Matthew 28
11 ଯେତବେେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ଯମାନଙ୍କୁ ଖବର ଦବୋକୁ ଗଲେ, କବର ନିଗଟ ରେ ପହରା ଦେଉଥିବା କେତକେ ଜଗୂଆଳ ନଗରକୁ ଗଲେ ଓ କବର ନିକଟରେ ଯାହା ସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।
12 ତା'ପରେ ପ୍ରଧାନ ଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସମାନେେ ସୈନ୍ଯମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବ ରେ ପ୍ରଚୁର ଟଙ୍କା ଦେଲେ।
13 ସମାନେେ ସୈନ୍ଯମାନଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭମାନେେ ସବୁ ଶାଇେ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ଯମାନେ ରାତି ରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଚୋ ରଇେ ନେଲେ।
14 ରାଜ୍ଯପାଳ ଯଦି ଏକଥା ଶୁଣନ୍ତି, ତବେେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।
15 ସୈନ୍ଯମାନେ ଟଙ୍କାତକ ନେଲେ। ସମାନଙ୍କେୁ ଯେପରି କରିବାକୁ ଶିଖାଯାଇଥିଲା, ସମାନେେ ତାହାହିଁ କଲେ। ଏବଂ ଏକଥାଟି ଆଜି ପର୍ୟ୍ଯନ୍ତ ମଧ୍ଯ ଯିହୂଦୀମାନଙ୍କ ମଧିଅରେ ପ୍ରଚ଼ଳିତ ଅଛି।
16 ଏଗାର ଜଣ ଶିଷ୍ଯ ଗାଲିଲୀକୁ ଗଲେ। ଯୀଶୁ ସମାନଙ୍କେୁ ଯେଉଁ ପାହାଡ଼ ଉପରକୁ ୟିବାକୁ କହିଥିଲେ, ସମାନେେ ସଠାେକୁ ଗଲେ।
17 ପାହାଡ଼ ଉପରେ ସମାନେେ ଯୀଶୁଙ୍କୁ ଦେଖିଲେ। ସମାନେେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ ବିଶ୍ବାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତର ଯୀଶୁ।
18 ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।
19 ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।
20 ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
11 Now when they were going, behold, some of the watch came into the city, and shewed unto the chief priests all the things that were done.
12 And when they were assembled with the elders, and had taken counsel, they gave large money unto the soldiers,
13 Saying, Say ye, His disciples came by night, and stole him away while we slept.
14 And if this come to the governor’s ears, we will persuade him, and secure you.
15 So they took the money, and did as they were taught: and this saying is commonly reported among the Jews until this day.
16 Then the eleven disciples went away into Galilee, into a mountain where Jesus had appointed them.
17 And when they saw him, they worshipped him: but some doubted.
18 And Jesus came and spake unto them, saying, All power is given unto me in heaven and in earth.
19 Go ye therefore, and teach all nations, baptizing them in the name of the Father, and of the Son, and of the Holy Ghost:
20 Teaching them to observe all things whatsoever I have commanded you: and, lo, I am with you alway, even unto the end of the world. Amen.
Matthew 28 in Tamil and English
11 ଯେତବେେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ଯମାନଙ୍କୁ ଖବର ଦବୋକୁ ଗଲେ, କବର ନିଗଟ ରେ ପହରା ଦେଉଥିବା କେତକେ ଜଗୂଆଳ ନଗରକୁ ଗଲେ ଓ କବର ନିକଟରେ ଯାହା ସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।
Now when they were going, behold, some of the watch came into the city, and shewed unto the chief priests all the things that were done.
12 ତା'ପରେ ପ୍ରଧାନ ଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସମାନେେ ସୈନ୍ଯମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବ ରେ ପ୍ରଚୁର ଟଙ୍କା ଦେଲେ।
And when they were assembled with the elders, and had taken counsel, they gave large money unto the soldiers,
13 ସମାନେେ ସୈନ୍ଯମାନଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭମାନେେ ସବୁ ଶାଇେ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ଯମାନେ ରାତି ରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଚୋ ରଇେ ନେଲେ।
Saying, Say ye, His disciples came by night, and stole him away while we slept.
14 ରାଜ୍ଯପାଳ ଯଦି ଏକଥା ଶୁଣନ୍ତି, ତବେେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।
And if this come to the governor’s ears, we will persuade him, and secure you.
15 ସୈନ୍ଯମାନେ ଟଙ୍କାତକ ନେଲେ। ସମାନଙ୍କେୁ ଯେପରି କରିବାକୁ ଶିଖାଯାଇଥିଲା, ସମାନେେ ତାହାହିଁ କଲେ। ଏବଂ ଏକଥାଟି ଆଜି ପର୍ୟ୍ଯନ୍ତ ମଧ୍ଯ ଯିହୂଦୀମାନଙ୍କ ମଧିଅରେ ପ୍ରଚ଼ଳିତ ଅଛି।
So they took the money, and did as they were taught: and this saying is commonly reported among the Jews until this day.
16 ଏଗାର ଜଣ ଶିଷ୍ଯ ଗାଲିଲୀକୁ ଗଲେ। ଯୀଶୁ ସମାନଙ୍କେୁ ଯେଉଁ ପାହାଡ଼ ଉପରକୁ ୟିବାକୁ କହିଥିଲେ, ସମାନେେ ସଠାେକୁ ଗଲେ।
Then the eleven disciples went away into Galilee, into a mountain where Jesus had appointed them.
17 ପାହାଡ଼ ଉପରେ ସମାନେେ ଯୀଶୁଙ୍କୁ ଦେଖିଲେ। ସମାନେେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ ବିଶ୍ବାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତର ଯୀଶୁ।
And when they saw him, they worshipped him: but some doubted.
18 ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।
And Jesus came and spake unto them, saying, All power is given unto me in heaven and in earth.
19 ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।
Go ye therefore, and teach all nations, baptizing them in the name of the Father, and of the Son, and of the Holy Ghost:
20 ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
Teaching them to observe all things whatsoever I have commanded you: and, lo, I am with you alway, even unto the end of the world. Amen.