Mark 6:18 in Oriya

Oriya Oriya Bible Mark Mark 6 Mark 6:18

Mark 6:18
ଯୋହନ ହରେୋଦଙ୍କୁ କହିଥିଲେ, ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।

Mark 6:17Mark 6Mark 6:19

Mark 6:18 in Other Translations

King James Version (KJV)
For John had said unto Herod, It is not lawful for thee to have thy brother's wife.

American Standard Version (ASV)
For John said unto Herod, It is not lawful for thee to have thy brother's wife.

Bible in Basic English (BBE)
For John said to Herod, It is wrong for you to have your brother's wife.

Darby English Bible (DBY)
For John said to Herod, It is not lawful for thee to have the wife of thy brother.

World English Bible (WEB)
For John said to Herod, "It is not lawful for you to have your brother's wife."

Young's Literal Translation (YLT)
for John said to Herod -- `It is not lawful to thee to have the wife of thy brother;'

For
ἔλεγενelegenA-lay-gane

γὰρgargahr
John
hooh
had
said
Ἰωάννηςiōannēsee-oh-AN-nase

τῷtoh
unto
Herod,
Ἡρῴδῃhērōdēay-ROH-thay
It
is

ὅτιhotiOH-tee
not
Οὐκoukook
lawful
ἔξεστίνexestinAYKS-ay-STEEN
for
thee
σοιsoisoo
to
have
ἔχεινecheinA-heen
thy
τὴνtēntane

γυναῖκαgynaikagyoo-NAY-ka
brother's
τοῦtoutoo

ἀδελφοῦadelphouah-thale-FOO
wife.
σουsousoo

Cross Reference

Leviticus 18:16
ତୁମ୍ଭେ ତୁମ୍ଭର ଭାତୃବଧୂ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ଭାଇଙ୍କର ସ୍ତ୍ରୀ ଅଟେ। ତାହା ତୁମ୍ଭର ଭାଇ ପ୍ରତି ଅସମ୍ମାନ ହବେ।

Leviticus 20:21
ଯଦି କହେି ଭାତୃବଧୂକୁ ବିବାହ କରେ, ଏହା ଗୋଟିଏ ଅଶୁଦ୍ଧ କାର୍ୟ୍ଯ ଅଟେ, ସେ ତାଙ୍କର ଭାଇଙ୍କୁ ଅସମ୍ମାନ କରିଥାଏ। ସହେି ସ୍ତ୍ରୀ ତା'ର ଭାଇର ଅଟେ। ସମାନଙ୍କେର ସନ୍ତାନ ଜନ୍ମ ହବେ ନାହିଁ।

1 Kings 22:14
ତହୁଁ ମୀଖାଯ କହିଲେ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।

Ezekiel 3:18
ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।

Matthew 14:3
ଏହି ସମୟ ପୂର୍ବରୁ େ ହରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳି ରେ ବାନ୍ଧି କାରାଗାର ରେ ନିକ୍ଷପେ କରିଥିଲେ। ସେ େ ହରୋଦିଆଙ୍କ ଅନୁ ରୋଧକ୍ରମେ ଏକଥା କରିଥିଲେ। ହରେୋଦିଆ ହରେୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ।

Acts 20:26
ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।

Acts 24:24
କିଛି ଦିନ ପରେ ଫଲେୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନଇେ ଆସିଲେ। ସେ ଯିହୂଦୀ ଥିଲେ। ଫଲେୀକ୍ସ୍ ପାଉଲଙ୍କୁ ଡ଼କାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ବିଷୟ ରେ ଶୁଣିଲେ।