Matthew 3

1 ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ

2 ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗ ରାଜ୍ଯ ଶୀଘ୍ର ଆସୁଅଛି।

3 ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର। ୟିଶାଇୟ 40:3

4 ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।

5 ସେ ସମୟରେ ୟିରୂଶାଲମ,ସମଗ୍ର ୟିହୂଦା ରାଜ୍ଯ ଓ ୟର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳ ରେ ଥିବା ଲୋକେ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ।

6 ସମାନେେ ନିଜ ନିଜ ପାପ ସ୍ବୀକାର କଲେ। ଯୋହନ ୟର୍ଦ୍ଦନ ନଦୀ ରେ ସମାନଙ୍କେ ବାପ୍ତିସ୍ମ ଦେଲେ।

7 ଅନକେ ଫାରୂଶୀ ଓ ସାଦ୍ଦୂକୀ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସମାନଙ୍କେୁ ଦେଖି ଯୋହନ କହିଲେ, ହେ କାଳସର୍ପ ଗଣା ତୁମ୍ଭେ ପ୍ରଭୁଙ୍କ ଆଗାମୀ କୋର୍ଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚତାବେନୀ ଦଲୋ?

8 ତୁମ୍ଭକୁ ନିଜର କାର୍ୟ୍ଯ ଦ୍ବାରା ପ୍ରକାଶ କରିବାକୁ ହବେ ଯେ, ତୁମ୍ଭେ ବାସ୍ତବ ରେ ମନପରିର୍ତ୍ତନ କରିଛ।

9 ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ।

10 ଗଛର ମୂଳ ଉପରେ କୁରାଢି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାଁନ୍ତି, ସଗେୁଡିକୁ କାଟି ନିଆଁ ରେ ପକଇେ ଦିଆୟିବ।

11 ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।

12 ତାହାଙ୍କ ହାତ ରେ କୁଲା ଅଛି। ସେଥି ରେ ସେ ଶସ୍ଯ ସବୁରୁ ଅଗାଡି ତକ ଅଲଗା କରି ଦବେେ। ସେ ତାହାଙ୍କ ଖଳାରୁ ପରିଷ୍କାର ହାଇେଥିବା ଶସ୍ଯତକ ଏକାଠି କରିନଇେ ଅମାର ଭତ ରେ ରଖି ଦବେେ ଓ ଅଗାଡି, କାଠ-କୁଟାତକ ନିଆଁ ରେ ପକଇେ ଦବେେ। ସେ ନିଆଁ କବେେ ହେଲେ ଲିଭିବ ନାହିଁ।

13 ସହେି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନବୋପାଇଁ ଯୀଶୁ ଗାଲିଲୀରୁ ୟର୍ଦ୍ଦନ ନଦୀ କୂଳକୁ ଆସିଲେ।

14 କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠା ରେ ନବୋ ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, ମାରେ ତୁମ୍ଭଠାରୁ ବାପ୍ତସ୍ମ ନବୋ ଦରକାର। ତୁମ୍ଭେ ମାେ ପାଖକୁ କାହିଁକି ଆସିଛ?

15 ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ। ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।

16 ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ ରେ ଆକାଶ ଖାଲିଗେଲା, ଏବଂ ସେ ପରମେଶ୍ବରଙ୍କ ଆତ୍ମାକୁ ଗୋଟିଏ କପୋତ ରୁପରେ ତଳକୁ ଓହ୍ଲଇେ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ।

17 ସେତବେେଳେ ଆକାଶରୁ ଏହି ବାଣୀ ହେଲା: ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।

1 In those days came John the Baptist, preaching in the wilderness of Judaea,

2 And saying, Repent ye: for the kingdom of heaven is at hand.

3 For this is he that was spoken of by the prophet Esaias, saying, The voice of one crying in the wilderness, Prepare ye the way of the Lord, make his paths straight.

4 And the same John had his raiment of camel’s hair, and a leathern girdle about his loins; and his meat was locusts and wild honey.

5 Then went out to him Jerusalem, and all Judaea, and all the region round about Jordan,

6 And were baptized of him in Jordan, confessing their sins.

7 But when he saw many of the Pharisees and Sadducees come to his baptism, he said unto them, O generation of vipers, who hath warned you to flee from the wrath to come?

8 Bring forth therefore fruits meet for repentance:

9 And think not to say within yourselves, We have Abraham to our father: for I say unto you, that God is able of these stones to raise up children unto Abraham.

10 And now also the axe is laid unto the root of the trees: therefore every tree which bringeth not forth good fruit is hewn down, and cast into the fire.

11 I indeed baptize you with water unto repentance: but he that cometh after me is mightier than I, whose shoes I am not worthy to bear: he shall baptize you with the Holy Ghost, and with fire:

12 Whose fan is in his hand, and he will throughly purge his floor, and gather his wheat into the garner; but he will burn up the chaff with unquenchable fire.

13 Then cometh Jesus from Galilee to Jordan unto John, to be baptized of him.

14 But John forbad him, saying, I have need to be baptized of thee, and comest thou to me?

15 And Jesus answering said unto him, Suffer it to be so now: for thus it becometh us to fulfil all righteousness. Then he suffered him.

16 And Jesus, when he was baptized, went up straightway out of the water: and, lo, the heavens were opened unto him, and he saw the Spirit of God descending like a dove, and lighting upon him:

17 And lo a voice from heaven, saying, This is my beloved Son, in whom I am well pleased.

1 O give thanks unto the Lord; for he is good: because his mercy endureth for ever.

2 Let Israel now say, that his mercy endureth for ever.

3 Let the house of Aaron now say, that his mercy endureth for ever.

4 Let them now that fear the Lord say, that his mercy endureth for ever.

5 I called upon the Lord in distress: the Lord answered me, and set me in a large place.

6 The Lord is on my side; I will not fear: what can man do unto me?

7 The Lord taketh my part with them that help me: therefore shall I see my desire upon them that hate me.

8 It is better to trust in the Lord than to put confidence in man.

9 It is better to trust in the Lord than to put confidence in princes.

10 All nations compassed me about: but in the name of the Lord will I destroy them.

11 They compassed me about; yea, they compassed me about: but in the name of the Lord I will destroy them.

12 They compassed me about like bees; they are quenched as the fire of thorns: for in the name of the Lord I will destroy them.

13 Thou hast thrust sore at me that I might fall: but the Lord helped me.

14 The Lord is my strength and song, and is become my salvation.

15 The voice of rejoicing and salvation is in the tabernacles of the righteous: the right hand of the Lord doeth valiantly.

16 The right hand of the Lord is exalted: the right hand of the Lord doeth valiantly.

17 I shall not die, but live, and declare the works of the Lord.

18 The Lord hath chastened me sore: but he hath not given me over unto death.

19 Open to me the gates of righteousness: I will go into them, and I will praise the Lord:

20 This gate of the Lord, into which the righteous shall enter.

21 I will praise thee: for thou hast heard me, and art become my salvation.

22 The stone which the builders refused is become the head stone of the corner.

23 This is the Lord’s doing; it is marvellous in our eyes.

24 This is the day which the Lord hath made; we will rejoice and be glad in it.

25 Save now, I beseech thee, O Lord: O Lord, I beseech thee, send now prosperity.

26 Blessed be he that cometh in the name of the Lord: we have blessed you out of the house of the Lord.

27 God is the Lord, which hath shewed us light: bind the sacrifice with cords, even unto the horns of the altar.

28 Thou art my God, and I will praise thee: thou art my God, I will exalt thee.

29 O give thanks unto the Lord; for he is good: for his mercy endureth for ever.