Mark 15:6 in Oriya

Oriya Oriya Bible Mark Mark 15 Mark 15:6

Mark 15:6
ପ୍ରତିବର୍ଷ ପରମ୍ପରାକ୍ରମେ ନି ସ୍ତାର ପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା'ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଚାହାଁନ୍ତି, କବଳେ ସହେି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦଇେଥାନ୍ତି।

Mark 15:5Mark 15Mark 15:7

Mark 15:6 in Other Translations

King James Version (KJV)
Now at that feast he released unto them one prisoner, whomsoever they desired.

American Standard Version (ASV)
Now at the feast he used to release unto them one prisoner, whom they asked of him.

Bible in Basic English (BBE)
Now at the feast every year he let one prisoner go free at their request.

Darby English Bible (DBY)
But at [the] feast he released to them one prisoner, whomsoever they begged [of him].

World English Bible (WEB)
Now at the feast he used to release to them one prisoner, whom they asked of him.

Young's Literal Translation (YLT)
And at every feast he was releasing to them one prisoner, whomsoever they were asking;

Now
Κατὰkataka-TA
at
δὲdethay
that
feast
ἑορτὴνheortēnay-ore-TANE
he
released
ἀπέλυενapelyenah-PAY-lyoo-ane
them
unto
αὐτοῖςautoisaf-TOOS
one
ἕναhenaANE-ah
prisoner,
δέσμιονdesmionTHAY-smee-one
whomsoever
ὅνπερhonperONE-pare
they
desired.
ἠτοῦντοētountoay-TOON-toh

Cross Reference

John 18:39
ପ୍ରେତ୍ୟକକ ବର୍ଷ ନିସ୍ତାରପର୍ବ ବେଳେ ମାଠାରୁେ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଚାହଁ, ମୁଁ ଏହି 'ଯିହୂଦୀମାନଙ୍କ ରାଜାଙ୍କୁ' ମୁକ୍ତି ଦବେି।

Matthew 26:2
ଦୁଇଦିନ ପରେ ନିସ୍ତାରପର୍ବ ହବୋ କଥା ତୁମ୍ଭେ ଜାଣ। ସହେି ଦିନ କୃଶ ରେ ଚ଼ଢ଼ାଇ ମନୁଷ୍ଯପୁତ୍ରଙ୍କୁ ମାରି ଦବୋ ପାଇଁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦିଆୟିବ।

Matthew 26:5
କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।

Matthew 27:15
ପ୍ରେତ୍ୟକକ ବର୍ଷ ନିସ୍ତାର ପର୍ବ ଅବସର ରେ ରାଜ୍ଯପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକର ମୁକ୍ତ ହବୋ ଚାହୁଁଥିଲେ, କବେଳେ ସହେି ଲୋକକୁ ମୁକ୍ତ କରାଯାଉଥିଲା।

Luke 23:16
ତେଣୁ ତାହାଙ୍କୁ ସାମାନ୍ଯ ଦଣ୍ଡ ଦବୋପରେ ମୁଁ

John 19:16
ତେଣୁ ପୀଲାତ ଯୀଶୁଙ୍କୁ କୃଶ ରେ ମାରିବା ପାଇଁ ସମାନଙ୍କେ ହାତ ରେ ସମର୍ପି ଦେଲେ।

Acts 24:27
କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ଯପାଳ ହେଲେ। ଫଲେୀକ୍ସ୍ ଆଉ ରାଜ୍ଯପାଳ ପଦ ରେ ରହିଲେ ନାହିଁ। ତେଣୁ ଫଲେୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥା ରେ କାରାଗାର ରେ ରଖି ଚ଼ାଲିଗଲେ।

Acts 25:9
କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଚ଼ାରିଲେ, ତୁମ୍ଭେ ମାେ ଦ୍ବାରା ଏହି ଅଭିଯୋଗ ସମ୍ବନ୍ଧ ରେ ବିଚ଼ାର କରାୟିବା ପାଇଁ ୟିରୂଶାଲମ ୟିବା ପାଇଁ ଚ଼ାହୁଁଛ କି?