Luke 9:50
ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, ତାକୁ ମନା କରନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷ ରେ ନାହାଁନ୍ତି, ସହେିଁ ତୁମ୍ଭ ସପକ୍ଷର ଲୋକ।
Luke 9:50 in Other Translations
King James Version (KJV)
And Jesus said unto him, Forbid him not: for he that is not against us is for us.
American Standard Version (ASV)
But Jesus said unto him, Forbid `him' not: for he that is not against you is for you.
Bible in Basic English (BBE)
But Jesus said to him, Let him do it, for he who is not against you is for you.
Darby English Bible (DBY)
And Jesus said to him, Forbid [him] not, for he that is not against you is for you.
World English Bible (WEB)
Jesus said to him, "Don't forbid him, for he who is not against us is for us."
Young's Literal Translation (YLT)
and Jesus said unto him, `Forbid not, for he who is not against us, is for us.'
| And | καὶ | kai | kay |
| εἶπεν | eipen | EE-pane | |
| Jesus | πρὸς | pros | prose |
| said | αὐτὸν | auton | af-TONE |
| unto | ὁ | ho | oh |
| him, | Ἰησοῦς | iēsous | ee-ay-SOOS |
| Forbid | Μὴ | mē | may |
| him not: | κωλύετε· | kōlyete | koh-LYOO-ay-tay |
| for | ὃς | hos | ose |
| he that | γὰρ | gar | gahr |
| is | οὐκ | ouk | ook |
| not | ἔστιν | estin | A-steen |
| against | καθ' | kath | kahth |
| us | ἡμῶν | hēmōn | ay-MONE |
| is | ὑπὲρ | hyper | yoo-PARE |
| for | ἡμῶν | hēmōn | ay-MONE |
| us. | ἐστιν | estin | ay-steen |
Cross Reference
Luke 11:23
ଯେଉଁ ଲୋକ ମାେ ସହିତ ନାହିଁ, ସେ ମାେ ବିରୁଦ୍ଧ ରେ ଅଛି, ଯେଉଁ ଲୋକ ମାେ ସହିତ କାମ କରୁନି, ସେ ମାେ ବିରୁଦ୍ଧ ରେ କାମ କରୁଛି।
Matthew 12:30
ଯଦି କହେି ମାେ ସହିତ କାମ କରୁନାହିଁ, ତବେେ ସେ ମାେ ବିରୁଦ୍ଧ ରେ କାମ କରୁଛି।
Philippians 1:15
ଏହା ସତ୍ଯ ଯେ ସମାନଙ୍କେ ଭିତରୁ କେତଜେଣ କଠାେର ଓ ଈର୍ଷାନ୍ବିତ ହାଇେ ବିବାଦ ମନୋଭାବ ନଇେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍ ଭାବରେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି।
1 Corinthians 12:3
ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ବରଙ୍କ ଆତ୍ମାପ୍ରାପ୍ତ ଲୋକ ଯୀଶୁ ଅଭିଶପ୍ତ ବୋଲି କଦାପି କହିବି ନାହିଁ। ପବିତ୍ର ଆତ୍ମାଙ୍କ ସାହାୟ୍ଯ ବିନା କୌଣସି ଲୋକ ଯୀଶୁ ପ୍ରଭୁ ଅଟନ୍ତି ବୋଲି କହିବ ନାହିଁ।
Luke 16:13
ଜଣେ ସବେକ ଏକା ସଙ୍ଗ ରେ ଦୁଇଜଣ ମାଲିକଙ୍କ ସବୋ କରିପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ବସ୍ତ ରହିବ ଓ ଅନ୍ୟ ଜଣକୁ ବଖାେତିର କରିବ। ତୁମ୍ଭମାନେେ ଏକା ବେଳେ ପରମେଶ୍ବର ଓ ଧନ ଦୁହିଁଙ୍କ ସବୋକରି ପାରିବ ନାହିଁ।
Mark 9:41
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କହେି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତବେେ ତାକୁ ଏଥି ପାଇଁ ନିଶ୍ଚୟ ପୁରସ୍କାର ମିଳିବ।
Matthew 17:26
ପିତର ଉତ୍ତର ଦେଲେ, ରାଜାମାନେ ଅନ୍ୟମାନଙ୍କର ସନ୍ତାନ ସନ୍ତତିଙ୍କଠାରୁ କର ଆଦାୟ କରନ୍ତି। ଯୀଶୁ ତାହାଙ୍କୁ କହିଲେ, ତାର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦବୋକୁ ପଡ଼ନୋହିଁ।
Matthew 17:24
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। କଫର୍ନାହୂମ ରେ କେତକେ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି, ସମାନେେ ସହେି ଲୋକ ଥିଲେ। ସମାନେେ ପଚାରିଲେ, ତୁମ୍ଭର ଗୁରୁ ମନ୍ଦିରର 'ଦୁଇ-ଡ୍ରକ୍ମା' କର ଦିଅନ୍ତି କି?
Matthew 13:28
ସେ ସମାନଙ୍କେୁ କହିଲେ, 'ଏହା କୌଣସି ଶତୃର କାର୍ୟ୍ଯ।'
Proverbs 3:5
ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।
Joshua 9:14
ତେଣୁ ସମାନେେ ସମାନଙ୍କେର ଖାଦ୍ୟ ନମକ୍ସ୍ଟନାକକ୍ସ୍ଟ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସମାନେେ ସଦାପ୍ରଭୁଙ୍କର ଅନକ୍ସ୍ଟମତି ଲୋଡି ନଥିଲେ।