Luke 4

1 ଯୀଶୁ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ୟର୍ଦ୍ଦନ ନଦୀରୁ ବାହୁଡି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢାଇ ନଇଗେଲେ।

2 ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।

3 ଶୟତାନ ଯୀଶୁଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ସନ୍ତାନ ତବେେ ଏହି ପଥରଟିକୁ କୁହ, ସେ ରୋଟୀ ହାଇଯୋଉ।

4 ଏହାଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ,

5 ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନଇଯାେଇ କ୍ଷଣକ ମଧିଅରେ ସାରା ସଂସାରର ସମସ୍ତ ରାଜ୍ଯ ଦଖାଇେ ଦଲୋ।

6 ଶୟତାନ ଯୀଶୁଙ୍କୁ କହିଲା, ମୁଁ ଏହିସବୁ ରାଜ୍ଯ ଏବଂ ସମାନଙ୍କେର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦଇେ ଦବେି। ସଗେୁଡିକୁ ମାେତେ ଦିଆ ଯାଇଛି। ମୁଁ ଯାହାକୁ ଚାହିଁବି, ତାହାକୁ ଏ ସମସ୍ତ ଦଇପୋରିବି।

7 ତବେେ ଯଦି ତୁମ୍ଭେ ମାେତେ ଉପାସନା କରିବ, ତବେେ ମୁଁ ଏସବୁ ତୁମ୍ଭକୁ ଦଇେ ଦବେି।

8 ଯୀଶୁ ଉତ୍ତର ଦେଲେ, ଶାସ୍ତ୍ର ରେ ଲଖାେଅଛି:

9 ତା'ପରେ ସେ ଯୀଶୁଙ୍କୁ ୟିରୁଶାଲମେକୁ ନଇଗେଲା ଓ ସଠାେରେ ମନ୍ଦିରର ଶିଖର ରେ ଠିଆ କରାଇ ଦଲୋ। ସେ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପରମେଶ୍ବରଙ୍କ ପୁତ୍ର, ତବେେ ଏହିଠାରୁ ତଳକୁ ଡଇେଁପଡ।

10 ଶାସ୍ତ୍ର ରେ ଲଖାେଅଛି:

11 ଏହା ମଧ୍ଯ ଲଖାେଅଛି:

12 ଯୀଶୁ କହିଲେ, ଶାସ୍ତ୍ର ରେ ଏ କଥା ମଧ୍ଯ ଲଖାେଅଛି:

13 ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନଇେ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡି ଚାଲିଗଲା।

14 ପବିତ୍ର ଆତ୍ମାଙ୍କ ଦ୍ବାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫରେିଗଲେ। ଗାଲିଲୀର ଚାରିଆଡେ ଯୀଶୁଙ୍କ ବିଷୟ ରେ ଖବର ବ୍ଯାପିଗଲା।

15 ଯୀଶୁ ସମାନଙ୍କେର ସମାଜଗୃହମାନଙ୍କ ରେ ଉପଦେଶ ଦବୋ ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।

16 ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।

17 ଭବିଷ୍ଯଦ୍ବକ୍ତା ୟିଶାୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖାଲିେ ଯେଉଁ ଜାଗା ରେ ଏହା ଲଖାେଥିଲା, ତାହା ପାଇଲେ:

18 ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ

19 ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘାଷେଣା କରିବାକୁ ପ୍ରଭୁ ମାେତେ ପଠାଇଛନ୍ତି। ୟିଶାଇୟ 61:1-2

20 ଯୀଶୁ ପୁସ୍ତକ ବନ୍ଦ କରି ସବେକଙ୍କୁ ଫରୋଇ ଦେଲେ। ତାପରେ ସେ ବସି ପଡିଲେ। ସମାଜଗୃହ ରେ ଥିବା ପ୍ରେତ୍ୟକକ ଲୋକର ଲକ୍ଷ୍ଯ ତାହାଙ୍କ ଉପରେ ଥିଲା।

21 ଯୀଶୁ ସମାନଙ୍କେୁ କହିଲେ, ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲା, ତାହା ତୁମ୍ଭମାନେେ ଶୁଣିଲା ବେଳେ ଶାସ୍ତ୍ର ରେ ଏହି ବାକ୍ଯ ଏବେ ସଫଳ ହେଲା।

22 ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ଯ ବାହାରି ଆସୁଥିଲା, ସେଥି ରେ ସମସ୍ତେ ବିସ୍ମିତ ହାଇେ ଯାଉଥିଲେ। ସମାନେେ କହୁଥିଲେ, ଏ କ'ଣ ୟୋ ସଫଙ୍କେ ପୁଅ ନୁହେଁ?

23 ଯୀଶୁ ସମାନଙ୍କେୁ କହିଲେ, ମୁଁ ଜାଣିଛି ଯେ, ତୁମ୍ଭମାନେେ ମାେତେ ସହେି ପୁରୁଣା ଉକ୍ତିଟି କହିବ, 'ଆ ରେ ବଇଦ, ଆଗ ନିଜକୁ ଭଲ କର।' ତୁମ୍ଭେ କହିବିକୁ ଚାହୁଁଛ, କଫର୍ନାହୂମ ରେ ତୁମ୍ଭେ ଯାହା ସବୁ କରୁଛ ବୋଲି ଆମ୍ଭମାନେେ ଶୁଣିଛୁ, ସହେିସବୁ ଏବେ ନିଜ ପୈତୃକ ନଗର ରେ ମଧ୍ଯ କର।

24 ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, କୌଣସି ଭବିଷ୍ଯଦ୍ବକ୍ତାକୁ ନିଜ ନଗର ରେ ଗ୍ରହଣ କରାଯାଏ ନାହିଁ।

25 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏଲିୟଙ୍କ ସମୟରେ ଇସ୍ରାଯଲେ ରେ ଯେତବେେଳେ ତିନି ବର୍ଷ ଛଅ ମାସ ପର୍ୟ୍ଯନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶ ରେ ଭୀଷଣ ଦୁର୍ଭିକ୍ଷ ପଡିଲା, ସେତବେେଳେ ଇଶ୍ରାୟେଲ ରେ ବହୁ ସଂଖ୍ଯା ରେ ବିଧବା ଥିଲେ।

26 କିନ୍ତୁ ଏଲିୟଙ୍କୁ ସମାନଙ୍କେ ମଧ୍ଯରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କବଳେ ସୀଦୋନ ଅଞ୍ଚଳର ସାରିଫତ ରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।

27 ଆହୁରି ମଧ୍ଯ ଭବିଷ୍ଯଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇଶ୍ରାୟେଲ ରେ ଅନକେ କୁଷ୍ଠ ରୋଗୀ ଥିଲେ। ତଥାପି ସମାନଙ୍କେ ମଧ୍ଯରୁ, କାହାରିକୁ ଆରୋଗ୍ୟ କରାଯାଇ ନଥିଲା। କବଳେ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ ଇଶ୍ରାୟେଲର ଲୋକ ନଥିଲେ।

28 ସମାଜଗୃହର ରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ।

29 ଲୋକମାନେ ଉଠି ପଡିଲେ ଓ ଜାରେ ଜବରଦସ୍ତି ୟିଶୁଙ୍କୁ ନଗର ମଧ୍ଯରୁ ବାହାର କରି ଦେଲେ। ସମାନଙ୍କେ ନଗର ଗୋଟିଏ ପାହାଡ ଉପରେ ନିର୍ମିତ ଥିଲା। ସମାନେେ ଯୀଶୁଙ୍କୁ ପାହାଡର ଧାରକୁ ନଇଗେଲେ। ସମାନେେ ଯୀଶୁଙ୍କୁ ସଠାରୁେ ତଳକୁ ଫିଙ୍ଗି ଦବୋକୁ ଚାହୁଁଥିଲେ।

30 କିନ୍ତୁ ଯୀଶୁ ସମାନଙ୍କେ ମଧ୍ଯ ଦଇେ ଚାଲିଗଲେ।

31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।

32 ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥଲେ।

33 ସହେି ସମାଜଗୃହ ରେ ଥିବା ଜଣେ ଲୋକ ଦହେ ରେ ଦୁଷ୍ଟାତ୍ମା ଆସି ରହିଥଲା। ସେ ବଡପାଟି ରେ ଚିତ୍କାର କରି କହିଲା,

34 ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭମାନଙ୍କୁ ଧ୍ବଂସ କରିଦବୋକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ବରଙ୍କ ସହେି ପବିତ୍ର ବ୍ଯକ୍ତି।

35 ଯୀଶୁ ତାହାକୁ ଧମକ ଦଇେ କହିଲେ, ଚୁପ୍ କର ଏହି ଲୋକର ଦହରେୁ ବାହାରିଯା। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା' ଦହରେୁ ବାହାରିଗଲା।

36 ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।

37 ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା।

38 ଯୀଶୁ ସମାଜଗୃହ ଛାଡି ଶିମାନଙ୍କେ ଘରକୁ ଗଲେ। ଶିମାନଙ୍କେ ଶାଶୁଙ୍କୁ ଭୟଙ୍କର ଜ୍ବର ହାଇେଥିଲା। ସମାନେେ ଯୀଶୁଙ୍କୁ, ତାହାଙ୍କୁ ସାହାୟ୍ଯ କରିବା ପାଇଁ କହିଲେ।

39 ଯୀଶୁ ତାହାଙ୍କର ପାଖ ରେ ଠିଆ ହାଇେ ଜ୍ବରକୁ ଧମକ ଦେଲେ। ତାହାଙ୍କର ଜ୍ବର ଛାଡିଗଲା। ତା'ପରେ ସେ ଉଠି ସମାନଙ୍କେର ସବୋ ରେ ଲାଗିପଡିଲେ।

40 ସୂର୍ୟ୍ଯ ଅସ୍ତ ହାଇଯେିବା ପରେ ଲୋକମାନେ ସମାନଙ୍କେର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନଙ୍କେଠା ରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସମାନଙ୍କେୁ ସୁସ୍ଥ କରି ଦେଲେ।

41 ଆଉ ମଧ୍ଯ ସମାନଙ୍କେ ମଧିଅରେ ଥିବା ଅନକଙ୍କେ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, ତୁମ୍ଭେ ପରମେଶ୍ବରଙ୍କର ପୁତ୍ର। କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠାେର ଆଜ୍ଞା ଦେଲେ। କାରଣ ସହେି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ବଯଂ ଖ୍ରୀଷ୍ଟ।

42 ଯୀଶୁ ଏକାକୀ ରହିବା ଉଦ୍ଦେଶ୍ଯ ରେ ତା'ପର ଦିନ ସକାଳେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖାଜେିଲେ। ଖାଜେି ଖାଜେି େଶଷରେ ସମାନେେ ଯୀଶୁ ଯେଉଁଠା ରେ ଥିଲେ, ସଠାେରେ ପହଞ୍ଚିଗଲେ। ଯୀଶୁ ସମାନଙ୍କେୁ ଛାଡି କରି କୁଆଡେ ନଯା'ନ୍ତୁ ବୋଲି ସମାନେେ ଚାହୁଁଥିଲେ। ତେଣୁ ସମାନେେ ଯାଶୁଙ୍କୁ ଅଟକଇବୋକୁ ଚେଷ୍ଟାକଲେ।

43 କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ମାେତେ ଅନ୍ୟ ନଗରମାନଙ୍କ ରେ ମଧ୍ଯ ପ୍ରଚାର କରିବାକୁ ପଡିବ। କାରଣ ମାେତେ ଏଥିପାଇଁ ପଠାଯାଇଛି।

44 ଏହିଭଳି ଭାବରେ ଯୀଶୁ ଯିହୁଦା ରେ ବିଭିନ୍ନ ସମାଜଗୃହମାନଙ୍କ ରେ ଉପଦେଶ ପ୍ରଚାର କରିବାକୁ ଲାଗିଲେ।

1 And Jesus being full of the Holy Ghost returned from Jordan, and was led by the Spirit into the wilderness,

2 Being forty days tempted of the devil. And in those days he did eat nothing: and when they were ended, he afterward hungered.

3 And the devil said unto him, If thou be the Son of God, command this stone that it be made bread.

4 And Jesus answered him, saying, It is written, That man shall not live by bread alone, but by every word of God.

5 And the devil, taking him up into an high mountain, shewed unto him all the kingdoms of the world in a moment of time.

6 And the devil said unto him, All this power will I give thee, and the glory of them: for that is delivered unto me; and to whomsoever I will I give it.

7 If thou therefore wilt worship me, all shall be thine.

8 And Jesus answered and said unto him, Get thee behind me, Satan: for it is written, Thou shalt worship the Lord thy God, and him only shalt thou serve.

9 And he brought him to Jerusalem, and set him on a pinnacle of the temple, and said unto him, If thou be the Son of God, cast thyself down from hence:

10 For it is written, He shall give his angels charge over thee, to keep thee:

11 And in their hands they shall bear thee up, lest at any time thou dash thy foot against a stone.

12 And Jesus answering said unto him, It is said, Thou shalt not tempt the Lord thy God.

13 And when the devil had ended all the temptation, he departed from him for a season.

14 And Jesus returned in the power of the Spirit into Galilee: and there went out a fame of him through all the region round about.

15 And he taught in their synagogues, being glorified of all.

16 And he came to Nazareth, where he had been brought up: and, as his custom was, he went into the synagogue on the sabbath day, and stood up for to read.

17 And there was delivered unto him the book of the prophet Esaias. And when he had opened the book, he found the place where it was written,

18 The Spirit of the Lord is upon me, because he hath anointed me to preach the gospel to the poor; he hath sent me to heal the brokenhearted, to preach deliverance to the captives, and recovering of sight to the blind, to set at liberty them that are bruised,

19 To preach the acceptable year of the Lord.

20 And he closed the book, and he gave it again to the minister, and sat down. And the eyes of all them that were in the synagogue were fastened on him.

21 And he began to say unto them, This day is this scripture fulfilled in your ears.

22 And all bare him witness, and wondered at the gracious words which proceeded out of his mouth. And they said, Is not this Joseph’s son?

23 And he said unto them, Ye will surely say unto me this proverb, Physician, heal thyself: whatsoever we have heard done in Capernaum, do also here in thy country.

24 And he said, Verily I say unto you, No prophet is accepted in his own country.

25 But I tell you of a truth, many widows were in Israel in the days of Elias, when the heaven was shut up three years and six months, when great famine was throughout all the land;

26 But unto none of them was Elias sent, save unto Sarepta, a city of Sidon, unto a woman that was a widow.

27 And many lepers were in Israel in the time of Eliseus the prophet; and none of them was cleansed, saving Naaman the Syrian.

28 And all they in the synagogue, when they heard these things, were filled with wrath,

29 And rose up, and thrust him out of the city, and led him unto the brow of the hill whereon their city was built, that they might cast him down headlong.

30 But he passing through the midst of them went his way,

31 And came down to Capernaum, a city of Galilee, and taught them on the sabbath days.

32 And they were astonished at his doctrine: for his word was with power.

33 And in the synagogue there was a man, which had a spirit of an unclean devil, and cried out with a loud voice,

34 Saying, Let us alone; what have we to do with thee, thou Jesus of Nazareth? art thou come to destroy us? I know thee who thou art; the Holy One of God.

35 And Jesus rebuked him, saying, Hold thy peace, and come out of him. And when the devil had thrown him in the midst, he came out of him, and hurt him not.

36 And they were all amazed, and spake among themselves, saying, What a word is this! for with authority and power he commandeth the unclean spirits, and they come out.

37 And the fame of him went out into every place of the country round about.

38 And he arose out of the synagogue, and entered into Simon’s house. And Simon’s wife’s mother was taken with a great fever; and they besought him for her.

39 And he stood over her, and rebuked the fever; and it left her: and immediately she arose and ministered unto them.

40 Now when the sun was setting, all they that had any sick with divers diseases brought them unto him; and he laid his hands on every one of them, and healed them.

41 And devils also came out of many, crying out, and saying, Thou art Christ the Son of God. And he rebuking them suffered them not to speak: for they knew that he was Christ.

42 And when it was day, he departed and went into a desert place: and the people sought him, and came unto him, and stayed him, that he should not depart from them.

43 And he said unto them, I must preach the kingdom of God to other cities also: for therefore am I sent.

44 And he preached in the synagogues of Galilee.

1 Then Naomi her mother in law said unto her, My daughter, shall I not seek rest for thee, that it may be well with thee?

2 And now is not Boaz of our kindred, with whose maidens thou wast? Behold, he winnoweth barley to night in the threshingfloor.

3 Wash thyself therefore, and anoint thee, and put thy raiment upon thee, and get thee down to the floor: but make not thyself known unto the man, until he shall have done eating and drinking.

4 And it shall be, when he lieth down, that thou shalt mark the place where he shall lie, and thou shalt go in, and uncover his feet, and lay thee down; and he will tell thee what thou shalt do.

5 And she said unto her, All that thou sayest unto me I will do.

6 And she went down unto the floor, and did according to all that her mother in law bade her.

7 And when Boaz had eaten and drunk, and his heart was merry, he went to lie down at the end of the heap of corn: and she came softly, and uncovered his feet, and laid her down.

8 And it came to pass at midnight, that the man was afraid, and turned himself: and, behold, a woman lay at his feet.

9 And he said, Who art thou? And she answered, I am Ruth thine handmaid: spread therefore thy skirt over thine handmaid; for thou art a near kinsman.

10 And he said, Blessed be thou of the Lord, my daughter: for thou hast shewed more kindness in the latter end than at the beginning, inasmuch as thou followedst not young men, whether poor or rich.

11 And now, my daughter, fear not; I will do to thee all that thou requirest: for all the city of my people doth know that thou art a virtuous woman.

12 And now it is true that I am thy near kinsman: howbeit there is a kinsman nearer than I.

13 Tarry this night, and it shall be in the morning, that if he will perform unto thee the part of a kinsman, well; let him do the kinsman’s part: but if he will not do the part of a kinsman to thee, then will I do the part of a kinsman to thee, as the Lord liveth: lie down until the morning.

14 And she lay at his feet until the morning: and she rose up before one could know another. And he said, Let it not be known that a woman came into the floor.

15 Also he said, Bring the vail that thou hast upon thee, and hold it. And when she held it, he measured six measures of barley, and laid it on her: and she went into the city.

16 And when she came to her mother in law, she said, Who art thou, my daughter? And she told her all that the man had done to her.

17 And she said, These six measures of barley gave he me; for he said to me, Go not empty unto thy mother in law.

18 Then said she, Sit still, my daughter, until thou know how the matter will fall: for the man will not be in rest, until he have finished the thing this day.