Luke 6:16
ଯାକୁବଙ୍କ ପୁତ୍ର ୟିହୂଦା ଓ ଈଷ୍କରିଯୋଥ ୟିହୂଦା ା ପରେ ଏହି ଯିହୁଦା ବିଶ୍ବାସ ଘାତକତା କରି ଯୀଶୁଙ୍କୁ ଶତୃ ହସ୍ତ ରେ ସମର୍ପଣ କଲା।
Luke 6:16 in Other Translations
King James Version (KJV)
And Judas the brother of James, and Judas Iscariot, which also was the traitor.
American Standard Version (ASV)
and Judas `the son' of James, and Judas Iscariot, who became a traitor;
Bible in Basic English (BBE)
And Judas, the son of James, and Judas Iscariot, he who was false to him.
Darby English Bible (DBY)
[and] Judas [brother] of James, and Judas Iscariote, who was also [his] betrayer;
World English Bible (WEB)
Judas the son of James; and Judas Iscariot, who also became a traitor.
Young's Literal Translation (YLT)
Judas of James, and Judas Iscariot, who also became betrayer;)
| And Judas | Ἰούδαν | ioudan | ee-OO-thahn |
| the brother of James, | Ἰακώβου | iakōbou | ee-ah-KOH-voo |
| and | καὶ | kai | kay |
| Judas | Ἰούδαν | ioudan | ee-OO-thahn |
| Iscariot, | Ἰσκαριώτην, | iskariōtēn | ee-ska-ree-OH-tane |
| which | ὃς | hos | ose |
| also | καὶ | kai | kay |
| was | ἐγένετο | egeneto | ay-GAY-nay-toh |
| the traitor. | προδότης | prodotēs | proh-THOH-tase |
Cross Reference
John 14:22
ତା'ପରେ ୟିହୂଦା (ଈଷ୍କରିଯୋଥ ନୁହଁନ୍ତି) ତାହାଙ୍କୁ ପଚାରିଲେ, କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠା ରେ ନିଜକୁ ଦଖାଇବୋ ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦଖାେଉ ନାହାଁନ୍ତି।
Matthew 10:3
ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,
Matthew 26:14
ତା'ପରେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଯାଇ ପ୍ରଧାନ ଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସହେି ଶିଷ୍ଯର ନାମ ଈଷ୍କରିଯୋଥ ୟିହୂଦା ଥିଲା।
Matthew 27:3
ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।
Mark 3:18
ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ
John 6:70
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭ ବାରଜଣଙ୍କୁ ମନୋନୀତ କଲି। କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।
Acts 1:16
ଭାଇମାନେ ଧର୍ମଶାସ୍ତ୍ର ରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ବାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ୟିହୂଦାଙ୍କ ବିଷୟ ରେ କହିଥିଲେ।
Acts 1:25
ସହେି ପଦ ରେ ପ୍ ରରେିତ ହବୋ ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ଯରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦଖାଇଦେିଅ।
Jude 1:1
ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଓ ଯାକୁବଙ୍କର ଭାଇ ଅଟେ।