Bible

Matthew 25 - BBE (Oriya)

1 Then the kingdom of heaven will be like ten virgins, the friends of the bride, who took their lights, and went out with the purpose of meeting the husband. ସେ ସମୟରେ ସ୍ବର୍ଗରାଜ୍ଯ, ବର ଖାଜେିବାକୁ ବାହାରିଥିବା ଦଶଜଣ କୁମାରୀ ଝିଅଙ୍କ ଭଳି ହବେ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସମାନେେ ତାହାଙ୍କ ସହିତ ଦୀପ ଆଣି ଥିଲେ,

2 And five of them were foolish, and five were wise.ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚ଼ତୁର ଥିଲେ।

3 For the foolish, when they took their lights, took no oil with them.ବୋକୀ ଝିଅ ପାଞ୍ଚଜଣ ସମାନଙ୍କେ ସାଥିଲେ ଦୀପ ସିନା ନଇେଥିଲେ, କିନ୍ତୁ ଦୀପ ଜାଳିବାପାଇଁ ବେଶୀ ତଲେ ଆଣି ନଥିଲେ।

4 But the wise took oil in their vessels with their lights.ଚ଼ତୁର ଝିଅ ପାଞ୍ଚଜଣ ଦୀପ ତ ନଇେଥିଲେ, ତା'ଛଡ଼ା କାଚ଼ ପାତ୍ର ରେ ଅଧିକ ତଲେ ନଇେଥିଲେ।

5 Now the husband was a long time in coming, and they all went to sleep.ବରର ଆସିବା ଡ଼ରେି ହାଇଗେଲା। ସବୁ ଝିଅଯାକ କ୍ଲାନ୍ତ ହାଇେ ଶଷେ ରେ ଶୋଇ ପଡ଼ିଲେ।

6 But in the middle of the night there is a cry, The husband comes! Go out to him.ଅଧ ରାତି ରେ ଜଣେ କହେି ଘାଷେଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।

7 Then all those virgins got up, and made ready their lights.ଏକଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ।

8 And the foolish said to the wise, Give us of your oil; for our lights are going out.ବୋକୀ ଝିଅମାନେ ଚ଼ତୁର ଝିଅମାନଙ୍କୁ କହିଲେ, 'ତୁମ୍ଭ ତଲରେୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତଲେ ପ୍ରାୟ ସରି ଯାଇଛି।'

9 But the wise made answer, saying, There may not be enough for us and you; it would be better for you to go to the traders and get oil for yourselves.ଚ଼ତୁର ଝିଅମାନେ କହିଲେ, 'ନା, ନା, ଆମ୍ଭ ତଲେ ଆମ୍ଭ ସମସ୍ତଙ୍କ ପାଇଁ ୟଥେଷ୍ଟ ହବେ ନାହିଁ। ବରଂ ତୁମ୍ଭମାନେେ ଦୋକାନକୁ ଯାଇ ନିଜ ପାଇଁ କିଛି ତଲେ କିଣିଆଣ।'

10 And while they went to get oil, the master came; and those who were ready went in with him to the feast: and the door was shut. ତେଣୁ ପାଞ୍ଚଜଣ ଯାକ ବୋକୀ ଝୀଅ ତଲେ କିଣିବାକୁ ଚ଼ାଲିଗଲେ। ସମାନେେ ଚ଼ାଲିଗଲାପରେ ବର ଆସିଲେ। ଯେଉଁ ଚ଼ତୁର ଝିଅଯାକ ପ୍ରସ୍ତୁତ ଥିଲେ, ସମାନେେ ବର ସହିତ ବିବାହ ଭୋଜିକୁ ଗଲେ। ତା'ପରେ କବାଟରେ ତାଲା ପଡ଼ିଗଲା।

11 After that the other virgins came, saying, Lord, Lord, let us in.ସହେି ସମୟରେ ବାକିତକ ଝିଅ ପହନ୍ଚିଲେ। ସମାନେକହେିଲେ, 'ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,'

12 But he made answer and said, Truly I say to you, I have no knowledge of you.କିନ୍ତୁ ବର ଉତ୍ତର ଦେଲେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି, ମୁଁ ତୁମ୍ଭକୁ ଚିହ୍ନିନାହିଁ।'

13 Keep watch, then, because you are not certain of the day or of the hour. ତେଣୁ ସଦା ବେଳେ ଜାଗ୍ରତ ରୁହ, କାରଣ ମନଷ୍ଯପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣିନାହଁ।

14 For it is as when a man, about to take a journey, got his servants together, and gave them his property.ସ୍ବର୍ଗରାଜ୍ଯ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସହେି ଲୋକ ୟିବା ପୂର୍ବରୁ ତା'ର ଚ଼ାକରମାନଙ୍କୁ ଡ଼ାକି ତାର ଅନୁପସ୍ଥିତି ରେ ସମସ୍ତ ସମ୍ପତ୍ତିର ଯତ୍ନ ନବୋକୁ କହିଲେ।

15 And to one he gave five talents, to another two, to another one; to everyone as he was able; and he went on his journey.କେଉଁ ଚ଼ାକର କେତେ ଦାଯିତ୍ବ ନଇେ ପାରିବ, ସେ କଥା ସେ ସ୍ଥିର କଲେ। ସେ ଜଣଙ୍କୁ ପାଞ୍ଚ ତୋଡ଼ା ରୂପା ଟଙ୍କା ଦେଲେ। ଆଉ ଜଣଙ୍କୁ ଦୁଇ ତୋଡ଼ା, ଓ ତୃତୀୟ ଙ୍କୁ ଗୋଟିଏ ତୋଡ଼ା ରୂପା ଟଙ୍କା ଦେଲେ। ଚ଼ାକରମାନଙ୍କର ସାମର୍ଥ୍ଯ ଅନୁସାରେ ସମାନଙ୍କେୁ କାମ ବାଣ୍ଟିଦଇେ ସେ ବୁଲିବାକୁ ଚାଲିଗଲେ।

16 Straight away he who had been given the five talents went and did trade with them, and made five more.ଯେଉଁ ଚ଼ାକରଟି ପାଞ୍ଚ ତୋଡ଼ା ରୂପା ଟଙ୍କା ନଇେଥିଲା, ସେ ତୁରନ୍ତ ସେ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଦଲୋ। ସେ ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ଲାଭକଲା।

17 In the same way he who had been given the two got two more.ସହେିଭଳି ଯେଉଁ ଚ଼ାକରଟି ଦୁଇ ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ମଧ୍ଯ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଆଉ ଦୁଇ ତୋଡ଼ା ରୂପା ଟଙ୍କା ଲାଭ କଲା।

18 But he who was given the one went away and put it in a hole in the earth, and kept his lord's money in a secret place.କିନ୍ତୁ ଯେଉଁ ଲୋକଟି କବଳେ ଗୋଟିଏ ମାତ୍ର ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ଯାଇ ତା' ମାଲିକର ଧନକୁ ନଇେ ମାଟି ରେ ଗୋଟିଏ ଗାତ ଖାେଳି ସେଥିଲେ ଲୁଚାଇ ରଖିଲା।

19 Now after a long time the lord of those servants comes, and makes up his account with them.ବହୁତ ଦିନ ପରେ ମାଲିକ ଘରକୁ ଫରେି ଆସିଲେ। ସେ ଚ଼ାକରମାନଙ୍କୁ ଡାକିଲେ, ଓ ତାହାଙ୍କ ଟଙ୍କା ରେ କ'ଣ କଲେ, ତାହା ସମାନଙ୍କେୁ ପଚାରିଲେ।

20 And he who had the five talents came with his other five talents, saying, Lord, you gave into my care five talents: see, I have got five more.ଯେଉଁ ଚାକରଟି ପାଞ୍ଚ ତୋଡା ରୂପା ଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦଲୋ, ଚ଼ାକରଟି କହି 'ଆପଣ ମାେତେ ପାଞ୍ଚ ତୋଡ଼ା ରୂପା ଟଙ୍କା ଦଇେଥିଲେ। ମୁଁ ତା' ଦ୍ବାରା ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ରୋଜଗାର କରିଛ।'

21 His lord said to him, Well done, good and true servant: you have been true in a small thing, I will give you control over great things: take your part in the joy of your lord.ମାଲିକ କହିଲେ, 'ସାବାସ୍, ତୁମ୍ଭେ ବହୁତ ଭଲ, ଓ ବିଶ୍ବସ ଯୋଗ୍ଯ ଲୋକ। ତୁମ୍ଭେ ଅଳ୍ପ ଟଙ୍କା ରେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାଯିତ୍ବ ଦବେି। ଆସ, ମାେ ସହିତ ମାେ ଖୁସି ରେ ଭାଗୀ ହୁଅ।'

22 And he who had the two talents came and said, Lord, you gave into my care two talents: see, I have got two more.ତା'ପରେ ଦୁଇ ତୋଡ଼ା ରୂପା ଟଙ୍କା ପାଇଥିବା ଚାକରଟି ମାଲିକ ପାଖକୁ ଆସିଲା। ଚ଼ାକରଟି କହିଲା, 'ଆପଣ ମାେତେ ଦୁଇ ତୋଡ଼ା ଟଙ୍କାର ଦାଯିତ୍ବ ଦଇେଥିଲେ। ମୁଁ ଆଉ ଦୁଇ ତୋଡ଼ା ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କର ଦୁଇ ତୋଡ଼ା ଟଙ୍କା ବ୍ଯବହାର କରିଛି।'

23 His lord said to him, Well done, good and true servant: you have been true in a small thing, I will give you control over great things: take your part in the joy of your lord.ମାଲିକ କହିଲେ, 'ତୁମ୍ଭେ ଠିକ୍ କରିଛ। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭ ଉପରେ ବିଶ୍ବାସ କରାଯାଇପା ରେ। ଅଳ୍ପ ଟଙ୍କା ରେ ତୁମ୍ଭେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାଯିତ୍ବ ଦବେି। ଆସ, ମାେ ସହିତ ଖୁସି ରେ ଭାଗୀ ହୁଅ।'

24 And he who had had the one talent came and said, Lord, I had knowledge that you are a hard man, getting in grain where you have not put seed, and making profits for which you have done no work:ତା'ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, 'ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠାେର ବ୍ଯକ୍ତି। ରୋପଣ ନକରି ମଧ୍ଯ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ଯ ଶସ୍ଯ ଏକାଠି କରନ୍ତି।

25 And I was in fear, and went away, and put your talent in the earth: here is what is yours.ତେଣୁ ମୁଁ ଭୟ କଲି। ମୁଁ ଯାଇ ଭୂମିରେ ଆପଣଙ୍କ ଟଙ୍କାତକ ଲୁଚଇେ ଦଲେି। ଆପଣ ମାେତେ ଦଇେଥିବା ତୋଡ଼ା ଟଙ୍କା ନିଅନ୍ତୁ।'

26 But his lord in answer said to him, You are a bad and unready servant; if you had knowledge that I get in grain where I did not put seed, and make profits for which I have done no work,ତା ମାଲିକ ତାକୁ କହିଲେ, 'ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଚ଼ାକର। ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନଥାଏ ସଠାେରେ ମଧ୍ଯ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନଥାଏ, ସଠାେରେ ଶସ୍ଯ ଏକାଠି କରେ।

27 Why, then, did you not put my money in the bank, and at my coming I would have got back what is mine with interest?ତେଣୁ ତୁମ୍ଭେ ମାେ ଟଙ୍କାକୁ ବ୍ଯାଙ୍କ ରେ ଜମା ରଖିଦବୋ ଉଚ଼ିତ ଥିଲା। ତା ହାଇେଥିଲେ ମୁଁ ଘରକୁ ଫରେିବା ପରେ ମାେ ଟଙ୍କା ଫରେି ପାଇଥାନ୍ତି। ତା ସହିତ ମାେ ଟଙ୍କାର ସୁଧ ମଧ୍ଯ ପାଇଥାନ୍ତି।'

28 Take away, then, his talent and give it to him who has the ten talents.ତାପରେ ମାଲିକ ତାହାଙ୍କର ଅନ୍ୟ ଚ଼ାକରମାନଙ୍କୁ କହିଲେ, ' ସହେି ଚ଼ାକରଠାରୁ ଟଙ୍କାର ଥଳିଟି ନଇେ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦଇଦେିଅ।

29 For to everyone who has will be given, and he will have more: but from him who has not, even what he has will be taken away.ଯେଉଁ ଲୋକ ନିଜ ପାଖ ରେ ଥିବା ଜିନିଷର ଉପୟୁକ୍ତ ବ୍ଯବହାର କରେ, ତାକୁ ବହୁତ ଅଧିକ ଦିଆୟିବ। ତାହାଙ୍କୁ ତାହାଙ୍କର ଆବଶ୍ଯକତା ଠାରୁ ବହୁତ ବେଶୀ ଦିଆୟିବ। କିନ୍ତୁ ଯେଉଁ ଲୋକ ତା ପାଖ ରେ ଥିବା ଜିନିଷର ଉପୟୁକ୍ତ ବ୍ଯବହାର କରେ ନାହିଁ, ତାଠାରୁ ଯାହାକିଛି ଅଛି, ସବୁ କିଛି ଛଡ଼ଇେ ନିଆୟିବ।'

30 And put out the servant who is of no profit into the outer dark: there will be weeping and cries of sorrow.ତା'ପରେ ମାଲିକ କହିଲେ, ' ସେ ଅଦରକାରୀ ଚ଼ାକରକୁ ବାହା ରେ ଅନ୍ଧକାର ରେ ପକଇେ ଦିଅ। ସଠାେରେ ଲୋକମାନେ କାନ୍ଦିବେ ଏବଂ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରିବେ।'

31 But when the Son of man comes in his glory, and all the angels with him, then will he be seated in his glory:ମନୁଷ୍ଯପୁତ୍ର ପୁଣି ଥରେ ଆସିବେ। ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ବର୍ଗଦୂତ ମାନେ ଆସିବେ। ସେ ରାଜା ହବେେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।

32 And before him all the nations will come together; and they will be parted one from another, as the sheep are parted from the goats by the keeper.ମନୁଷ୍ଯପୁତ୍ରଙ୍କ ଆଗ ରେ ଜଗତର ସବୁ ଲୋକେ ଏକାଠି ହବେେ। ତାପରେ ମନୁଷ୍ଯପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳ ରେ ବାଣ୍ଟି ଦବେେ। ଜଣେ ଜଗୁଆଳ ଯେପରି ଛଳେିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସହେିପରି ଅଟେ।

33 And he will put the sheep on his right, but the goats on the left.ମନୁଷ୍ଯପୁତ୍ର ମଷେମାନଙ୍କୁ ତାହାଙ୍କ ଡ଼ାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।

34 Then will the King say to those on his right, Come, you who have the blessing of my Father, into the kingdom made ready for you before the world was:ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।

35 For I was in need of food, and you gave it to me: I was in need of drink, and you gave it to me: I was wandering, and you took me in;ତୁମ୍ଭେ ଏହି ରାଜ୍ଯ ଲାଭ କରିବ କାରଣ ମୁଁ ଯେତବେେଳେ ଭୋକିଲା ଥିଲି, ସେତବେେଳେ ତୁମେ ମାେତେ ଖାଇବାକୁ ଦଇେଥିଲ। ମାେତେ ଶୋଷ ଲାଗୁଥିବା ସମୟରେ ମାେତେ କିଛି ପିଇବାକୁ ଦଇେଛ। ମୁଁ ଘରଠାରୁ ଦୂର ରେ ଏକୁଟିଆ ଥିଲି। ତୁମ୍ଭେ ମାେତେ ତୁମ୍ଭ ଘରକୁ ଡ଼ାକିଥିଲ।

36 I had no clothing, and you gave it to me: when I was ill, or in prison, you came to me.ମାରେ କୌଣସି ଲୁଗାପଟା ନଥିଲା, ଏବଂ ତୁମ୍ଭେ ମାେତେ ପିନ୍ଧିବାକୁ ଦଇେଥିଲ। ମୁଁ ଅସୁସ୍ଥ ଥିଲି। ତୁମ୍ଭେ ମାରେ ଯତ୍ନ ନଇେଥିଲ। ମୁଁ କାରାଗାର ରେ ଥିଲି। ତୁମ୍ଭେ ମାେତେ ଦେଖିବାକୁ ଆସିଥିଲ।'

37 Then will the upright make answer to him, saying, Lord, when did we see you in need of food, and give it to you? or in need of drink, and give it to you? ସେତବେେଳେ ଭଲ ଲୋକମାନେ ଉତ୍ତର ଦବେେ, ' ହେ ପ୍ରଭୁ! ଆମ୍ଭେ କେତବେେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦଇେଥିଲୁ? କେତବେେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦଇେଥିଲୁ?

38 And when did we see you wandering, and take you in? or without clothing, and give it to you?କେତବେେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂର ରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡ଼ାକିଥିଲୁ? କେତବେେଳେ ଆପଣଙ୍କୁ ଆମ୍ଭେ ପୋଷାକ ନଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦଇେଥିଲୁ?

39 And when did we see you ill, or in prison, and come to you?କେତବେେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥା ରେ ବା କାରାଗାର ରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନଇେଥିଲୁ?'

40 And the King will make answer and say to them, Truly I say to you, Because you did it to the least of these my brothers, you did it to me. ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'

41 Then will he say to those on the left, Go from me, you cursed ones, into the eternal fire which is ready for the Evil One and his angels:ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, 'ମାେ ପାଖରୁ ଚ଼ାଲିଯାଅ। ପରମେଶ୍ବର ତୁମ୍ଭ ନିମନ୍ତେ ଦଣ୍ଡ ନିରୁପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ୟିବ, ଯାହାକି ଶୟତାନ ଓ ତାର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହାଇେଛି।

42 For I was in need of food, and you gave it not to me; I was in need of drink, and you gave it not to me:କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମାେତେ କିଛି ଖାଇବାକୁ ଦଇେ ନଥିଲ,

43 I was wandering, and you took me not in; without clothing, and you gave me no clothing; ill, and in prison, and you came not to me.ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମାେତେ କିଛି ପିଇବାକୁ ଦଇେ ନଥିଲ। ମୁଁ ଏକୁଟିଆ ଘରଠାରୁ ଦୂର ରେ ଥିଲି, କିନ୍ତୁ ତୁମ୍ଭେ ମାେତେ ଘର ଭିତରକୁ ଡ଼ାକିଲ ନାହିଁ, ମାରେ ଲୁଗାପଟା ନଥିଲା, ମାେତେ ତୁମ୍ଭେ ପିନ୍ଧିବାକୁ କିଛି ଦଇେ ନଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାର ରେ ଥିଲି ଓ ତୁମ୍ଭେ ମାେ ପାଇଁ ଚିନ୍ତା କରି ନଥିଲ।'

44 Then will they make answer, saying, Lord, when did we see you in need of food or drink, or wandering, or without clothing, or ill, or in prison, and did not take care of you?ତା'ପରେ ସମାନେେ ମଧ୍ଯ ଉତ୍ତର ଦବେେ, 'ପ୍ରଭୁ, ଆପଣଙ୍କୁ କେତବେେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତବେେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂର ରେ ଦିଖିଥିଲୁ? କେତବେେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନଥିବା ଅବସ୍ଥା ରେ ବା ଅସୁସ୍ଥ ଅବସ୍ଥା ରେ ବା କାରାଗାର ରେ ଦେଖିଥିଲୁ? କବେେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାୟ୍ଯ କଲୁନାହିଁ?

45 Then will he make answer to them, saying, Truly I say to you, Because you did it not to the least of these, you did it not to me.ତାପରେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଅଛି, ଯେତବେେଳେ ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଲୋକଙ୍କ ଭିତରୁ ଯେ କୌଣସି ଲୋକକୁ ସାହାୟ୍ଯ କରିବାକୁ ମନା କଲ, ତୁମ୍ଭେ ମାେତେ ସାହାୟ୍ଯ କରିବା ପାଇଁ ମନା କଲ!'

46 And these will go away into eternal punishment; but the upright into eternal life.ତା'ପରେ ଏହି ଲୋକଗୁଡ଼ିକ ଚ଼ାଲିଯିବେ, ସମାନଙ୍କେୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତଜୀବନ ଲାଭ କରିବେ।

Oriya Bible