Luke 9

1 ଯୀଶୁ ବାରଜଣ ପ୍ ରରେିତଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ ରରେିତମାନଙ୍କୁ ରୋଗ ଭଲ କରିଦବୋ ପାଇଁ ମଧ୍ଯ ଶକ୍ତି ଦେଲେ।

2 ତା'ପରେ ସେ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଶୁଣାଇବା ପାଇଁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ।

3 ସେ ସମାନଙ୍କେୁ କହିଲେ, ଯାତ୍ରା ସମୟରେ ସାଙ୍ଗ ରେ କୌଣସି ପଦାର୍ଥ ନବେ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନବେ ନାହିଁ। କବଳେ ପାନ୍ଧିଥିବା ଲୁଗା ଛଡା ଅନ୍ୟ କିଛି ନବେ ନାହିଁ।

4 ତୁମ୍ଭମାନେେ ଯେଉଁ ଘରକୁ ୟିବ, ସେ ସ୍ଥାନ ଛାଡିବା ସମୟ ନ ହବୋ ପର୍ୟ୍ଯନ୍ତ ସହେିଠା ରେ ରହିବ।

5 ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ବାଗତ ନକରନ୍ତି, ତବେେ ନଗର ଛାଡି ବାହାରକୁ ଚାଲିୟିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ଯ ସଠାେରେ ଝାଡିଦବେ। ତବେେ ଏହା ସମାନଙ୍କେ ପାଇଁ ଚତାବେନୀ ହବେ।

6 ପ୍ ରରେିତମାନେ ବାହାରିଗଲେ। ସମାନେେ ସମସ୍ତେ ନଗର ଦଇେ ଯାତ୍ରା କଲେ। ସମାନେେ ସୁସମାଚାର ଶୁଣାଇଲେ ଓ ସବୁ ଜାଗା ରେ ଲୋକମାନଙ୍କୁ ସୁସ୍ଥ କଲେ।

7 ଇତି ମଧିଅରେ ସାମନ୍ତ ରାଜା ହରେୋଦ ଏହି ଘଟଣାଗୁଡିକ ବିଷୟ ରେ ଶୁଣି ଗଭୀର ଚିନ୍ତା ରେ ପଡିଗଲେ। କାରଣ କେତକେ ଲୋକ କହୁଥିଲେ, ବାପ୍ତିଜକ ଯୋହନ ପୁଣି ମୃତ୍ଯୁରୁ ବଞ୍ଚି ଉଠିଛନ୍ତି।

8 ଆଉ କେତକେ କହୁଥିଲେ, ଏଲିୟ ଆମ୍ଭ ପାଖ ରେ ପ୍ରକଟିତ ହାଇେଛନ୍ତି। ଅନ୍ୟମାନେ ମଧ୍ଯ କହୁଥିଲେ, ଆଗ କାଳର କୌଣସି ଭବିଷ୍ଯଦ୍ବକ୍ତା ଜୀବନ ରେ ଉଠିଛନ୍ତି।

9 କିନ୍ତୁ େ ହରୋଦ କହିଲେ, ମୁଁ ଯୋହନଙ୍କ ମୁଣ୍ଡକାଟ କରିଛି। ତବେେ ଏ କିଏ, ଯାହାଙ୍କ ବିଷୟ ରେ ମୁଁ ଏଭଳି କଥା ଶୁଣୁଛି? ତେଣୁ ହରେୋଦ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ।

10 ରରେିତମାନେ ଫରେିଆସି ସମାନେେ ଯାତ୍ରା କରିବା ସମୟରେ ଯାହା ସବୁ କରିଥିଲେ, ସେ ବିଷୟ ରେ ଯୀଶୁଙ୍କ ଆଗ ରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ ରରେିତମାନଙ୍କୁ ସାଙ୍ଗ ରେ ନଇେ ସଠାରୁେ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଚାଲିଗଲେ।

11 କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସମାନେେ ତାହାଙ୍କର ଅନୁସରଣ କଲେ। ଯୀଶୁ ସମାନଙ୍କେୁ ସ୍ବାଗତ କଲେ ଏବଂ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।

12 ଅପରାହ୍ନର ବିଳମ୍ବିତ ପ୍ରହର ରେ ବାରଜଣ ଯାକ ପ୍ ରରେିତ ଯୀଶୁଙ୍କ ପାଖକୁ ଆସି କହିଲେ, ଏ ସ୍ଥାନଟି ନିର୍ଜ୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସମାନେେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ଯବସ୍ଥା କରନ୍ତୁ।

13 କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।

14 ସଠାେରେ କବଳେ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ।

15 ସମାନେେ ତାହା କଲେ ଓ ସବୁ ଲୋକଙ୍କୁ ବସାଇ ଦେଲେ।

16 ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ବର୍ଗ ଆଡକୁ ଚାହିଁ ଖାଦ୍ୟପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ଯମାନଙ୍କୁ ଲୋକଙ୍କ ଭିତ ରେ ପରଶି ଦବୋକୁ ଦେଲେ।

17 ସବୁ ଲୋକ ଖାଇଲେ ଓ ତୃପ୍ତ ହାଇଗେଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ଯମାନେ ବାରଟି ଟୋକଇେ ରେ ଭର୍ତ୍ତିକଲେ।

18 ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ଯମାନେ ଏକାଠି ମିଳି ସହେିସ୍ଥାନକୁ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ ସବୁ କହୁଛନ୍ତି?

19 ସମାନେେ ଉତ୍ତର ଦେଲେ, କେତକେ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତକେ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତକେ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ଯଦ୍ବକ୍ତାମାନଙ୍କ ମଧ୍ଯରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ଯଦ୍ବକ୍ତା।

20 ଯୀଶୁ ସମାନଙ୍କେୁ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କ'ଣ କହୁଛ?

21 କିନ୍ତୁ ଯୀଶୁ ଏ ବିଷୟ ରେ କାହାକୁ ନକହିବା ପାଇଁ ଚତାବେନୀ ଦଇେ ସମାନଙ୍କେୁ କହିଲେ,

22 ଏ କଥା ସତ୍ଯ ଯେ ମନୁଷ୍ଯପୁତ୍ର ଅନକେ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ବୀକାର କରିବେ। ମନୁଷ୍ଯ ପୁତ୍ରଙ୍କୁ ମାରି ଦବେେ। କିନ୍ତୁ ତିନିଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁଥିତ ହବେେ।

23 ଯୀଶୁ ପୁଣି ସମାନଙ୍କେୁ କହିବାକୁ ଲାଗିଲେ, ଯଦି କହେି ମାରେଅନୁସରଣ କରିବାକୁ ଚାହୁଁଥାଏ, ତବେେ ତାହାକୁ ନିଜର ସମସ୍ତ କାମନା ତ୍ଯାଗ କରିବାକୁ ପଡିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କୃଶକୁ ଗ୍ରହଣ କରିବାକୁ ହବେ, ଏବଂ ସେ ମାରେ ଅନୁସରଣ କରିବ।

24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚାହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମାେ ପାଇଁ ତାହାର ଜୀବନ ଦବେ, ସେ ତାହାକୁ ରକ୍ଷା କରିବ।

25 ଯଦି ଜଣେ ସାରା ସଂସାର ପାଇ ଶଷେ ରେ ମରିଯାଏ ବା ହଜିଯାଏ, ତାହା ହେଲେ ଲାଭ କ'ଣ?

26 ଯଦି କୌଣସି ଲୋକ ମାେ ପାଇଁ ବା ମାେ ଉପଦେଶ ପାଇଁ ଲଜ୍ଜିତ ହାଇେଥାଏ, ତବେେ ମୁଁ ମଧ୍ଯ ତା ପାଇଁ ଲଜ୍ଜିତ ହବେି। ଯେତବେେଳେ ମନୁଷ୍ଯ ପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ବର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତବେେଳେ ସେ ତା ପାଇଁ ଲଜ୍ଜିତ ହବେେ।

27 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠା ରେ ଠିଆ ହାଇେଥିବା କେତକେ ଲୋକ ମୃତ୍ଯୁ ପୂର୍ବରୁ ପରମେଶ୍ବରଙ୍କ ରାଜ୍ଯ ଦେଖିବେ।

28 ଏକଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗ ରେ ନଇେ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।

29 ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେ ହରୋ ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚକ୍ଚକ୍ ଧଳା ହାଇଗେଲା।

30 ତା'ପରେ ସଠାେରେ ଦୁଇ ଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସମାନେେ ମାଶାେ ଓ ଏଲିୟ ଥିଲେ।

31 ସମାନଙ୍କେ ଚେ ହରୋ ମଧ୍ଯ ଝଲକୁ ଥିଲା। ସମାନେେ ଯୀଶୁଙ୍କ ସହିତ ୟିରୂଶାଲମ ରେ ଘଟିବାକୁ ଥିବା ତାହାଙ୍କ ମୃତ୍ଯୁ ବିଷୟ ରେ କଥାବାର୍ତ୍ତା ହେଉଥିଲେ।

32 ସେତବେେଳେ ପିତର ଓ ଅନ୍ୟମାନେ ଶାଇେ ପଡିଥିଲେ। କିନ୍ତୁ ସମାନେେ ଉଠି ପଡିଲେ ଓ ଯୀଶୁଙ୍କ ମହିମା ଦେଖିଲେ। ଯୀଶୁଙ୍କ ସହିତ ଠିଆ ହାଇେଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ଯ ସମାନେେ ଦେଖିଲେ:

33 ମାଶାେ ଓ ଏଲିୟ ୟିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, ଗୁରୁ, ଭଲ ହେଲା ଯେ ଆମ୍ଭମାନେେ ଏଠା ରେ ଅଛୁ। ଆମ୍ଭମାନେେ ଏଠା ରେ ତିନୋଟି ତମ୍ବୁ ଟାଣି ଦବେୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ। ପିତର ଜାଣି ପାରୁ ନଥିଲେ ଯେ, ସେ କ'ଣ କହୁଛନ୍ତି।

34 ପିତର ଏହି ସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡାଇ ପକଇେଲା। ମେଘ ସମାନଙ୍କେୁ ଘୋଡାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ।

35 ସେତବେେଳେ ମେଘ ଭିତରୁ ଆକାଶବାଣୀ ହେଲା, ଏ ମାରେ ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ଯ ହୁଅ।

36 ଆକାଶବାଣୀ ହାଇେ ସାରିବା ପରେ ସଠାେରେ କବଳେ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟ ରେ ନୀରବ ରହିଲେ। ସମାନେେ ଯାହା କିଛି ଦେଖିଥିଲେ, ସେ ବିଷୟ ରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।

37 ତା' ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁସଂଖ୍ଯା ରେ ଲୋକେ ଆସି ଯୀଶୁଙ୍କୁ ଭଟେିଲେ।

38 ଭିଡ ଭିତରୁ ଜଣେ ଲୋକ ପାଟି କରି ଉଠିଲା, ଗୁରୁ, ଦୟାକରି ଆସି ମାେ ପୁଅକୁ ଦେଖନ୍ତୁ।

39 ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।

40 ମୁଁ ଆପଣଙ୍କ ଶିଷ୍ଯମାନଙ୍କୁ ମାେ ପୁଅ ଦହରେୁ ଭୂତକୁ ଛଡଇେ ଦବୋକୁ ଅନୁରୋଧ କଲି, କିନ୍ତୁ ସମାନେେ ପାରିଲେ ନାହିଁ।

41 ତା'ପରେ ଯୀଶୁ କହିଲେ, ତୁମ୍ଭମାନେେ ବିଶ୍ବାସ ବିହିନ ଜୀବନ ଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି? ତା'ପରେ ଯୀଶୁ ଲୋକଟିକୁ କହିଲେ, ତୁମ୍ଭ ପୁଅକୁ ଏଠାକୁ ଆଣ।

42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଚାଡି ଦଲୋ। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠାେର ଧମକ ଦେଲେ। ଏହାପରେ ପିଲାଟି ସୁସ୍ଥ ହାଇଗେଲା। ଯୀଶୁ ତାହାକୁ ତା' ବାପା ପାଖ ରେ ସମର୍ପି ଦେଲେ।

43 ସମସ୍ତ ଲୋକ ପରମେଶ୍ବରଙ୍କ ମହାନ ଶକ୍ତି ଦେଖି ଆଶ୍ଚର୍ୟ୍ଯ ହାଇଗେଲେ।

44 ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ଯପୁତ୍ରଙ୍କୁ କେତଜେଣ ମନୁଷ୍ଯମାନଙ୍କ ହାତ ରେ ଧ ରଇେ ଦବେେ।

45 କିନ୍ତୁ ଶିଷ୍ଯମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସମାନଙ୍କେ ପ୍ରତି ଲୁକାଯିତ ଥିଲା। ତେଣୁ ସମାନେେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସମାନେେ ଯୀଶୁଙ୍କୁ ଏ ବିଷୟ ରେ ପଚାରିବାକୁ ସାହସ କଲେ ନାହିଁ।

46 ଥରେ ଯୀଶୁଙ୍କ ଶିଷ୍ଯମାନଙ୍କ ମଧିଅରେ ୟୁକ୍ତିତର୍କ ହେଲା ଯେ, ସମାନଙ୍କେ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?

47 ଯୀଶୁ ସମାନଙ୍କେର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ େଛାଟ ପିଲାକୁ ନିଜ ପାଖ ରେ ଠିଆ କରାଇଲେ।

48 ସେ ଶିଷ୍ଯମାନଙ୍କୁ କହିଲେ, ଯଦି କୌଣସି ଲୋକ ଏହିଭଳି େଛାଟ ପିଲାକୁ ମାେ ନାମ ରେ ଗ୍ରହଣ କରେ, ତାହାହେଲେ ସେ ମାେତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧିଅରେ ଯେଉଁଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ ରେଷ୍ଠ।

49 ଯୋହନ କହିଲେ, ଗୁରୁ, ଆମ୍ଭମାନେେ ଜଣେ ଲୋକକୁ ଆପଣଙ୍କ ନାମ ନଇେ ଭୂତମାନଙ୍କୁ ଲୋକଙ୍କ ଦହରେୁ ତଡି ଦେଉଥିବାର ଦେଖିଲୁ। ଆମ୍ଭମାନେେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ଯମାନଙ୍କ ଗୋଷ୍ଠୀର ଲୋକ ନୁହେଁ।

50 ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, ତାକୁ ମନା କରନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷ ରେ ନାହାଁନ୍ତି, ସହେିଁ ତୁମ୍ଭ ସପକ୍ଷର ଲୋକ।

51 ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

52 ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।

53 କିନ୍ତୁ ୟିଶୁ ୟିରୂଶାଲମକୁ ଯାଉଥିବାର ଦେଖି ସଠାେକାର ଲୋକ ତାହାଙ୍କୁ ସ୍ବାଗତ କଲେ ନାହିଁ।

54 ଯୀଶୁଙ୍କ ଶିଷ୍ଯ ଯାକୁବ ଓ ଯୋହନ ଏହା ଦେଖିଲେ। ସମାନେେ କହିଲେ, ପ୍ରଭୁ ସ୍ବର୍ଗରୁ ଅଗ୍ନି ବର୍ଷା କରି ସମାନଙ୍କେୁ ଧ୍ବଂସ କରିଦବୋପାଇଁ ଆମ୍ଭେ ଆଦେଶ ଦବେୁ ବୋଲି କ'ଣ ଆପଣ ଚାହୁଁଛନ୍ତି?

55 କିନ୍ତୁ ଯୀଶୁ ସମାନଙ୍କେ ଆଡକୁ ବୁଲି ପଡି ସମାନଙ୍କେୁ ଭର୍ତ୍ସନା କଲେ।

56 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଅନ୍ୟ ଗାଁକୁ ଚାଲିଗଲେ।

57 ସମାନେେ ରାସ୍ତା ରେ ଆଗଇେ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, ଆପଣ ଯେଉଁ ଆଡେଯିବେ, ମୁଁ ଆପଣଙ୍କ ପେଛପେଛ ୟିବି।

58 ଯୀଶୁ ତାହାକୁ କହିଲେ, କୋକିଶିଆଳିର ରହିବାପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ଯ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।

59 ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।

60 କିନ୍ତୁ ଯୀଶୁ ତାହାକୁ କହିଲେ, ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦବେେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରଚାର କର।

61 ଆଉ ଜଣେ ଲୋକ କହିଲା, ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମାେତେ ମାେ ପରିବାର ଲୋକଙ୍କଠାରୁ ବିଦାୟ ନବୋକୁ ଅନୁମତି ଦିଅନ୍ତୁ।

62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଯେଉଁ ଲୋକ ଲଙ୍ଗଳ ଉପରେ ହାତ ଦଇେ ପଛକୁ ଚା ହେଁ, ସେ ପରମେଶ୍ବରଙ୍କ ରାଜ୍ଯ ପ୍ଇଁ ଯୋଗ୍ଯ ନୁହେଁ।

1 Then he called his twelve disciples together, and gave them power and authority over all devils, and to cure diseases.

2 And he sent them to preach the kingdom of God, and to heal the sick.

3 And he said unto them, Take nothing for your journey, neither staves, nor scrip, neither bread, neither money; neither have two coats apiece.

4 And whatsoever house ye enter into, there abide, and thence depart.

5 And whosoever will not receive you, when ye go out of that city, shake off the very dust from your feet for a testimony against them.

6 And they departed, and went through the towns, preaching the gospel, and healing every where.

7 Now Herod the tetrarch heard of all that was done by him: and he was perplexed, because that it was said of some, that John was risen from the dead;

8 And of some, that Elias had appeared; and of others, that one of the old prophets was risen again.

9 And Herod said, John have I beheaded: but who is this, of whom I hear such things? And he desired to see him.

10 And the apostles, when they were returned, told him all that they had done. And he took them, and went aside privately into a desert place belonging to the city called Bethsaida.

11 And the people, when they knew it, followed him: and he received them, and spake unto them of the kingdom of God, and healed them that had need of healing.

12 And when the day began to wear away, then came the twelve, and said unto him, Send the multitude away, that they may go into the towns and country round about, and lodge, and get victuals: for we are here in a desert place.

13 But he said unto them, Give ye them to eat. And they said, We have no more but five loaves and two fishes; except we should go and buy meat for all this people.

14 For they were about five thousand men. And he said to his disciples, Make them sit down by fifties in a company.

15 And they did so, and made them all sit down.

16 Then he took the five loaves and the two fishes, and looking up to heaven, he blessed them, and brake, and gave to the disciples to set before the multitude.

17 And they did eat, and were all filled: and there was taken up of fragments that remained to them twelve baskets.

18 And it came to pass, as he was alone praying, his disciples were with him: and he asked them, saying, Whom say the people that I am?

19 They answering said, John the Baptist; but some say, Elias; and others say, that one of the old prophets is risen again.

20 He said unto them, But whom say ye that I am? Peter answering said, The Christ of God.

21 And he straitly charged them, and commanded them to tell no man that thing;

22 Saying, The Son of man must suffer many things, and be rejected of the elders and chief priests and scribes, and be slain, and be raised the third day.

23 And he said to them all, If any man will come after me, let him deny himself, and take up his cross daily, and follow me.

24 For whosoever will save his life shall lose it: but whosoever will lose his life for my sake, the same shall save it.

25 For what is a man advantaged, if he gain the whole world, and lose himself, or be cast away?

26 For whosoever shall be ashamed of me and of my words, of him shall the Son of man be ashamed, when he shall come in his own glory, and in his Father’s, and of the holy angels.

27 But I tell you of a truth, there be some standing here, which shall not taste of death, till they see the kingdom of God.

28 And it came to pass about an eight days after these sayings, he took Peter and John and James, and went up into a mountain to pray.

29 And as he prayed, the fashion of his countenance was altered, and his raiment was white and glistering.

30 And, behold, there talked with him two men, which were Moses and Elias:

31 Who appeared in glory, and spake of his decease which he should accomplish at Jerusalem.

32 But Peter and they that were with him were heavy with sleep: and when they were awake, they saw his glory, and the two men that stood with him.

33 And it came to pass, as they departed from him, Peter said unto Jesus, Master, it is good for us to be here: and let us make three tabernacles; one for thee, and one for Moses, and one for Elias: not knowing what he said.

34 While he thus spake, there came a cloud, and overshadowed them: and they feared as they entered into the cloud.

35 And there came a voice out of the cloud, saying, This is my beloved Son: hear him.

36 And when the voice was past, Jesus was found alone. And they kept it close, and told no man in those days any of those things which they had seen.

37 And it came to pass, that on the next day, when they were come down from the hill, much people met him.

38 And, behold, a man of the company cried out, saying, Master, I beseech thee, look upon my son: for he is mine only child.

39 And, lo, a spirit taketh him, and he suddenly crieth out; and it teareth him that he foameth again, and bruising him hardly departeth from him.

40 And I besought thy disciples to cast him out; and they could not.

41 And Jesus answering said, O faithless and perverse generation, how long shall I be with you, and suffer you? Bring thy son hither.

42 And as he was yet a coming, the devil threw him down, and tare him. And Jesus rebuked the unclean spirit, and healed the child, and delivered him again to his father.

43 And they were all amazed at the mighty power of God. But while they wondered every one at all things which Jesus did, he said unto his disciples,

44 Let these sayings sink down into your ears: for the Son of man shall be delivered into the hands of men.

45 But they understood not this saying, and it was hid from them, that they perceived it not: and they feared to ask him of that saying.

46 Then there arose a reasoning among them, which of them should be greatest.

47 And Jesus, perceiving the thought of their heart, took a child, and set him by him,

48 And said unto them, Whosoever shall receive this child in my name receiveth me: and whosoever shall receive me receiveth him that sent me: for he that is least among you all, the same shall be great.

49 And John answered and said, Master, we saw one casting out devils in thy name; and we forbad him, because he followeth not with us.

50 And Jesus said unto him, Forbid him not: for he that is not against us is for us.

51 And it came to pass, when the time was come that he should be received up, he stedfastly set his face to go to Jerusalem,

52 And sent messengers before his face: and they went, and entered into a village of the Samaritans, to make ready for him.

53 And they did not receive him, because his face was as though he would go to Jerusalem.

54 And when his disciples James and John saw this, they said, Lord, wilt thou that we command fire to come down from heaven, and consume them, even as Elias did?

55 But he turned, and rebuked them, and said, Ye know not what manner of spirit ye are of.

56 For the Son of man is not come to destroy men’s lives, but to save them. And they went to another village.

57 And it came to pass, that, as they went in the way, a certain man said unto him, Lord, I will follow thee whithersoever thou goest.

58 And Jesus said unto him, Foxes have holes, and birds of the air have nests; but the Son of man hath not where to lay his head.

59 And he said unto another, Follow me. But he said, Lord, suffer me first to go and bury my father.

60 Jesus said unto him, Let the dead bury their dead: but go thou and preach the kingdom of God.

61 And another also said, Lord, I will follow thee; but let me first go bid them farewell, which are at home at my house.

62 And Jesus said unto him, No man, having put his hand to the plough, and looking back, is fit for the kingdom of God.

1 Now after these things, in the reign of Artaxerxes king of Persia, Ezra the son of Seraiah, the son of Azariah, the son of Hilkiah,

2 The son of Shallum, the son of Zadok, the son of Ahitub,

3 The son of Amariah, the son of Azariah, the son of Meraioth,

4 The son of Zerahiah, the son of Uzzi, the son of Bukki,

5 The son of Abishua, the son of Phinehas, the son of Eleazar, the son of Aaron the chief priest:

6 This Ezra went up from Babylon; and he was a ready scribe in the law of Moses, which the Lord God of Israel had given: and the king granted him all his request, according to the hand of the Lord his God upon him.

7 And there went up some of the children of Israel, and of the priests, and the Levites, and the singers, and the porters, and the Nethinims, unto Jerusalem, in the seventh year of Artaxerxes the king.

8 And he came to Jerusalem in the fifth month, which was in the seventh year of the king.

9 For upon the first day of the first month began he to go up from Babylon, and on the first day of the fifth month came he to Jerusalem, according to the good hand of his God upon him.

10 For Ezra had prepared his heart to seek the law of the Lord, and to do it, and to teach in Israel statutes and judgments.

11 Now this is the copy of the letter that the king Artaxerxes gave unto Ezra the priest, the scribe, even a scribe of the words of the commandments of the Lord, and of his statutes to Israel.

12 Artaxerxes, king of kings, unto Ezra the priest, a scribe of the law of the God of heaven, perfect peace, and at such a time.

13 I make a decree, that all they of the people of Israel, and of his priests and Levites, in my realm, which are minded of their own freewill to go up to Jerusalem, go with thee.

14 Forasmuch as thou art sent of the king, and of his seven counsellers, to inquire concerning Judah and Jerusalem, according to the law of thy God which is in thine hand;

15 And to carry the silver and gold, which the king and his counsellers have freely offered unto the God of Israel, whose habitation is in Jerusalem,

16 And all the silver and gold that thou canst find in all the province of Babylon, with the freewill offering of the people, and of the priests, offering willingly for the house of their God which is in Jerusalem:

17 That thou mayest buy speedily with this money bullocks, rams, lambs, with their meat offerings and their drink offerings, and offer them upon the altar of the house of your God which is in Jerusalem.

18 And whatsoever shall seem good to thee, and to thy brethren, to do with the rest of the silver and the gold, that do after the will of your God.

19 The vessels also that are given thee for the service of the house of thy God, those deliver thou before the God of Jerusalem.

20 And whatsoever more shall be needful for the house of thy God, which thou shalt have occasion to bestow, bestow it out of the king’s treasure house.

21 And I, even I Artaxerxes the king, do make a decree to all the treasurers which are beyond the river, that whatsoever Ezra the priest, the scribe of the law of the God of heaven, shall require of you, it be done speedily,

22 Unto an hundred talents of silver, and to an hundred measures of wheat, and to an hundred baths of wine, and to an hundred baths of oil, and salt without prescribing how much.

23 Whatsoever is commanded by the God of heaven, let it be diligently done for the house of the God of heaven: for why should there be wrath against the realm of the king and his sons?

24 Also we certify you, that touching any of the priests and Levites, singers, porters, Nethinims, or ministers of this house of God, it shall not be lawful to impose toll, tribute, or custom, upon them.

25 And thou, Ezra, after the wisdom of thy God, that is in thine hand, set magistrates and judges, which may judge all the people that are beyond the river, all such as know the laws of thy God; and teach ye them that know them not.

26 And whosoever will not do the law of thy God, and the law of the king, let judgment be executed speedily upon him, whether it be unto death, or to banishment, or to confiscation of goods, or to imprisonment.

27 Blessed be the Lord God of our fathers, which hath put such a thing as this in the king’s heart, to beautify the house of the Lord which is in Jerusalem:

28 And hath extended mercy unto me before the king, and his counsellers, and before all the king’s mighty princes. And I was strengthened as the hand of the Lord my God was upon me, and I gathered together out of Israel chief men to go up with me.