Matthew 11:18
ବର୍ତ୍ତମାନର ଲୋକମାନେ ସପରେି। ଯୋହନ ଆସିଲେ। କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉନଥିଲେ କି ପିଉ ନଥିଲେ। ଲୋକେ କହିଲେ, 'ତାହାଙ୍କ ଦହେ ରେ ଭୂତ ପଶି ଯାଇଛି।'
Matthew 11:18 in Other Translations
King James Version (KJV)
For John came neither eating nor drinking, and they say, He hath a devil.
American Standard Version (ASV)
For John came neither eating nor drinking, and they say, He hath a demon.
Bible in Basic English (BBE)
For John came, taking no food or drink, and they say, He has an evil spirit.
Darby English Bible (DBY)
For John has come neither eating nor drinking, and they say, He has a demon.
World English Bible (WEB)
For John came neither eating nor drinking, and they say, 'He has a demon.'
Young's Literal Translation (YLT)
`For John came neither eating nor drinking, and they say, He hath a demon;
| For | ἦλθεν | ēlthen | ALE-thane |
| John | γὰρ | gar | gahr |
| came | Ἰωάννης | iōannēs | ee-oh-AN-nase |
| neither | μήτε | mēte | MAY-tay |
| eating | ἐσθίων | esthiōn | ay-STHEE-one |
| nor | μήτε | mēte | MAY-tay |
| drinking, | πίνων | pinōn | PEE-none |
| and | καὶ | kai | kay |
| they say, | λέγουσιν | legousin | LAY-goo-seen |
| He hath | Δαιμόνιον | daimonion | thay-MOH-nee-one |
| a devil. | ἔχει | echei | A-hee |
Cross Reference
Luke 1:15
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।
Matthew 3:4
ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।
John 10:20
ସମାନଙ୍କେ ମଧ୍ଯରୁ ଅନକେ ଯିହୂଦୀ କହିଲେ, ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦଇେଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।
John 8:48
ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?
John 7:20
ଲୋକମାନେ କହିଲେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦଇେଛି। ଆମ୍ଭ ତୁମ୍ଭକୁ ମାରିବାକୁ ଚେଷ୍ଟାକରୁ ନାହୁଁ।
1 Corinthians 9:27
ମୁଁ ମାରେ ନିଜ ଶରୀରକୁ ଆଘାତ କରୁଛି। ମୁଁ ଏହାକୁ ମାରେ କ୍ରୀତଦାସ କରୁଛି। ମୁଁ ଏହା କରୁଛି ଯେପରି ମୁଁ ସୁସମାଚାର ପ୍ରଚାର କରିବା ପରେ ନିଜେ ଯେପରି ପରମେଶ୍ବରଙ୍କ ଦ୍ବାରା ଅଗ୍ରାହ୍ଯ ନ ହୁଏ। ଅନ୍ୟ ଲୋକମାନଙ୍କୁ ଉପଦେଶ ଦଲୋ ପରେ ଯେପରି ମୁଁ ପରମେଶ୍ବରଙ୍କ ଦ୍ବାରା ଅଗ୍ରାହ୍ଯ ନ ହୁଏ, ସେଥିପାଇଁ ମୁଁ ମାେ ଶରୀରକୁ ବଶ ରେ ରଖୁଅଛି।
Acts 26:24
ପାଉଲ ଆତ୍ମରକ୍ଷା ପାଇଁ ଏହି ସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜାରେ ରେ କହିଲେ, ପାଉଲ, ତୁମ୍ଭେ ପାଗଳା ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହାଇଯୋଇଛ।
Matthew 10:25
ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।
Hosea 9:7
ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।
Jeremiah 29:26
ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।
Jeremiah 16:8
ପୁଣି ତୁମ୍ଭର ନିଶ୍ଚଯ ଭୋଜି ହେଉଥିବା ଗୃହକୁ ପାନ କିଅବା ଭୋଜନ ନିମନ୍ତେ ୟିବା ଉଚିତ୍ ନୁହେଁ।
Jeremiah 15:17
ମୁଁ ଆମାଦେ ପ୍ରମାଦେକାରୀମାନଙ୍କ ସଭା ରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମାେତେ ମାରେ ଚତୁପାଶର୍ବସ୍ଥ ମନ୍ଦ ଯୋଗୁଁ କୋର୍ଧ ରେ ପୂର୍ଣ୍ଣ କରିଅଛ।
2 Kings 9:11
ଅନନ୍ତର ଯହେୂ ଯେତବେେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫରେିଲେ। ସମାନଙ୍କେ ମଧ୍ଯରୁ ଜଣେ ଯହେୂଙ୍କୁ ପଚାରିଲେ, ସବୁ ମଙ୍ଗଳ ତ? ସହେି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା? ଯହେୂ ସବେକକୁ କହିଲେ, ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।