Index
Full Screen ?
 

Luke 4:21 in Oriya

Luke 4:21 Oriya Bible Luke Luke 4

Luke 4:21
ଯୀଶୁ ସମାନଙ୍କେୁ କହିଲେ, ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲା, ତାହା ତୁମ୍ଭମାନେେ ଶୁଣିଲା ବେଳେ ଶାସ୍ତ୍ର ରେ ଏହି ବାକ୍ଯ ଏବେ ସଫଳ ହେଲା।

And
ἤρξατοērxatoARE-ksa-toh
he
began
δὲdethay
to
say
λέγεινlegeinLAY-geen
unto
πρὸςprosprose
them,
αὐτοὺςautousaf-TOOS

ὅτιhotiOH-tee
day
This
ΣήμερονsēmeronSAY-may-rone
is
this
πεπλήρωταιpeplērōtaipay-PLAY-roh-tay

ay
scripture
γραφὴgraphēgra-FAY
fulfilled
αὕτηhautēAF-tay
in
ἐνenane
your
τοῖςtoistoos

ὠσὶνōsinoh-SEEN
ears.
ὑμῶνhymōnyoo-MONE

Cross Reference

Matthew 13:14
ଭବିଷ୍ଯଦ୍ବକ୍ତା ୟିଶାଇୟ ସମାନଙ୍କେ ବିଷୟ ରେ ଯାହା କହିଥିଲେ, ତାହା ସତ୍ଯ ବୋଲି ସହେିମାନେ ପ୍ରମାଣିତ କରି ଦେଉଛନ୍ତି। ୟିଶାଇୟ କହିଥିଲେ, 'ତୁମ୍ଭମାନେେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭମାନେେ ଦେଖୁଥିବ କିନ୍ତୁ କିଛି ଜାଣିପାରିବ ନାହିଁ।

Luke 10:23
ତା'ପରେ ଯୀଶୁ ଶିଷ୍ଯମାନଙ୍କ ଆଡକୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସଠାେରେ କବଳେ ତାହାଙ୍କ ଶିଷ୍ଯମାନେ ରହିଥିଲେ। ଯୀଶୁ କହିଲେ, ତୁମ୍ଭମାନେେ ଧନ୍ଯ, ଯେ ହତେୁ ତୁମ୍ଭମାନେେ ଏହିସବୁ ବିଷୟ ଦେଖିଲ।

John 4:25
ସହେି ସ୍ତ୍ରୀ ଲୋକଟା କହିଲା, ମୁଁ ଜାଣେ ଯେ ମଶୀହ ଆସୁଛନ୍ତି। ଯେତବେେଳେ ମଶୀହ ଆସିବେ, ସେତବେେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦବେେ।

John 5:39
ତୁମ୍ଭମାନେେ ଯତ୍ନ ସହକା ରେ ଧର୍ମ ଶାସ୍ତ୍ରଗୁଡିକ ଅଧ୍ଯୟନ କରୁଛ। କାରଣ ତୁମ୍ଭମାନେେ ବିଶ୍ବାସ କର ଯେ, ସହେି ଧର୍ମଶାସ୍ତ୍ର ଦ୍ବାରା ହିଁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବ। ସହେି ଧର୍ମଶାସ୍ତ୍ରଗୁଡିକ ମାେ ବିଷୟ ରେ କହନ୍ତି।

Acts 2:16
ଏବେ ଯାହା ଘଟୁଛି ସେ ବିଷୟ ରେ ଭାବବାଦୀ ଯାୟେଲ କହିଥିଲେ, ପରମେଶ୍ବର କହନ୍ତି,

Acts 2:29
ହେ ମାରେ ଭାଇମାନେ, ମୁଁ ବିଶ୍ବାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟ ରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ଯୁବରଣ କରି କବରସ୍ଥ ହାଇେଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ଯାବଧି ଆମ୍ଭ ନିକଟରେ ଅଛି।

Acts 3:18
ଇଶ୍ବର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟ ରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ବାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ବର ଏ ସବୁ ଘଟଣା ଘଟାଉଛନ୍ତି।

Chords Index for Keyboard Guitar