Matthew 27:56
ସମାନଙ୍କେ ମଧିଅରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷଫଙ୍କେ ମାଆ ମରିୟମ ଓ ଜବଦେୀଙ୍କ ପୁତ୍ରମାନ(ଯାକୁବ ଓ ଯହେନ)ଙ୍କ ମାଆ ଥିଲେ।
Matthew 27:56 in Other Translations
King James Version (KJV)
Among which was Mary Magdalene, and Mary the mother of James and Joses, and the mother of Zebedees children.
American Standard Version (ASV)
among whom was Mary Magdalene, and Mary the mother of James and Joses, and the mother of the sons of Zebedee.
Bible in Basic English (BBE)
Among whom was Mary Magdalene, and Mary, the mother of James and Joses, and the mother of the sons of Zebedee.
Darby English Bible (DBY)
among whom was Mary of Magdala, and Mary the mother of James and Joses, and the mother of the sons of Zebedee.
World English Bible (WEB)
Among them were Mary Magdalene, Mary the mother of James and Joses, and the mother of the sons of Zebedee.
Young's Literal Translation (YLT)
among whom was Mary the Magdalene, and Mary the mother of James and of Joses, and the mother of the sons of Zebedee.
| Among | ἐν | en | ane |
| which | αἷς | hais | ase |
| was | ἦν | ēn | ane |
| Mary | Μαρία | maria | ma-REE-ah |
| ἡ | hē | ay | |
| Magdalene, | Μαγδαληνὴ | magdalēnē | ma-gtha-lay-NAY |
| and | καὶ | kai | kay |
| Mary | Μαρία | maria | ma-REE-ah |
| the | ἡ | hē | ay |
| mother | τοῦ | tou | too |
| Ἰακώβου | iakōbou | ee-ah-KOH-voo | |
| James of | καὶ | kai | kay |
| and | Ἰωσὴ | iōsē | ee-oh-SAY |
| Joses, | μήτηρ | mētēr | MAY-tare |
| and | καὶ | kai | kay |
| the | ἡ | hē | ay |
| mother | μήτηρ | mētēr | MAY-tare |
| of Zebedee's | τῶν | tōn | tone |
| υἱῶν | huiōn | yoo-ONE | |
| children. | Ζεβεδαίου | zebedaiou | zay-vay-THAY-oo |
Cross Reference
John 19:25
ଯୀଶୁଙ୍କର ମା' ତାହାଙ୍କ କୃଶ ନିକଟରେ ଠିଆ ହାଇେଥିଲେ, ସଠାେରେ ତାହାଙ୍କର ମାଉସୀ, କ୍ ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ଯ ଠିଆ ହାଇେଥିଲେ।
Mark 16:9
ସପ୍ତାହର ପ୍ରଥମ ଦିନର ବଡି ସକାଳୁ ଯୀଶୁ ମୃତ୍ଯୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରୀୟମଙ୍କ ନିକଟରେ ନିଜକୁ ଦଖାେ ଦେଲେ। ଅତୀତ ରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତଟି ଭୂତଙ୍କୁ ତଡି ଦଇେଥିଲେ।
Mark 15:47
ମଗ୍ଦଲୀନୀ ମରିୟମ ଓ ୟୋସିଙ୍କ ମାଆ ଯୀଶୁଙ୍କୁ ଯେଉଁଠା ରେ ରଖାଗଲା, ସହେି ସ୍ଥାନଟି ଦେଖିଲେ।
Matthew 28:1
ବିଶ୍ରାମଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ୍ ଦିନ ଅତି ସକାଳୁ ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।
John 20:18
ମଗ୍ଦଲୀନୀ ମରିୟମ ଶିଷ୍ଯମାନଙ୍କ ପାଖକୁ ଗଲେ ଓ ସମାନଙ୍କେୁ କହିଲେ, ମୁଁ ପ୍ରଭୁଙ୍କୁ ଦେଖିଲି। ସେ ସମାନଙ୍କେୁ ଯୀଶୁ କରିଥିବା କଥା ଶୁଣାଇଲେ।
John 20:1
ରବିବାର ଦିନ ପାହାନ୍ତିଆ ରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତବେେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ ପଥରଟି କବର ଦ୍ବାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।
Luke 24:10
ସହେି ସ୍ତ୍ରୀ ଲୋକମାନଙ୍କ ମଧିଅରେ ମଗ୍ଦଲୀନୀ, ମରିୟମ, ଯୋହନ, ଯାକୁବଙ୍କ ମାଆ ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ ରରେିତମାନଙ୍କୁ ସବୁ ବିଷୟ ଜଣାଇଲେ।
Matthew 27:61
ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସଠାେରେ କବର ଆଗ ରେ ବସି ରହିଥିଲେ।
Matthew 13:55
ଏ ତ ସହେି ବଢଇରେ ପୁଅ। ତାହାଙ୍କର ମାଆଙ୍କ ନାମ ତ ମରିୟମ, ଯାକୁବ, ଯୋଷଫେ, ଶିମାନେ ଓ ୟିହୂଦା ତ ଏହାର ଭାଇ।
Mark 15:40
କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।
Matthew 20:20
ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।