Mark 4 - YLT (Oriya)
1 And again he began to teach by the sea, and there was gathered unto him a great multitude, so that he, having gone into the boat, sat in the sea, and all the multitude was near the sea, on the land,ଯୀଶୁ ପୁଣି ହ୍ରଦ କୂଳ ରେ ଉପଦେଶ ଦବୋ ଆରମ୍ଭ କଲେ। ସଠାେରେ ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ସେ ହ୍ରଦ ରେ ଥାବା ଗୋଠିଏ ଡଙ୍ଗା ରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳ ରେ ଠିଆ ହାଇେ ରହିଲେ।
2 and he taught them many things in similes, and he said to them in his teaching:ଯୀଶୁ ଡଙ୍ଗା ରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସମାନଙ୍କେୁ ଉପଦେଶ ଦବୋ ପାଇଁ ଅନକଗେୁଡିଏ ଦୃଷ୍ଟାନ୍ତ ଦେଲେ। ତାହାଙ୍କ ଶିକ୍ଷା ରେ ସେ କହିଲେ,
3 `Hearken, lo, the sower went forth to sow;ଶୁଣ; ଜଣେ ଚାଷୀ ବୀଜ ବୁଣିବାକୁ ବାହାରିଲା।
4 and it came to pass, in the sowing, some fell by the way, and the fowls of the heaven did come and devour it;ଯେତବେେଳେ ଚାଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତା ରେ ପଡିଗଲା। ପକ୍ଷୀମାନେ ଆସି ସତକେ ଖାଇ ଦେଲେ।
5 and other fell upon the rocky ground, where it had not much earth, and immediately it sprang forth, because of not having depth of earth,ଆଉ କିଛି ବୀଜ ପଥୁରିଆ ଜମି ରେ ପଡିଗଲା। ସେ ଜମି ରେ ୟଥେଷ୍ଟ ମାଟି ନଥିଲା। ୟଥେଷ୍ଟ ମାଚି ନଥିବାରୁ ସେ ବୀଜଗୁଡିକ ଅତି ଶୀଘ୍ର ଗଜା ହାଇଗେଲା।
6 and the sun having risen, it was scorched, and because of not having root it did wither;କିନ୍ତୁ ସୂର୍ୟ୍ଯ ଆକାଶ ରେ ଉଠିବା ପରପରେେ ଉତ୍ତାପ ହତେୁ ଗଜାଗୁଡିକ ଜଳି ଗଲା। ମାଟି ଭିତରକୁ ଚରେ ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଚାରାଗୁଡିକ ଶୁଖି ଗଲା।
7 and other fell toward the thorns, and the thorns did come up, and choke it, and fruit it gave not;କିଛି ବୀଜ କଣ୍ଟାବୁଦାଗୁଡିକ ଭିତ ରେ ପଡିଗଲା। କଣ୍ଟାବୁଦାଗୁଡିକ ବଢୁ ଥିଲା, ତେଣୁ କଣ୍ଟାବୁଦା ଗୁଡିକ ଗଛଚାରାଗୁଡିକୁ ଚାପି ଦଲୋ, ତା' ଫଳ ରେ ସଗେୁଡିକ ଭଲ ଭାବରେ ବଢି ପାରିଲାନାହିଁ। ତେଣୁ ସେଥି ରେ ଫଳ ଫଳିଲା ନାହିଁ
8 and other fell to the good ground, and was giving fruit, coming up and increasing, and it bare, one thirty-fold, and one sixty, and one an hundred.'କେତକେ ବୀଜ ଭଲ ମାଟି ରେ ପଡିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢିଲା ଓ ଫଳ ଫଳିଲା କେତକେ ଗଛ ରେ ତିରିଶଗୁଣ ବା ଷାଠିଏଗୁଣ ବା ଏପରିକି କେତକେ ଗଛ ରେ ଶ ହଗେୁଣ ପର୍ୟ୍ଯନ୍ତ ଫଳ ଫଳିଲା।
9 And he said to them, `He who is having ears to hear -- let him hear.'ତା'ପରେ ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ୟିଏ ଶୁଣୁଛି, ଶୁଣୁ।
10 And when he was alone, those about him, with the twelve, did ask him of the simile,ପରେ ଯେତବେେଳେ ଯୀଶୁ ଏକୁଟିଆ ଥିଲେ, ସେତବେେଳେ ତାହାଙ୍କର ବାର ଜଣ ଯାକ ପ୍ ରରେିତ ଓ ଅନ୍ୟ ଶିଷ୍ଯମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧ ରେ ପଚାରିଲେ।
11 and he said to them, `To you it hath been given to know the secret of the reign of God, but to those who are without, in similes are all the things done;ଯୀଶୁ କ ହେଲେ, କବଳେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ନିଗୁଢ ତତ୍ତ୍ବ ବୁଝି ପାରିବା ପାଇଁ ଶକ୍ତି ଦିଆ ଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ଯମ ରେ ସବୁକଥା କହୁଛି।
12 that seeing they may see and not perceive, and hearing they may hear and not understand, lest they may turn, and the sins may be forgiven them.'ମୁଁ ଏପରି କରେ କାରଣ:
13 And he saith to them, `Have ye not known this simile? and how shall ye know all the similes?ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତବେେ ଅନ୍ୟ ଦୃଷ୍ଟାନ୍ତଗୁଡିକ କିପରି ବୁଝିବ?
14 He who is sowing doth sow the word;ଚାଷୀଟି ଲୋକମାନଙ୍କ ମନ ମଧିଅରେ ପରମେଶ୍ବରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି।
15 and these are they by the way where the word is sown: and whenever they may hear, immediately cometh the Adversary, and he taketh away the word that hath been sown in their hearts.େ ବେଳବେଳେ ବାକ୍ଯ ରାସ୍ତା ରେ ପଡି ଯାଏ। କେତକେ ଲକେ ଏହି ରାସ୍ତା ଭଳି, ସହେି ଲୋକମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସମାନଙ୍କେ ମଧିଅରେ ବୁଣ ଯାଇ ଥିବା ବାକ୍ଯକୁ ନଇେ ଯାଏ।
16 `And these are they, in like manner, who on the rocky ground are sown: who, whenever they may hear the word, immediately with joy do receive it,ଆଉ କେତକେ ଲୋକ ପଥୁରିଆ ଜମି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦ ରେ ତାହା ଗ୍ରହଣ କରି ନିଅନ୍ତି।
17 and have not root in themselves, but are temporary; afterward tribulation or persecution having come because of the word, immediately they are stumbled.କିନ୍ତୁ ତାହାର ଚରେ ତାହାଙ୍କ ହୃଦୟର ଗଭୀରତା ରେ ପ୍ରବେଶ କରି ପା ରେ ନାହିଁ। କବଳେ କିଛି କ୍ଷଣ ପାଇଁ ସମାନେେ ବାକ୍ଯକୁ ଧରି ରଖନ୍ତି। ପରେ ଯେତବେେଳେ ବାକ୍ଯ ୟୋଗୁ ବିପଦ ଆ ସେ ବା ସମାନେେ ନିର୍ୟ୍ଯାତିତ ହୁଅନ୍ତି, ସେତବେେଳେ ସମାନେେ ତୁରନ୍ତ ବିଶ୍ବାସ ପରିତ୍ଯାଗ କରନ୍ତି।
18 `And these are they who toward the thorns are sown: these are they who are hearing the word,ଆଉ କେତକେ ଲୋକ କଣ୍ଟାବୁଦାଗୁଡିକରେ ପଡି ଯାଇଥିବା ବୀଜ ଭଳି। ଏମାନେ ବାକ୍ଯ ଶୁଣନ୍ତି।
19 and the anxieties of this age, and the deceitfulness of the riches, and the desires concerning the other things, entering in, choke the word, and it becometh unfruitful.କିନ୍ତୁ ତାହାଙ୍କ ମନ ରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମାହେ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆ ସେ ଓ ସଗେୁଡିକ ବାକ୍ଯକୁ ଚାପି ପକାଏ। ଫଳ ରେ ତାହା ସମାନଙ୍କେ ଜୀବନ ରେ ଫଳହୀନ ହୁଏ।
20 `And these are they who on the good ground have been sown: who do hear the word, and receive, and do bear fruit, one thirty-fold, and one sixty, and one an hundred.'କେତକେ ଲୋକ ଭଲମାଟି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯକୁ ଶୁଣନ୍ତି ଓ ତା ହେ ଗ୍ରହଣ କରନ୍ତି। ତା'ପରେ ସମାନେେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା େ ବେଳବେଳେ ତିରିଶ ଗୁଣ, ଷାଠିଏ ଗୁଣ ବା ଶ ହେ ଗୁଣ ପର୍ୟ୍ଯନ୍ତ ଫଳ ଦଇେଥାଏ।
21 And he said to them, `Doth the lamp come that under the measure it may be put, or under the couch -- not that it may be put on the lamp-stand?ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପ ରୁଖା ଉପରେ ଦୀପ ରଖ।
22 for there is not anything hid that may not be manifested, nor was anything kept hid but that it may come to light.ତବେେ ଯାହା କିଛି ଲୁଚି ରହିଛି, ତାହା ସ୍ପଷ୍ଟ ହାଇୟିବେ। ଯା ହେ କିଛି ରହସ୍ଯ ହାଇେ ରହିଛି, ତାହା ପ୍ରକାଶ ପାଇବ।
23 If any hath ears to hear -- let him hear.'ମାେତେ ଶୁଣିଥିବା ଲୋକମାନେ ଶୁଣନ୍ତୁ।
24 And he said to them, `Take heed what ye hear; in what measure ye measure, it shall be measured to you; and to you who hear it shall be added;ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହାଇେ ବିଚାର କରା ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ବର ତୁମ୍ଭକୁ ଠିକ୍ ସହେିଭଳି ଭାବରେ ଦବେେ। ବରଂ ପରମେଶ୍ବର ତୁମ୍ଭକୁ ଆହୁରି ଅଧିକ ଦବେେ।
25 for whoever may have, there shall be given to him, and whoever hath not, also that which he hath shall be taken from him.'ଯାହା ପାଖ ରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆୟିବ। କିନ୍ତୁ ଯାହା ପାଖ ରେ ଖୁବ୍ କମ୍ ଅଛି, ତାହା ମଧ୍ଯ ସେ ହ ରଇେ ବସିବ।
26 And he said, `Thus is the reign of God: as if a man may cast the seed on the earth,ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।
27 and may sleep, and may rise night and day, and the seed spring up and grow, he hath not known how;ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।
28 for of itself doth the earth bear fruit, first a blade, afterwards an ear, afterwards full corn in the ear;କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,
29 and whenever the fruit may yield itself, immediately he doth send forth the sickle, because the harvest hath come.'ଯେତବେେଳେ ଶସ୍ଯ ପାଚିଯାଏ, ସେତବେେଳେ ସହେି ଲୋକ ଦାଆ ନଇେ ତାକୁ କାଟେ। କାରଣ ଏହାହିଁ ଅମଳ କରିବାର ଉପୟୁକ୍ତ ସମୟ।
30 And he said, `To what may we liken the reign of God, or in what simile may we compare it?ସେ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ ସଂପର୍କ ରେ କ'ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ଯମ ରେ ଏହା ବୁଝାଇବି?
31 As a grain of mustard, which, whenever it may be sown on the earth, is less than any of the seeds that are on the earth;ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ସୋରି। ଦାନା ଭଳି। ଏହି ସୋରି। ଦାନା, ତୁମ୍ଭେ ଜମି ରେ ବୁଣୁଥିବା ବୀଜଗୁଡିକ ଭିତ ରେ ସବୁଠାରୁ ଛଟେ।
32 and whenever it may be sown, it cometh up, and doth become greater than any of the herbs, and doth make great branches, so that under its shade the fowls of the heaven are able to rest.'କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।
33 And with many such similes he was speaking to them the word, as they were able to hear,ଯୀଶୁ ଏହି ଭଳି ଅନକେ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ଉପଦେଶ ପ୍ରଦାନ କରୁଥିଲେ। ସମାନଙ୍କେର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସମାନଙ୍କେୁ କହୁଥିଲେ।
34 and without a simile he was not speaking to them, and by themselves, to his disciples he was expounding all.ଯୀଶୁ ଲୋକଙ୍କୁ ଉପଦେଶ ଦଲୋ ବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରଯୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ଯମାନେ ଏକୁଟିଆ ଥିବା ବେଳେ, ଯୀଶୁ ସମାନଙ୍କେୁ ସବୁଗୁଡିକର ଅର୍ଥ ସ୍ପଷ୍ଟ ଭାବରେ ବୁଝଇେ ଦେଉଥିଲେ।
35 And he saith to them on that day, evening having come, `We may pass over to the other side;'ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।
36 and having let away the multitude, they take him up as he was in the boat, and other little boats also were with him.ତେଣୁ ସମାନେେ ସବୁ ଲୋକଙ୍କୁ ସଠାେରେ ଛାଡି ଦେଲେ। ଯେଉଁ ଡଙ୍ଗା ରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ଯମାନେ ମଧ୍ଯ ଯାଇ ସେଥି ରେ ବସିଲେ। ସଠାେରେ ଅନ୍ୟ ଡଙ୍ଗାଗୁଡିକ ମଧ୍ଯ ଥିଲା।
37 And there cometh a great storm of wind, and the waves were beating on the boat, so that it is now being filled,ତା'ପରେ ହ୍ରଦ ରେ ଗୋଟିଏ ଭୟଙ୍କର ଝଡ ସୃଷ୍ଟି ହେଲା। ଡଙ୍ଗା ଆଡକୁ ଢେଉ ମାଡି ଆସିଲା। ଡଙ୍ଗା ରେ ପାଣି ପ୍ରାୟ ଭର୍ତ୍ତି ହାଇଗେଲା।
38 and he himself was upon the stern, upon the pillow sleeping, and they wake him up, and say to him, `Teacher, art thou not caring that we perish?'ଯୀଶୁ ଡଙ୍ଗା ଭିତ ରେ ପଛ ମଙ୍ଗ ରେ ଗୋଟିଏ ତକିଆ ରେ ମୁଣ୍ଡ ଦଇେ ଶାଇେ ପଡିଥିଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସମାନେେ କହିଲେ, ଗୁରୁ, ତୁମ୍ଭେ କ'ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡିୟିବା।
39 And having waked up, he rebuked the wind, and said to the sea, `Peace, be stilled;' and the wind did lull, and there was a great calm:ଯୀଶୁ ଉଠି ପଡିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, ଶାନ୍ତ ହୁଅ, ସ୍ଥିର ହୁଅ। ତା'ପରେ ଝଡ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା।
40 and he said to them, `Why are ye so fearful? how have ye not faith?'ତା'ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ କାହିଁକି ଭୟ କରୁଛ? ଏ ପର୍ୟ୍ଯନ୍ତ କ'ଣ ତୁମ୍ଭମାନଙ୍କର ବିଶ୍ବାସ ହାଇନୋହିଁ?
41 and they feared a great fear, and said one to another, `Who, then, is this, that even the wind and the sea do obey him?'ସମାନେେ କିନ୍ତୁ ବହୁତ ଡରି ଯାଇଥିଲେ। ସମାନେେ ନିଜ ଭିତ ରେ ପଚରା ଉଚରା ହେଲେ, ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ଯ ତାହାଙ୍କୁ ମାନୁଛନ୍ତି।
Oriya Bible