Matthew 24:27 ଆକାଶ ରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହାଇେ ପଶ୍ଚିମ ଆକାଶ ପର୍ୟ୍ଯନ୍ତ ବ୍ଯାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସହେିଭଳି ମନୁଷ୍ଯପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ।
Matthew 24:27 in Other Translations
King James Version (KJV) For as the lightning cometh out of the east, and shineth even unto the west; so shall also the coming of the Son of man be.
American Standard Version (ASV) For as the lightning cometh forth from the east, and is seen even unto the west; so shall be the coming of the Son of man.
Bible in Basic English (BBE) Because as in a thunderstorm the bright light coming from the east is seen even in the west; so will be the coming of the Son of man.
Darby English Bible (DBY) For as the lightning goes forth from the east and shines to the west, so shall be the coming of the Son of man.
World English Bible (WEB) For as the lightning comes forth from the east, and is seen even to the west, so will be the coming of the Son of Man.
Young's Literal Translation (YLT) for as the lightning doth come forth from the east, and doth appear unto the west, so shall be also the presence of the Son of Man;
as
ὥσπερ
hōsper
OH-spare
For
γὰρ
gar
gahr
the
ἡ
ho
oh
lightning
ἀστραπὴ
astrapē
ah-stra-PAY
cometh
ἐξέρχεται
exerchomai
ayks-ARE-hoh-may
out
ἀπὸ
apo
ah-POH
of the east,
ἀνατολῶν
anatolē
ah-na-toh-LAY
and
καὶ
kai
kay
shineth
φαίνεται
phainō
FAY-noh
even unto
ἕως
heōs
AY-ose
the west;
δυσμῶν
dysmē
thyoo-SMAY
so
οὕτως
houtō
OO-toh
shall be.
ἔσται
esomai
A-soh-may
also
καὶ
kai
kay
the
ἡ
ho
oh
coming
παρουσία
parousia
pa-roo-SEE-ah
the
τοῦ
ho
oh
of Son
υἱοῦ
huios
yoo-OSE
τοῦ
ho
oh
of man
ἀνθρώπου·
anthrōpos
AN-throh-pose
Read Full Chapter :
Matthew 24
Cross Reference
ଯାକୁବଙ୍କ ପତ୍ 5:8
ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।
ମଲାଖୀ 3:2
ମାତ୍ର ସହେି ସମୟ ପାଇଁ କୌଣସି ବ୍ଯକ୍ତି ପ୍ରସ୍ତୁତ ହାଇପୋରିବ ନାହିଁ। ସେ ଯେତବେେଳେ ଆସିବେ କହେି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହବେେ, ଆଉ ମଧ୍ଯ ପରିଷ୍କାରକାରୀ ରଜକର କ୍ଷାର ସ୍ବରୂପ ହବେ।
ମଲାଖୀ 4:5
ସଦାପ୍ରଭୁ କହିଲେ, ଦେଖ, ଭବିଷ୍ଯଦ୍ବକ୍ତା ଏଲିଯଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ୍ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।
ମାଥିଉଲିଖିତ ସୁସମାଚାର 24:37
ନୋହଙ୍କ ସମୟରେ ଯଭେଳି ଘଟିଥିଲା, ମନୁଷ୍ଯପୁତ୍ରଙ୍କ ଆସିବା ସମୟରେ ସପରେି ଘଟିବ।
ମାଥିଉଲିଖିତ ସୁସମାଚାର 24:39
ଯାହା ସବୁ ସେତବେେଳେ ଘଟି ଯାଉଥିଲା, ଲୋକେ ତାହା ଜାଣି ପାରୁ ନଥିଲେ। ସତେିକି ବେଳେ ବନ୍ଯା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହାଇଗେଲେ। ମନୁଷ୍ଯ ପୁତ୍ର ଆସିବା ସମୟରେ ଠିକ୍ ସହେିପରି ହବେ।
ଲୂକଲିଖିତ ସୁସମାଚାର 17:24
ମନୁଷ୍ଯପୁତ୍ରଙ୍କର ଫରେି ଆସିବା ସମୟ ତୁମ୍ଭମାନେେ ଜାଣି ପାରିବ। ଯେଉଁ ଦିନ ସେ ଫରେି ଆସିବେ, ସେ ଆକାଶ ରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ୟ୍ଯନ୍ତ ଉଜ୍ଜ୍ବଳ ବିଜୁଳି ଝଲକିଲା ଭଳି ଦଖାେଯିବେ।
ଆୟୁବ ପୁସ୍ତକ 37:3
ପରମେଶ୍ବର ତାଙ୍କର ବିଜୁଳିକୁ ମାରନ୍ତି ଯାହା ସମଗ୍ର ଆକାଶକୁ କମ୍ପିତ କରେ। ଏହା ସମଗ୍ର ପୃଥିବୀକୁ ମଧ୍ଯ ଝଲସାଇ ଦିଏ।
ଯିଶାଇୟ 30:30
ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।
ଯିଖରିୟ 9:14
ସଦାପ୍ରଭୁ ତାଙ୍କ ସମ୍ମୁଖ ରେ ଉପସ୍ଥିତ ହବେେ। ବିଦ୍ଯୁତ ସଦୃଶ ତାଙ୍କର ଶର ୟିବ। ସଦାପ୍ରଭୁ ପରମେଶ୍ବର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡୁ ଝଡପରି ଅଗ୍ରସର ହବେେ।
ମାଥିଉଲିଖିତ ସୁସମାଚାର 8:20
ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ଯପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।
ମାଥିଉଲିଖିତ ସୁସମାଚାର 16:28
ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ କେତକେ ଲୋକ ଠିଆ ହାଇେଛନ୍ତି, ଯେଉଁମାନେ ସମାନଙ୍କେ ମୃତ୍ଯୁ ପୂର୍ବରୁ ମନୁଷ୍ଯ ପୁତ୍ରଙ୍କୁ ତାହାଙ୍କ ରାଜ୍ଯ ସହିତ ଆସୁଥିବାର ଦେଖିବେ।
ମାଥିଉଲିଖିତ ସୁସମାଚାର 24:3
ପରେ ଯେତବେେଳେ ଯୀଶୁ ଜୀତ ପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ଯମାନେ ସେ ଏକାନ୍ତ ରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କବେେ ଘଟିବ? କେଉଁ ସଙ୍କତେ ଦଖାଇବେ ଯେ ଆପଣଙ୍କ ପୁନର୍ବାର ଆସିବ ଓ ଜଗତର ଅନ୍ତ ହବୋ ସମୟ ହେଲାଣି?
ପିତରଙ୍କ ଦିତୀୟ ପତ୍ର 3:4
ସମାନେେ କହିବେ, ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି ? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବଳେୁ ସହେିପରି ଭାବରେ ଚାଲିଛି।
ଆୟୁବ ପୁସ୍ତକ 38:35
ତୁମ୍ଭେ ବିଜୁଳି କି ଡ଼ାକି ପାରିବ କି? ସେ ତୁମ୍ଭ ନିକଟକୁ ଆସି କହିବ କି? ଆମ୍ଭେ ଏଠା ରେ ଅଛୁ। ମହାଶୟ ଆପଣ କ'ଣ ଚାହାଁନ୍ତି।' ଏହା କ'ଣ ତୁମ୍ଭେ ଯେଉଁଠାକୁ ୟିବ ତୁମ୍ଭ ସାଥି ରେ ୟାଇପାରିବ କି ?