Luke 8:51
ଯୀଶୁ ଘରକୁ ଆସିଲେ। ସେ କବଳେ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପାମାଆଙ୍କୁ ତାହାଙ୍କ ସହିତ ଭିତରକୁ ୟିବାକୁ ଦେଲେ।
Luke 8:51 in Other Translations
King James Version (KJV)
And when he came into the house, he suffered no man to go in, save Peter, and James, and John, and the father and the mother of the maiden.
American Standard Version (ASV)
And when he came to the house, he suffered not any man to enter in with him, save Peter, and John, and James, and the father of the maiden and her mother.
Bible in Basic English (BBE)
And when he came to the house he did not let any man go in with him, but only Peter and John and James, and the father of the girl and her mother.
Darby English Bible (DBY)
And when he came to the house he suffered no one to go in but Peter and John and James and the father of the child and the mother.
World English Bible (WEB)
When he came to the house, he didn't allow anyone to enter in, except Peter, John, James, the father of the child, and her mother.
Young's Literal Translation (YLT)
And having come to the house, he suffered no one to go in, except Peter, and James, and John, and the father of the child, and the mother;
| And | εἰσελθὼν | eiselthōn | ees-ale-THONE |
| when he came | δὲ | de | thay |
| into | εἰς | eis | ees |
| the | τὴν | tēn | tane |
| house, | οἰκίαν | oikian | oo-KEE-an |
| suffered he | οὐκ | ouk | ook |
| no | ἀφῆκεν | aphēken | ah-FAY-kane |
| man | εἰσελθεῖν | eiselthein | ees-ale-THEEN |
| to go in, | οὐδένα | oudena | oo-THAY-na |
| εἰ | ei | ee | |
| save | μὴ | mē | may |
| Peter, | Πέτρον | petron | PAY-trone |
| and | καὶ | kai | kay |
| James, | Ἰάκωβον | iakōbon | ee-AH-koh-vone |
| and | καὶ | kai | kay |
| John, | Ἰωάννην | iōannēn | ee-oh-AN-nane |
| and | καὶ | kai | kay |
| the | τὸν | ton | tone |
| father | πατέρα | patera | pa-TAY-ra |
| and | τῆς | tēs | tase |
| the | παιδὸς | paidos | pay-THOSE |
| mother | καὶ | kai | kay |
| of the | τὴν | tēn | tane |
| maiden. | μητέρα | mētera | may-TAY-ra |
Cross Reference
Luke 9:28
ଏକଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗ ରେ ନଇେ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।
Mark 14:33
ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ଯଧିକ ବିଚଳିତ ଓ ଦୁଃଖ ରେ ପୂର୍ଣ୍ଣ ହବୋକୁ ଲାଗିଲେ,
Matthew 6:5
ତୁମ୍ଭେ ପ୍ରାର୍ଥନା କଲାବାଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସମାନେେ ୟିହୁଦୀ ସମାଜ ଗୃହ ଓଗଳି-ମୁଣ୍ଡ ରେ ଠିଆ ହାଇେ ବଡପାଟି ରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ତାର ପୂରା ପ୍ରତିଫଳ ଦିଆଯାଇ ସାରିଲାଣି।
Isaiah 42:2
ସେ ରାଜପଥରେ ଉଚ୍ଚସ୍ବର ରେ କହିବ ନାହିଁ କି ସେ ଚିତ୍କାର କରିବ ନାହିଁ।
2 Kings 4:4
ତା'ପରେ ତୁମ୍ଭ ଘରକୁ ୟାଇ ଦ୍ବାର ବନ୍ଦ କର। କବଳେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସହେି ଘ ରେ ରହିବ। ତା'ପରେ ସହେି ପାତ୍ରମାନଙ୍କ ରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।
1 Kings 17:19
ତହୁଁ ଏଲିଯ ତାକୁ କହିଲେ, ତୁମ୍ଭ ପୁତ୍ରକୁ ମାେତେ ଦିଅ। ଏଲିଯ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କଠାେରୀକୁ ନଇୟୋଇ ଆପଣା ଶୟ୍ଯା ରେ ତାକୁ ଶୁଆଇ ଦେଲେ।
Acts 9:40
ପିତର କଠାେରୀ ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା'ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, ଟାବୀଥା, ଉଠ। ସେ ଆଖି ଖାଲିେଲେ ଓ ପିତରଙ୍କୁ ଦେଖି ଉଠି ବସିଲେ।
Luke 6:14
ସମାନେେ ହେଲେ: ଶିମାନେ ଯାହାଙ୍କୁ ସେ ପିତର ବୋଲି ମଧ୍ଯ ନାମ ଦେଲେ। ଶିମାନଙ୍କେ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ। ଫିଲିପ୍ପ ଓ ବର୍ଥଲମି,
Mark 5:37
ତା'ପରେ ସେ ସମସ୍ତଙ୍କୁ ଛାଡି କବଳେ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ।
2 Kings 4:34
ଇଲୀଶାୟ ଶୟ୍ଯା ଉପରକୁ ୟାଇ ବାଳକଟିର ଉପରେ ଶଯନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ନ ହବୋ ପର୍ୟ୍ଯନ୍ତ ସେ ତାହା ଉପରେ ନିଜକୁ ଲମ୍ବଇେ ରଖିଲେ।