young's Literal Translation (YLT)
and having opened his mouth, he was teaching them, saying:
| And | καὶ | kai | kay |
| he opened | ἀνοίξας | anoixas | ah-NOO-ksahs |
| his | τὸ | to | toh |
| στόμα | stoma | STOH-ma | |
| mouth, | αὐτοῦ | autou | af-TOO |
| and taught | ἐδίδασκεν | edidasken | ay-THEE-tha-skane |
| them, | αὐτοὺς | autous | af-TOOS |
| saying, | λέγων | legōn | LAY-gone |
Cross Reference
Matthew 13:35
ପରମେଶ୍ବର ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଏହା ହେଉଥିଲା। ପରମେଶ୍ବର କହିଥିଲେ: ମୁଁ କାହାଣୀ ଦ୍ବାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହାଇେ ରହିଛି, ସଗେୁଡିକ ମୁଁ ପ୍ରକାଶ କରିବି।ଗୀତସଂହିତା 78:2
Luke 6:20
ଶିଷ୍ଯମାନଙ୍କ ଆଡକୁ ଚାହିଁ ଯୀଶୁ କହିଲେ,
Acts 8:35
ତା'ପରେ ଫିଲିପ୍ପ ଶାସ୍ତ୍ରର ସହେି ବାକ୍ଯରୁ ଆରମ୍ଭ କରି ଯୀଶୁଙ୍କର ସୁସମାଚ଼ାର ପର୍ୟ୍ଯନ୍ତ ତାହାଙ୍କୁ କହିଲେ।
Acts 10:34
ପିତର କହିବା ଆରମ୍ଭ କଲେ, ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।
Acts 18:14
ପାଉଲ କହିବା ଆରମ୍ଭ କହିବା ମାତ୍ ରେ ଗାଲ୍ଲିଯୋନ ୟିହୁଦୀୟମାନଙ୍କୁ କହିଲେ, ଯଦି ଏହା କୌଣସି ଅପରାଧ ବା କୌଣସି ସଂାଘାତିକ ଦୁର୍ବବ୍ଯହାର ବିଷୟ ରେ ଅଭିଯୋଗ ହାଇେଥା'ନ୍ତା, ତବେେ ତୁମ୍ଭମାନଙ୍କର କଥା ଶୁଣିବା ମାରେ କର୍ତ୍ତବ୍ଯ ହାଇେଥାନ୍ତା,
Ephesians 6:19
ମାେ ପାଇଁ ମଧ୍ଯ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହାଇେ, ସୁସମାଚାରର ନିଗୂଢ଼ ସତ୍ଯ ପ୍ରକାଶ କରିପା ରେ, ସେଥିନିମନ୍ତେ ପରମେଶ୍ବର ମାେତେ ତାହାଙ୍କର ବାକ୍ଯ ପ୍ରଦାନ କଲେ।
Job 3:1
ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।
Psalm 78:1
ହେ ମାରେ ଲୋକମାନେ, ତୁମ୍ଭେ ମାରେ ଉପଦେଶକୁ ଶୁଣ। ମାହେର ବାକ୍ଯକୁ କର୍ଣ୍ଣପାତ କର, ୟାହା ମୁଁ କହୁଅଛି।
Proverbs 8:6
ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।