Matthew 21 - WEB (Oriya)
1 When they drew near to Jerusalem, and came to Bethsphage,{TR reads "Bethphage" instead of "Bethsphage"} to the Mount of Olives, then Jesus sent two disciples,ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୁଶାଲମ ପାଖାପାଖି ଆସି ଯାଇଥିଲେ। ସମାନେେ ପ୍ରଥମେ ଜୀତ ପର୍ବତ ପାଖ ବୌଥ୍ଫାଗୀଠା ରେ ଅଟକିଲେ।
2 saying to them, "Go into the village that is opposite you, and immediately you will find a donkey tied, and a colt with her. Untie them, and bring them to me.ଯୀଶୁ ଦୁଇଜଣ ଶିଷ୍ଯଙ୍କୁ ଗାଁକୁ ପଠାଇଲେ। ସେ କହିଲେ, ତୁମ୍ଭେ ଠିକ୍ ସାମନା ରେ ଥିବା ଗାଁକୁ ଯାଅ। ସଠାେରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହାଇେଥିବାର ଦେଖିବ। ତା' ସହିତ ଗୋଟିଏ ଗଧଛୁଆ ମଧ୍ଯ ସଠାେରେ ଥିବ। ସମାନଙ୍କେୁ ଖାଲିଦେବେ, ଓ ସମାନଙ୍କେୁ ମାେ ପାଖକୁ ନଇେ ଆସିବ।
3 If anyone says anything to you, you shall say, 'The Lord needs them,' and immediately he will send them."ଯଦି ତୁମ୍ଭକୁ କହେି ଲୋକ ପଚ଼ା ରେ ଯେ, ତୁମ୍ଭମାନେେ କାହିଁକି ଗଧ ଦୁହିଁଙ୍କୁ ନଇେ ଯାଉଛ, ତବେେ ତୁମ୍ଭେ କହିବ 'ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସମାନଙ୍କେୁ ସଙ୍ଗେ ସଙ୍ଗେ ପଠାଇ ଦବେେ।'
4 All this was done, that it might be fulfilled which was spoken through the prophet, saying,ଭବିଷ୍ଯଦ୍ବକ୍ତା ଯାହା କହିଥିଲେ, ତାହା ସଫଳ ହବୋ ପାଇଁ ଏସବୁ ଘଟିଲା। ଭବିଷ୍ଯଦ୍ବକ୍ତା କହିଥିଲେ:
5 "Tell the daughter of Zion, Behold, your King comes to you, Humble, and riding on a donkey, On a colt, the foal of a donkey."ସିୟୋନ ନଗରୀକୁ କୁହ: ' ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚ଼ଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚ଼ଢ଼ିଛନ୍ତି, ସହେି ଛୁଆ ଏକ ସ୍ତନ୍ଯପାଯୀ ଗଧରୁ ଜନ୍ମ ହାଇେଛି।'ଜିଖରିୟ 9:9
6 The disciples went, and did just as Jesus commanded them,ଶିଷ୍ଯମାନେ ଚ଼ାଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସମାନେେ କାମ କଲେ।
7 and brought the donkey and the colt, and laid their clothes on them; and he sat on them.ସମାନେେ ମାଈ ଗଧ ଓ ଗଧଛୁଆକୁ ନଇେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସହେି ଲୁଗା ଉପରେ ବସିଲେ।
8 A very great multitude spread their clothes on the road. Others cut branches from the trees, and spread them on the road.ଯୀଶୁ ୟିରୂଶାଲମ ରାସ୍ତା ରେ ଯାତ୍ରା କଲେ। ଅନକେ ଲୋକ ଯୀଶୁଙ୍କ ପାଇଁ ସମାନଙ୍କେର ଲୁଗା ରାସ୍ତା ରେ ବିଛଇେ ଦେଲେ। ଆଉ କେତକେ ଲୋକ ଗଛରୁ ଡ଼ାଳ ସବୁ କାଟି ରାସ୍ତା ରେ ବିଛାଇ ଦେଲେ।
9 The multitudes who went before him, and who followed kept shouting, "Hosanna to the son of David! Blessed is he who comes in the name of the Lord! Hosanna in the highest!"ଯୀଶୁଙ୍କ ଆଗେ ଆଗେ କେତକେ ଲୋକ ଯାଉଥିଲେ। ତାହାଙ୍କ ପେଛ ପେଛ ମଧ୍ଯ କେତକେ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:
10 When he had come into Jerusalem, all the city was stirred up, saying, "Who is this?"ଯୀଶୁ ଯେତବେେଳେ ୟିରୁଶାଲମ ରେ ପ୍ରବେଶ କଲେ, ସେତବେେଳେ ସାରା ନଗର ରେ ଚହଳ ପଡ଼ିଗଲା। ଲୋକେ ପଚ଼ାରିଲେ, ଏ ଲୋକଟି କିଏ?
11 The multitudes said, "This is the prophet, Jesus, from Nazareth of Galilee."ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, ଏ ହେଉଛନ୍ତି ଭବିଷ୍ଯଦ୍ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶ ରେ ନାଜରିତ ସହରରୁ ଆସିଛନ୍ତି।
12 Jesus entered into the temple of God, and drove out all of those who sold and bought in the temple, and overthrew the money-changers' tables and the seats of those who sold the doves.ଯୀଶୁ ମନ୍ଦିର ପରିସର ରେ ପ୍ରବେଶ କଲେ। ସଠାେରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼ଇେ ଦେଲେ। ସେ ମୁଦ୍ରା ବ୍ଯବସାଯୀଙ୍କ ମଜେ ଓ କାପ୍ତା ବ୍ଯବସାଯୀଙ୍କ ଆସନ ଓଲଟଇେ ଦେଲେ।
13 He said to them, "It is written, 'My house shall be called a house of prayer,' but you have made it a den of robbers!"ଯୀଶୁ ସମାନଙ୍କେୁ କହିଲେ, ଶାସ୍ତ୍ର ରେ ଏକଥା ଲଖାେଅଛି, 'ମାେ ଘର ପ୍ରାର୍ଥନା ଘର ବୋଲି କୁହା ୟିବ।' କିନ୍ତୁ ତୁମ୍ଭମାନେେ ଏହାକୁ ଡ଼କାୟତଙ୍କ ଆଡ଼ଡ଼ା ସ୍ଥଳି କରି ଦଇେଛ।
14 The blind and the lame came to him in the temple, and he healed them.ମନ୍ଦିର ରେ କେତକେ ଅନ୍ଧ ଓ କେତକେ େଛାଟ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।
15 But when the chief priests and the scribes saw the wonderful things that he did, and the children who were crying in the temple and saying, "Hosanna to the son of David!" they were indignant,ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସର ରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସମାନେେ ଶୁଣିଲେ। ପିଲାମାନେ କହୁଥିଲେ, ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର। ଏସବୁ ଘଟଣା ରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ।
16 and said to him, "Do you hear what these are saying?" Jesus said to them, "Yes. Did you never read, 'Out of the mouth of babes and nursing babies you have perfected praise?'"ସମାନେେ ଯୀଶୁଙ୍କୁ ପଚାରିଲେ, ଏ ପିଲାମାନେ କ'ଣ କହୁଛନ୍ତି, ତୁମ୍ଭେ କ'ଣ ତାହା ଶୁଣି ପାରୁଛ?
17 He left them, and went out of the city to Bethany, and lodged there.ତା'ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଚ଼ାଲିଗଲେ। ସେ ବୈଥନୀକୁ ଚ଼ାଲିଗଲେ ଓ ସଠାେରେ ରାତିଟି କଟାଇଲେ।
18 Now in the morning, as he returned to the city, he was hungry.ତା'ପର ଦିନ ଅତି ସକାଳୁ ଯୀଶୁ ୟିରୂଶାଲମ ନଗରକୁ ଫରେୁଥିଲେ। ତାହାଙ୍କୁ ଭୋକ ଲାଗିଲା।
19 Seeing a fig tree by the road, he came to it, and found nothing on it but leaves. He said to it, "Let there be no fruit from you forever!" Immediately the fig tree withered away.ରାସ୍ତା କଡ଼ ରେ ସେ ଗୋଟିଏ ଡ଼ିମ୍ବିରି ଗଛ ଦେଖିଲେ। ସେ ଗଛ ପାଖକୁ ଗଲେ। ଗଛ ରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, ଆଉ ଏଣିକି ତୋ ଠା ରେ ଫଳ ଆସିବ ନାହିଁ। ସଙ୍ଗେ ସଙ୍ଗେ ଡ଼ିମ୍ବିରି ଗଛଟି ଶୁଖି ମରିଗଲା।
20 When the disciples saw it, they marveled, saying, "How did the fig tree immediately wither away?"ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଯୀଶୁଙ୍କୁ ପଚ଼ାରିଲେ, ଏତେ ଶୀଘ୍ର ଡ଼ିମ୍ବିରି ଗଛଟି କିପରି ଶୁଖି ମରିଗଲା?
21 Jesus answered them, "Most assuredly I tell you, if you have faith, and don't doubt, you will not only do what is done to the fig tree, but even if you told this mountain, 'Be taken up and cast into the sea,' it would be done.ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଯଦି ତୁମ୍ଭର ବିଶ୍ବାସ ଥିବ ଓ କୌଣସି ସନ୍ଦହେ ନଥିବ ତବେେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭମାନେେ ମଧ୍ଯ ଠିକ୍ ସହେିପରି କରିପାରିବ। ତୁମ୍ଭମାନେେ ମଧ୍ଯ ଅନକେ ଅଧିକ କାମ କରିପାରିବ। ତୁମ୍ଭମାନେେ ଏ ପର୍ବତକୁ କହିପାରିବ, ' ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ର ରେ ପଡ଼।' ଯଦି ତୁମ୍ଭମାନଙ୍କର ବିଶ୍ବାସ ଥାଏ, ଏହା ଘଟିବ।
22 All things, whatever you ask in prayer, believing, you will receive."ତୁମ୍ଭମାନେେ ଯାହା କିଛି ପ୍ରାର୍ଥନା ରେ ମାଗିବ, ତାହା ପାଇବ।
23 When he had come into the temple, the chief priests and the elders of the people came to him as he was teaching, and said, "By what authority do you do these things? Who gave you this authority?"ଯୀଶୁ ମନ୍ଦିର ପରିସରକୁ ଗଲେ। ସଠାେରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନ ଯାଜକ ଓ ଲୋକମାନଙ୍କର ପ୍ରାଚ଼ୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚ଼ାରିଲେ, ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାର ରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦଲୋ?
24 Jesus answered them, "I also will ask you one question, which if you tell me, I likewise will tell you by what authority I do these things.ଯୀଶୁ ଉତ୍ତର ଦେଲେ, ମୁଁ ମଧ୍ଯ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ତୁମ୍ଭମାନେେ ଯଦି ମାେ ପ୍ରଶ୍ନର ଉତ୍ତର ଦଇେ ପାରିବ, ତବେେ ମୁଁ କହିବି ଯେ ଏଭଳି କାମ କରିବାକୁ ମାରେ କେଉଁ ଅଧିକାର ରହିଛି।
25 The baptism of John, where was it from? From heaven or from men?" They reasoned with themselves, saying, "If we say, 'From heaven,' he will ask us, 'Why then did you not believe him?'କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?
26 But if we say, 'From men,' we fear the multitude, for all hold John as a prophet."କିନ୍ତୁ ଆମ୍ଭେ ଯଦି କହିବା, 'ଏହା ମନୁଷ୍ଯ ପାଖରୁ ଆସିଛି,' ତବେେ ଏଠା ରେ ଜମା ରୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭମାନେେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସମାନେେ ସମସ୍ତେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତୁ.
27 They answered Jesus, and said, "We don't know." He also said to them, "Neither will I tell you by what authority I do these things.ତେଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଯୋହନଙ୍କ ବାପ୍ତିସ୍ମ କେଉଁଛାରୁ ଆସିଥିଲା, ଆମ୍ଭେ ତାହା ଜାଣିନାହୁଁ।
28 But what do you think? A man had two sons, and he came to the first, and said, 'Son, go work today in my vineyard.'କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'
29 He answered, 'I will not,' but afterward he changed his mind, and went.ପୁଅ କହିଲା, 'ମୁଁ ୟିବି ନାହିଁ।' କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
30 He came to the second, and said the same thing. He answered, 'I go, sir,' but he didn't go.ତା'ପରେ ତା ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସହେି କଥା କହିଲେ। ସେ କହିଲା, 'ହଁ, ଆଜ୍ଞା ମୁଁ ୟିବି।' କିନ୍ତୁ ଗଲାନାହିଁ।
31 Which of the two did the will of his father?" They said to him, "The first." Jesus said to them, "Most assuredly I tell you that the tax collectors and the prostitutes are entering into the Kingdom of God before you. ତବେେ କୁହ, 'କେଉଁ ପୁଅ ତାର ବାପାଙ୍କ ବାଧ୍ଯ ହେଲା?
32 For John came to you in the way of righteousness, and you didn't believe him, but the tax collectors and the prostitutes believed him. When you saw it, you didn't even repent afterward, that you might believe him.ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ ବାଟ ଦଖାଇବୋକୁ ଯୋହନ ଆସି ଥିଲେ। ତୁମ୍ଭମାନେେ ଯୋହନଙ୍କୁ ବିଶ୍ବାସ କଲ ନାହିଁ।କିନ୍ତୁ କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କଲେ। କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠା ରେ ବିଶ୍ବାସ କରିବା ଲୋଗି ତୁମ୍ଭମାନେେ ହୃଦୟ ପରିବର୍ତ୍ତନ କଲ ନାହିଁ।
33 "Hear another parable. There was a man who was a master of a household, who planted a vineyard, set a hedge about it, dug a winepress in it, built a tower, leased it out to farmers, and went into another country.ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।
34 When the season for the fruit drew near, he sent his servants to the farmers, to receive his fruit.କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବଳେ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗ ତକ ଆଣିବ ପାଇଁ କେତକେ ଚ଼ାକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ।
35 The farmers took his servants, beat one, killed another, and stoned another.କିନ୍ତୁ କୃଷକମାନେ ଚ଼ାକରମାନଙ୍କୁ ଧରି, ତାହାଙ୍କ ଭିତରୁ ଜଣକୁ ପିଟିଲେ. ସମାନେେ ଜଣକ ପରେ ଜଣେ ଚ଼ାକରକୁ ପଥର ରେ ମାରି ମାରି ମାରିପକାଇଲେ।
36 Again, he sent other servants more than the first: and they treated them the same way.ତେଣୁ ଜମି ମାଲିକ ଆଉ କେତକେ ଚ଼ାକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। ଏଥର ପ୍ରଥମଥର ଠାରୁ ଅଧିକ ଚ଼ାକର ଗଲେ। କିନ୍ତୁ କୃଷକମାନେ ପ୍ରଥମ ଚାକରମାନଙ୍କ ପ୍ରତି ଯାହା କରିଥିଲେ, ଏଥର ମଧ୍ଯ ସମାନଙ୍କେ ପ୍ରତି ତାହା କଲେ।
37 But afterward he sent to them his son, saying, 'They will respect my son.'ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବଲେ, 'କୃଷକମାନେ ମାେ ପୁଅକୁ ସମ୍ମାନ ଦବେେ।'
38 But the farmers, when they saw the son, said among themselves, 'This is the heir. Come, let's kill him, and seize his inheritance.'କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତ ରେ କୁହା କୁହି ହେଲେ, 'ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦବୋ, ଏହି ସମ୍ପତ୍ତି ଆମ୍ଭର ହାଇଯେିବ।'
39 So they took him, and threw him out of the vineyard, and killed him.କୃଷକମାନେ ପୁଅକୁ ଧରି ନଇେ ଦ୍ରାକ୍ଷା ବଗିଚ଼ା ବାହାରକୁ ଫିଙ୍ଗି ମାରି ଦେଲେ।
40 When therefore the lord of the vineyard comes, what will he do to those farmers?"ଅତଏବ, ଯେତବେେଳେ ନିଜେ ଜମିମାଲିକ ଆସିବେ, ସେତବେେଳେ ଏହି କୃଷକମାନଙ୍କୁ କ'ଣ କରିବେ?
41 They told him, "He will miserably destroy those miserable men, and will lease out the vineyard to other farmers, who will give him the fruit in its season."ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ କହିଲେ, ସେ ନିଶ୍ଚୟ ସହେି ନିର୍ଦ୍ଦୟ ଲୋକଙ୍କୁ ହତ୍ଯା କରିବେ ଓ ତା'ପରେ ସେ ଦ୍ରାକ୍ଷା ବଗିଚ଼ାଟିକୁ ଅନ୍ୟ କୃଷକମାନଙ୍କୁ ଭାଗ ରେ ଦଇେ ଦବେେ, ଯେଉଁମାନେ ଅମଳ ସମୟରେ ତାର ଭାଗ ତାହାଙ୍କୁ ଦବେେ।
42 Jesus said to them, "Did you never read in the Scriptures, 'The stone which the builders rejected, The same was made the head of the corner. This was from the Lord. It is marvelous in our eyes?'ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?:
43 "Therefore I tell you, the Kingdom of God will be taken away from you, and will be given to a nation bringing forth its fruits. ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଛଡ଼ାଇ ନିଆୟିବ। ପରମେଶ୍ବର ତାହାଙ୍କ ରାଜ୍ଯ ରେ ଯାହା ହବୋପାଇଁ ଚ଼ାହାଁନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସମାନଙ୍କେୁ ପରମେଶ୍ବର ତାହାଙ୍କ ରାଜ୍ଯ ଦବେେ।
44 He who falls on this stone will be broken to pieces, but on whoever it will fall, it will scatter him as dust."ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହାଇଯେିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତବେେ ପଥରଟି ତାକୁ ଚୁନା କରିଦବେ।
45 When the chief priests and the Pharisees heard his parables, they perceived that he spoke about them.ପ୍ରଧାନ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସମାନେେ ଜାଣି ପା ରେଲେ ଯେ, ଯୀଶୁ ଏକଥା ସହେିମାନଙ୍କ ବିଷୟ ରେ କହୁଛନ୍ତୁ।
46 When they sought to seize him, they feared the multitudes, because they considered him to be a prophet.ତେଣୁ ସମାନେେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେ଼ଷ୍ଟା କଲେ। ସମାନେେ କିନ୍ତୁ ଲୋକମାନଙ୍କୁ ଡ଼ରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।
Oriya Bible