Index
Full Screen ?
 

Mark 11:29 in Oriya

மாற்கு 11:29 Oriya Bible Mark Mark 11

Mark 11:29
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମାେ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ କେଉଁ ଅଧିକାର ରେ ମୁଁ ଏସବୁ କାର୍ୟ୍ଯ କରୁଛି।

Cross Reference

2 Kings 8:12
ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?

2 Kings 10:32
ସହେି ସମୟରେ ସଦାପ୍ରଭୁ ଇଶ୍ରାୟେଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାଯଲେ ଇଶ୍ରାୟେଲର ସମସ୍ତ ସୀମା ରେ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।

Jeremiah 17:9
ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

1 Corinthians 10:12
ଅତଏବ, ଯେଉଁଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହାଇେଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ।


hooh
And
δὲdethay
Jesus
Ἰησοῦςiēsousee-ay-SOOS
answered
ἀποκριθεὶςapokritheisah-poh-kree-THEES
and
said
εἶπενeipenEE-pane
them,
unto
αὐτοῖςautoisaf-TOOS
I
will
also
Ἐπερωτήσωeperōtēsōape-ay-roh-TAY-soh
ask
ὑμᾶςhymasyoo-MAHS
of
you
κἀγὼkagōka-GOH
one
ἕναhenaANE-ah
question,
λόγονlogonLOH-gone
and
καὶkaikay
answer
ἀποκρίθητέapokrithēteah-poh-KREE-thay-TAY
me,
μοιmoimoo
and
καὶkaikay
I
will
tell
ἐρῶerōay-ROH
you
ὑμῖνhyminyoo-MEEN
by
ἐνenane
what
ποίᾳpoiaPOO-ah
authority
ἐξουσίᾳexousiaayks-oo-SEE-ah
I
do
ταῦταtautaTAF-ta
these
things.
ποιῶ·poiōpoo-OH

Cross Reference

2 Kings 8:12
ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?

2 Kings 10:32
ସହେି ସମୟରେ ସଦାପ୍ରଭୁ ଇଶ୍ରାୟେଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାଯଲେ ଇଶ୍ରାୟେଲର ସମସ୍ତ ସୀମା ରେ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।

Jeremiah 17:9
ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

1 Corinthians 10:12
ଅତଏବ, ଯେଉଁଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହାଇେଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ।

Chords Index for Keyboard Guitar