Matthew 13

1 ସହେି ଦିନ ଯୀଶୁ ସହେି ଘରୁ ବାହାରି ଚାଲିଗଲେ ଓ ହ୍ରଦ କୂଳ ରେ ଯାଇ ବସିଲେ।

2 ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସଠାେରେ ଯାଇ ବସିଲେ। ସବୁ ଲୋକ କୂଳ ରେ ରହିଲେ।

3 ତା'ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ଯମ ରେ ଅନକେ ଉପଦେଶ ଦେଲେ। ଯୀଶୁ କହିଲେ, ଗୋଟିଏ କୃଷକ ତା କ୍ଷତେ ରେ ବୀଜ ବୁଣିବାକୁ ଗଲା।

4 ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ ରେ ପଡିଗଲା। ଚଢଇମାନେେ ଆସି ସେ ସବୁତକ ଖାଇ ଦେଲେ।

5 ଆଉ କିଛି ବୀଜ ପଥିରିଆ ଜାଗା ରେ ପଡିଗଲା। ସଠାେରେ ୟଥେଷ୍ଟ ମାଟି ନଥିଲା। ମାଟି ଗଭୀରିଆ ନଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡିଲା।

6 କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠିଲା, ସେତବେେଳେ ଗଛ ଝାଉଁଳି ପଡିଲା। ତା'ର ଚରେ ଗଭୀରକୁ ଯାଇ ପାରିନଥିବାରୁ ଗଛଟି ଶୁଖି ମରିଗଲା।

7 ଆଉ କିଛି ବୀଜ କଣ୍ଟା ବୁଦା ରେ ପଡିଗଲା। କଣ୍ଟାବୁଦା ବଢି ୟିବାରୁ ଗ୍ଭରା ଗଛକୁ ଚାପି ଦଲୋ।

8 ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢି ସେଥି ରେ ଫଳ ଫଳିଲା। କେତକେ ଗଛ ରେ ଶ ହଗେୁଣ, କେତକରେେ ଷାଠିଏ ଗୁଣ ଓ ଆଉ କେତକରେେ ତିରିଶ ଗୁଣ ଅଧିକ ଫଳିଲା।

9 ତୁମ୍ଭର ଯଦି କାନ ଅଛି, ତବେେ ଶୁଣ।

10 ଶଷ୍ଯମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତୁମ୍ଭେ ସମାନଙ୍କେୁ ଦୃଷ୍ଟାନ୍ତ ମାଧ୍ଯମ ରେ କାହିଁକି ଶିକ୍ଷା ଦେଉଛ?

11 ଯୀଶୁ କହିଲେ, ସ୍ବର୍ଗରାଜ୍ଯର ନିଗୂଢ ସତ୍ଯ ଜାଣିବା ପାଇଁ କବଳେ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସମାନଙ୍କେୁ ଦିଆଯାଇନାହିଁ।

12 ଯାହା ପାଖ ରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆୟିବ ଏବଂ ସେ ଆବଶ୍ଯକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖ ରେ ବିଶଷେ ବୁଝିବା-ଶକ୍ତି ନାହିଁ, ସେ ତା'ପାଖ ରେ ଥିବା ସହେି ଟିକେ ବୁଝିବାଶକ୍ତି ମଧ୍ଯ ହ ରଇେ ବସିବ।

13 ସଇେଥିପାଇଁ ମୁଁ ସମାନଙ୍କେୁ କାହାଣୀ ମାଧ୍ଯମ ରେ ଉପଦେଶ ଦେଉଛି। କାରଣ ସମାନେେ ଚେଷ୍ଟା କଲେ ମଧ୍ଯ ପ୍ରକୃତ ରେ କିଛି ବୁଝିପାରନ୍ତି ନାହିଁ।

14 ଭବିଷ୍ଯଦ୍ବକ୍ତା ୟିଶାଇୟ ସମାନଙ୍କେ ବିଷୟ ରେ ଯାହା କହିଥିଲେ, ତାହା ସତ୍ଯ ବୋଲି ସହେିମାନେ ପ୍ରମାଣିତ କରି ଦେଉଛନ୍ତି। ୟିଶାଇୟ କହିଥିଲେ, 'ତୁମ୍ଭମାନେେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭମାନେେ ଦେଖୁଥିବ କିନ୍ତୁ କିଛି ଜାଣିପାରିବ ନାହିଁ।

15 କାରଣ ସମାନଙ୍କେର (ଲୋକମାନଙ୍କର) ହୃଦୟ କଠାେର ହାଇେ ଯାଇଛି। ସମାନଙ୍କେର କାନ ଅଛି କିନ୍ତୁ ଶୁଣନ୍ତି ନାହଁ ଏବଂ ସତ୍ଯକୁ ଦେଖିବା ପାଇଁ ମନା କରି ଦଇେଛନ୍ତି। ଫଳ ରେ ସମାନେେ ତାହାଙ୍କ ଆଖି ରେ କିଛି ଦେଖି ପାରିବେ ନାହିଁ। କିମ୍ବା ତାହାଙ୍କ କାନ ରେ କିଛି ଶୁଣି ପାରିବେ ନାହିଁ। କିମ୍ବା ହୃଦୟ ରେ କିଛି ବୁଝି ପାରିବେ ନାହିଁ। ଏହା ଘଟିଅଛି କାରଣ ସୁସ୍ଥ ହବୋ ପାଇଁ ସମାନେେ ମାେ ପାଖକୁ ଆସିବେ ନାହିଁ।'ୟିଶାଇୟ 6 :9-10

16 କିନ୍ତୁ ତୁମ୍ଭେ ଧନ୍ଯ, କାରଣ ତୁମ୍ଭେ ଯାହା ଆଖି ରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନ ରେ ଶୁଣୁଛ, ତାହା ବୁଝୁଛ।

17 ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ଏବେ ଯାହା ଦେଖୁଛ, ତାହା ଦେଖିବାକୁ କେତେ ଭବିଷ୍ଯଦ୍ବକ୍ତା ଓ ସାଧୂମାନେ ଗ୍ଭହିଁଥିଲେ। କିନ୍ତୁ ସମାନେେ ତାହା ଦେଖି ପାରି ନଥିଲେ। ତୁମ୍ଭେ ଏବେ ଯାହା ଶୁଣୁଛ, ତାହା ଶିଣିବା ପାଇଁ ସମାନେେ ଗ୍ଭହିଁଥିଲେ, କିନ୍ତୁ ସମାନେେ ତାହା ଶୁଣି ପାରି ନଥିଲେ।

18 ତବେେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ।

19 ରାସ୍ତା ରେ ପଡି ଯାଇଥିବା ବୀଜର ଅର୍ଥ କଣ? ମଞ୍ଜିଟି ସହେି ଲୋକପରି ସେ ସ୍ବର୍ଗରାଜ୍ଯର ସୁସମାଚାର ଶୁଣେ, ଓ ତାହା ବୁଝି ପା ରନୋହିଁ। ଶୟତାନ ଆ ସେ ଓ ତା ହୃଦୟ ରେ ଯାହା କିଛି ବୁଣା ହାଇେଥାଏ, େସତକେ ନଇେ ଚାଲିଯାଏ।

20 ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।

21 କିନ୍ତୁ ସେ ନିଜ ଭିତ ରେ ଶିକ୍ଷାକୁ ଦୃଢ ହବୋକୁ ଦିଏ ନାହିଁ,କବଳେ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟ ରେ ରଖିଥାଏ। ଯେତବେେଳେ ସୁସମାଚାର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପା ରେ ନାହିଁ। ସେ ଖୁବ୍ ଶୀଘ୍ର ସଗେୁଡିକୁ ଛାଡିଦିଏ।

22 କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।

23 ଭଲ ମାଟି ଉପରେ ପଡିଥିବା ବୀଜର ଅର୍ଥ କ'ଣ? ସହେି ଲୋକ ଭଳି ସେ ସୁମାଚାର ଶୁଣେ ଓ ତାକୁ ବୁଝିପା ରେ। ସେ ଲୋକ ସଫଳ ହୁଏ। ସହେି ସଫଳତା େ ବେଳବେଳେ ଶ ହେ ଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ପର୍ୟ୍ଯନ୍ତ ମିଳିଥାଏ।

24 ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। ସ୍ବର୍ଗରାଜ୍ଯ ଜଣେ ବ୍ଯକ୍ତି ଭଳି ଯେ କି ନିଜ ଜମି ରେ ଭଲ ବୀଜ ବୁଣିଥିଲେ।

25 କିନ୍ତୁ ସବୁ ଲୋକ ଶାଇେଥିବା ସମୟରେ ସହେି ଲୋକର ଶତୃ ଆସିଲା। ସେ ଗହମ ମଝି ରେ ବାଳୁଙ୍ଗାବୀଜ ବୁଣି ଦଲୋ। ତା'ପରେ ସେ ଚାଲିଗଲା।

26 ଗହମ ଗଛ ବଢିଲା ଓ ସେଥି ରେ କେଣ୍ଡା ଫଳିଲା। ସତେିକି ବଳକେୁ ବାଳୁଙ୍ଗା ବି ଦଖାଗେଲା।

27 ସହେି ବ୍ଯକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, 'ତୁମ୍ଭେ ତ ଜମି ରେ ଭଲ ବୀଜ ବୁଣିଥିଲ, ତବେେ ଏତେ ବାଳୁଙ୍ଗା କମେିତି ଉଠିଲା?'

28 ସେ ସମାନଙ୍କେୁ କହିଲେ, 'ଏହା କୌଣସି ଶତୃର କାର୍ୟ୍ଯ।'

29 କ୍ଷତମାଲିେକ ସମାନଙ୍କେୁ ମନାକରି କହିଲେ, 'ତୁମ୍ଭମାନେେ ବାଳିଙ୍ଗା ଉପାଡିଲା ବେଳେ ତା' ସହିତ ଗହମ ମଧ୍ଯ ଉପାଡି ଦବେ।

30 ଫସଲ ପାଚିବା ପର୍ୟ୍ଯନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢନ୍ତୁ। କାଟିବା ବେଳେ ମୁଁ କଟାଳିମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗଗୁଡିକୁ ଏକାଠି କରି ବିଡାବାନ୍ଧି ଜାଳି ଦିଅ, ତା'ପରେ ଗହମ ସଂଗ୍ରହ କରି ଅମାର ରେ ରଖିଦିଅ।'

31 ତା'ପରେ ଯୀଶୁ ସହେି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ସ୍ବର୍ଗରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ତାକୁ ନଇେ ତା' କ୍ଷତେ ରେ ଲଗାଏ.

32 ସେ ବୀଜ ଅନ୍ୟ ବୀଜ ତୁଳନା ରେ ସବୁଠାରୁ େଛାଟ ଥାଏ, କିନ୍ତୁ ତାହା ଯେତବେେଳେ ବଡ ହୁଏ, ସେତବେେଳେ ବଗିଚା ରେ ସମସ୍ତ ଚାରା ଅପେକ୍ଷା ବଡ ହାଇଯୋଏ। ତାହା ଗଛ ରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖା ରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।

33 ତା'ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: ସ୍ବର୍ଗରାଜ୍ଯ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ ପାତ୍ର ରେ ଥିବା ଅଟା ରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବା ରେ ଖମୀର କାମ ଦଲୋ।

34 ଯୀଶୁ ସବୁ କିଛି କାହାଣୀ ମାଧ୍ଯମ ରେ କହୁଥିଲେ। ବାସ୍ତବ ରେ ସେ ସମାନଙ୍କେୁ କାହାଣୀ ମାଧ୍ଯମ ଛଡା କିଛି କହୁନଥିଲେ।

35 ପରମେଶ୍ବର ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଏହା ହେଉଥିଲା। ପରମେଶ୍ବର କହିଥିଲେ: ମୁଁ କାହାଣୀ ଦ୍ବାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହାଇେ ରହିଛି, ସଗେୁଡିକ ମୁଁ ପ୍ରକାଶ କରିବି।ଗୀତସଂହିତା 78:2

36 ତା'ପରେ ଯୀଶୁ ଲୋକମାନଙ୍କୁ ପଠଇେ ଦଇେ ଘରକୁ ଗଲେ। ତାହାଙ୍କ ପାଖ ରେ ତାହାଙ୍କ ଶିଷ୍ଯମାନେ ପହଞ୍ଚି କହିଲେ, ଆମ୍ଭକୁ କ୍ଷତରେ ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।

37 ଯୀଶୁ କହିଲେ, ଯେଉଁ ଲୋକ ଜଣକ କ୍ଷତେ ରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ଯପୁତ୍ର

38 ପୃଥିବୀ ହେଉଛି କ୍ଷତେ। ସ୍ବର୍ଗରାଜ୍ଯ ରେ ଥିବା ପରମେଶ୍ବରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର।

39 ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।

40 ଯେପରି ବାଳୁଙ୍ଗାକୁ ଏକାଠି କରା ହେଲା ଓ ନିଆଁ ରେ ପୋଡି଼ ଦିଆଗଲା, ଠିକ୍ ସହେିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହବେ।

41 ମନୁଷ୍ଯପୁତ୍ର ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇବେ। ସମାନେେ ତାହାଙ୍କ ରାଜ୍ଯର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ଯ ବାହାରକୁ ନଇେଯିବେ।

42 ସ୍ବର୍ଗଦୂତମାନେ ସହେି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦବେେ। ସଠାେରେ ସମାନେେ କାନ୍ଦି କାନ୍ଦି ଓ ୟନ୍ତ୍ରଣ ରେ ଦାନ୍ତ କାମୁଡି ରହିବେ।

43 ଯେତବେେଳେ ଧାର୍ମିକ ଲୋକମାନେ ସୂର୍ୟ୍ଯ ଭଳି ପ୍ରକାଶମାନ ହବେେ। ସମାନେେ ତାହାଙ୍କ ପରମପିତାଙ୍କ ରାଜ୍ଯ ରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।

44 ସ୍ବର୍ଗରାଜ୍ଯ ଜମି ରେ ପୋତା ହାଇେଥିବା ଧନଭଣ୍ଡର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସହେି ଧନକୁ ଜମି ଭିତ ରେ ପୋତି ଦଲୋ। ସେ ବହୁତ ଖୁସି ହାଇଗେଲା। ସେ ସଠାରୁେ ଯାଇ ତା ପାଖ ରେ ଯାହା ସବୁ ଥିଲା, ସବୁତକ ବିକି ସହେି ଜମିଟି କିଣିଲା।

45 ସ୍ବର୍ଗରାଜ୍ଯ ମଧ୍ଯ ଭଲ ମାେତି ଖାଜେିଥିବା ଗୋଟିଏ ବପୋରୀ ଭଳି।

46 ଦିନେ ସେ ଅତ୍ଯନ୍ତ ମୂଲ୍ଯବାନ ମାେତିଟିଏ ପାଇଗଲା, ସେ ଯାଇ ତାର ସମସ୍ତ ସମ୍ପତ୍ତି ବିକି ଅମୂଲ୍ଯ ମାେତିଟି କିଣିଲା।

47 ସ୍ବର୍ଗରାଜ୍ଯ ମଧ୍ଯ ହ୍ରଦ ରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥି ରେ ବିଭିନ୍ନ ପ୍ରକାରର ମାଛ ଧରା ପଡିଲେ।

48 ଯେତବେେଳେ ଜାଲଟି ମାଛ ରେ ଭର୍ତ୍ତି ହାଇଗେଲା, କେଉଟମାନେ ଜାଲକୁ କୂଳକୁ ଟାଣି ଆଣିଲେ। ସମାନେେ ବସି ପଡି ଭଲ ଭଲ ମାଛ ବାଛି ଟୋକଇେ ରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡି ଦେଲେ।

49 ସଂସାର ଶଷେ ହବୋ ବେଳେ ଏହିଭଳି ଘଟିବ। ସ୍ବର୍ଗଦୂତମାନେ ଆସିବେ। ସମାନେେ ଧାର୍ମିକଲୋକଙ୍କ ଭିତରୁ ପାପୀଲୋକଙ୍କୁ ଅଲଗା କରି ଦବେେ।

50 ସ୍ବର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦବେେ। ସଠାେରେ ସମାନେେ କବଳେ କାନ୍ଦି କାନ୍ଦି ଓ ୟନ୍ତ୍ରଣା ରେ ଦାନ୍ତ କାମୁଡି ରହିବେ।

51 ଯୀଶୁ ନିଜ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?

52 ତା'ପରେ ଯୀଶୁ କହିଲେ, ସ୍ବର୍ଗରାଜ୍ଯ ବିଷୟ ରେ ଜାଣିଥିବା ପ୍ରେତ୍ୟକକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି। ଯେ କି ଭଣ୍ଡାର ରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।

53 ଯୀଶୁ ଏହି ସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡି ଚାଲିଗଲେ।

54 ସେ କେଉଁଠି ପ୍ରତିପାଳିତ ହାଇେଥିଲେ ସଠାେକୁ ଗଲେ। ସଠାେରେ ୟିହୁଦୀ ସମାଜଗୃହ ରେ ଉପଦେଶ ଦବୋ ଆରମ୍ଭ କରି ଦେଲେ,ଯାହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ ଏବଂ କହିଲେ, ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା?

55 ଏ ତ ସହେି ବଢଇରେ ପୁଅ। ତାହାଙ୍କର ମାଆଙ୍କ ନାମ ତ ମରିୟମ, ଯାକୁବ, ଯୋଷଫେ, ଶିମାନେ ଓ ୟିହୂଦା ତ ଏହାର ଭାଇ।

56 ତାର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠା ରେ ଅଛନ୍ତି। ତବେେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?

57 ସହେି ଲୋକମାନେ ଯୀଶୁଙ୍କ ସ୍ବୀକାର କଲନୋହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ଲୋକେ ସମ୍ମାନ ଦଅନ୍ତି। କିନ୍ତୁ ନିଜ ସହର ରେ ଓ ତାହାଙ୍କ ନିଜ ପରିବାର ରେ ଜଣେ ଭବିଷ୍ଯଦ୍ବକ୍ତା ସମ୍ମାନ ପାଏ ନାହିଁ।

58 ସଠାେକାର ଲୋକେ ଯୀଶୁଙ୍କ ଉପରେ ବିଶ୍ବାସ କରି ପାରିଲେ ନାହିଁ। ତେଣୁ ଯୀଶୁ ସଠାେରେ ଅଧିକ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ ନାହିଁ।

1 The same day went Jesus out of the house, and sat by the sea side.

2 And great multitudes were gathered together unto him, so that he went into a ship, and sat; and the whole multitude stood on the shore.

3 And he spake many things unto them in parables, saying, Behold, a sower went forth to sow;

4 And when he sowed, some seeds fell by the way side, and the fowls came and devoured them up:

5 Some fell upon stony places, where they had not much earth: and forthwith they sprung up, because they had no deepness of earth:

6 And when the sun was up, they were scorched; and because they had no root, they withered away.

7 And some fell among thorns; and the thorns sprung up, and choked them:

8 But other fell into good ground, and brought forth fruit, some an hundredfold, some sixtyfold, some thirtyfold.

9 Who hath ears to hear, let him hear.

10 And the disciples came, and said unto him, Why speakest thou unto them in parables?

11 He answered and said unto them, Because it is given unto you to know the mysteries of the kingdom of heaven, but to them it is not given.

12 For whosoever hath, to him shall be given, and he shall have more abundance: but whosoever hath not, from him shall be taken away even that he hath.

13 Therefore speak I to them in parables: because they seeing see not; and hearing they hear not, neither do they understand.

14 And in them is fulfilled the prophecy of Esaias, which saith, By hearing ye shall hear, and shall not understand; and seeing ye shall see, and shall not perceive:

15 For this people’s heart is waxed gross, and their ears are dull of hearing, and their eyes they have closed; lest at any time they should see with their eyes, and hear with their ears, and should understand with their heart, and should be converted, and I should heal them.

16 But blessed are your eyes, for they see: and your ears, for they hear.

17 For verily I say unto you, That many prophets and righteous men have desired to see those things which ye see, and have not seen them; and to hear those things which ye hear, and have not heard them.

18 Hear ye therefore the parable of the sower.

19 When any one heareth the word of the kingdom, and understandeth it not, then cometh the wicked one, and catcheth away that which was sown in his heart. This is he which received seed by the way side.

20 But he that received the seed into stony places, the same is he that heareth the word, and anon with joy receiveth it;

21 Yet hath he not root in himself, but dureth for a while: for when tribulation or persecution ariseth because of the word, by and by he is offended.

22 He also that received seed among the thorns is he that heareth the word; and the care of this world, and the deceitfulness of riches, choke the word, and he becometh unfruitful.

23 But he that received seed into the good ground is he that heareth the word, and understandeth it; which also beareth fruit, and bringeth forth, some an hundredfold, some sixty, some thirty.

24 Another parable put he forth unto them, saying, The kingdom of heaven is likened unto a man which sowed good seed in his field:

25 But while men slept, his enemy came and sowed tares among the wheat, and went his way.

26 But when the blade was sprung up, and brought forth fruit, then appeared the tares also.

27 So the servants of the householder came and said unto him, Sir, didst not thou sow good seed in thy field? from whence then hath it tares?

28 He said unto them, An enemy hath done this. The servants said unto him, Wilt thou then that we go and gather them up?

29 But he said, Nay; lest while ye gather up the tares, ye root up also the wheat with them.

30 Let both grow together until the harvest: and in the time of harvest I will say to the reapers, Gather ye together first the tares, and bind them in bundles to burn them: but gather the wheat into my barn.

31 Another parable put he forth unto them, saying, The kingdom of heaven is like to a grain of mustard seed, which a man took, and sowed in his field:

32 Which indeed is the least of all seeds: but when it is grown, it is the greatest among herbs, and becometh a tree, so that the birds of the air come and lodge in the branches thereof.

33 Another parable spake he unto them; The kingdom of heaven is like unto leaven, which a woman took, and hid in three measures of meal, till the whole was leavened.

34 All these things spake Jesus unto the multitude in parables; and without a parable spake he not unto them:

35 That it might be fulfilled which was spoken by the prophet, saying, I will open my mouth in parables; I will utter things which have been kept secret from the foundation of the world.

36 Then Jesus sent the multitude away, and went into the house: and his disciples came unto him, saying, Declare unto us the parable of the tares of the field.

37 He answered and said unto them, He that soweth the good seed is the Son of man;

38 The field is the world; the good seed are the children of the kingdom; but the tares are the children of the wicked one;

39 The enemy that sowed them is the devil; the harvest is the end of the world; and the reapers are the angels.

40 As therefore the tares are gathered and burned in the fire; so shall it be in the end of this world.

41 The Son of man shall send forth his angels, and they shall gather out of his kingdom all things that offend, and them which do iniquity;

42 And shall cast them into a furnace of fire: there shall be wailing and gnashing of teeth.

43 Then shall the righteous shine forth as the sun in the kingdom of their Father. Who hath ears to hear, let him hear.

44 Again, the kingdom of heaven is like unto treasure hid in a field; the which when a man hath found, he hideth, and for joy thereof goeth and selleth all that he hath, and buyeth that field.

45 Again, the kingdom of heaven is like unto a merchant man, seeking goodly pearls:

46 Who, when he had found one pearl of great price, went and sold all that he had, and bought it.

47 Again, the kingdom of heaven is like unto a net, that was cast into the sea, and gathered of every kind:

48 Which, when it was full, they drew to shore, and sat down, and gathered the good into vessels, but cast the bad away.

49 So shall it be at the end of the world: the angels shall come forth, and sever the wicked from among the just,

50 And shall cast them into the furnace of fire: there shall be wailing and gnashing of teeth.

51 Jesus saith unto them, Have ye understood all these things? They say unto him, Yea, Lord.

52 Then said he unto them, Therefore every scribe which is instructed unto the kingdom of heaven is like unto a man that is an householder, which bringeth forth out of his treasure things new and old.

53 And it came to pass, that when Jesus had finished these parables, he departed thence.

54 And when he was come into his own country, he taught them in their synagogue, insomuch that they were astonished, and said, Whence hath this man this wisdom, and these mighty works?

55 Is not this the carpenter’s son? is not his mother called Mary? and his brethren, James, and Joses, and Simon, and Judas?

56 And his sisters, are they not all with us? Whence then hath this man all these things?

57 And they were offended in him. But Jesus said unto them, A prophet is not without honour, save in his own country, and in his own house.

58 And he did not many mighty works there because of their unbelief.

1 When the morning was come, all the chief priests and elders of the people took counsel against Jesus to put him to death:

2 And when they had bound him, they led him away, and delivered him to Pontius Pilate the governor.

3 Then Judas, which had betrayed him, when he saw that he was condemned, repented himself, and brought again the thirty pieces of silver to the chief priests and elders,

4 Saying, I have sinned in that I have betrayed the innocent blood. And they said, What is that to us? see thou to that.

5 And he cast down the pieces of silver in the temple, and departed, and went and hanged himself.

6 And the chief priests took the silver pieces, and said, It is not lawful for to put them into the treasury, because it is the price of blood.

7 And they took counsel, and bought with them the potter’s field, to bury strangers in.

8 Wherefore that field was called, The field of blood, unto this day.

9 Then was fulfilled that which was spoken by Jeremy the prophet, saying, And they took the thirty pieces of silver, the price of him that was valued, whom they of the children of Israel did value;

10 And gave them for the potter’s field, as the Lord appointed me.

11 And Jesus stood before the governor: and the governor asked him, saying, Art thou the King of the Jews? And Jesus said unto him, Thou sayest.

12 And when he was accused of the chief priests and elders, he answered nothing.

13 Then said Pilate unto him, Hearest thou not how many things they witness against thee?

14 And he answered him to never a word; insomuch that the governor marvelled greatly.

15 Now at that feast the governor was wont to release unto the people a prisoner, whom they would.

16 And they had then a notable prisoner, called Barabbas.

17 Therefore when they were gathered together, Pilate said unto them, Whom will ye that I release unto you? Barabbas, or Jesus which is called Christ?

18 For he knew that for envy they had delivered him.

19 When he was set down on the judgment seat, his wife sent unto him, saying, Have thou nothing to do with that just man: for I have suffered many things this day in a dream because of him.

20 But the chief priests and elders persuaded the multitude that they should ask Barabbas, and destroy Jesus.

21 The governor answered and said unto them, Whether of the twain will ye that I release unto you? They said, Barabbas.

22 Pilate saith unto them, What shall I do then with Jesus which is called Christ? They all say unto him, Let him be crucified.

23 And the governor said, Why, what evil hath he done? But they cried out the more, saying, Let him be crucified.

24 When Pilate saw that he could prevail nothing, but that rather a tumult was made, he took water, and washed his hands before the multitude, saying, I am innocent of the blood of this just person: see ye to it.

25 Then answered all the people, and said, His blood be on us, and on our children.

26 Then released he Barabbas unto them: and when he had scourged Jesus, he delivered him to be crucified.

27 Then the soldiers of the governor took Jesus into the common hall, and gathered unto him the whole band of soldiers.

28 And they stripped him, and put on him a scarlet robe.

29 And when they had platted a crown of thorns, they put it upon his head, and a reed in his right hand: and they bowed the knee before him, and mocked him, saying, Hail, King of the Jews!

30 And they spit upon him, and took the reed, and smote him on the head.

31 And after that they had mocked him, they took the robe off from him, and put his own raiment on him, and led him away to crucify him.

32 And as they came out, they found a man of Cyrene, Simon by name: him they compelled to bear his cross.

33 And when they were come unto a place called Golgotha, that is to say, a place of a skull,

34 They gave him vinegar to drink mingled with gall: and when he had tasted thereof, he would not drink.

35 And they crucified him, and parted his garments, casting lots: that it might be fulfilled which was spoken by the prophet, They parted my garments among them, and upon my vesture did they cast lots.

36 And sitting down they watched him there;

37 And set up over his head his accusation written, THIS IS JESUS THE KING OF THE JEWS.

38 Then were there two thieves crucified with him, one on the right hand, and another on the left.

39 And they that passed by reviled him, wagging their heads,

40 And saying, Thou that destroyest the temple, and buildest it in three days, save thyself. If thou be the Son of God, come down from the cross.

41 Likewise also the chief priests mocking him, with the scribes and elders, said,

42 He saved others; himself he cannot save. If he be the King of Israel, let him now come down from the cross, and we will believe him.

43 He trusted in God; let him deliver him now, if he will have him: for he said, I am the Son of God.

44 The thieves also, which were crucified with him, cast the same in his teeth.

45 Now from the sixth hour there was darkness over all the land unto the ninth hour.

46 And about the ninth hour Jesus cried with a loud voice, saying, Eli, Eli, lama sabachthani? that is to say, My God, my God, why hast thou forsaken me?

47 Some of them that stood there, when they heard that, said, This man calleth for Elias.

48 And straightway one of them ran, and took a spunge, and filled it with vinegar, and put it on a reed, and gave him to drink.

49 The rest said, Let be, let us see whether Elias will come to save him.

50 Jesus, when he had cried again with a loud voice, yielded up the ghost.

51 And, behold, the veil of the temple was rent in twain from the top to the bottom; and the earth did quake, and the rocks rent;

52 And the graves were opened; and many bodies of the saints which slept arose,

53 And came out of the graves after his resurrection, and went into the holy city, and appeared unto many.

54 Now when the centurion, and they that were with him, watching Jesus, saw the earthquake, and those things that were done, they feared greatly, saying, Truly this was the Son of God.

55 And many women were there beholding afar off, which followed Jesus from Galilee, ministering unto him:

56 Among which was Mary Magdalene, and Mary the mother of James and Joses, and the mother of Zebedee’s children.

57 When the even was come, there came a rich man of Arimathaea, named Joseph, who also himself was Jesus’ disciple:

58 He went to Pilate, and begged the body of Jesus. Then Pilate commanded the body to be delivered.

59 And when Joseph had taken the body, he wrapped it in a clean linen cloth,

60 And laid it in his own new tomb, which he had hewn out in the rock: and he rolled a great stone to the door of the sepulchre, and departed.

61 And there was Mary Magdalene, and the other Mary, sitting over against the sepulchre.

62 Now the next day, that followed the day of the preparation, the chief priests and Pharisees came together unto Pilate,

63 Saying, Sir, we remember that that deceiver said, while he was yet alive, After three days I will rise again.

64 Command therefore that the sepulchre be made sure until the third day, lest his disciples come by night, and steal him away, and say unto the people, He is risen from the dead: so the last error shall be worse than the first.

65 Pilate said unto them, Ye have a watch: go your way, make it as sure as ye can.

66 So they went, and made the sepulchre sure, sealing the stone, and setting a watch.