Matthew 12
1 ପ୍ରାୟ ସହେି ସମୟରେ ଯୀଶୁ ବିଶ୍ରାମଦିବସ ରେ ଶସ୍ଯକ୍ଷେତ୍ର ଦଇେ ଯାଉଥିଲେ। ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଥିଲେ। ତାହାଙ୍କର ଶଷ୍ଯମାନଙ୍କୁ ଭୋକ ଲାଗିଲା। ସମାନେେ କେତକେ ଗହମ କେଣ୍ଡା ଛିଣ୍ଡଇେ ଖାଇବାକୁ ଲାଗିଲେ।
2 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, ଦେଖ, ତୁମ୍ଭର ଶିଷ୍ଯମାନେ ବିଶ୍ରାମଦିବସ ରେ ଏଭଳି ଯାହା କରୁଛନ୍ତି, ତାହା ମାଶାଙ୍କେ ବ୍ଯବସ୍ଥାର ବିରୋଧୀ।
3 ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ଦାଉଦ ଓ ତାହାଙ୍କ ସାଙ୍ଗ ରେ ଥିବା ଲୋକେ ଭୋକ ଲାଗୁବା ବେଳେ କଣ କରିଥିଲେ, ସେ ବିଷୟ ରେ ତୁମ୍ଭେ କ'ଣ ପଢିନାହଁ?
4 ସେ ପରମେଶ୍ବରଙ୍କ ଘ ରେ ପ୍ରବେଶ କରିଥିଲେ ଓ ପରମେଶ୍ବରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦଇେଥିଲେ। ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନଥିଲା। କାରଣ କବଳେ ଯାଜକମାନଙ୍କୁ ତାହା ଖାଇବାପାଇଁ ଅନୁମତି ଦିଆଯାଇଥାଏ।
5 ତୁମ୍ଭେ ମାଶାଙ୍କେ ବ୍ଯବସ୍ଥା ରେ କ'ଣ ପଢିନାହଁ ଯେ ବଶ୍ରାମ ଦିବସ ରେ ଯାଜକମାନେ ପ୍ରଭୁଙ୍କ ମନ୍ଦିର ରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣା ରେ ତାହାଙ୍କର କହେି କିଛି ଦୋଷ ଧରନ୍ତିନାହିଁ।
6 କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠା ରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍।
7 ଶାସ୍ତ୍ର କ ହେ, 'ମୁଁ ଲୋକମାନଙ୍କ ମଧିଅରେ ଦୟା ଚା ହେଁ, କିନ୍ତୁ ପଶୁବଳି ଚା ହେଁନାହିଁ।' ତୁମ୍ଭେ ପ୍ରକୃତ ରେ ଏହାର ଅର୍ଥ ବୁଝିନାହଁ। ଯଦି ବୁଝି ଥାଆନ୍ତ, ତବେେ ଏହି ନିର୍ଦ୍ ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତନାହିଁ।
8 ମନୁଷ୍ଯପୁତ୍ର ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।
9 ଯୀଶୁ ସଠାରୁେ ଯାଇ ସମାନଙ୍କେର ପ୍ରାର୍ଥନାଗୃହ ରେ ପ୍ରବେଶ କଲେ।
10 ସଠାେରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସଠାେରେ ଥିବା କେତକେ ଯିହୂଦୀ ଯୀଶୁଙ୍କ ଉପରେ ଦୋଷରୋପ କରିବା ପାଇଁ ସୁଯୋଗ ଖାଜେୁଥିଲେ। ସମାନେେ ତାହାଙ୍କୁ ପଚାରିଲେ, ମାଶାଙ୍କେ ନିୟମ ଅନୁସାରେ ବିଶ୍ରାମଦିବସ ରେ କାହାରିକୁ ଭଲ କରିଦବୋ କ'ଣ ବିଧିସଙ୍ଗତ?
11 ଯୀଶୁ କହିଲେ, ମନକରେ ତୁମ୍ଭର କାହାରି ଗୋଟିଏ ମଷେ ଅଛି ଓ ସହେି ମଷଠାରୁେ ବିଶ୍ରାମଦିବସ ରେ ଖାଲ ଭିତ ରେ ଖସି ପଡିଲା। ତୁମ୍ଭେ କ'ଣ ତାକୁ ଖାଲରୁ ବାହାର କରି ଆଣବ ନାହିଁ?
12 ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ତେଣୁ ମାଶାଙ୍କେ ବ୍ଯବସ୍ଥା ବିଶ୍ରାମ ଦିବସ ରେ ଭଲ କାମ କରିବାକୁ ଅନୁମତି ଦଇେଥାଏ।
13 ତା'ପରେ ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କୁ ହାତ ଦଖାଇବୋ ପାଇଁ ଆଗକୁ ବଢଇେ ଦଲୋ। ତାର ସହେି ଶୁଖି ଯାଇଥିବା ହାତଟି ସଂପୂର୍ଣ୍ଣ ଭଲ ହାଇଗେଲା। ଏହି ହାତଟି ତାର ଅନ୍ୟ ହାତ ଭଳି ହାଇଗେଲା।
14 କିନ୍ତୁ ଫାରୂଶୀମାନେ ସଠାରୁେ ବାହାରି ଗଲେ। ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ସମାନେେ ଯୋଜନା କଲେ।
15 ଯୀଶୁ ଏକଥା ଜାଣିପାରି ସେ ଜାଗା ଛାଡି ଚାଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରି ଦେଲେ।
16 କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।
17 ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ, ସଗେୁଡ଼ିକ ପୂର୍ଣ୍ଣ ହବୋପାଇଁ ଯୀଶୁ ଏହା କଲେ।
18 ୟିଶାଇୟ କହିଥିଲେ, ଏ ମାରେ ସବେକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମାରେ ଆତ୍ମା ମୁଁ ତାହାଙ୍କଠା ରେ ରଖିବି। ସେ ଜାତିମାନଙ୍କ ଭିତ ରେ ନ୍ଯାୟ ଘାଷେଣା କରିବେ।
19 ସେ ୟୁକ୍ତି କହିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିର ତାହାଙ୍କ କଥା ଶୁଣିବେ ନାହିଁ।
20 ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।
21 ସେଥି ରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।ୟିଶାଇୟ 42:1-4
22 ତା'ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା। ତା ଦହେ ରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହାଇେ ଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରି ଦେଲେ। ଫଳ ରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା।
23 ଜମା ହାଇେଥିବା ଲୋକେ ଏହା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ, ସମାନେେ କୁହାକୁହି ହେଲେ, ଆମ୍ଭ ପାଖକୁ ପରମେଶ୍ବର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସହେି ଦାଉଦଙ୍କ ପୁତ୍ର ଅଟନ୍ତି?
24 ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ ଙ୍କ ସାହାର୍ୟ୍ଯ ରେ ଭୂତମାନଙ୍କୁ ଛଡ଼ାନ୍ତି।
25 ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣିପାରିଲେ ଓ ସମାନଙ୍କେୁ କହିଲେ, ନିଜ ବିରୁଦ୍ଧ ରେ ବିଭଦେ ସୃଷ୍ଟି କରୁଥିବା ପ୍ରେତ୍ୟକକ ରାଜ୍ଯ ଧ୍ବଂସ ପାଇୟିବ। ଯଦି କୌଣସି ନଗର ନିଜ ନିଜ ମଧିଅରେ ଭାଗଭାଗ ହାଇଯୋଏ, ତବେେ ତାହା ତିଷ୍ଠିରହି ପାରିବନି। ସହେିଭଳି ନିଜନିଜ ଭିତ ରେ ଭାଗ ହାଇଗେଲେ କୌଣସି ପରିବାର ତିଷ୍ଠି ରହି ପାରିବନି।
26 ଯଦି ଶୟତାନ ତା'ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତବେେ ତା'ର ଅର୍ଥ ସେ ନିଜେ ନିଜ ଭିତ ରେ ଭାଗଭାଗ ହାଇେଛି। ଏ ପରିସ୍ଥିତି ରେ ତା'ର ରାଜ୍ଯ ତିଷ୍ଠି ରହି ପାରିବା ସମ୍ଭବ ହବେନାହିଁ।
27 ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆଲ୍ଜିବୂଲ୍ର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡ଼ି ଦେଉଛି, ତବେେ ତୁମ୍ଭର ଶିଷ୍ଯମାନେ କାହା ସାହାୟ୍ଯ ରେ ତାହାଙ୍କୁ ତଡ଼ଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ଯମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ କହୁଛ।
28 ମୁଁ କିନ୍ତୁ ଭୁତମାନଙ୍କୁ ପରମେଶ୍ବରଙ୍କ ଆତ୍ମାର ଶକ୍ତି ସାହାୟ୍ଯ ରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି।
29 ଜଣେ ଲୋକ କୌଣସି ବଳବାନ ଲୋକ ଘ ରେ ପଶି ତା'ର ସମ୍ପତ୍ତି ଚେ଼ା ରଇନବେୋକୁ ଚାହିଁଲେ, ସେ ବଳବାନ ଲୋକଟିକୁ ପ୍ରଥମେ ବାନ୍ଧି ପକାଇବ। ତା'ପରେ ସେ ବଳବାନ ଲୋକର ଘରୁ ସବୁ ଲୁଟି କରି ନଇେ ଯାଇ ପାରିବ।
30 ଯଦି କହେି ମାେ ସହିତ କାମ କରୁନାହିଁ, ତବେେ ସେ ମାେ ବିରୁଦ୍ଧ ରେ କାମ କରୁଛି।
31 ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁ ସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆୟିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆୟିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧ ରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି।
32 ଯଦି କହେି ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କୁ ହେ ତବେେ ତାକୁ କ୍ଷମା କରାଯାଇପା ରେ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରିଦ୍ଧ ରେ କହେି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ଯତ ରେ କବେେ ହେଲେ କ୍ଷମା କରାୟିବନାହିଁ।
33 ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।
34 ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
35 ଗୋଟିଏ ଭଲ ଲୋକର ମନ ରେ ଭଲ କଥା ସଞ୍ଚିତ ହାଇେ ରହିଥାଏ, ସେ କହିବା ବେଳେ ତା'ର ମନରୁ ଭଲ କଥା ବାହରି ଆ ସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତ ରେ ଖରାପ କଥା ସବୁ ସଞ୍ଚିତ ହାଇେ ରହିଥାଏ। ସେ କହିବା ବେଳେ ତା' ମନ ଭିତରୁ ଖରାପ କଥା ବାହରିଥାଏ। ତେଣୁ ସେ ଖରାପ କଥା କୁ ହେ।
36 କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।
37 ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବା, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ ଦୋଷୀ ବୋଲି ବିଚ଼ାର କରାୟିବ।
38 ତା'ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତକେ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯଟିଏ ଦଖାେଅ।
39 ଯୀଶୁ କହିଲେ, ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚ଼ାହାଁନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦଖାଇେ ଦିଆୟିବନାହିଁ। କବଳେ ଭବିଷ୍ଯଦ୍ବକ୍ତା ୟୂନସଙ୍କ କ୍ଷେତ୍ର ରେ ଘଟିଥିବା ଆଶ୍ଚର୍ୟ୍ଯକାର୍ୟ୍ଯ ହିଁ ସମାନଙ୍କେ ପାଇଁ ଏକମାତ୍ର ଚ଼ିହ୍ନ ହବେ।
40 ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।
41 ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।
42 ଯେଉଁ ଦିନ ବିଚ଼ାର ହବେ ସେ ଦିନ ଦକ୍ଷିଣର ରାଣୀ ପର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସେ ଶଲମାନଙ୍କେ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲମାନଙ୍କେଠାରୁ ଅଧିକ ମହାନ୍।
43 ଯେତବେେଳେ ଗୋଟିଏ ଭୂତ କୌଣସି ଲୋକଦହରେୁ ବାହାରି ଗ୍ଭଲି ଆ ସେ, ସେତବେେଳେ ସେ ପଥଭ୍ରଷ୍ଟ ହାଇେ ବିଶ୍ରାମ ନବୋପାଇଁ ଶୁଖିଲା ଜାଗାଟିଏ ଖୋଚି ବୁଲେ। କିନ୍ତୁ ସଭେଳି ଜାଗାଟିଏ ତାକୁ ମିଳନୋହିଁ।
44 ସେତବେେଳେ ସେ କୁ ହେ, 'ମୁଁ ମାରେ ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସଠାେକୁ ଫରେିୟିବି।' ସେ ପୁଣି ଫରେିଆ ସେ। ସେ ଦେଖେ ସେ ପର୍ୟ୍ଯନ୍ତ ମଧ୍ଯ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠିକ୍ଠାକ୍ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତଟା ଭୂତଙ୍କୁ ଡ଼ାକିଆଣେ।
45 ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସଠାେରେ ବସବାସ କରନ୍ତି। ସେତବେେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚ଼ନୀୟ ହାଇପେଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସହେି ଏକାକଥା ଘଟିବ।
46 ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।
47 ଜଣେ କହେି ଯୀଶୁଙ୍କୁ କହିଲେ, ତୁମ୍ଭର ମାଆ ଏହଂ ଭାଇମାନେ ବାହା ରେ ଅପେକ୍ଷା କରିଛନ୍ତି। ସମାନେେ ତୁମ୍ଭ ସହିତ କଥାବାର୍ତ୍ତା ହବୋକୁ ଚ଼ାହୁଁଛନ୍ତି।
48 ଯୀଶୁ ସମାନଙ୍କେୁ ଉତ୍ତର ଦେଲେ, ମାରେ ମାଆ କିଏ? ମାରେ ଭାଇମାନେ କିଏ?
49 ତା'ପରେ ସେ ତାହାଙ୍କର ଶିଷ୍ଯମାନଙ୍କ ଆଡ଼କୁ ହାତ ପଢ଼ଇେ କହିଲେ, ଏମାନେ ମାରେ ମାଆ ଓ ଭାଇ।
50 ୟିଏ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମାରେ ଭାଇ, ଭଉଣୀ ଓ ମାଆ।
1 At that time Jesus went on the sabbath day through the corn; and his disciples were an hungred, and began to pluck the ears of corn, and to eat.
2 But when the Pharisees saw it, they said unto him, Behold, thy disciples do that which is not lawful to do upon the sabbath day.
3 But he said unto them, Have ye not read what David did, when he was an hungred, and they that were with him;
4 How he entered into the house of God, and did eat the shewbread, which was not lawful for him to eat, neither for them which were with him, but only for the priests?
5 Or have ye not read in the law, how that on the sabbath days the priests in the temple profane the sabbath, and are blameless?
6 But I say unto you, That in this place is one greater than the temple.
7 But if ye had known what this meaneth, I will have mercy, and not sacrifice, ye would not have condemned the guiltless.
8 For the Son of man is Lord even of the sabbath day.
9 And when he was departed thence, he went into their synagogue:
10 And, behold, there was a man which had his hand withered. And they asked him, saying, Is it lawful to heal on the sabbath days? that they might accuse him.
11 And he said unto them, What man shall there be among you, that shall have one sheep, and if it fall into a pit on the sabbath day, will he not lay hold on it, and lift it out?
12 How much then is a man better than a sheep? Wherefore it is lawful to do well on the sabbath days.
13 Then saith he to the man, Stretch forth thine hand. And he stretched it forth; and it was restored whole, like as the other.
14 Then the Pharisees went out, and held a council against him, how they might destroy him.
15 But when Jesus knew it, he withdrew himself from thence: and great multitudes followed him, and he healed them all;
16 And charged them that they should not make him known:
17 That it might be fulfilled which was spoken by Esaias the prophet, saying,
18 Behold my servant, whom I have chosen; my beloved, in whom my soul is well pleased: I will put my spirit upon him, and he shall shew judgment to the Gentiles.
19 He shall not strive, nor cry; neither shall any man hear his voice in the streets.
20 A bruised reed shall he not break, and smoking flax shall he not quench, till he send forth judgment unto victory.
21 And in his name shall the Gentiles trust.
22 Then was brought unto him one possessed with a devil, blind, and dumb: and he healed him, insomuch that the blind and dumb both spake and saw.
23 And all the people were amazed, and said, Is not this the son of David?
24 But when the Pharisees heard it, they said, This fellow doth not cast out devils, but by Beelzebub the prince of the devils.
25 And Jesus knew their thoughts, and said unto them, Every kingdom divided against itself is brought to desolation; and every city or house divided against itself shall not stand:
26 And if Satan cast out Satan, he is divided against himself; how shall then his kingdom stand?
27 And if I by Beelzebub cast out devils, by whom do your children cast them out? therefore they shall be your judges.
28 But if I cast out devils by the Spirit of God, then the kingdom of God is come unto you.
29 Or else how can one enter into a strong man’s house, and spoil his goods, except he first bind the strong man? and then he will spoil his house.
30 He that is not with me is against me; and he that gathereth not with me scattereth abroad.
31 Wherefore I say unto you, All manner of sin and blasphemy shall be forgiven unto men: but the blasphemy against the Holy Ghost shall not be forgiven unto men.
32 And whosoever speaketh a word against the Son of man, it shall be forgiven him: but whosoever speaketh against the Holy Ghost, it shall not be forgiven him, neither in this world, neither in the world to come.
33 Either make the tree good, and his fruit good; or else make the tree corrupt, and his fruit corrupt: for the tree is known by his fruit.
34 O generation of vipers, how can ye, being evil, speak good things? for out of the abundance of the heart the mouth speaketh.
35 A good man out of the good treasure of the heart bringeth forth good things: and an evil man out of the evil treasure bringeth forth evil things.
36 But I say unto you, That every idle word that men shall speak, they shall give account thereof in the day of judgment.
37 For by thy words thou shalt be justified, and by thy words thou shalt be condemned.
38 Then certain of the scribes and of the Pharisees answered, saying, Master, we would see a sign from thee.
39 But he answered and said unto them, An evil and adulterous generation seeketh after a sign; and there shall no sign be given to it, but the sign of the prophet Jonas:
40 For as Jonas was three days and three nights in the whale’s belly; so shall the Son of man be three days and three nights in the heart of the earth.
41 The men of Nineveh shall rise in judgment with this generation, and shall condemn it: because they repented at the preaching of Jonas; and, behold, a greater than Jonas is here.
42 The queen of the south shall rise up in the judgment with this generation, and shall condemn it: for she came from the uttermost parts of the earth to hear the wisdom of Solomon; and, behold, a greater than Solomon is here.
43 When the unclean spirit is gone out of a man, he walketh through dry places, seeking rest, and findeth none.
44 Then he saith, I will return into my house from whence I came out; and when he is come, he findeth it empty, swept, and garnished.
45 Then goeth he, and taketh with himself seven other spirits more wicked than himself, and they enter in and dwell there: and the last state of that man is worse than the first. Even so shall it be also unto this wicked generation.
46 While he yet talked to the people, behold, his mother and his brethren stood without, desiring to speak with him.
47 Then one said unto him, Behold, thy mother and thy brethren stand without, desiring to speak with thee.
48 But he answered and said unto him that told him, Who is my mother? and who are my brethren?
49 And he stretched forth his hand toward his disciples, and said, Behold my mother and my brethren!
50 For whosoever shall do the will of my Father which is in heaven, the same is my brother, and sister, and mother.
Numbers 29 in Tamil and English
1 ஏழாம் மாதம் முதல்தேதி பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; அது உங்களுக்கு எக்காளமூதும் நாளாயிருக்கவேண்டும்.
And in the seventh month, on the first day of the month, ye shall have an holy convocation; ye shall do no servile work: it is a day of blowing the trumpets unto you.
2 அப்பொழுது நீங்கள் கர்த்தருக்குச் சுகந்த வாசனையான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
And ye shall offer a burnt offering for a sweet savour unto the Lord; one young bullock, one ram, and seven lambs of the first year without blemish:
3 அவைகளுக்கு அடுத்த போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals for a bullock, and two tenth deals for a ram,
4 ஏழு ஆட்டுக்குட்டிகளில் ஒவ்வொன்றிற்காக ஒரு பங்கையும்,
And one tenth deal for one lamb, throughout the seven lambs:
5 உங்கள் பாவநிவர்த்திக்கான பலியாக ஒரு வெள்ளாட்டுக்கடாவையும் செலுத்தி,
And one kid of the goats for a sin offering, to make an atonement for you:
6 மாதப்பிறப்பின் சர்வாங்க தகனபலியையும் அதின் போஜனபலியையும் தினந்தோறும் இடும் சர்வாங்க தகன பலியையும் அதன் போஜனபலியையும், அவைகளின் முறைமைக்கேற்ற பானபலிகளையும் அன்றி, இவைகளையும் கர்த்தருக்குச் சுகந்த வாசனையான சர்வாங்க தகனபலியாகச் செலுத்தக்கடவீர்கள்.
Beside the burnt offering of the month, and his meat offering, and the daily burnt offering, and his meat offering, and their drink offerings, according unto their manner, for a sweet savour, a sacrifice made by fire unto the Lord.
7 இந்த ஏழாம் மாதம் பத்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதிலே நீங்கள் யாதொரு வேலையும் செய்யாமல், உங்கள் ஆத்துமாக்களைத் தாழ்மைப்படுத்தο,
And ye shall have on the tenth day of this seventh month an holy convocation; and ye shall afflict your souls: ye shall not do any work therein:
8 ர்த்தக்க`் சுகந்த சனையான சர்வξங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering unto the Lord for a sweet savour; one young bullock, one ram, and seven lambs of the first year; they shall be unto you without blemish:
9 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், அந்த ஒரு ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals to a bullock, and two tenth deals to one ram,
10 ஏழு ஆட்டுக்குட்டிகளில் ஒவ்வொன்றிற்காகப் பத்தில் ஒரு பங்கையும்,
A several tenth deal for one lamb, throughout the seven lambs:
11 பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தி, பாவநிவாரனபலியையும், நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, இவைகளையும் செலுத்தக்கடவீர்கள்.
One kid of the goats for a sin offering; beside the sin offering of atonement, and the continual burnt offering, and the meat offering of it, and their drink offerings.
12 ஏழாம் மாதம் பதினைந்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; ஏழுநாள் கர்த்தருக்குப் பண்டிகை ஆசரிக்கக்கடவீர்கள்.
And on the fifteenth day of the seventh month ye shall have an holy convocation; ye shall do no servile work, and ye shall keep a feast unto the Lord seven days:
13 நீங்கள் கர்த்தருக்குச் சுகந்த வாசனையுள்ள சர்வாங்க தகனபலியாக பதின்மூன்று காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And ye shall offer a burnt offering, a sacrifice made by fire, of a sweet savour unto the Lord; thirteen young bullocks, two rams, and fourteen lambs of the first year; they shall be without blemish:
14 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே அந்தப் பதின்மூன்று காளைகளில் ஒவ்வொன்றிற்காகப் பத்தில் மூன்று பங்கையும், அந்த இரண்டு ஆட்டுக்கடாக்களில் ஒவ்வொன்றிற்காக இரண்டு பங்கையும்,
And their meat offering shall be of flour mingled with oil, three tenth deals unto every bullock of the thirteen bullocks, two tenth deals to each ram of the two rams,
15 பதினான்கு ஆட்டுக்குட்டிகளின் ஒவ்வொன்றிற்காக ஒரு பங்கையும்.
And a several tenth deal to each lamb of the fourteen lambs:
16 நித்திய தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.
17 இரண்டாம் நாளிலே பன்னிரண்டு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the second day ye shall offer twelve young bullocks, two rams, fourteen lambs of the first year without spot:
18 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத் தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
19 நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, and the meat offering thereof, and their drink offerings.
20 மூன்றாம் நாளிலே பதினொரு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the third day eleven bullocks, two rams, fourteen lambs of the first year without blemish;
21 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
22 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
23 நான்காம் நாளிலே பத்துக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fourth day ten bullocks, two rams, and fourteen lambs of the first year without blemish:
24 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
25 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.
26 ஐந்தாம் நாளிலே ஒன்பது காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fifth day nine bullocks, two rams, and fourteen lambs of the first year without spot:
27 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
28 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
29 ஆறாம் நாளிலே எட்டுக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the sixth day eight bullocks, two rams, and fourteen lambs of the first year without blemish:
30 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
31 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலிகளையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.
32 ஏழாம் நாளிலே ஏழு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the seventh day seven bullocks, two rams, and fourteen lambs of the first year without blemish:
33 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
34 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.
35 எட்டாம் நாள் உங்களுக்கு விசேஷித்த ஆசரிப்பு நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது.
On the eighth day ye shall have a solemn assembly: ye shall do no servile work therein:
36 அப்பொழுது நீங்கள் கர்த்தருக்குச் சுகந்த வாசனையுள்ள தகனமான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering, a sacrifice made by fire, of a sweet savour unto the Lord: one bullock, one ram, seven lambs of the first year without blemish:
37 காளையும் ஆட்டுக்கடாவும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullock, for the ram, and for the lambs, shall be according to their number, after the manner:
38 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
39 உங்கள் பொருத்தனைகளையும், உங்கள் உற்சாகபலிகளையும், உங்கள் சர்வாங்க தகனபலிகளையும், உங்கள் போஜனபலிகளையும், உங்கள் பானபலிகளையும், உங்கள் சமாதானபலிகளையும் அன்றி, நீங்கள் உங்கள் பண்டிகைகளிலே கர்த்தருக்குச் செலுத்தவேண்டியவைகள் இவைகளே என்று சொல் என்றார்.
These things ye shall do unto the Lord in your set feasts, beside your vows, and your freewill offerings, for your burnt offerings, and for your meat offerings, and for your drink offerings, and for your peace offerings.
40 கர்த்தர் மோசேக்குக் கட்டளையிட்டபடியெல்லாம் மோசே இஸ்ரவேல் புத்திரருக்குச் சொன்னான்.
And Moses told the children of Israel according to all that the Lord commanded Moses.