Matthew 1 - DBY (Oriya)
1 Book of the generation of Jesus Christ, Son of David, Son of Abraham.ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।
2 Abraham begat Isaac; and Isaac begat Jacob, and Jacob begat Juda and his brethren;ଅବ୍ରହାମ ଇସ୍ହାକଙ୍କ ବାପା
3 and Juda begat Phares and Zara of Thamar; and Phares begat Esrom, and Esrom begat Aram,ୟିହୂଦା, ଫରେସ ଓ ସରହଙ୍କେ ବାପା।
4 and Aram begat Aminadab, and Aminadab begat Naasson, and Naasson begat Salmon,ଅରାମ ଅମ୍ମୀନାଦାବଙ୍କ ବାପା।
5 and Salmon begat Booz of Rachab; and Booz begat Obed of Ruth; and Obed begat Jesse,ସଲମାନେ ବୋୟଜଙ୍କ ବାପା।
6 and Jesse begat David the king. And David begat Solomon, of her [that had been the wife] of Urias;ଓବଦେ ୟିଶୟଙ୍କ ବାପା।
7 and Solomon begat Roboam, and Roboam begat Abia, and Abia begat Asa,ଶଲମାନେ ରିହବିଯାମଙ୍କ ବାପା।
8 and Asa begat Josaphat, and Josaphat begat Joram, and Joram begat Ozias,ଆସା ୟିହୋଶାଫାଟଙ୍କ ବାପା।
9 and Ozias begat Joatham, and Joatham begat Achaz, and Achaz begat Ezekias,ଉଜ୍ଜିୟ ଯୋଥମଙ୍କ ବାପା।
10 and Ezekias begat Manasses, and Manasses begat Amon, and Amon begat Josias,ଜକିୟ ମନଃଶିଙ୍କ ବାପା।
11 and Josias begat Jechonias and his brethren, at the time of the carrying away of Babylon.ଯୋଶିୟୟ, ୟିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇଶ୍ରା ଯେଲ
12 And after the carrying away of Babylon, Jechonias begat Salathiel, and Salathiel begat Zorobabel,ସମାନଙ୍କେୁ ବାବିଲୋନକୁ ନିଆୟିବା ପରେ:
13 and Zorobabel begat Abiud, and Abiud begat Eliakim, and Eliakim begat Azor,ଜିରୁଦବଲେ ଅବୀହୂଦଙ୍କ ବାପା।
14 and Azor begat Sadoc, and Sadoc begat Achim, and Achim begat Eliud,ଅଜ୍ ଜୂର ସାଦୋକଙ୍କ ବାପା।
15 and Eliud begat Eliazar, and Eliazar begat Matthan, and Matthan begat Jacob,ଏଲୀହୂଦ ଏଲାଜାରଙ୍କ ବାପା।
16 and Jacob begat Joseph, the husband of Mary, of whom was born Jesus, who is called Christ.ଯାକୁବ ଯୋଷଫଙ୍କେ ବାପା।
17 All the generations, therefore, from Abraham to David [were] fourteen generations; and from David until the carrying away of Babylon, fourteen generations; and from the carrying away of Babylon unto the Christ, fourteen generations.ଏହିଭଳି ଭାବରେ ଅବ୍ରହାମଙ୍କ ଠାରୁ ଦାଉଦଙ୍କ ପର୍ୟ୍ଯନ୍ତ ହେଲେ ମାଟେ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପର୍ୟ୍ଯନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ୟ୍ଯନ୍ତ ହେଲେ ଚଉଦ ପୁରୁଷ।
18 Now the birth of Jesus Christ was thus: His mother, Mary, that is, having been betrothed to Joseph, before they came together, she was found to be with child of [the] Holy Spirit.ଯୀଶୁଖ୍ରୀଷ୍ଟଙ୍କ ମାଆ ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହାଇେଥିଲା। ମରିୟମଙ୍କର ଯୋଷଫଙ୍କେ ସହିତ ବିବାହ ସ୍ଥିର ହାଇେଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡିଲା ଯେ, ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳ ରେ ଗର୍ଭବତୀ ହାଇେଛନ୍ତି।
19 But Joseph, her husband, being [a] righteous [man], and unwilling to expose her publicly, purposed to have put her away secretly;କିନ୍ତୁ ତାହଙ୍କର ଭାବୀପତି ୟୋ ସଫେ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗ ରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁନଥିଲେ। ସେ ତାହାଙ୍କୁ ଛାଡପତ୍ର ଦବୋ ପାଇଁ ଗୋପନରା ଯୋଜନା କଲେ।
20 but while he pondered on these things, behold, an angel of [the] Lord appeared to him in a dream, saying, Joseph, son of David, fear not to take to [thee] Mary, thy wife, for that which is begotten in her is of [the] Holy Spirit.କିନ୍ତୁ ଯୋଷଫେ ଯେତବେେଳେ ଏକଥା ଭାବୁଥିଲେ, ସେତବେେଳେ ସ୍ବପ୍ନ ରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋଷଫେ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କରନାହିଁ। କାରଣ ତାହାଙ୍କ ଗର୍ଭ ରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର।
21 And she shall bring forth a son, and thou shalt call his name Jesus, for *he* shall save his people from their sins.ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।
22 Now all this came to pass that that might be fulfilled which was spoken by [the] Lord, through the prophet, saying,ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।
23 Behold, the virgin shall be with child, and shall bring forth a son, and they shall call his name Emmanuel, which is, being interpreted, 'God with us.'ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
24 But Joseph, having awoke up from his sleep, did as the angel of [the] Lord had enjoined him, and took to [him] his wife,ଯୋଷଫେ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦସେ ଦେଲେ, ସପରେି କଲେ। ସେ ମରିୟମଙ୍କୁ ବିବାହ କଲେ।
25 and knew her not until she had brought forth her firstborn son: and he called his name Jesus.କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦବୋ ପର୍ୟ୍ଯନ୍ତ ସେ ତାହାଙ୍କ ସହିତ ସହବାସ କରିନଥଲେ। ଆଉ ଯୋଷଫେ ପୁଅଟିର ନାମ ଯୀଶୁ ରଖିଲେ।
Oriya Bible