Mark 8
22 ତା'ପରେ ସମାନେେ ବେଥ୍ସାଇଦା ଚାଲି ଆସିଲେ। ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନଇେ ଆସିଲେ। ସମାନେେ ଯୀଶୁଙ୍କୁ ପାର୍ଥନା କଲେ ଯେ ସେ ଅନ୍ଧକୁ କବଳେ ଛୁଇଁ ଦିଅନ୍ତୁ।
23 ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢାଇ ନଇଗେଲେ। ସେ ଅନ୍ଧଟିର ଆଖି ରେ ଛପେ ପକାଇଲେ। ତା ଉପରେ ହାତ ରଖି ତାକୁ ପଚାରିଲେ, ତୁମ୍ଭେ କିଛି ଦେଖି ପାରୁଛ କି?
24 ସହେି ଲୋକଟି ଉପରକୁ ଚାହିଁ କହିଲା, ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସମାନେେ ଚାରି ଆଡେ ଚାଲୁଥିବା ଘଛ ଭଳି ମାେତେ ଦଖାେ ଯାଉଛନ୍ତି।
25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହାଇେ ଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।
26 ଯୀଶୁ ତାକୁ ଘରକୁ ପଠଇେ ଦେଲେ ଓ କହିଲେ, ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ୟିବ ନାହିଁ।
27 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ କହୁଛନ୍ତି?
28 ସମାନେେ କହିଲେ, କେତକେ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଆନ୍ଯମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତକେ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ଯରୁ ଜଣେ।
29 ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ତୁମ୍ଭମାନେ କ'ଣ କହୁଛ?
30 ତା'ପରେ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କାହାରିକୁ କିଛି କୁହ ନାହିଁ।
31 ତା'ପରେ ସେ ସମାନଙ୍କେୁ ଶିକ୍ଷା ଦବୋକୁ ଆରମ୍ଭ କଲେ, ମନଷ୍ଯପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହବେ। ପ୍ରାଚୀନ ଓ ୟିହୁଦୀ ନେତା, ପ୍ରଧାନ ଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ବୀକାର କରିବେ ନାହିଁ। ନିଶ୍ଚିତ ରୁପରେ ତାହାଙ୍କୁ ମାରି ଦିଆୟିବ ଓ ସେ ମୃତ୍ଯର ତୃତୀୟ ଦିନ ପୁଣି ମୃତ୍ଯରୁ ପୁନରୁତ୍ଥାନ ହବେେ।
32 ଯାହା ସବୁ ଘଟିବ ସେ ସମସ୍ତ କଥା ଯୀଶୁ ସମାନଙ୍କେୁ କହି ଦେଲେ। ସେ କିଛି ହେଲେ ଲୁଚାଇ ରଖିଲେ ନାହିଁ। ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନଇେ ସେ ଏସବୁ କହିଥିବା ୟୋଗୁ ତାହାଙ୍କୁ ସମାଲୋଚନା କଲେ।
33 ଯୀଶୁ ପଛ ପଟକୁ ବୁଲି ଶିଷ୍ଯମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, ଶୟତାନ, ମାଠାରୁେ ଦୂର ହୁଅ। ତୁମ୍ଭ ପରମେଶ୍ବରଙ୍କ ବିଚାର ଭଳି ବିଚାର କରୁନାହିଁ, ଲୋକମାନେ ଯେଉଁ ଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସହେି ଭଳି ଭାବୁଛ।
34 ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ଯମାନେ ମଧ୍ଯ ସଠାେରେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ଯେଉଁ ଲୋକ ମାେତେ ଅନୁସରଣ କରିବାକୁ ଚାହୁଁଛି, ଯାହା କିଛି ସେ ଚାହୁଁଛି, ସେ ସବୁକୁ ଛାଡି, ନିଜ କୃଶକୁ ବହନ କରି ମାେ ପଛ ରେ ଆସୁ।
35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଚାହିଁବ, ସେ ତାହା ହରାଇବ। ଯେଉଁ ଲୋକ ମାେ ପାଇଁ ଓ ସୁସମାଚାର ପାଇଁ ନିଜ ଜୀବନ ତ୍ଯାଗ କରିବ, ସେ ତା' ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ।
36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହ ରଇେ ବ ସେ, ତବେେ ସେଥି ରେ କ'ଣ ଲାଭ ଅଛି?
37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ଯ ତା ବଦଳ ରେ ନିଜ ଜୀବନ ପୁଣି ଥରେ ଫରେି ପାଇ ପାରିବନାହିଁ।
38 ଏହି ୟୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ଯଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କହେି ଲୋକ ମାେ ନାମ ଓ ମାେ ଉପଦେଶ ୟୋଗୁ ଲଜ୍ଜା ବୋଧ କରେ ତବେେ ମନୁଷ୍ଯ ପୁତ୍ର ଯେତବେେଳେ ସ୍ବର୍ଗ ଦୂତମାନଙ୍କ ସହିତ ନିଜ ପରମ-ପିତାଙ୍କ ମହିମା ସହିତ ଆସିବେ, ସେତବେେଳେ ସେ ମଧ୍ଯ ସହେି ଲୋକ ୟୋଗୁ ଲଜ୍ଜା ବୋଧ କରିବେ।
22 And he cometh to Bethsaida; and they bring a blind man unto him, and besought him to touch him.
23 And he took the blind man by the hand, and led him out of the town; and when he had spit on his eyes, and put his hands upon him, he asked him if he saw ought.
24 And he looked up, and said, I see men as trees, walking.
25 After that he put his hands again upon his eyes, and made him look up: and he was restored, and saw every man clearly.
26 And he sent him away to his house, saying, Neither go into the town, nor tell it to any in the town.
27 And Jesus went out, and his disciples, into the towns of Caesarea Philippi: and by the way he asked his disciples, saying unto them, Whom do men say that I am?
28 And they answered, John the Baptist: but some say, Elias; and others, One of the prophets.
29 And he saith unto them, But whom say ye that I am? And Peter answereth and saith unto him, Thou art the Christ.
30 And he charged them that they should tell no man of him.
31 And he began to teach them, that the Son of man must suffer many things, and be rejected of the elders, and of the chief priests, and scribes, and be killed, and after three days rise again.
32 And he spake that saying openly. And Peter took him, and began to rebuke him.
33 But when he had turned about and looked on his disciples, he rebuked Peter, saying, Get thee behind me, Satan: for thou savourest not the things that be of God, but the things that be of men.
34 And when he had called the people unto him with his disciples also, he said unto them, Whosoever will come after me, let him deny himself, and take up his cross, and follow me.
35 For whosoever will save his life shall lose it; but whosoever shall lose his life for my sake and the gospel’s, the same shall save it.
36 For what shall it profit a man, if he shall gain the whole world, and lose his own soul?
37 Or what shall a man give in exchange for his soul?
38 Whosoever therefore shall be ashamed of me and of my words in this adulterous and sinful generation; of him also shall the Son of man be ashamed, when he cometh in the glory of his Father with the holy angels.
Mark 8 in Tamil and English
22 ତା'ପରେ ସମାନେେ ବେଥ୍ସାଇଦା ଚାଲି ଆସିଲେ। ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନଇେ ଆସିଲେ। ସମାନେେ ଯୀଶୁଙ୍କୁ ପାର୍ଥନା କଲେ ଯେ ସେ ଅନ୍ଧକୁ କବଳେ ଛୁଇଁ ଦିଅନ୍ତୁ।
And he cometh to Bethsaida; and they bring a blind man unto him, and besought him to touch him.
23 ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢାଇ ନଇଗେଲେ। ସେ ଅନ୍ଧଟିର ଆଖି ରେ ଛପେ ପକାଇଲେ। ତା ଉପରେ ହାତ ରଖି ତାକୁ ପଚାରିଲେ, ତୁମ୍ଭେ କିଛି ଦେଖି ପାରୁଛ କି?
And he took the blind man by the hand, and led him out of the town; and when he had spit on his eyes, and put his hands upon him, he asked him if he saw ought.
24 ସହେି ଲୋକଟି ଉପରକୁ ଚାହିଁ କହିଲା, ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସମାନେେ ଚାରି ଆଡେ ଚାଲୁଥିବା ଘଛ ଭଳି ମାେତେ ଦଖାେ ଯାଉଛନ୍ତି।
And he looked up, and said, I see men as trees, walking.
25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହାଇେ ଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।
After that he put his hands again upon his eyes, and made him look up: and he was restored, and saw every man clearly.
26 ଯୀଶୁ ତାକୁ ଘରକୁ ପଠଇେ ଦେଲେ ଓ କହିଲେ, ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ୟିବ ନାହିଁ।
And he sent him away to his house, saying, Neither go into the town, nor tell it to any in the town.
27 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ କହୁଛନ୍ତି?
And Jesus went out, and his disciples, into the towns of Caesarea Philippi: and by the way he asked his disciples, saying unto them, Whom do men say that I am?
28 ସମାନେେ କହିଲେ, କେତକେ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଆନ୍ଯମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତକେ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ଯରୁ ଜଣେ।
And they answered, John the Baptist: but some say, Elias; and others, One of the prophets.
29 ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ତୁମ୍ଭମାନେ କ'ଣ କହୁଛ?
And he saith unto them, But whom say ye that I am? And Peter answereth and saith unto him, Thou art the Christ.
30 ତା'ପରେ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କାହାରିକୁ କିଛି କୁହ ନାହିଁ।
And he charged them that they should tell no man of him.
31 ତା'ପରେ ସେ ସମାନଙ୍କେୁ ଶିକ୍ଷା ଦବୋକୁ ଆରମ୍ଭ କଲେ, ମନଷ୍ଯପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହବେ। ପ୍ରାଚୀନ ଓ ୟିହୁଦୀ ନେତା, ପ୍ରଧାନ ଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ବୀକାର କରିବେ ନାହିଁ। ନିଶ୍ଚିତ ରୁପରେ ତାହାଙ୍କୁ ମାରି ଦିଆୟିବ ଓ ସେ ମୃତ୍ଯର ତୃତୀୟ ଦିନ ପୁଣି ମୃତ୍ଯରୁ ପୁନରୁତ୍ଥାନ ହବେେ।
And he began to teach them, that the Son of man must suffer many things, and be rejected of the elders, and of the chief priests, and scribes, and be killed, and after three days rise again.
32 ଯାହା ସବୁ ଘଟିବ ସେ ସମସ୍ତ କଥା ଯୀଶୁ ସମାନଙ୍କେୁ କହି ଦେଲେ। ସେ କିଛି ହେଲେ ଲୁଚାଇ ରଖିଲେ ନାହିଁ। ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନଇେ ସେ ଏସବୁ କହିଥିବା ୟୋଗୁ ତାହାଙ୍କୁ ସମାଲୋଚନା କଲେ।
And he spake that saying openly. And Peter took him, and began to rebuke him.
33 ଯୀଶୁ ପଛ ପଟକୁ ବୁଲି ଶିଷ୍ଯମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, ଶୟତାନ, ମାଠାରୁେ ଦୂର ହୁଅ। ତୁମ୍ଭ ପରମେଶ୍ବରଙ୍କ ବିଚାର ଭଳି ବିଚାର କରୁନାହିଁ, ଲୋକମାନେ ଯେଉଁ ଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସହେି ଭଳି ଭାବୁଛ।
But when he had turned about and looked on his disciples, he rebuked Peter, saying, Get thee behind me, Satan: for thou savourest not the things that be of God, but the things that be of men.
34 ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ଯମାନେ ମଧ୍ଯ ସଠାେରେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ଯେଉଁ ଲୋକ ମାେତେ ଅନୁସରଣ କରିବାକୁ ଚାହୁଁଛି, ଯାହା କିଛି ସେ ଚାହୁଁଛି, ସେ ସବୁକୁ ଛାଡି, ନିଜ କୃଶକୁ ବହନ କରି ମାେ ପଛ ରେ ଆସୁ।
And when he had called the people unto him with his disciples also, he said unto them, Whosoever will come after me, let him deny himself, and take up his cross, and follow me.
35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଚାହିଁବ, ସେ ତାହା ହରାଇବ। ଯେଉଁ ଲୋକ ମାେ ପାଇଁ ଓ ସୁସମାଚାର ପାଇଁ ନିଜ ଜୀବନ ତ୍ଯାଗ କରିବ, ସେ ତା' ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ।
For whosoever will save his life shall lose it; but whosoever shall lose his life for my sake and the gospel’s, the same shall save it.
36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହ ରଇେ ବ ସେ, ତବେେ ସେଥି ରେ କ'ଣ ଲାଭ ଅଛି?
For what shall it profit a man, if he shall gain the whole world, and lose his own soul?
37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ଯ ତା ବଦଳ ରେ ନିଜ ଜୀବନ ପୁଣି ଥରେ ଫରେି ପାଇ ପାରିବନାହିଁ।
Or what shall a man give in exchange for his soul?
38 ଏହି ୟୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ଯଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କହେି ଲୋକ ମାେ ନାମ ଓ ମାେ ଉପଦେଶ ୟୋଗୁ ଲଜ୍ଜା ବୋଧ କରେ ତବେେ ମନୁଷ୍ଯ ପୁତ୍ର ଯେତବେେଳେ ସ୍ବର୍ଗ ଦୂତମାନଙ୍କ ସହିତ ନିଜ ପରମ-ପିତାଙ୍କ ମହିମା ସହିତ ଆସିବେ, ସେତବେେଳେ ସେ ମଧ୍ଯ ସହେି ଲୋକ ୟୋଗୁ ଲଜ୍ଜା ବୋଧ କରିବେ।
Whosoever therefore shall be ashamed of me and of my words in this adulterous and sinful generation; of him also shall the Son of man be ashamed, when he cometh in the glory of his Father with the holy angels.