Matthew 10:14 ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।
Matthew 10:14 in Other Translations
King James Version (KJV) And whosoever shall not receive you, nor hear your words, when ye depart out of that house or city, shake off the dust of your feet.
American Standard Version (ASV) And whosoever shall not receive you, nor hear your words, as ye go forth out of that house or that city, shake off the dust of your feet.
Bible in Basic English (BBE) And whoever will not take you in, or give ear to your words, when you go out from that house or that town, put off its dust from your feet.
Darby English Bible (DBY) And whosoever shall not receive you, nor hear your words, as ye go forth out of that house or city, shake off the dust of your feet.
World English Bible (WEB) Whoever doesn't receive you, nor hear your words, as you go out of that house or that city, shake off the dust from your feet.
Young's Literal Translation (YLT) `And whoever may not receive you nor hear your words, coming forth from that house or city, shake off the dust of your feet,
And
καὶ
kai
kay
whosoever
ὃς
hos
ose
ἐὰν
ean
ay-AN
not
μὴ
mē
may
shall receive
δέξηται
dechomai
THAY-hoh-may
you,
ὑμᾶς
hymas
yoo-MAHS
nor
μηδὲ
mēde
may-THAY
hear
ἀκούσῃ
akouō
ah-KOO-oh
τοὺς
ho
oh
words,
λόγους
logos
LOH-gose
your
ὑμῶν
hymōn
yoo-MONE
when ye depart out of
ἐξερχόμενοι
exerchomai
ayks-ARE-hoh-may
τῆς
ho
oh
house
οἰκίας
oikia
oo-KEE-ah
or
ἢ
ē
ay
τῆς
ho
oh
city,
πόλεως
polis
POH-lees
that
ἐκείνης
ekeinos
ake-EE-nose
shake off
ἐκτινάξατε
ektinassō
ake-tee-NAHS-soh
the
τὸν
ho
oh
dust
κονιορτὸν
koniortos
koh-nee-ore-TOSE
τῶν
ho
oh
feet.
ποδῶν
pous
poos
of your
ὑμῶν
hymōn
yoo-MONE
Read Full Chapter :
Matthew 10
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 13:51
ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ବିରୁଦ୍ଧ ରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦଇେ ଇକନିୟ ନଗରକୁ ଚ଼ାଲିଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:6
କିନ୍ତୁ ସମାନେେ ଯେତବେେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥାକହିଲେ, ପାଉଲ ଏହାର ବିରୁଦ୍ଧ ରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, ଯଦି ତୁମ୍ଭମାନେେ ଉଦ୍ଧାର ପାଉନାହଁ ତାହାହେଲେ ଏହା ମାରେ ଦୋଷ ନୁହେଁ। ମୁଁ ସମସ୍ତ ଚେ଼ଷ୍ଟା କରି ସାରିଛି। ମୁଁ ଏବଠାରୁେ ଅଣଯିହୂଦୀମାନଙ୍କ ପାଖକୁ ୟିବି।
ନିହିମିୟା 5:13
ମୁଁ ମାରେବସ୍ତ୍ରର ଭାଂଗକୁ ଝାଡିଲି ଏବଂ କହିଲି, ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ବର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ଯ ହେଉ।
ଲୂକଲିଖିତ ସୁସମାଚାର 10:10
କିନ୍ତୁ ତୁମ୍ଭମାନେେ ଯଦି ଏଭଳି ଏକ ନଗରକୁ ଯାଅ ଓ ସଠାେରେ ଲୋକେ ତୁମ୍ଭମାନଙ୍କର ସ୍ବାଗତ ନକରନ୍ତି, ତବେେ ସହେି ନଗରର ଗଳିମାନଙ୍କ ରେ ଯାଅ ଏବଂ କୁହ,
ରେରିତମାନଙ୍କ କାର୍ଯ୍ୟର ବିବରଣ 20:26
ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।
ଲୂକଲିଖିତ ସୁସମାଚାର 9:48
ସେ ଶିଷ୍ଯମାନଙ୍କୁ କହିଲେ, ଯଦି କୌଣସି ଲୋକ ଏହିଭଳି େଛାଟ ପିଲାକୁ ମାେ ନାମ ରେ ଗ୍ରହଣ କରେ, ତାହାହେଲେ ସେ ମାେତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧିଅରେ ଯେଉଁଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ ରେଷ୍ଠ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:8
ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ବରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି।
ଯୋହନଲିଖିତ ସୁସମାଚାର 13:20
ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେତେ ପଠାଇଥିବା ବ୍ଯକ୍ତିକୁ ୟିଏ ଗ୍ରହଣ କରେ ସେ ମାେତେ ଗ୍ରହଣ କରେ। ମାେତେ ଯେଉଁ ଲୋକ ଗ୍ରହଣ କରେ, ସେ ମାରେ ପ୍ ରରଣକେର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।
ମାଥିଉଲିଖିତ ସୁସମାଚାର 18:5
ଯେଉଁଲୋକ ମାେ ନାମ ରେ ଏହିଭଳି ଗୋଟିଏ େଛାଟ ପିଲାକୁ ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ।
ମାର୍କଲିଖିତ ସୁସମାଚାର 6:11
ଯଦି କୌଣସି ସହର ରେ ସମାନେେ ତୁମ୍ଭକୁ ସ୍ବାଗତ ନ କରନ୍ତି କିମ୍ବା ସମାନେେ ତୁମ୍ଭ କଥା ନ ଶୁଣନ୍ତି, ତବେେ ସେ ସହର ଛାଡି ଚାଲି ଯାଅ। ଛାଡିଲା ବେଳେ ତୁମ ପାଦରୁ ସଠାେକାର ଧୂଳିଝାଡି ଦିଅ। ତାହା ସମାନଙ୍କେ ପାଇଁ ଚତାବେନୀ ହବେ।
ମାର୍କଲିଖିତ ସୁସମାଚାର 9:37
ମାେ ନାମ ରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ। ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଯେ, କବଳେ ମାେତେ ଗ୍ରହଣ କରେ, ତା ନୁହେଁ, ବରଂ ସେ ମାରେ ପ୍ ରରଣେ କର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।
ଲୂକଲିଖିତ ସୁସମାଚାର 9:5
ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ବାଗତ ନକରନ୍ତି, ତବେେ ନଗର ଛାଡି ବାହାରକୁ ଚାଲିୟିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ଯ ସଠାେରେ ଝାଡିଦବେ। ତବେେ ଏହା ସମାନଙ୍କେ ପାଇଁ ଚତାବେନୀ ହବେ।
ମାଥିଉଲିଖିତ ସୁସମାଚାର 10:40
ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।