Bible

Matthew 21:21 Image in Oriya

ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଯଦି ତୁମ୍ଭର ବିଶ୍ବାସ ଥିବ ଓ କୌଣସି ସନ୍ଦହେ ନଥିବ ତବେେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭମାନେେ ମଧ୍ଯ ଠିକ୍ ସହେିପରି କରିପାରିବ। ତୁମ୍ଭମାନେେ ମଧ୍ଯ ଅନକେ ଅଧିକ କାମ କରିପାରିବ। ତୁମ୍ଭମାନେେ ଏ ପର୍ବତକୁ କହିପାରିବ, ' ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ର ରେ ପଡ଼।' ଯଦି ତୁମ୍ଭମାନଙ୍କର ବିଶ୍ବାସ ଥାଏ, ଏହା ଘଟିବ।

ଯୀଶୁଉତ୍ତରଦେଲେ,ମୁଁତୁମ୍ଭକୁସତ୍ଯକହୁଛି।ଯଦିତୁମ୍ଭରବିଶ୍ବାସଥିବକୌଣସିସନ୍ଦହେନଥିବତବେେମୁଁଗଛଟିକୁଯାହାକଲି,ତୁମ୍ଭମାନେେମଧ୍ଯଠିକ୍ସହେିପରିକରିପାରିବ।ତୁମ୍ଭମାନେେମଧ୍ଯଅନକେଅଧିକକାମକରିପାରିବ।ତୁମ୍ଭମାନେେପର୍ବତକୁକହିପାରିବ,'ହେପର୍ବତ,ଏଠାରୁଯାଅସମୁଦ୍ରରେପଡ଼।'ଯଦିତୁମ୍ଭମାନଙ୍କରବିଶ୍ବାସଥାଏ,ଏହାଘଟିବ।
Click consecutive words to select a phrase. Click again to deselect.

Matthew 21:21 Picture in Oriya