Luke 9

fullscreen51 ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

fullscreen52 ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।

fullscreen53 କିନ୍ତୁ ୟିଶୁ ୟିରୂଶାଲମକୁ ଯାଉଥିବାର ଦେଖି ସଠାେକାର ଲୋକ ତାହାଙ୍କୁ ସ୍ବାଗତ କଲେ ନାହିଁ।

fullscreen54 ଯୀଶୁଙ୍କ ଶିଷ୍ଯ ଯାକୁବ ଓ ଯୋହନ ଏହା ଦେଖିଲେ। ସମାନେେ କହିଲେ, ପ୍ରଭୁ ସ୍ବର୍ଗରୁ ଅଗ୍ନି ବର୍ଷା କରି ସମାନଙ୍କେୁ ଧ୍ବଂସ କରିଦବୋପାଇଁ ଆମ୍ଭେ ଆଦେଶ ଦବେୁ ବୋଲି କ'ଣ ଆପଣ ଚାହୁଁଛନ୍ତି?

fullscreen55 କିନ୍ତୁ ଯୀଶୁ ସମାନଙ୍କେ ଆଡକୁ ବୁଲି ପଡି ସମାନଙ୍କେୁ ଭର୍ତ୍ସନା କଲେ।

fullscreen56 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଅନ୍ୟ ଗାଁକୁ ଚାଲିଗଲେ।

fullscreen57 ସମାନେେ ରାସ୍ତା ରେ ଆଗଇେ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, ଆପଣ ଯେଉଁ ଆଡେଯିବେ, ମୁଁ ଆପଣଙ୍କ ପେଛପେଛ ୟିବି।

fullscreen58 ଯୀଶୁ ତାହାକୁ କହିଲେ, କୋକିଶିଆଳିର ରହିବାପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ଯ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।

fullscreen59 ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।

fullscreen60 କିନ୍ତୁ ଯୀଶୁ ତାହାକୁ କହିଲେ, ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦବେେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରଚାର କର।

fullscreen61 ଆଉ ଜଣେ ଲୋକ କହିଲା, ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମାେତେ ମାେ ପରିବାର ଲୋକଙ୍କଠାରୁ ବିଦାୟ ନବୋକୁ ଅନୁମତି ଦିଅନ୍ତୁ।

51 And it came to pass, when the time was come that he should be received up, he stedfastly set his face to go to Jerusalem,

52 And sent messengers before his face: and they went, and entered into a village of the Samaritans, to make ready for him.

53 And they did not receive him, because his face was as though he would go to Jerusalem.

54 And when his disciples James and John saw this, they said, Lord, wilt thou that we command fire to come down from heaven, and consume them, even as Elias did?

55 But he turned, and rebuked them, and said, Ye know not what manner of spirit ye are of.

56 For the Son of man is not come to destroy men’s lives, but to save them. And they went to another village.

57 And it came to pass, that, as they went in the way, a certain man said unto him, Lord, I will follow thee whithersoever thou goest.

58 And Jesus said unto him, Foxes have holes, and birds of the air have nests; but the Son of man hath not where to lay his head.

59 And he said unto another, Follow me. But he said, Lord, suffer me first to go and bury my father.

60 Jesus said unto him, Let the dead bury their dead: but go thou and preach the kingdom of God.

61 And another also said, Lord, I will follow thee; but let me first go bid them farewell, which are at home at my house.

Luke 9 in Tamil and English

51 ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।
And it came to pass, when the time was come that he should be received up, he stedfastly set his face to go to Jerusalem,

52 ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।
And sent messengers before his face: and they went, and entered into a village of the Samaritans, to make ready for him.

53 କିନ୍ତୁ ୟିଶୁ ୟିରୂଶାଲମକୁ ଯାଉଥିବାର ଦେଖି ସଠାେକାର ଲୋକ ତାହାଙ୍କୁ ସ୍ବାଗତ କଲେ ନାହିଁ।
And they did not receive him, because his face was as though he would go to Jerusalem.

54 ଯୀଶୁଙ୍କ ଶିଷ୍ଯ ଯାକୁବ ଓ ଯୋହନ ଏହା ଦେଖିଲେ। ସମାନେେ କହିଲେ, ପ୍ରଭୁ ସ୍ବର୍ଗରୁ ଅଗ୍ନି ବର୍ଷା କରି ସମାନଙ୍କେୁ ଧ୍ବଂସ କରିଦବୋପାଇଁ ଆମ୍ଭେ ଆଦେଶ ଦବେୁ ବୋଲି କ'ଣ ଆପଣ ଚାହୁଁଛନ୍ତି?
And when his disciples James and John saw this, they said, Lord, wilt thou that we command fire to come down from heaven, and consume them, even as Elias did?

55 କିନ୍ତୁ ଯୀଶୁ ସମାନଙ୍କେ ଆଡକୁ ବୁଲି ପଡି ସମାନଙ୍କେୁ ଭର୍ତ୍ସନା କଲେ।
But he turned, and rebuked them, and said, Ye know not what manner of spirit ye are of.

56 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଅନ୍ୟ ଗାଁକୁ ଚାଲିଗଲେ।
For the Son of man is not come to destroy men’s lives, but to save them. And they went to another village.

57 ସମାନେେ ରାସ୍ତା ରେ ଆଗଇେ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, ଆପଣ ଯେଉଁ ଆଡେଯିବେ, ମୁଁ ଆପଣଙ୍କ ପେଛପେଛ ୟିବି।
And it came to pass, that, as they went in the way, a certain man said unto him, Lord, I will follow thee whithersoever thou goest.

58 ଯୀଶୁ ତାହାକୁ କହିଲେ, କୋକିଶିଆଳିର ରହିବାପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ଯ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।
And Jesus said unto him, Foxes have holes, and birds of the air have nests; but the Son of man hath not where to lay his head.

59 ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।
And he said unto another, Follow me. But he said, Lord, suffer me first to go and bury my father.

60 କିନ୍ତୁ ଯୀଶୁ ତାହାକୁ କହିଲେ, ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦବେେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରଚାର କର।
Jesus said unto him, Let the dead bury their dead: but go thou and preach the kingdom of God.

61 ଆଉ ଜଣେ ଲୋକ କହିଲା, ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମାେତେ ମାେ ପରିବାର ଲୋକଙ୍କଠାରୁ ବିଦାୟ ନବୋକୁ ଅନୁମତି ଦିଅନ୍ତୁ।
And another also said, Lord, I will follow thee; but let me first go bid them farewell, which are at home at my house.